• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

Pallipuspa Samal

Editor

ସାମ୍ବାଦିକତାରେ ସ୍ନାତୋତ୍ତର କରିଥିବା ବେଳେ ଓଡ଼ିଆ ଓ ଇଂରାଜୀରେ ସାମ୍ୱାଦିକତା କ୍ଷେ ...more

ସାମ୍ବାଦିକତାରେ ସ୍ନାତୋତ୍ତର କରିଥିବା ବେଳେ ଓଡ଼ିଆ ଓ ଇଂରାଜୀରେ ସାମ୍ୱାଦିକତା କ୍ଷେତ୍ରରେ ୭ ବର୍ଷର ଅଭିଜ୍ଞତା ରହିଛି। ବିଭିନ୍ନ ଇଲେକ୍ଟରୋନିକ୍ସ ମିଡିଆ ରେ କାମ କରିବା ପରେ ଏବେ ଓଟିଭି ସହିତ ଯୋଡ଼ି ହୋଇଛି। ଜାତୀୟ ଓ ମନୋରଞ୍ଜନ ଖବର,ଫିଚର୍,ଆଞ୍ଚଳିକ ଖବର ଆଦି ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।

less

Posts by Pallipuspa Samal

Making News
ମଉସା ଡାକନି...ଷ୍ଟେଜ୍‌ରେ ଦେଖେଇବି ତି?

କ’ଣ ହେଉନି ହେଉନି ବୋଲି କହୁଛ? ମତେ ସାର୍‌ ଡାକ, ମଉସା ଡାକିଲେ ଭଲ ଲାଗୁନି। ନହେଲେ ଷ୍ଟେଜ୍‌ ଉପରେ ଦେଖେଇବି...

The Great Odisha Political Circus
ମାଲକାନଗିରି କ’ଣ କଳାପାଣି? ଆମକୁ କାହିଁକି ଧମକ ଦେଉଛ ସେଠିକି ବଦଳି କରିଦେବ ବୋଲି?

ତୋ ମାଷ୍ଟର କାହିଁକି ଏମିତି କହିଲା? ମାଲକାନଗିରି କଣ କଳାପାଣି କି? କଥା କଥାରେ ସେଠିକି ବଦଳିଯିବା ପାଇଁ କଣ ଧମକ ଦେଉଛ? ଆରେ ଆରେ...ମୋ ଦୁଆରେ ପାଟି କିଏ କରୁଛି? ଦେଖନ୍ତୁ ସୁବାସ କଣ କହୁଛନ୍ତି.....

Apana Eka Nuhanti
ଆଖି ଖରାପ ପାଇଁ ହେଉନି ଆଧାର କାର୍ଡ଼....ପାଉନାହାନ୍ତି କୌଣସି ସରକାରୀ ସୁବିଧା....

ଇଏ କେମିତିକା ବ୍ୟବସ୍ଥା? ଆଖିକୁ ସଠିକ୍‌ରେ ଦେଖାଯାଉନି ବୋଲି ହୋଇପାରିଲାନି ଆଧାର କାର୍ଡ଼। ବାରମ୍ବାର ଗୁହାରି ପରେ ବି ମୀନତିଙ୍କ ଦୁଃଖ ଶୁଣୁନାହାନ୍ତି କେହି। ଥରଥର ହାତକୁ ଥରଥର ପାଦ...ହେଲେ ମିଳୁନି ସାହାଯ୍ୟ...

Cyber Crime
ଇନଷ୍ଟାରେ ରିଲ୍‌ କରିବା ହେଲା କାଳ...ନ୍ୟୁଡ୍‌ ଫଟୋ ଦେଖାଇ ଆସିଲା ଧମକ...ଲୁଟିଲେ ଏତିକି ଟଙ୍କା...

