• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

Otv Khabar Bureau

Editor

Posts by Otv Khabar Bureau

Inebriated UP Police At Liquor Shop - News Fuse
ନା...ଇଏ ଦେଶୀ, ଏ କ’ଣ ଆଜି ଆଉ ଚାର୍ଜ ହେବେ?

ଇଲୋ...ୟାଙ୍କୁ କଣ ଋଷିଆ ଗୁଳି ମାରିଦେଲା କି? ଇଏ କଣ ଏମିତି ରାସ୍ତା ଉପରେ ପଡ଼ିଛନ୍ତି। ଏଇଟା ବିଦେଶୀର କମାଲ ନୁହେଁ ବରଂ ବାସୁଛି ଦେଶୀ ଦେଶୀ

Odisha ULB Poll। Scrutiny Of Nomination Papers To Be Done Today
ଆଜି ପ୍ରାର୍ଥୀପତ୍ର ଯାଞ୍ଚ; ୧୦୬ଟି ମ୍ୟୁନିସିପାଲିଟି, ଏନ୍ଏସି ଓ ୩ଟି ମହାନଗର ନିଗମରେ ହେବ ମତଦାନ

ପୌର ନିର୍ବାଚନ ପାଇଁ ଆଜି ପ୍ରାର୍ଥୀପତ୍ର ଯାଞ୍ଚ ହେବ । ଆସନ୍ତା ୧୪ ତାରିଖ ସୁଦ୍ଧା ପ୍ରାର୍ଥୀପତ୍ର ପ୍ରତ୍ୟାହାର ପାଇଁ ଦିନ ଧାର୍ଯ୍ୟ କରାଯାଇଛି । ରାଜ୍ୟର ୧୦୬ଟି ମ୍ୟୁନିସିପାଲିଟି ଓ ଏନ୍ଏସି ଏବଂ ୩ଟି ମହାନଗର ନିଗମ ଭୁବନେଶ୍ୱର,କଟକ, ବ୍ରହ୍ମପୁର ପାଇଁ ମତଦାନ ହେବ ।

Chandbali-Akhandalamani Road In Turns Garbage Dump Yards
ପାଖେଇ ଆସୁଛି ପୌର ନିର୍ବାଚନ, ହେଲେ ସହରାଞ୍ଚଳରେ ପଡି ରହିଛି କୁଢ଼ କୁଢ଼ ଅଳିଆ ଆବର୍ଜନା

ଆରମ୍ଭ ହୋଇଛି ପୌର ନିର୍ବାଚନ ପ୍ରକ୍ରିୟା । ହେଲେ ବିଭିନ୍ନ ସହରାଞ୍ଚଳର ରାସ୍ତା କଡ଼ରେ ପଡି ରହିଛି କୁଢ଼ କୁଢ଼ ଅଳିଆ ଆବର୍ଜନା । ଭଦ୍ରକ ଜିଲ୍ଲା ଚାନ୍ଦବାଲିରୁ ଆଖଣ୍ଡଳମଣି ମନ୍ଦିରକୁ ସଂଯୋଗ କରୁଥିବା ରାସ୍ତାରେ ଦେଖିବାକୁ ମିଳିଛି ଏହି ଅବ୍ୟବସ୍ଥା । କେବଳ ଏତିକି ନୁହେଁ କେନ୍ଦ୍ରାପଡାରେ...

Lord Jagannath’s Special Ritual Banakalagi Niti To Be Held At Srimandir In Puri Today
ଆଜି ଶ୍ରୀଜିଉଙ୍କ ବନକଲାଗି ନୀତି; ୩ ଘଣ୍ଟା ବନ୍ଦ ରହିବ ଦର୍ଶନ

ଆଜି ଶ୍ରୀମନ୍ଦିରରେ ଚତୁର୍ଦ୍ଧା ବିଗ୍ରହଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ସରିବା ପରେ ଦତ୍ତମହାପାତ୍ର ସେବକ ମାନଙ୍କ ଦ୍ୱାରା ରତ୍ନବେଦୀରେ ମହାପ୍ରଭୁଙ୍କର ବନକଲାଗି ନୀତି ସମ୍ପନ୍ନ କରାଯିବ ।

