ସ୍ୱାମୀ ନାଁକୁ ୧୦୦ ଥର ଧରୁଛ, ହେଇଟି ହେଇଟି କଣ ଡାକି ପାରୁନୁ? ଇଏ କି ସ୍ତ୍ରୀ? ୩୬୫ ଦିନ ମୁଣ୍ଡିଆ ମାରି ମାରି ମୋ ଦିନ ଗଲାଣି....ଏମିତି ସ୍ତ୍ରୀକୁ କଣ କହିବି?
ଲେଡିଜ୍ ଫୋରମର ପ୍ରତିଷ୍ଠା ଦିବସ...ସମ୍ମାନିତ ହେଲେ ଓଟିଭିର ଲେଡ଼ି ଭିଡ଼ିଓ ଜର୍ଣ୍ଣାଲିଷ୍ଟ ଜ୍ୟୋସ୍ନାରାଣୀ ଦଳାଇ...ଦେଖନ୍ତୁ ସେଇ ଭିଡ଼ିଓ
ଶିବ-ମହାଦେବଙ୍କ ଦୁଃଖ କହିଲେ ନସରେ....ଭଗବାନଙ୍କ ନାଁ ପାଇଛନ୍ତି ସତ ହେଲେ ଦୃଷ୍ଟିବାଧିତ ଦୁଇ ଭାଇ। ୩୫ ବର୍ଷ ହେଲାଣି ଦୁନିଆ ଦେଖିନାହାନ୍ତି ଦୁଇ ଭାଇ। ଅନ୍ଧାରରେ ବିତିଗଲାଣି ଗୋଟିଏ ଯୁଗ...ସବୁ ଦେଖି ଆଖି ବୁଜି ବସିଛି ପ୍ରଶାସନ
ଝାଟିମାଟି କୁଡ଼ିଆ ଘର। ପବନ ଆଇଲେ ଦୋହଲୁଛି। ଘର ଖଣ୍ଡିଏ ପାଇଁ ବ୍ଲକ୍ ପ୍ରଶାସନ ପାଖକୁ ଦୌଡ଼ି ଦୌଡ଼ି ଗୋଡ଼ ଛିଡ଼ିପଡ଼ିଲାଣି କିନ୍ତୁ କେହି ଦୁଃଖ ଶୁଣୁନାହାନ୍ତି। ବିପଦ ଥିବା ଜାଣିବା ପରେ ବି ଏମିତି ପାଲ ଘେରା ଘରେ ରହୁଛନ୍ତି ପୂରା ପରିବାର। ଝଡ଼ବର୍ଷା ଆସିଲେ ଜୀବନ...
ରୋଗୀଙ୍କ ପାଇଁ ମେଡ଼ିକାଲ ପରିସରରେ ତିଆରି ହେଲା ପାର୍କ। ଉତ୍ତମ ଚିକିତ୍ସା ସେବା ସହ ପାର୍କରେ ବୁଲି ନିଜର ମନୋରଂଜନ କରୁଛନ୍ତି ରୋଗୀ। ସୁସ୍ଥ ପରିବେଶ ପୂରା ସମାଜକୁ ଦେଉଛି ଉଦାହରଣ....
ହେଇଟି...ହାଉଲେ। ମାମୁଁ ବସିଛନ୍ତି ଦୁଆରେ, ଆଗେ ପକେଟ୍ରୁ ୧୦୦ କାଢ, ପରେ ଆଗକୁ ବଢ। ଆଲୋ ଆଲୋ, ଫୁଲ୍ ୟୁନିଫର୍ମରେ ଇଏ କଣ ବଟି ଆଦାୟ କରୁଛନ୍ତି। ନାରଣ, ତୁ ଜାଣିନୁ କି? ଚାକିରି କରିବ ପୋଲିସ୍ ଆଉ ମାଛ ଖାଇବ....
