ମୟଙ୍କ ଏହା ପୂର୍ବରୁ ପଞ୍ଜାବ ଟିମର ଭାଇସ୍ କ୍ୟାପଟେନ୍ ଥିଲେ। ଗତ ସିଜନରେ ରାହୁଲଙ୍କ ଅନୁପସ୍ଥିତିରେ ସେ କିଛି ସମୟ ପାଇଁ ଟିମର ନେତୃତ୍ୱ ମଧ୍ୟ ନେଇଥିଲେ।
ଗତ ମାସରେ ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍) ର ମେଗା ଅକ୍ସନ ହୋଇଥିଲା । ଗୁଜୁରାଟ ଫ୍ରାଞ୍ଚାଇଜ୍ ୨ କୋଟି ଖର୍ଚ୍ଚ କରି ଇଂଲଣ୍ତର ଷ୍ଟାର ବ୍ୟାଟ୍ସମ୍ୟାନ୍ ଜେସନ୍ ରୟକୁ ନିଜ ଟିମ୍ରେ ସାମିଲ କରିଥିଲା । ଆଜି ରୟ ଏକ ଭାବବିହ୍ୱଳ ଟ୍ୱିଟ୍ ମାଧ୍ୟମରେ ବ୍ୟକ୍ତିଗତ କାରଣ...
News Fuse | Watch Bromance Between BJD & BJP Leaders OdishaTV is Odisha\'s no 1 News Channel. OTV being the first private satellite TV channel in Odisha
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
ଯୁଦ୍ଧ ବିଭୀଷିକା ଭିତରେ ଫସି ରହିଥିବା ଜଣେ ଓଡ଼ିଆ ଛାତ୍ରଙ୍କ ଦୁର୍ଦ୍ଦଶାର କାହାଣୀରେ ଦେଖିବାକୁ ମିଳିଛି ଯେ, ଖାଇବାକୁ ନାହିଁ, ପିଇବା ପାଣି ନାହିଁ, ବିଜୁଳି ନଥିବାରୁ ୪ ଦିନ ହେଲା ବଙ୍କର ଭିତରେ ଘନ ଅନ୍ଧକାର ।
ବହୁ ଚର୍ଚ୍ଚିତ କଟକ ଜିଲ୍ଲା ମାହାଙ୍ଗା ବ୍ଲକ ନୃତାଙ୍ଗ ଡବଲ ମର୍ଡର ଘଟଣାରେ ମୃତ କୁଳମଣି ବରାଳଙ୍କ ପୁଅ ରମାକାନ୍ତ ବରାଳ ସରପଞ୍ଚ ଭାବେ ନିର୍ବାଚିତ ହୋଇଛନ୍ତି।
ଆସନ୍ତାକାଲି ଜାଗର ଉପଲକ୍ଷେ ସୁରକ୍ଷା ବ୍ୟବସ୍ଥାକୁ ବ୍ୟାପକ କରାଯାଇଛି। ଆଜି ଏଥିପାଇଁ ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ପ୍ରଶାସନ ପକ୍ଷରୁ ଯେଉଁ କରୋନା କଟକଣା ରହିଛି, ସେହି ନିୟମ ଅନୁପାଳନ କରାଯିବ ।
ଋଷିଆ-ୟୁକ୍ରେନ ମଧ୍ୟରେ ଚାଲିଛି ଘମାଘୋଟ ମହାଯୁଦ୍ଧ। ୟୁକ୍ରେନ ଉପରେ ଜବରଦସ୍ତ ଆଟାକ୍ ପାଇଁ ମାତ୍ର ଗୋଟିଏ ଦିନରେ ପୁଟିନ୍ ଖର୍ଚ୍ଚ କରୁଛନ୍ତି ଏତିକି ଲକ୍ଷ କୋଟି ଟଙ୍କା…ଏତେ ପରିମାଣ ଟଙ୍କାରେ ପୂରା ବିଶ୍ୱ…
୬ ବର୍ଷର ଝିଅକୁ ପିଟି ପିଟି ମାରିଦେଲେ ବାପା, ମାଆ । ଗଞ୍ଜାମ ଦିଗପହଣ୍ଡି ଥାନା ତେନ୍ତୁଳିଆ ସାହିରୁ ସାମ୍ନାକୁ ଆସିଛି ଏହି ଅଭାବନୀୟ ଘଟଣା ।
News Fuse- Odisha CM Naveen Patnaik ‘Sporty Spirit’ At Kalinga Stadium OdishaTV is Odisha\'s no 1 News Channel. OTV being the first private satellite
ଆଜି ଖୋଲିଲା ସ୍କୁଲ । ପ୍ରଥମରୁ ସପ୍ତମ ଶ୍ରେଣୀ ଯାଏଁ ପିଲାଙ୍କର କ୍ଲାସରୁମ୍ ପାଠପଢା ଆରମ୍ଭ ହୋଇଛି । ଏଥିପାଇଁ ସ୍କୁଲ ଗୁଡିକରେ ସବୁ ପ୍ରକାରର ବ୍ୟବସ୍ଥା କରାଯାଇଛି ।
ଦିନେ ୟୁକ୍ରେନବାସୀଙ୍କୁ ମନଖୋଲା ହସାଉଥିଲେ। ଆଜି ସେହି ୟୁକ୍ରେନବାସୀଙ୍କ ପାଇଁ କାନ୍ଦୁଛନ୍ତି...ରାତିରେ ନିଦ ହେଉନି, ଦିନରେ ଖାଇବା ରୁଚୁନି। ଅସ୍ତ୍ରଶସ୍ତ୍ର ଯୋଗାଇବାକୁ ସବୁ ଦେଶକୁ କରୁଛନ୍ତି ନିବେଦନ। ଜାଣନ୍ତୁ କମେଡ଼ିଆନରୁ ସେ କେମିତି ହୋଇଥିଲେ ରାଷ୍ଟ୍ରପତି...