Daily Horoscope 09 March 2022
Daily Horoscope 09 March 2022: ଜାଣନ୍ତୁ ଆଜିର ରାଶିଫଳ

ଆଜି ୨୦୨୨ ମସିହା ମାର୍ଚ୍ଚ ମାସ ୯ ତାରିଖ, ବୁଧବାର, କୁମ୍ଭ, ୨୫ ଦିନ, ଫାଲଗୁନ ମାସ, ଶୁକ୍ଳପକ୍ଷ, ସପ୍ତମୀ ତିଥି, କୃତ୍ତିକା ନକ୍ଷତ୍ର, ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କର ଦିନ...

breaking news
ସଂକ୍ଷେପରେ ଆଜିର ତାଜା ଖବର - Wednesday, 09 March 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।

Top 5 Strongest Women in the World
ଏମାନେ କେମିତି ହେଲେ ବିଶ୍ୱର ସଶକ୍ତ ମହିଳା ?

ବଦଳୁଛି ସମୟ, ବଦଳୁଛନ୍ତି ସମାଜ । ଏବଂ ତା ସହ ତାଳ ଦେଇ ନୂଆ ପରିବର୍ତ୍ତନକୁ ଆପଣାଉଛନ୍ତି ଲୋକେ । ଫଳରେ ବର୍ତ୍ତମାନ ଯୁଗରେ ମହିଳା ଆଉ ଘରର ଚାରି କାନ୍ଥ ମଧ୍ୟରେ ସୀମିତ ହୋଇ ରହିନାହାନ୍ତି ବରଂ ସମାଜରେ କିଛି କରି ଦେଖାଇ ଦୁନିଆରେ ସୁପରିଚିତ ହୋଇପାରିଛନ୍ତି...

Nearly 400 civilians killed in Afghanistan under Taliban rule says united nations
ତାଲିବାନ୍ ଶାସନରେ ସୁରକ୍ଷିତ ନୁହେଁ ଲୋକଙ୍କ ଜୀବନ; ସାଙ୍ଘାତିକ ରିପୋର୍ଟ ଦେଲା ଜାତିସଂଘ

ଆଫ୍‌ଗାନ୍‌ରେ ତାଲିବାନ୍‌ ଦାଖଲ ପରେ ପ୍ରାୟ ୪୦୦ ନାଗରିକଙ୍କମୃତ୍ୟୁ ହୋଇଛି । ଏମାନଙ୍କ ମଧ୍ୟରୁ ୮୦ ପ୍ରତିଶତରୁ ଅଧିକ ଲୋକଙ୍କୁ ଇସ୍‌ଲାମିକ୍‌ ଷ୍ଟେଟ୍‌ ସଦସ୍ୟଙ୍କ ଦ୍ୱାରା ହତ୍ୟା କରାଯାଇଛି । ଜାତିସଂଘ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

Ukraine Russia War
ଆମେ ୧୨ ହଜାର ଋଷ ସୈନ୍ୟକୁ ନିପାତ କରିଛୁ: ୟୁକ୍ରେନ୍‌

ରୁଷିଆର ୧୨ ହଜାର ସୈନ୍ୟଙ୍କୁ ନିପାତ କରିଥିବା ୟୁକ୍ରେନ୍ର ଦାବି କରିଛି । ୧୨ ହଜାର ସୈନ୍ୟ ମାରିବା ସହ ୩୦୩ ଟ୍ୟାଙ୍କ୍ ଧ୍ୱଂସ କରିଥିବା ମଧ୍ୟ ଦାବି କରିଛି।

15 girl students fall ill after eating hostel food
ହଷ୍ଟେଲ ଖାଦ୍ୟ ଖାଇ ୪ ଗୁରୁତର,୧୫ରୁ ଅଧିକ ଆକ୍ରାନ୍ତ

