• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

Otv Khabar Bureau

Editor

Posts by Otv Khabar Bureau

KGF Craze Hits Odisha Youths- Modify Your Bike In Rocky Bhai’s Pattern At Rs 35K
ଏଠିକୁ ଆଣନ୍ତୁ ଧୋତରା ବାଇକ୍, ହେଇଯିବ ଚକାଚକ୍ ପିନ୍ ପିନ୍

ଆପଣଙ୍କ ପାଖରେ ପୁରୁଣାକାଳିଆ ଗାଡ଼ି ଅଛି କି? ଏହି ଗାଡ଼ିର ଅବସ୍ଥା ଏବେ ଭଲ ନାହିଁ କି? ଚାହୁଁଛନ୍ତି କି ଏହି ବାଇକ୍ କୁ ନୂଆ ରୂପ ଦେବା ପାଇଁ? ଖାସ୍ ସେହି କାମ ପାଇଁ ଏବେ ଚର୍ଚ୍ଚାରେ ଗଙ୍ଗା ଗ୍ୟାରେଜ। ପିଲା ଦିନୁ ଏମିତି ଷ୍ଟାଇଲ୍ ପାଇଁ...

breaking news
ସଂକ୍ଷେପରେ ଆଜିର ତାଜା ଖବର - Sunday, 27 February 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।

RBI Recruitment 2022: Notification Out For 950 Assistant Posts
RBIରେ ଚାକିରି କରନ୍ତୁ; ମାସକୁ ୫୫,୦୦୦ ଦରମା

ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (RBI)ରେ ଖାଲି ପଡିଛି ୯୫୦ ପଦବୀ । ଏଥିପାଇଁ ଆରବିଆଇ ପକ୍ଷରୁ ଆସିଷ୍ଟାଣ୍ଟ ପଦବୀ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ କରାଯାଇଛି ।

News Fuse- Odisha Panchayat Polls | Know What Voters Say
News Fuse- Odisha Panchayat Polls | Know What Voters Say

News Fuse- Odisha Panchayat Polls | Know What Voters Say OdishaTV is Odisha\'s no 1 News Channel. OTV being the first private satellite TV channel in

Test in offline mode
ଏଣିକି ବୈଷୟିକ ଓ ବୃତ୍ତିଗତ ଶିକ୍ଷାନୁଷ୍ଠାନରେ ଅଫଲାଇନ୍ ମୋଡ୍‌ରେ ହେବ ପରୀକ୍ଷା

ଏଣିକି ଅଫଲାଇନ୍‌ ମୋଡ୍‌ରେ ପରୀକ୍ଷା ହେବ । ଏନେଇ ସବୁ ଶିକ୍ଷାନୁଷ୍ଠାନକୁ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । କୋଭିଡ୍ ସ୍ଥିତିରେ ସୁଧାର ପରେ ଶିକ୍ଷାର ଗୁଣାତ୍ମକ ମାନକୁ ଦୃଷ୍ଟିରେ ରଖି ଶିକ୍ଷା ବିଭାଗ ଏହି ନିଷ୍ପତ୍ତି ନେଇଛି ।

Innovative Irrigation Facility To Farm Land By Farmer In Sambalpur
ବିନା ବିଜୁଳିରେ ବିଲକୁ ପାଣି ମଡ଼ାଇଲେ ମହେଶ୍ୱର

ପାଠ ବେଶି ପଢ଼ି ନାହାନ୍ତି, ପାଖରେ ପଇସା ପତ୍ର ନାହିଁ। ସେ ଗରିବ ନିମ୍ନ ମଧ୍ୟବିତ୍ତ ଚାଷୀ ଜଣେ। ହେଲେ ୟୁଟ୍ୟୁବ ଦେଖି କରିଦେଲେ କମାଲ୍। ଖଣ୍ଡେ ଟିଣ ଡ୍ରମ ଆଉ ଦୁଇ ଚାରିଖଣ୍ଡ ପାଇପରେ ତିଆରି କରିଦେଲେ ପାଣି ଉଠା ମେଶିନ୍। ଏବେ ତାଙ୍କ କ୍ଷେତକୁ ବୁଲି...