ମହଙ୍ଗା ପଡ଼ିଲା ଇନଷ୍ଟାରେ ଭିଡ଼ିଓ ଅପଲୋଡ୍‌। ଭଲ ଫଟୋକୁ ନେଇ ନ୍ୟୁଡ୍‌ କରିଦେଲେ ଏମାନେ। ଖାଲି ଏତିକି ନୁହେଁ ବରଂ ଫୋନ୍‌ କରି ଏତିକି ଟଙ୍କା କଲେ ଲୁଟ୍‌...ଦେଖନ୍ତୁ କେମିତି ଥିଲା ପୂରା ଘଟଣା

Doctor in day actor at night
ଇଏ ଏମିତି ଜଣେ ଡାକ୍ତର...ଦିନରେ ରୋଗୀ ବଂଚାଉଛନ୍ତି...ରାତିରେ ପ୍ରାଣ ନେଉଛନ୍ତି

ଇଏ ଏମିତି ଜଣେ ଡାକ୍ତର। ଦୀନରେ ଜୀବନ ବଞ୍ଚାଉଛନ୍ତି, ରାତିରେ ମାରୁଛନ୍ତି। ପେସାରେ ଜଣେ ଡାକ୍ତର ହୋଇଥିଲେ ମଧ୍ୟ ନିଶା ତାଙ୍କର ଅଭିନୟ। ଚର୍ଚ୍ଚାରେ ରୁଦ୍ର ନାରାୟଣ

Woman's cry to feed her child
୩ ବର୍ଷର ଛୁଆକୁ କ୍ଷୀର ଖୁଆଇବାକୁ ହାତ ଯୋଡ଼ୁଛି ମାଆ...ହେଲେ ବାପା...

ନିଜ ଛୁଆକୁ ଟିକିଏ କ୍ଷୀର ଖୁଆଇବାକୁ ଭୋ ଭୋ କାନ୍ଦୁଛି ମାଆ। ଯାହାକୁ ୧୦ ମାସ ଗର୍ଭରେ ରଖି ଦୁନିଆ ଦେଖାଇଥିଲା, ତାକୁ କୋଳରେ ନେବା ପାଇଁ ଏମିତି ଆକୁଳ ନିବେଦନ କରୁଛି ମାଆ। ହାତ ଯୋଡ଼ୁଛି, ସମସ୍ତଙ୍କୁ କହୁଛି...ମୋ ପୁଅକୁ ଦିଅ, ନହେଲେ ମୁଁ ବଞ୍ଚିପାରିବିନି....ଦେଖନ୍ତୁ ଏହି...

poultry farming
ଦିନେ ଦାଦନ ଥିଲେ...ଏବେ ମାସକୁ ରୋଜଗାର କରୁଛନ୍ତି ଲକ୍ଷଲକ୍ଷ ଟଙ୍କା....

ଦିନେ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଉଥିଲେ। ପଶୁ ଡାକ୍ତରଙ୍କ ପରାମର୍ଷ କ୍ରମେ ଏବେ କରୁଛନ୍ତି କୁକୁଡ଼ା ଚାଷ। ଆଉ ମାସକୁ ରୋଜଗାର କରୁଛନ୍ତି ଲକ୍ଷ ଲକ୍ଷ ଟଙ୍କା....

News Fuse
ସିରପ୍‌ର ସାଇଡ୍‌ ଇଫେକ୍ଟ....ଢୋଲେ ପି’ ରାସ୍ତା ଉପରେ ବହେ ରୋଲ୍‌ କଲେ

ଆଲୋ ଇଏ କଣ? ଭାଇ କୋଉ ସିରପ୍‌ ପିଇଛନ୍ତି କି? ଉଦୁଉଦିଆ ଖରାବେଳେ ଇଏ କ’ଣ ଏମିତି ରାସ୍ତାରେ ଗଡ଼ୁଛନ୍ତି। ଭାଇଲୋ...କଣ ଏମିତି ପିଇଛ କି? ଜମାରୁ ନିଦ ଛାଡ଼ୁନି...ନାରଣ ଦେଖୁନୁ ୟାଙ୍କ ଅବସ୍ଥା

Asha Ra Aloka
ମଦ ଛାଡ଼ିଲେ ଯୋଡ଼ି ହୋଇଯିବ ସଂସାର?