ହଷ୍ଟେଲ ଖାଦ୍ୟ ପାଲଟିଲା କାଳ । କେନ୍ଦୁଝର ସରକାରୀ ଯାନ୍ତ୍ରିକ ମହାବିଦ୍ୟାଳୟ ହଷ୍ଟେଲରେ ଖାଦ୍ୟ ଖାଇ ୧୫ରୁ ଅଧିକ ଛାତ୍ରୀ ଆକ୍ରାନ୍ତ ହୋଇଛନ୍ତି ।

Doctor Doctor 06 March 2022 | Kidney Care | Dr Sai Prasad Sahoo & Dr Manas Ranjan Pradhan |
Doctor Doctor 06 March 2022 | Kidney Care | Dr Sai Prasad Sahoo & Dr Manas Ranjan Pradhan |

OdishaTV is Odisha\'s no 1 News Channel. OTV being the first private satellite TV channel in Odisha carries the onus of charting a course that behoves

News Fuse 7th March 2022| pigeon rescue| ବାବୁଲା ର ବେପାର ମାନ୍ଦା
News Fuse 7th March 2022| pigeon rescue| ବାବୁଲା ର ବେପାର ମାନ୍ଦା

News Fuse 7th March 2022| pigeon rescue| ବାବୁଲା ର ବେପାର ମାନ୍ଦା OdishaTV is Odisha\'s no 1 News Channel. OTV being

News Fuse- Duplicate Liquor Sale During Elections
News Fuse- Duplicate Liquor Sale During Elections

News Fuse- Duplicate Liquor Sale During Elections OdishaTV is Odisha\'s no 1 News Channel. OTV being the first private satellite TV channel in Odisha

Bihitrananda Murder Case in Kendrapada
ଅପହରଣକୁ ବିରୋଧ କରିବାରୁ ଜଘନ୍ୟ ହତ୍ୟା, ୪ ଅଟକ

ଅପହରଣକୁ ବିରୋଧ କରିବାରୁ ଜଣଙ୍କୁ ହତ୍ୟା । କେନ୍ଦ୍ରାପଡ଼ା ରାଜନଗର ଥାନା ଜୁଣାପଙ୍ଗରାରୁ ଆସିଛି ଏହି ଚାଞ୍ଚଲ୍ୟକର ଖବର।

Dr Narayani Panda
ସମାଜ ସେବାରେ ସମର୍ପିତ ସମ୍ବଲପୁରର ୮୫ ବର୍ଷୀୟ ଡାକ୍ତର ନାରାୟଣୀ ପଣ୍ଡା

ପାଇବାର କୌଣସି ଇଚ୍ଛା ନରଖି ଜୀବନ ତମାମ ଖାଲି ଦାନ ହିଁ କରିଆସୁଛନ୍ତି ସମ୍ବଲପୁରର ୮୫ ବର୍ଷୀୟ ଡାକ୍ତର ନାରାୟଣୀ ପଣ୍ଡା। ନିଜ କଷ୍ଟ ଉପାର୍ଜିତ ସମ୍ପତ୍ତିକୁ ଦାନ କରି ଗରିବ, ଅସହାୟ ଲୋକଙ୍କ ମୁହଁରେ ହସ ଦେଖିବାକୁ ସେ ନିରବଚ୍ଛିନ୍ନ ଉଦ୍ୟମ ଜାରି ରଖିଛନ୍ତି। ଅନ୍ତର୍ଜାତୀୟ ମହିଳା...

OTV Special Story
ଦୁଇ ଭଉଣୀ ପାଲଟିଛନ୍ତି ବୁଲାଷଣ୍ଢ, କୁକୁର ଓ ଗାଈଗୋରୁଙ୍କ ମାଆ, ଦେହରେ ବି କୁଟେଇଛନ୍ତି ପଶୁଙ୍କ ଟାଟୁ

ଏ ଦୁଇ ଭଉଣୀ ବାହାସାହା ହୋଇନାହାଁନ୍ତି। କିନ୍ତୁ ମାଆ ହୋଇ ସାରିଲେଣି। ଏମାନେ ହେଉଛନ୍ତି ବୁଲା ପଶୁପକ୍ଷୀଙ୍କ ମଣିଷ ମାଆ। ଏମାନଙ୍କ ପ୍ରେମ ପାଖରେ ବୁଲା ଷଣ୍ଢ ବି ଚୁପ୍ ପଡ଼ିଯାଏ। ମଣିଷଙ୍କ ପରି ଏମାନଙ୍କ ଘରେ ରୁହନ୍ତି ପଶୁ ପକ୍ଷୀ। ଏମାନେ ଏତେ ପଶୁପ୍ରେମୀ ଯେ, ନିଜ...