ତୀର୍ଥଯାତ୍ରା ହେଲା ମହାଯାତ୍ରା। ପରିବାର ପାଇଁ ମଙ୍ଗଳମନାସୀବାକୁ ଯାଇଥିଲେ...ନିଜେ ଶବ ହୋଇ ଫେରିଲେ। ଏକା ସାଙ୍ଗରୁ ଘରୁ ବାହାରିଥିଲେ, ଏକା ସାଙ୍ଗରେ ଶ୍ମଶାନକୁ ଗଲେ। କାନ୍ଦବୋବାଳିରେ ଫାଟି ପଡ଼ୁଥିଲା ଗାଁ ଦାଣ୍ଡ....ରାମ ରାମ ସତ୍ୟ ହେ ଡାକରେ ଉଠିଲା ୨୬ କୋକେଇ....ଦେଖନ୍ତୁ ସେଇ ହୃଦୟ ବିଦାରକ ଦୃଶ୍ୟକୁ
ପାର୍ଲରରେ ପଇସା ଖର୍ଚ୍ଚ ନକରି ଆପଣ ଚାହିଁଲେ ଘରୋଇ ଉପାୟରେ ମଧ୍ୟ ମୁହଁର ଯତ୍ନ ନେଇପାରିବେ । ଖରା ଦିନେ କିପରି ଆମ ତ୍ୱଚାର ଯତ୍ନ ନେବା ତାହା ଏକ ବଡ ସମସ୍ୟା ଭାବେ ଦେଖାଦିଏ । ଏଥିଯୋଗୁ ତ୍ୱଚା କଳା ପଡିଯିବା ସହ ଟ୍ୟାନ୍ ସମସ୍ୟା ଦେଖାଦିଏ...
ଭିକ ମାଗିବାକୁ ଭୁବନେଶ୍ୱରରୁ ରାଉରକେଲା ଯାଉଛନ୍ତି ଭଗବତୀ। ବର୍ଷା ପବନରେ ଘର ଭାଙ୍ଗିଗଲା....ଧାର ଟଙ୍କା ସୁଝିବା ଲାଗି ରାଜଧାନୀ ମନ୍ଦିରରେ ଭିକ ମାଗୁଥିଲେ। କିନ୍ତୁ ବିଏମସି ମନ୍ଦିରରୁ ତଡ଼ି ଦେବା ପରେ ଟଙ୍କା ସୁଝିବା ପାଇଁ ରାଉରକେଲା ଗଲେ। ରାସ୍ତା କଡ଼ରେ ବସି ଭିକ ମାଗୁଛନ୍ତି, ଯେତିକି ଟଙ୍କା...
ମୋ ବୋଉଲୋ.....ପଳାରେ ନାରଣ। ଇଏ ପା’ ଶ୍ରଦ୍ଧାର ମାଡ଼। ନାରଣ ତୁ ଖାଉନୁ? ଇଲୋ ବୋଉ...ଇଏ ଯେତେ ଜୋର ବାଡ଼ି ଉଠାଉଛନ୍ତି ସେଇଠି ପିଠି ରହିବ ତ? ନାରଣ ଛାଡ଼ି ଦେ’...ନା ଆଉ ମଦ ପିଇବୁ?
ଆଖିରେ ଆଖିଏ ସ୍ୱପ୍ନ, ମନରେ ଅସୁମାରି ଆଶା। ତଥାପି ଜୀବନ ଯୁଦ୍ଧରେ ମାନିନାହାନ୍ତି ହାର୍। ପିଲାଙ୍କ ପାଠ ପାଇଁ ରାତି ୪.୩୦ ରୁ ଏମିତି ଅଟୋ ଚଳାଉଛନ୍ତି ମଧୁମିତା। ଦେଖନ୍ତୁ ମଧୁମିତା ପରିବାର ପାଇଁ କେମିତି କରୁଛନ୍ତି ସଂଘର୍ଷ......
ଓହୋ....ପେଟଟା ପୂରା ଖରାପ ଅଛି। ଏଇଠି ବସି ମାଲ୍ ଖଲାସ କରିଦେବି....ଆଲୋ ବୋଉ...ଏ ବସୁଧା କଣ ଫାଟିଗଲା? ନା ପି....କୁ କିଏ ପିଟିଲା?
ଗାନ୍ଧୀ ପରିବାର ବିନା ଦେଶରେ କଂଗ୍ରେସର ମାନେ କିଛି ନାହିଁ। ଆମେ ସମସ୍ତେ ଚାହୁଁଛୁ କି ରାହୁଲ ଗାନ୍ଧୀ ସଭାପତି ହିଁ ହୁଅନ୍ତୁ। ଆମ ସରକାର ସବୁବେଳେ ଲୋକଙ୍କ ପାଇଁ କାମ କରେ...କିନ୍ତୁ ଏ ବିଜେପି ସରକାର ଦରଦାମ ବଢାଇବାରେ ବ୍ୟସ୍ତ...ଶୁଣନ୍ତୁ ଖୋଲାକଥା କଣ ଅଧିକ ଆଲୋଚନା କରୁଛନ୍ତି...
