Apana Eka Nuhanti | Kandhamal Divyang Girl Yet To Get Govt Help OdishaTV is Odisha\'s no 1 News Channel. OTV being the first private satellite TV channel
News Fuse | Video Of Distribution Of Cash To Woo Voters Surfaces OdishaTV is Odisha\'s no 1 News Channel. OTV being the first private satellite TV channel
ରାତି ଅଧରେ ଫୁଲିଟା ବୋମା । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ମହୁଲପାଳ ଗାଁରେ ବୋମା ଫୁଟିଥିଲା ଫଳରେ ଗୋଟିଏ ପରିବାରର ୫ ଜଣ ସଦସ୍ୟ ଅଳ୍ପକେ ବର୍ତ୍ତିଛନ୍ତି । ଗୁଣି ଗାରେଡି ସନ୍ଦେହକୁ ନେଇ ବୋମା ମାଡ଼ ହୋଇଥିବା ଅଭିଯୋଗ ହୋଇଛି ।
ଆଜି ସକାଳୁ ରାଜଧାନୀ ଭୁବନେଶ୍ୱର ସମେତ କଟକ ଏବଂ ଏହାର ଆଖପାଖ ଅଞ୍ଚଳରେ ଘନ କୁହୁଡ଼ି ଦେଖିବାକୁ ମିଳିଥିଲା । ଫଳରେ ଯାନବାହାନ ଚଳାଚଳରେ ସମସ୍ୟା ସୃଷ୍ଚି ହୋଇଥିଲା ।
ଦୁଇ ଦିବ୍ୟାଙ୍ଗ ଝିଅକୁ ଛାଡ଼ି ଚାଲିଗଲା ମାଆ। ୪ ବର୍ଷ ହେଲାଣି ବାପା ମରିଗଲେଣି....ଭୋକ ଉପାସରେ କଟୁଛି ଦିନ। ଦିନେ ଖାଇଲେ ଦୁଇଦିନ ମିଳୁନି....କବାଟ ନାହିଁ କି ଝରକା ନାହିଁ ତଥାପି ଏଇ ଘରେ ରହୁଛନ୍ତି ଦୁଇ ଭଉଣୀ…ସାହାଯ୍ୟ ଅପେକ୍ଷାରେ ଏମାନେ
ବାଇଡେନ୍ ବଡ଼ ଢୋଲ। ତାଙ୍କୁ ଯେମିତି ଚାହୁଁଛନ୍ତି ସେମିତି ବଜାଉଛନ୍ତି ପୁଟିନ୍। ଏମିକି କହି ଚର୍ଚ୍ଚାରେ ଟ୍ରମ୍ପ...
କାଳ ହେଲା ଅନଲାଇନ୍ ଚାକିରି। ଆକାଉଣ୍ଟକୁ ଟଙ୍କା ଆସିବ କଣ? ଓଲଟି ଟଙ୍କା ନେଇଗଲେ ସାଇବର ଲୁଟେରା...ଫେସବୁକ୍ରୁ ତଥ୍ୟ ପାଇ ହରାଇଲେ ଟଙ୍କା....
ଋଷିଆ-ୟୁକ୍ରେନ ଯୁଦ୍ଧ ବେଳେ ଜେଲେନସ୍କିଙ୍କ ବଡ଼ ନିଷ୍ପତ୍ତି। ସବୁ ବନ୍ଦୀଙ୍କୁ କଲେ ମୁକ୍ତ। ଋଷିଆ ବିରୋଧରେ ଅସ୍ତ୍ରଶସ୍ତ୍ର ଧରିବାକୁ ଦେଲେ ଆହ୍ୱାନ...ପାଦେ ଆଗକୁ ବଢିବ ତ, ଉଚିତ୍ ଜବାବ ପାଇବେ ଋଷ ସୈନ୍ୟ....
ଆଲୋ ହେ...ତୁ କିଏ ଲୋ? ତୋ ପାଦ ତଳେ ମୋ ଗେରସ୍ତ କାହିଁ ମୁଣ୍ଡ କାଟି ଥୋଇବ? ମୁଁ କଣ ତୋ ପାଇଁ ବିଧବା ହେବି? ଅନେଇଲୁ...
ଋଷିଆ-ୟୁକ୍ରେନ ଯୁଦ୍ଧରେ ଭିତରେ ପରମାଣୁ ଆକ୍ରମଣ ହେଲେ...ମାତ୍ର ଅଧଘଣ୍ଟାରେ ମରିବେ କୋଟି କୋଟି ଲୋକ। ୧୮ ହଜାର ବର୍ଷ ପଛକୁ ପଳାଇବ ପୃଥିବୀ, ଏହାସହ....