ମଦ ଛାଡ଼ିବେ ବୋଲି ପ୍ରତିଶ୍ରୁତି ଦେଲେ ସ୍ୱାମୀ। କିନ୍ତୁ ଚନ୍ଦନଙ୍କ କଥାରେ ବିଶ୍ୱାସ କରିପାରୁନାହାନ୍ତି ସ୍ତ୍ରୀ...କେମିତି ଭରସା ବଢିବ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ? କଣ ହେବ ପିଲାର ଭବିଷ୍ୟତ

Taste of Odisha
ଛେନାରେ ଗୁଡ଼, ନଡ଼ିଆ, ଗୋଲମରିଚ ଦେଇ ଏମିତି ରାନ୍ଧନ୍ତୁ ଚୁଡ଼ା ଚିତଉ...

ଚୁଡ଼ା ଚିତଉ କେବେ ଖାଇଛନ୍ତି କି? ଯଦି ନାଁ....ତେବେ ଏବେ ହିଁ ଛେନାରେ ଗୁଡ଼, ନଡ଼ିଆ, ଗୁଜୁରାତି ଓ ଗୋଲମରିଚ ଦେଇ ଘରେ ତିଆରି କରନ୍ତୁ ଏଇ ଡିସ୍‌। ଥରେ ଖାଇଲେ ପାଟିରୁ ଜମା ଛାଡ଼ିବନି

THE GREAT ODISHA POLITICAL CIRCUS
ତଥାଗତ ପାୱାରରେ ନାହାନ୍ତି, ତୁମ କାମ କରିବେ କେମିତି?

ଶୋଇଲା ଷଣ୍ଢର ଲାଙ୍ଗୁଡ଼ ଟାଣି କାହିଁକି ଉଠାଉଛ? ତଥାଗତ ବାବୁ କ’ଣ ଆଉ ପାୱାରରେ ଅଛନ୍ତି କି? ତୁମ କାମ କରିଦେବେ? ତୁମେ ଛୁଆ ଦେଖି ଭୂଆଁ ବୁଲାଉଛ...

High security registration plates
ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍‌....କେଉଁ ଦିନ କେଉଁ ଗାଡ଼ିର ପଡ଼ିବ ପାଳି?

ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍‌ ପାଇଁ ଆପଣ ଚିନ୍ତିତ କି? ଜମାରୁ ବ୍ୟସ୍ତ ହୁଅନ୍ତୁ ନାହିଁ....ଏଇ ତାରିଖରେ ଏଇ ସବୁ ଗାଡ଼ିର ଚେଞ୍ଜ ହେବ ନମ୍ବର ପ୍ଲେଟ୍‌। ପରିବହନ ବିଭାଗ ଦେଲା ପୂରା ସୂଚନା। ଏଇ ଆପ୍‌ରେ ରେଜିଷ୍ଟ୍ରେସନ କରି ଏତିକି ଦିନ ଭିତରେ ଲଗାଇ ଦିଅନ୍ତୁ ନମ୍ବର...

Octogenarian walks 10 kms
ଚାଲି ଚାଲି ୧୦ କିଲୋମିଟର ଯାଇ ଭତ୍ତା ଟଙ୍କା ଆଣୁଛନ୍ତି ୮୨ ବର୍ଷର ବୃଦ୍ଧା

ଭତ୍ତା ପାଇଁ ୧୦ କିଲୋମିଟର ଚାଲୁଛନ୍ତି ୮୨ ବର୍ଷର ବୃଦ୍ଧା। ବୟସର ଅପରାହ୍ନରେ ଚାଲିବାକୁ ବଳ ନଥିବା ବେଳେ ପେଟ ଚାଖଣ୍ଡକ ପାଇଁ ଯିବାକୁ ହେଉଛି ଏତେ ବାଟ। ବେଳେ ବେଳେ ଟଙ୍କା ଆସିନଥିବା ଶୁଣି ନିକାଶ ହେବାକୁ ପଡୁଛି...

man 'kills' wife before Sabitri Brata
ଇଏ କେମିତିକା ସତ୍ୟବାନ? ଓଷା ପୂର୍ବରୁ ସାବିତ୍ରୀଙ୍କୁ ମାରିଦେଲା....