Daily Horoscope 26 Feb 2022
Daily Horoscope 26 Feb 2022: ଜାଣନ୍ତୁ ଆଜିର ରାଶିଫଳ

୨୦୨୨ ମସିହା, ଫେବୃୟାରୀ ମାସ ୨୬ ତାରିଖ, ଶନିବାର, କୁମ୍ଭ୧୪ ଦିନ, ଫାଲଗୁନମାସ, କୃଷ୍ଣପକ୍ଷ, ଦଶମୀତିଥି, ମୂଳାନକ୍ଷତ୍ର,ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କ ଦିନ...

Cyber Crime- Know How To Stay Alert From Fraudsters
ମାଆ ମରିଯିବା କଥା କହି ଲୁଟି ନେଲେ ୫ ଲକ୍ଷ ଟଙ୍କା, ଚାହୁଁ ଚାହୁଁ ସବୁ ସରିଗଲା...

ମାଆ ମରିଯିବା କଥା କହି ଆକାଉଣ୍ଟରୁ ନେଇଗଲେ ଲକ୍ଷେ ଟଙ୍କା। ପୁଣି ଫୋନ୍‌ କରି ନେଲେ ୧୭ ହଜାର ଟଙ୍କା...ଚାହୁଁ ଚାହୁଁ ୫ ଲକ୍ଷ ହୋଇଗଲା ଗାଏବ, ଦେଖନ୍ତୁ ତା’ପରେ ହେଲା କଣ?

Heart Wrenching! Ambulance Service Team Carry Patient In Cot In Kandhamal Sans Road
ଦେବଦୂତ ସାଜିଲେ ଆମ୍ବୁଲାନ୍ସ କର୍ମଚାରୀ, ୩କିମି ବୋହି ଗର୍ଭବତୀଙ୍କୁ ନେଲେ ଡାକ୍ତରଖାନା

ନବୀନ ବାବୁ ଆମ୍ବୁଲାନ୍ସ ଖଞ୍ଜିଦେଲେ, କିନ୍ତୁ ସେ ବୋଧେ ଜାଣି ନାହାଁନ୍ତି, ତାଙ୍କ ୨୨ ବର୍ଷର ଶାସନରେ, ଓଡ଼ିଶାର ଅଧେ ଗାଁକୁ ଆମ୍ବୁଲାନ୍ସ ଯିବା ପରି ରାସ୍ତାଟିଏ ମଧ୍ୟ ନାହିଁ। ଏ ଦୃଶ୍ୟ ହେଉଛି କନ୍ଧମାଳ ଜିଲ୍ଲାର। ଭିଡିଓ ଦେଖି ସାରିଲା ପରେ ଥରେ ଭାବନ୍ତୁ, ଯଦି ଏହି...

Jojona Ra Na Hari Loot- Over Rs 18 Lakh Swindled By Women Self-Help Group Staff In Bhadrak
୧୮ ଲକ୍ଷର ମିଳୁନି ହିସାବ। ମହାସଂଘର ମହାଘୋଟଲା...

ଉନ୍ନତି ପାଇଁ ଆସିଥିଲା, ପେଟରେ ପଡ଼ିଲା। ସାମ୍ନାକୁ ଆସିଲା ମହାସଂଘର ମହାଘୋଟଲା...୧୮ ଲକ୍ଷ କୁଆଡ଼େ ଗଲା ମିଳୁନି ତାହାର ହିସାବ, ହାତବାନ୍ଧି ବସିଛନ୍ତି ବିଡ଼ିଓ

ENews- Meet Tarang\'s Jhia Amara Nua Bahu\'s Puja, Actress Lavrin
ରାଜ ରାଜେନ୍ଦ୍ରଙ୍କୁ ସମସ୍ତଙ୍କର ଡର। ହେଲେ ଖାତିର ନାହିଁ ପୂଜାଙ୍କର...

