Poll Rigging In Odisha - OTV News Fuse OdishaTV is Odisha\'s no 1 News Channel. OTV being the first private satellite TV channel in Odisha carries the
ବିନା ହଳରେ କମ୍ ଖର୍ଚ୍ଚ, କମ୍ ସାର ଓ କମ୍ ପରିଶ୍ରମରେ କରାଯାଉଛି ଆଳୁ ଚାଷ । କଟକ ଜିଲ୍ଲା ତିହୁଡ଼ି ଗାଁରେ ଏହି ଭିନ୍ନ ଚାଷ କରାଯାଇଥିବାର ଦେଖିବାକୁ ମିଳିଛି । ଅନ୍ତର୍ଜାତୀୟ ଆଳୁ କେନ୍ଦ୍ର ସିଆଇପି ଏବଂ ଓଡିଶା ସରକାରଙ୍କ ଉଦ୍ୟାନ ବିଭାଗର ମିଳିତ ଉଦ୍ୟମରେ...
ୟୁକ୍ରେନରେ ଥିବା ଭାରତୀୟଙ୍କ ପାଇଁ ଏମିତି କହିଛି ଭାରତୀୟ ଦୂତାବାସ। ବଡ଼ ବିପଦ ଆଶଙ୍କାରେ ଯେଉଁମାନେ କିଭରେ ରହୁଛନ୍ତି, ତୁରନ୍ତ ସହର ଛାଡିବାକୁ କୁହାଯାଇଛି। ଏବେ ଭାରତୀୟଙ୍କ ଉଦ୍ଧାର ପାଇଁ ମୋଦିଙ୍କ ନିର୍ଦ୍ଦେଶ ପରେ ୟୁକ୍ରେନ୍ ଯିବାକୁ ତୟାର ହୋଇଛି ବାୟୁସେନା ସି-୧୭ ଗ୍ଲୋବମାଷ୍ଟର ଯୁଦ୍ଧ ବିମାନ...
ଋଷ-ୟୁକ୍ରେନ ମଧ୍ୟରେ ଚାଲିଛି ମହାଯୁଦ୍ଧ। ଏମିତି ସ୍ଥିତିରେ ବିଶ୍ୱକୁ ଭାରତ ଦେଇଛି ଭଲ ପାଇବାର ଖବର। ୟୁକ୍ରେନୀୟ ଯୁବତୀଙ୍କ ପ୍ରେମକୁ ସ୍ୱୀକୃତି ଦେଇଛନ୍ତି ଭାରତୀୟ ଯୁବକ। ଯୁଦ୍ଧର ଗୋଟିଏ ଦିନ ପୂର୍ବରୁ ଭାରତ ଚାଲି ଆସିଥିବା ଏହି ୟୁକ୍ରେନୀୟ ଯୁବତୀ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି...
ବୈଜ୍ଞାନିକଙ୍କ ବଡ଼ ଖୁଲାସା। ଏଣିକି ହାର୍ଟ ଆଟାକ୍ ଆସିବାର ୩ ବର୍ଷ ପୂର୍ବରୁ ଜାଣିପାରିବେ ରୋଗୀ…କମିଯିବ ମୃତ୍ୟୁହାର, କେବଳ ଏହି ଔଷଧ ବଂଚାଇପାରିବ ଜୀବନ, ଦେଖନ୍ତୁ ଏହି ଭିଡ଼ିଓ…
ଓଡ଼ିଆ ପ୍ରେମରେ ଓଡ଼ିଶା ରାଜ୍ୟପାଳ । ଓଡ଼ିଆରେ ଗୀତ ଗାଇଥିବା ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ଏବେ ପୁଣି ଏକ ଓଡ଼ିଆ ସଙ୍ଗୀତ ବନ୍ଦେ ଉତ୍କଳ ଜନନୀ ଗୀତ ଗାଇଛନ୍ତି । ନିର୍ଦ୍ଦେଶକ ପ୍ରେମାନନ୍ଦଙ୍କ ନିର୍ଦ୍ଦେଶନାରେ କଟକର ଏକ ମ୍ୟୁଜିକ ଷ୍ଟୁଡିଓରେ ଏହି ଗୀତ ରେକର୍ଡିଂ କରାଯାଇଛି ।
ମୋ ବୟସ ଦୋଷ, ମୁଁ କିରିବି କିସ? ରିଲ୍ ଲାଇଫ୍ରେ ଯେମିତି ରିଏଲ ଲାଇଫ୍ରେ ବି ସେ ସେମିତି। ଦେଖନ୍ତୁ କେମିତି ବୁଲୁଛନ୍ତି ଆଉ ଗୀତ ଗାଉଛନ୍ତି ଏହି ନାୟିକା
ୟୁକ୍ରେନ-ଋଷିଆ ଯୁଦ୍ଧ ମଧ୍ୟରେ ସାମ୍ନାକୁ ଆସିଲା ହୃଦୟ ଫାଟିଯିବା ପରି ଦୃଶ୍ୟ। ନିଜ ମାଆଙ୍କୁ ମେସେଜ୍ ଦେଲେ ଋଷିଆ ସୈନ୍ୟ। କହିଲେ, ମାଆ...ୟୁକ୍ରେନ ଆକ୍ରମଣ ମତେ ଭାରି କଷ୍ଟ ଦେଉଛି। ଆମ ବୋମାରେ ନିରୀହ ଲୋକଙ୍କର ଯାଉଛି ପ୍ରାଣ...ମୁଁ ଆଉ ବଂଚିପାରିବିନି....