ଯେଉଁ ସ୍ୱାମୀର ମଙ୍ଗଳ ମନାସି ସାବିତ୍ରୀ ବ୍ରତ କରିଥାଆନ୍ତା ପତ୍ନୀ....ସେଇ ସ୍ତ୍ରୀକୁ ସାବିତ୍ରୀ ବ୍ରତ ପୂର୍ବଦିନ ମାରିଦେଲା ସ୍ୱାମୀ। ୭ ଜନ୍ମର ସାଥୀ ହେବା ପାଇଁ କଥା ଦେଇଥିଲା....କିନ୍ତୁ ଗୋଟିଏ ଜନ୍ମ ପାଇଁ ଭଲ ସାଥୀଟିଏ ହେଲାନି। ବିଶ୍ୱାସରେ ଧୋକା ଦେଲା....ଯୌତୁକ ପାଇଁ ନିଜ ସ୍ତ୍ରୀକୁ ହତ୍ୟା କରିଦେଲା।...

Viral Video
ଅନ୍ଧାର ରାତିରେ ଆପେ ଚାଲୁଛି ଟ୍ୟୁବୱେଲ୍.. ଭିଡିଓ ଭାଇରାଲ୍ ହେବାପରେ ଭୁତକୁ ନେଇ ଚର୍ଚ୍ଚା

ଆପଣ ଭୁତପ୍ରେତରେ ବିଶ୍ୱାସ କରନ୍ତି କି? କରନ୍ତୁ ବା ନକରନ୍ତୁ, ଏଇ ଭିଡିଓଟି ଦେଖିଲେ ଆପଣଙ୍କ ଛାତିରେ ନିଶ୍ଚୟ ଛନକା ପଶିଯିବ। ଭିଡିଓଟିରେ କିଟ୍ କିଟ୍ ଅନ୍ଧାର ରାତିରେ ଗଛମୂଳେ ଥିବା ଏକ ଟ୍ୟୁବୱେଲ୍ ଆପେ ଆପେ ଚାଲୁଥିବା ଦେଖିବାକୁ ମିଳୁଛି। କଥାଟି ସତ କିମ୍ବା ମିଛ ଏବଂ...

Making News
ମୁଁ ସକାଳୁ ଧୂପ ଦେଇ ଦୋକାନ ଖୋଲିବି ନାଁ ମହାପାତ୍ର ବାବୁଙ୍କ ଘରକୁ ରାସ୍ତା ବତେଇବି?

ଏମାନେ ମତେ ଜମାରୁ ଦୋକାନ ଖୋଲିବାକୁ ଦେଉନାହାନ୍ତି। ଧୂପ ଧୂପ ଦେଉ ରାସ୍ତା ପଚାରି ପଚାରି ମତେ ବିରକ୍ତ କରୁଛନ୍ତି। ସେପଟେ ମଉସା କହୁଛନ୍ତି ଯଦି ଲୋକ ରାସ୍ତା ପଚାରିଦେଲେ ତୁମର କଣ ମାରା ହୋଇଗଲା?

News Fuse
ଭିତରେ ଅପରାଧୀ...ଟେବୁଲ୍‌ ଉପରେ ଲକ୍‌ଅପ୍‌ ଚାବି ଥୋଇ ଘୁଙ୍ଗୁଡ଼ି ମାରୁଛନ୍ତି ଥାନା ବାବୁ...

ହାଜତ ଭିତରେ ଅପରାଧୀ ପସିଛି। ବାହାରେ ତାକୁ ଜଗିଛନ୍ତି ଅବକାରୀ ଥାନା ବାବୁ। ଦେଖୁନୁରେ ନାରଣ, ପେଟେ ପଖାଳ ଖାଇ ଏମିତି ଅଚିନ୍ତାରେ କେମିତି ଘୁଙ୍ଗୁଡ଼ି ମାରୁଛନ୍ତି ବାବୁ? ପୁଣି ଲକ୍‌ଅପ୍‌ ଚାବି ଟେବୁଲ ଉପରେ। ହଇରେ ନାରଣ...ପଚାରିବାରୁ ଇଏ କଣ ଆମ ଉପରେ ଗରମ ଦେଖାଉଛନ୍ତି?