ଅନ ସ୍କ୍ରିନ୍‌ରେ ରାଉଡ଼ି ବୋହୂ। ଆଉ ଅଫ୍‌ ସ୍କ୍ରିନ୍‌ରେ ଲାଜକୁଳି ଝିଅ ...ରାଜ୍‌ ରାଜେନ୍ଦ୍ରଙ୍କୁ ସମସ୍ତଙ୍କ ଡର, ହେଲେ ପୂଜାଙ୍କର ନାହିଁ ଖାତର...କେତବେଳେ ପ୍ରେସର କୁକର ଫଠାଇ ଦେଉଛନ୍ତି ତ ଆଉ କେତେବେଳେ...

Russia- Ukraine War । US Betrays Ukraine
ୟୁକ୍ରେନକୁ ଧୋକା ଦେଲା ଆମେରିକା। ଯୁଦ୍ଧରେ ସାହାଯ୍ୟ କଲାନି କି ପୁଟିନ୍‌ଙ୍କ ସହ ଆଲୋଚନା ବି କଲାନି...

ଋଷିଆ-ୟୁକ୍ରେନ ଯୁଦ୍ଧରେ ୟୁକ୍ରେନକୁ ଧୋକା ଦେଲା ଆମେରିକା। ଅସ୍ତ୍ରଶସ୍ତ୍ରରେ କୌଣସି ସାହାଯ୍ୟ କଲାନି କି ରାଷ୍ଟ୍ରପତି ପୁଟିନ୍‌ଙ୍କ ସହ ଥରେ ବି ଆଲୋଚନା କଲାନି। କେବଳ ଋଷିଆ ଉପରେ ପ୍ରତିବନ୍ଧକ ଲଗାଯିବ ବୋଲି ଚୁପ୍‌ ବସିଗଲେ ବାଇଡ଼େନ୍‌

B-Tech Student In Angul Creates Electric Cycle, Here\'s An OTV Report
ପ୍ରଭୁଦତ୍ତଙ୍କ ଇ-ସାଇକେଲ, ଥରେ ଚାର୍ଜରେ ଗଡୁଛି ୩୫କିମି, ପେଡାଲ୍ ମାରିଦେଲେ ହେଉଛି ରିଚାର୍ଜ

୧୮ ବର୍ଷୀୟ ପ୍ରଭୁଦତ୍ତ ସତରେ କମାଲ୍ କରି ଦେଖାଇଛନ୍ତି। ଲକଡାଉନ୍ ବେଳେ ସେ ନିଜ ସାଇକେଲକୁ ବୁଦ୍ଧି ଖର୍ଚ୍ଚ କରି ଇ-ସାଇକେଲ କରିଦେଲେ। ଖୁବ୍ ଅଳ୍ପ ଟଙ୍କା ଦରକାର ଏଥିପାଇଁ। ଥରଟିଏ ଚାର୍ଜ ହେଲେ ଯାଉଛି ୩୫ କମି। ବାଟରେ ଯଦି ଚାର୍ଜ ସରିଗଲା ତେବେ ଚିନ୍ତା ନାହିଁ।...

Why No Country Extended Help To Ukraine As Russia Continues Attack
ଯୁଦ୍ଧ ବେଳେ ଭାବବିହ୍ୱଳ ହେଲେ ୟୁକ୍ରେନ ରାଷ୍ଟ୍ରପତି। କହିଲେ, ଏମିତି ସମୟରେ ଆମକୁ ଏକା କରିଦେଲା ବିଶ୍ୱ