ପରମାଣୁ ବୋମା ଭୟ ଘାରୁଛି। ବଙ୍କର ଭିତରେ ପଶିଲେ ପୁଟିନ୍ ଓ ତାଙ୍କ ପରିବାର। ମାଟିତଳେ ରହି ୟୁକ୍ରେନ ଯୁଦ୍ଧକୁ କରିବେ ମନିଟର୍ ... ପଛକୁ ହଟୁନାହାନ୍ତି ପୁଟିନ୍ ସେନା...
ଫ୍ରାନ୍ସ ଉପରେ ପରମାଣୁ ବୋମା ପକାଇବ ଋଷିଆ ! ସିଧାସଳଖ ଯୁଦ୍ଧରେ ସାମିଲ ହେବା ପାଇଁ ଆହ୍ୱାନ କଲେ ଋଷିଆ ନେତା। ନିର୍ଦ୍ଦେଶ ମିଳିବା ମାତ୍ରେ ଆକାଶରୁ ବର୍ଷିବ ବୋମା...
ଲୋ ବୋଉଲୋ...କି ନାଚଲୋ...ଖାଲି ଅଣ୍ଟା ଦୋହଲୁଛି। ଇଏ କଣ ନିର୍ବାଚଳ ଫଳର ନାଚ ନାଁ ଆଉ କିଛି କିରେ ନାରଣ? ହେ...ସେଗୁଡ଼ା ତୁ ବୁଝି କଣ କରିବୁ? ଦେଖ୍ ଦେଖ୍ ନାଚ ଦେଖ୍...
ଆଜି ୨୦୨୨ ମସିହା, ମାର୍ଚ୍ଚ ମାସ ୩ ତାରିଖ, ଗୁରୁବାର, କୁମ୍ଭ, ୧୯ ଦିନ, ଫାଲଗୁନ ମାସ, ଶୁକ୍ଳପକ୍ଷ,ପ୍ରତିପଦା ତିଥି, ପୂର୍ବଭାଦ୍ର ନକ୍ଷତ୍ର, କୁମ୍ଭ ଚନ୍ଦ୍ର, ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କ ଦିନ...
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
OdishaTV is Odisha\'s no 1 News Channel. OTV being the first private satellite TV channel in Odisha carries the onus of charting a course that behoves
କମ୍ ପରିଶ୍ରମରେ ଅଧିକ ରୋଜଗାର କରିବା ପାଇଁ ସଜନା ଛୁଇଁ ଚାଷ ହେଉଛି ଏକ ଉତ୍ତମ ବିକଳ୍ପ । ଏହି ଚାଷ କରୁଥିବା ଚାଷୀମାନେ ପ୍ରତି ମାସରେ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିଥାନ୍ତି ।
ବାଇକ୍ରେ ଯାଉଥିବାବେଳେ ଯୁବକଙ୍କୁ ଅଟକାଇ ପ୍ରଥମେ ଲୁଟ୍ କଲେ ଓ ପରେ ହତ୍ୟା କଲେ । ଖଲ୍ଲିକୋଟରୁ ଏହି ଅଭାବନୀୟ ଘଟଣା ସାମ୍ନାକୁ ଆସିବା ପରେ ଉକ୍ତ ଘଟଣାରେ ଏବେ ସନ୍ଧାନୀ କୁକୁର ସହ ସାଇଣ୍ଟିଫିକ୍ ଟିମର ଯାଞ୍ଚ ଆରମ୍ଭ ହୋଇଛି ।
ଧ୍ୱଂସ ହୋଇଯିବ କି ବିଶ୍ୱ? ବିଶ୍ୱର ମାତ୍ର ଏତିକି ଦେଶ ପାଖରେ ରହିଛି ଭୟଙ୍କର ପରମାଣୁ ବୋମା...ମାତ୍ର ଏତିକି ପକାଇ ଦେଲେ କ୍ଷଣକ ମଧ୍ୟରେ ଧ୍ୱଂସ ହେବ ପୃଥିବୀ... ଜାଣନ୍ତୁ, କାହା ପାଖରେ କେତୋଟି ଅଛି ପରମାଣୁ ବୋମା?
ରାଜଧାନୀରୁ ନକଲି ସାମ୍ରାଜ୍ୟ ଠାବ । ଭୁବନେଶ୍ୱର ବରମୁଣ୍ଡା ଏବଂ ବଡଗଡବ୍ରିଟ କଲୋନୀରେ ଥିବା ଗୋଦାମ ଉପରେ ଚଢାଉ ଫଳରେ ବିପୁଳ ପରିମାଣର ଅଗରବତୀ ସହ କଞ୍ଚାମାଲ, ଯନ୍ତ୍ରପାତି ଓ ବିଭିନ୍ନ କମ୍ପାନୀର ଲୋଗୋ ଜବତ ହୋଇଛି ।