UPSC requirements
UPSCରେ ଖାଲି ପଡିଛି ଡ୍ରଗ୍ ଇନ୍ସପେକ୍ଟର ପଦବୀ, ତୁରନ୍ତ କରନ୍ତୁ ଆବେଦନ

ଆପଣ ସରକାରୀ ଚାକିରି କରିବାକୁ ଚାହୁଁଛନ୍ତି କି । UPSC ଅଧୀନରେ ଖାଲିପଡିଛି ଡ୍ରଗ୍‌ ଇନ୍ସପେକ୍ଟର ଏବଂ ମିନେରଲ ଅଫିସର ପଦବୀ । ଯୋଗ୍ୟ ଓ ଆଶାୟୀ ପ୍ରାର୍ଥୀ ଏନେଇ ଆବେଦନ କରିପାରିବେ ।

Meet postman Sohan, the real Covid warrior
ପୋଷ୍ଟ ମ୍ୟାନ୍‌ ହେବ ତ ଏମିତି। କରୋନା କାଳରେ ୪ ହଜାର ୫ ଶହ ଘରେ ୧୫୦ କୋଟିରୁ ଅଧିକ ସହାୟତା ବାଣ୍ଟିଛନ୍ତି ସୋହନ

ପୋଷ୍ଟ ମ୍ୟାନ ହେବ ତ ଏମିତି। କରୋନା କାଳରେ ଗାଁକୁ ଗାଁ ବୁଲି ୪ ହଜାର ୫ ଶହ ଘରେ ୧୫୦ କୋଟିରୁ ଅଧିକ ସରକାରୀ ସହାୟତା ଟଙ୍କା ବାଣ୍ଟିଛନ୍ତି ସୋହନ। ମହାମାରୀକୁ ଡର ନଥିଲା ବରଂ ଲୋକଙ୍କୁ ସାହାଯ୍ୟ କରିବାର ମନୋବୃତ୍ତି ଥିଲା...

Social media love costs
ପାଗଳ କରିଥିଲା ପ୍ରେମ: ବାହା ହେବା ବେଳକୁ ଜଣାପଡ଼ିଲା ପ୍ରେମିକା ହେଉଛନ୍ତି ପୁଅ....

ଫେସବୁକ୍‌ରେ ପ୍ରେମ ହେଲା, ବାହାଘର ପାଇଁ ନିଷ୍ପତ୍ତି ହେଲା.. ଆଉ ବାହାଘର ବେଳେ ଜଣାପଡ଼ିଲା ପ୍ରେମିକା ଝିଅ ନୁହେଁ ବରଂ ପୁଅ.. ହାତରେ ମେହେନ୍ଦୀ ଲଗାଇ ଯୁବକଙ୍କୁ ଏମିତି ପାଗଳ କରିଥିଲେ ଏହି ଯୁବକ...ଏବେ ସବୁ ଜଣାପଡ଼ିବା ପରେ ଦେଖନ୍ତୁ ହେଲା କଣ?

ସାମ୍ବାଦିକତାରେ ସ୍ନାତୋତ୍ତର କରିଥିବା ବେଳେ ଓଡ଼ିଆ ଓ ଇଂରାଜୀରେ ସାମ୍ୱାଦିକତା କ୍ଷେତ୍ରରେ ୭ ବର୍ଷର ଅଭିଜ୍ଞତା ରହିଛି। ବିଭିନ୍ନ ଇଲେକ୍ଟରୋନିକ୍ସ ମିଡିଆ ରେ କାମ କରିବା ପରେ ଏବେ ଓଟିଭି ସହିତ ଯୋଡ଼ି ହୋଇଛି। ଜାତୀୟ ଓ ମନୋରଞ୍ଜନ ଖବର,ଫିଚର୍,ଆଞ୍ଚଳିକ ଖବର ଆଦି ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।