ଯୁଦ୍ଧ ସମୟରେ ଭାବବିହ୍ୱଳ ହେଲେ ୟୁକ୍ରେନ ରାଷ୍ଟ୍ରପତି। କହିଲେ, ଏମିତି ଖରାପ ସମୟରେ ଆମକୁ ଏକା କରିଦେଲା ବିଶ୍ୱ...ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି କି ଋଷିଆକୁ ଡରୁଛି ପୂରା ବିଶ୍ୱ

Pregnant Woman Pulls Trolley To Collect Scrap To Earn Livelihood In Odisha’s Baripada
ପେଟରେ ୯ ମାସର ଛୁଆକୁ ଧରି ଟ୍ରଲି ଟାଣୁଛନ୍ତି ଲକ୍ଷ୍ମୀ, ଦିନକୁ ରୋଜଗାର ମାତ୍ର ୧୫୦। ହେଲେ...

ପେଟରେ ୯ ମାସର ଛୁଆକୁ ଧରି ଟ୍ରଲି ଟାଣୁଛନ୍ତି ଲକ୍ଷ୍ମୀ। ଗଳିକୁ ଗଳି, ସାହିକୁ ସାହି ବୁଲି ଗୋଟାଉଛନ୍ତି ଲୁହା, ପ୍ଲାଷ୍ଟିକ ଆଉ କାଗଜ। ଦିନକୁ ଯୋଉ ୧୫୦ ଟଙ୍କା ରୋଜଗାର ହେଉଛି ସେଥିରେ ଚଳୁଛି ପୂରା ପରିବାର। ଆଉ ମାଆର ଏ କଷ୍ଟକୁ ସହିନପାରି ଟ୍ରଲିକୁ...

France May attack Nucler on Russia
ଋଷିଆ ଉପରେ ପରମାଣୁ ବୋମା ପକାଇବ ଫ୍ରାନ୍ସ ! ଯଦି...

ଋଷିଆ-ୟୁକ୍ରେନ୍‌ ମଧ୍ୟରେ ବଢୁଛି ତିକ୍ତତା । ଋଷିଆକୁ ଧମକ ଦେଲା ଫ୍ରାନ୍ସ...କହିଲା, କଥା ନମାନିଲେ ଆମେ କରିଦେବୁ ପରମାଣୁ ଆକ୍ରମଣ। ସେପଟେ ଋଷିଆ କହିଲା.....

News Fuse- Odisha Panchayat Polls । Know What Voters Say
ଏତେ ବଡ଼ ଭୋଟ୍‌ ହେଲା....କିନ୍ତୁ କେହି ଟଙ୍କାଟିଏ ବି ଦେଲେନି...ଯିଏ ଜିତିଲେ ଆମର କ’ଣ ଗଲା ସେଇଠୁ?

ଏତେ ବଡ଼ ଭୋଟ୍‌ ଗଲା। ଆମକୁ ତ ଟଙ୍କା କିଏ ଦେଲେନି...ଭତ୍ତା, ଜୋତା, ଛତା ଗଲା କୁଆଡ଼େ? ଏ ଦଳରୁ ଟଙ୍କା ଖାଇ ସେ ଦଳରେ ଭୋଟ୍‌ କିଏ ଦେଲା କିରେ ନାରଣ?

breaking news
ସଂକ୍ଷେପରେ ଆଜିର ତାଜା ଖବର - Saturday, 26 February 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।

TASTE OF ODISHA | EP 294| 19 FEB 2022| PANI AAKHIA BESARA FRY
TASTE OF ODISHA | EP 294| 19 FEB 2022| PANI AAKHIA BESARA FRY

This show brings Odia food and cuisine to the limelight. The anchor travels to different households to get a taste of authentic, homemade food and sometimes

KHOLA KATHA EP 741| Exclusive Interview  with Padmabhushan Dr. Prtibha Ray
KHOLA KATHA EP 741| Exclusive Interview with Padmabhushan Dr. Prtibha Ray

A unique chat show that probes our celebrities to face the facts and rumours about themselves and bring forth the truth for the audience. This show aims