ୟୁକ୍ରେନ-ଋଷିଆ ଯୁଦ୍ଧ ବେଳେ ଋଷିଆ ଉପରେ ଡିଜିଟାଲ ଷ୍ଟ୍ରାଇକ କଲା ଗୁଗୁର। ଅଚାନକ ବନ୍ଦ ହୋଇଗଲା ସବୁ ସୋସିଆଲ ମିଡ଼ିଆ ପ୍ଲାର୍ଟଫର୍ମର ମନିଟାଇଜେସନ୍...ଚିନ୍ତାରେ ପୁଟିନ୍, ଦୋହଲି ଯିବ ଋଷିଆର ଅର୍ଥନୀତି...
ୟୁକ୍ରେନରୁ ଭାରତୀୟ ଛାତ୍ରଛାତ୍ରୀଙ୍କୁ ଆଣିବା ପ୍ରୟାସ ଜାରି ରହିଛି। ବିମାନ ଭଡା ଦେଇ ଛାତ୍ରଛାତ୍ରୀଙ୍କୁ ମାଗଣାରେ ଆଣୁଛନ୍ତି ଭାରତ ସରକାର। ଏବେ ଜାଣନ୍ତୁ, ୟୁକ୍ରେନରୁ ଛାତ୍ରଛାତ୍ରୀଙ୍କୁ ଆଣିବା ପାଇଁ ଥରକରେ ସରକାର କେତେ ଟଙ୍କା ଖର୍ଚ୍ଚ କରୁଛନ୍ତି?
ଋଷିଆ-ୟୁକ୍ରେନ ମଧ୍ୟରେ ଚାଲିଛି ଘମାଘୋଟ ମହାଯୁଦ୍ଧ। ୟୁକ୍ରେନ ଉପରେ ଜବରଦସ୍ତ ଆଟାକ୍ ପାଇଁ ମାତ୍ର ଗୋଟିଏ ଦିନରେ ପୁଟିନ୍ ଖର୍ଚ୍ଚ କରୁଛନ୍ତି ଏତିକି ଲକ୍ଷ କୋଟି ଟଙ୍କା…ଏତେ ପରିମାଣ ଟଙ୍କାରେ ପୂରା ବିଶ୍ୱ…
ୟୁକ୍ରେନ-ଋଷିଆ ଯୁଦ୍ଧ ମଧ୍ୟରେ ସାମ୍ନାକୁ ଆସିଲା ସହୃଦୟ ଓ ସ୍ନେହଭରା ଭିଡ଼ିଓ। ୟୁକ୍ରେନରେ ଫସିଥିବା ଭାରତୀୟ ଯୁବତୀ ମାଆଙ୍କୁ ମେସେଜ୍ରେ କହିଲେ, ଯୁଦ୍ଧ ବେଳେ ଏମାନଙ୍କୁ ଛାଡ଼ି ମୁଁ ଯାଇପାରିବିନି। ମୁଁ ନିଜେ ବି ଜାଣିନି ମିଜାଇଲରୁ ନିଜକୁ କେତେ ଦିନ ପର୍ଯ୍ୟନ୍ତ କରିପାରିବି ରକ୍ଷା...
ୟୁକ୍ରେନ-ଋଷିଆ ଯୁଦ୍ଧ ମଧ୍ୟରେ ଭାରତକୁ ଯୁଦ୍ଧ କରିବାକୁ ଆହ୍ୱାନ ଦେଲା ପାକିସ୍ତାନ। କହିଲା, ସରଳାତାକୁ ଆମର ଦୁର୍ବଳତା ଭାବ ନାହିଁ…ବାଲାକୋଟ୍ ଏୟାର ଷ୍ଟ୍ରାଇକର ତିନିବର୍ଷ ପୂର୍ତ୍ତି ଅବସରରେ ଏମିତି କହିଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍
କଳିଙ୍ଗରେ ଖେଳିବେ ନବୀନ ବାବୁ। ସାଙ୍ଗରେ ପୁଣି ଅଛନ୍ତି ମୁଖ୍ୟ କୋଚ୍...କଳା ପ୍ୟାଣ୍ଟ ସାଙ୍ଗକୁ ଧଳା ସାର୍ଟ ଦେଖିଲେ କିଏ କହିବ ମୁଖିଆଙ୍କୁ ୭୫ ଛୁଇଁଲାଣି ବୋଲି? ଜାଗା ମୁଣ୍ଡରେ ଶହେ ଶହେରେ ହେଲା ଖେଳ…
ଆଜି ୨୦୨୨ ମସିହା, ଫେବୃୟାରୀ ମାସ ୨୮ ତାରିଖ, ସୋମବାର, କୁମ୍ଭ୧୬ ଦିନ, ଫାଲଗୁନମାସ, କୃଷ୍ଣପକ୍ଷ,ତ୍ରୟୋଦଶୀତିଥି, ଶ୍ରବଣା ନକ୍ଷତ୍ର, ଜାଣନ୍ତୁ ଆଜିର ରାଶିଫଳ...
ଆଜି ପଞ୍ଚାୟତ ଭୋଟ୍ ଗଣତିର ତୃତୀୟ ଦିନ। ଗତ ଦୁଇ ଦିନର ଗଣତି ପରେ ଏବେ ବୃହତ ବିଜୟ ଅଭିମୁଖେ ବିଜୁ ଜନତା ଦଳ । ପଞ୍ଚାୟତ ନିର୍ବାଚନରେ ଧରାଶାୟୀ ହୋଇପଡ଼ିଛି ବିଜେପି ଓ କଂଗ୍ରେସ ।