Putin’s Security
ପୁଟିନ୍‌ଙ୍କ ଟାଇଟ୍‌ ସିକ୍ୟୁରିଟି। ଯୁଆଡ଼େ ଯାଆନ୍ତି ସିଆଡେ ବନ୍ଦ ହୁଏ ଫୋନ୍‌, ଖାଇବା ପୂର୍ବରୁ ..

ପୁଟିନ୍‌ଙ୍କ ଟାଇଟ୍‌ ସିକ୍ୟୁରିଟି। ଗସ୍ତ ପୂର୍ବରୁ ସାମ୍ନାରେ ଯାଏ ଅସ୍ତ୍ରଶସ୍ତ୍ରର ସ୍ୱତନ୍ତ୍ର ଗାଡ଼ି, ଲୁଚିକି ରୁହନ୍ତି ସୁରକ୍ଷାକର୍ମୀ। ରହିବା ସ୍ଥାନରେ ବନ୍ଦ ରହେ ମୋବାଇଲ ଫୋନ୍‌। ଖାଇବା ପୂର୍ବରୁ ୪ ଥର ଖାଇବା ଚାଖନ୍ତି ଖାଦ୍ୟ ବିଶେଷଜ୍ଞ...ଦିନରାତି ଘେରି ରହିଥାଆନ୍ତି ୪ ସ୍ତରୀୟ ସୁରକ୍ଷାକର୍ମୀ

aircraft landing
ଲ୍ୟାଣ୍ଡିଂ ସମୟରେ ରନୱେରୁ ବାହାରିଗଲା ବିମାନ, ତାପରେ କ’ଣ ହେଲା ଦେଖନ୍ତୁ...

ବିମାନ ଲ୍ୟାଣ୍ଡ କରିବାର ଅନେକ ଭିଡିଓ ଆପଣ ଦେଖିଥିବେ। ଏମିତି ଅନେକ ଭିଡିଓ ଅଛି, ଯେଉଁଥିରେ ବିମାନ ଲ୍ୟାଣ୍ଡିଂ ସମୟରେ ଦୁର୍ଘଟଣାର ଶିକାର ହୋଇଛି। ସେହିଭଳି ଏକ ଦୁର୍ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଦେଖନ୍ତୁ, ଏହି ଭିଡିଓ..

Pakistan PM Imran Khan
ପୁଣି ବିଳିବିଳେଇଲେ ଇମ୍ରାନ ଖାନ୍‌। ୨୨ ରାଷ୍ଟ୍ରଦୂତଙ୍କୁ କହିଲେ, ଆମେ କାହାର ଚାକର ନୁହେଁ...

ପୁଣି ବିଳିବିଳେଇଲେଣି ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌। ୨୨ ରାଷ୍ଟ୍ରଦୂତଙ୍କୁ ଦେଲେ ଗାଳି। କହିଲେ, ଆମେ କାହାର ଚାକର ନୁହେଁ କି ଆମକୁ କିଏ ଚଳାଉନାହିଁ। କାହାରି କଥା ଶୁଣିବାକୁ ନୁହେଁ ବାଧ୍ୟ। ଆଉ ତା’ପରେ...

Duplicate Liquor Sale
ଇଲୋ ଏଇଟା କି ତେଲ କିରେ ନାରଣ? ଖାଲି ଟିକିଏ ଠିପି ଖୋଲିଦେଲେ...

ହଇରେ ନାରଣ, ଏଇଟା କି ତେଲ କିରେ? କଣ ଏଇଠି ଖାଲି ସବୁ ତକ ଏକାଠି ହୋଇ ରହିଛି...ଖାଲି ତ ଠିପି ଖୋଲିଦେଲେ...