ପୁଣି ବଢିଲା ସୁନା ଓ ରୁପାର ଦର । ଜାଣନ୍ତୁ ଆପଣଙ୍କ ସହରରେ କେତେ ରହିଛି ସୁନାର ଦାମ୍ ।
ଭାରି ସୁଆଦିଆ ମାଟିହାଣ୍ଡି ଦମ୍ ଚିକେନ୍। ଜିରା, ଡାଳଚିନ୍, ଅସନୀଫୁଲ ଦେଇ ତିଆରି କରନ୍ତୁ ମାଟି ହାଣ୍ଡି ଦମ୍ ଚିକେନ୍। ଖାଲି ରିଫାଇନ୍ ତେଲର ଛୁଙ୍କ ଦେଲେ ବାସ୍...
ଭୟଙ୍କର ଗର୍ଜନ କରୁଛି, କୂଳ ଆଡ଼କୁ ମାଡ଼ି ଆସୁଛି। ୧୦ ରୁ ୧୫ ଘରକୁ ନେଇଗଲାଣି ନିଜ ଗର୍ଭକୁ। ଏବେ ଏଇ ଗାଁକୁ ନେଇଯିବ....ବାରମ୍ବାର କହିଲେ ବି କେହି ଶୁଣୁନାହାନ୍ତି ଏମାନଙ୍କ ଦୁଃଖ। ଆଉ ମାତ୍ର ୩୦ ବର୍ଷରେ ମାନଚିତ୍ରରୁ ଲିଭିଯିବ ପୋଡମ୍ପେଟା
ପୂଜା ତୁମେ ଏମିତି କାହିଁକି ରାଗୁଛ? ଫୋନ୍ କାଟିଦେଲେ ସମ୍ପର୍କ ସିନା ଖରାପ ହୋଇଯିବ କିନ୍ତୁ ନ୍ୟୁଡ୍ ଫଟୋ ଭାଇରାଲ ହେଲେ...ରିଲ୍ ଭିଡ଼ିଓ ଛାଡ଼ି ଫସିଗଲେ କି ଯୁବତୀ...ଦେଖନ୍ତୁ କଣ ଥିଲା ପୂରା ଘଟଣା
କଟକ ଜିଲ୍ଲା ମାହାଙ୍ଗା ବ୍ଲକ୍ ମୂଳବସନ୍ତ ଗାଁରେ ଲୋକେ ଭୟରେ ଅଛନ୍ତି। ହେଟା ମାତିଛି। ଚାଷୀଙ୍କୁ ବିଲରେ ପଛପଟୁ ମାଡ଼ି ବସୁଛି। ଦେଖନ୍ତୁ ସେହି ଗାଁରୁ ଏ ଖବର
ମାଳତୀ ନାନିଙ୍କ ଥ୍ରୀ ଇନ୍ ୱାନ ବରା। ବିଦ୍ୟାଧରପୁରରୁ ବିଡ଼ାନାସୀ....ବରା ଖାଇବାକୁ ଲୋକଙ୍କ ଲାଗୁଛି ଲମ୍ବା ଲାଇନ୍। ବୁଟ, ଆଳୁ, ବିରି ପକାଇ ଆଣ କରିଦେଉଛି ଦୋକାନୀ ଭାଇ। ସନ୍ଧ୍ୟାରେ ଚାହିଦା ଏତେ ଯେ, ଗୋଟିଏ ବରା ଖାଇବା ପାଇଁ ଲୋକଙ୍କ ଲାଗୁଛି ଲମ୍ବା ଲାଇନ୍....ଦେଖନ୍ତୁ କେମିତି ତିଆରି...
ଆଲୋ ଆଲୋ...ବାବା ତୁମେ କୋଉଠି ରହିଲ? କ’ଣ ଦେଖାଯାଉନ? ଇଏ କ’ଣ...ବାବାଙ୍କୁ ଆଶୀର୍ବାଦ ଦେବା ପାଇଁ ଖୋଜା ଯାଉଛି ଆଉ ଖୋଦ୍ ବାବା ହିଁ କୁଆଡ଼େ ଗାଏବ ହୋଇଗଲେ? ମାରିଦେଲୁରେ ନାରଣ...ପୂରା ଜାଗା ମୁଣ୍ଡରେ ଖେଳ