ଋଷ-ୟୁକ୍ରେନ ମଧ୍ୟରେ ଚାଲିଛି ମହାଯୁଦ୍ଧ। ଏମିତି ସ୍ଥିତିରେ ବିଶ୍ୱକୁ ଭାରତ ଦେଇଛି ଭଲ ପାଇବାର ଖବର। ୟୁକ୍ରେନୀୟ ଯୁବତୀଙ୍କ ପ୍ରେମକୁ ସ୍ୱୀକୃତି ଦେଇଛନ୍ତି ଭାରତୀୟ ଯୁବକ। ଯୁଦ୍ଧର ଗୋଟିଏ ଦିନ ପୂର୍ବରୁ ଭାରତ ଚାଲି ଆସିଥିବା ଏହି ୟୁକ୍ରେନୀୟ ଯୁବତୀ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି...
ପ୍ରତିଶୋଧ ନିଆଁରେ ଜଳୁଛନ୍ତି ପୁଟିନ୍। ୟୁକ୍ରେନ ଦଖଲ ପରେ ସ୍ୱଡ଼େନ୍- ଫିନଲ୍ୟାଣ୍ଡ ଉପରେ ଆକ୍ରମଣ କରିବାକୁ ନିଷ୍ପତ୍ତି ନେଇଛି ମସ୍କୋ। ନାଟୋରେ ସାମିଲ ହେବା ପଡ଼ିବ ମହଙ୍ଗା, ସେପଟେ ଆମେରିକା କହିଲା...
ଋଷିଆ ସୈନ୍ୟଙ୍କୁ ମୁହଁତୋଡ୍ ଜବାବ ଦେଲେ ୟୁକ୍ରେନ ଚାଷୀ। ଟ୍ରାକ୍ଟର ଲଗାଇ ନେଇ ପଳାଇଲେ ଋଷ୍ ଟ୍ୟାଙ୍କର...ପଛରେ ଗୋଡ଼ାଇଲେ ଋଷିଆ ସୈନ୍ୟ, ଭାଇରାଲ ହେଉଛି ଏମିତି ଭିଡ଼ିଓ
ଋଷ ଟାର୍ଗେଟ୍ରେ ୨୩ ମହାରଥୀ। ଏମାନଙ୍କ ମୁଣ୍ଡ ଗଡ଼ାଇବାକୁ ଉଡ଼ାଣ ଭରିଲେଣି ଋଷ ସୈନ୍ୟ...ଲିଷ୍ଟର ପ୍ରଥମ ନାଁରେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି, ଜାଣନ୍ତୁ ଆଉ କାହାର ରହିଛି ନାଁ?
ଭୋଟ୍ ବେଳେ ମହାଗଡ଼ବଡ଼। ସମସ୍ତଙ୍କ ପାଇଁ କେବଳ ଜଣିଏ ଦେଇଦେଲେ ଭୋଟ୍...ଯିଏ ଗଲା ୟାଙ୍କ ହାତକୁ ବାଲାଟ୍ ପେପର ଦେଇଦେଲା...ତା’ପରେ ଦେଖୁନୁ କଣ ହେଉଛିରେ ନାରଣ...
ଆଜି ୨୦୨୨ ମସିହା ମାର୍ଚ୍ଚ ମାସ ୨ତାରିଖ, ବୁଧବାର, କୁମ୍ଭ, ୧୮ ଦିନ, ଫାଲଗୁନ ମାସ, କୃଷ୍ଣପକ୍ଷ, ଅମାବାସ୍ୟା ତିଥି, ଶତଭିଷା ନକ୍ଷତ୍ର, କୁମ୍ଭ ଚନ୍ଦ୍ର,ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କ ଦିନ...
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
ଜାଗର ଯାତ୍ରା ହେଲା ଶେଷ ଯାତ୍ରା । କିଛି ଦିନ ତଳେ ଅଗ୍ନିକୁ ସାଖି ରଖି ଏକାଠି ବଞ୍ଚିବାର ଶପଥ ନେଇଥିଲେ. ଏବେ କିନ୍ତୁ ଅଧା ବାଟରେ ହାତ ଛାଡି ଚାଲିଗଲେ ସ୍ତ୍ରୀ ।
ମିଳିଥିବା ସୂଚନା ଅନୁସାରେ ବିଜେଡିର କର୍ପୋରେଟର ତାଲିକା ପ୍ରାୟ ଚୂଡାନ୍ତ ହୋଇସାରିଛି । ହେଲେ ମହିଳା ମେୟର ପ୍ରାର୍ଥୀଙ୍କୁ ନେଇ ଅଙ୍କ ଛିଡୁନି । ଆଶାୟୀ ଅନେକ ରେସ୍ରେ ଅଛନ୍ତି ।
୨୦୧୭ ନିର୍ବାଚନ ସହିତ ଚଳିତ ଥରର ଫଳାଫଳକୁ ତୁଳନାକୁ କଲେ ସବୁ ରେକର୍ଡ ଭାଙ୍ଗି ଐତିହାସିକ ରେଜଲ୍ଟ କରିଛି ବିଜେଡି । ୨୦୧୭ରେ ବିଜେଡିକୁ ମିଳିଥିଲା ୪୭୬ ସିଟ୍, ଏଥର ତାଠାରୁ ୨୯୦ଟି ଜୋନ୍ ଅଧିକ ପାଇଛି ଶାସକ ଦଳ ।
ମୟଙ୍କ ଏହା ପୂର୍ବରୁ ପଞ୍ଜାବ ଟିମର ଭାଇସ୍ କ୍ୟାପଟେନ୍ ଥିଲେ। ଗତ ସିଜନରେ ରାହୁଲଙ୍କ ଅନୁପସ୍ଥିତିରେ ସେ କିଛି ସମୟ ପାଇଁ ଟିମର ନେତୃତ୍ୱ ମଧ୍ୟ ନେଇଥିଲେ।