• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

Otv Khabar Bureau

Editor

Posts by Otv Khabar Bureau

breaking news
ସଂକ୍ଷେପରେ ଆଜିର ତାଜା ଖବର - Monday, 28 February 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।

Ukraine Russia War
ଦେଶକୁ ଶତ୍ରୁ କବଳରୁ ରକ୍ଷା ଲାଗି ଅସ୍ତ୍ର ଉଠାଇଲେ ୟୁକ୍ରେନ୍ ଜନତା

ମହାଶକ୍ତି ଋଷିଆର ସାମ୍ନା କରିବାକୁ ୟୁକ୍ରେନ ପାଖରେ ସାମର୍ଥ୍ୟ ନାହିଁ, ତେବେ ଦେଶକୁ ବାହ୍ୟଶତ୍ରୁ କବଳରୁ ରକ୍ଷା ଲାଗି ଅସ୍ତ୍ର ଉଠାଇବାକୁ ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି ରାଷ୍ଟ୍ରପତି ଜେଲେନ୍ସିକ ।

Ukraine Russia War
ୟୁକ୍ରେନ୍‌ର ଭିନ୍ନ ଚେହେରା; କିଏ ଲଢିବାକୁ ତୟାର ତ କିଏ ଜୀବନ ବଞ୍ଚାଇବାକୁ...

ୟୁକ୍ରେନ ଆକାଶରେ ବିଜୁଳି ଗର୍ଜୁନି, ଗର୍ଜୁଛି ଲଢ଼ୁଆ ବିମାନ, ଗୁଳି ଗୋଳା ଓ ମିଜାଇଲ୍ ରାସ୍ତାରେ ଗାଡ଼ି ଚାଲୁନି, ଚାଲିଛି ମୁହାଁମୁହିଁ ଗନ୍‌ଫାଇଟ୍ । ପୁଟିନଙ୍କ ସଦ୍ୟ ନିର୍ଦ୍ଦେଶ ପରେ ଋଷୀୟ ସେନା ଚତୁର୍ଥ ଦିନରେ ଆକ୍ରମଣକୁ ଜୋରଦାର କରିଥିବା ବେଳେ, ୟୁକ୍ରେନ ଆର୍ମି ବି ଦେଉଛି କଡ଼ା...

Panchayat Mahasangram
କୋରାପୁଟରେ କାମ ଦେଲାନି କି ନବୀନ ଯାଦୁ ?

ଆଜି ଦ୍ୱିତୀୟ ଦିନ ଗଣତିରେ ବି ୬ରୁ ଅଧିକ ସ୍ଥାନରେ ହାତ ଚିହ୍ନରେ ଲଢିଥିବା ପ୍ରାର୍ଥୀ ଆଗୁଆ ରହିଛନ୍ତି । ପଞ୍ଚାୟତ ନିର୍ବାଚନ ପୂର୍ବରୁ ହାତଦଳର ବହୁ ଟାଣୁଆ ଆଦିବାସୀ ନେତାଙ୍କୁ ବିଜେଡି ନିଜ କ୍ୟାମ୍ପକୁ ନେଇଥିଲେ ବି କାହିଁକି କଂଗ୍ରେସକୁ ଆସ୍ଥା କଲେ ଭୋଟର ତାକୁ ନେଇ...

Odisha Panchayat Polls
କ୍ୟାସ ଟ୍ରାନ୍ସଫର୍‌ଠୁ ସ୍ମାର୍ଟ ହେଲ୍ଥ କାର୍ଡ ବଣ୍ଟନ: ବିଜେଡିର ଅପ୍ରତ୍ୟାଶିତ ବିଜୟ ପଛର କାରଣ କି ?

ପଞ୍ଚାୟତ ନିର୍ବାଚନରେ ବିଜେଡିର ବଡ଼ ବିଜୟ । ତେବେ ଏଭଳି ଅପ୍ରତ୍ୟାଶିତ ବିଜୟ ପଛରେ କାରଣ କଣ? କେଉଁ କେଉଁ ଫ୍ୟାର ବିଜେଡିକୁ ସୁହାଲଲା?

Fake Doctor and Sister
ମୁହାଁମୁହିଁ ଜେରା ହେବେ ଭାଇ-ଭଉଣୀ: ଖୋଲିବ ଗୁମର ପେଡି

ରମେଶର କ୍ରାଇମ୍ ପାର୍ଟନର ତା ଭଉଣୀଙ୍କୁ ରିମାଣ୍ଡରେ ଆଣିବାକୁ ଆବେଦନ କରିବ ପୋଲିସ ।

Taste Of Odisha- Bhakura Machcha Dahi Besara | Know How To Prepare Special Dish With Catla Fish
Taste Of Odisha- Bhakura Machcha Dahi Besara | Know How To Prepare Special Dish With Catla Fish

Taste Of Odisha- Bhakura Machcha Dahi Besara | Know How To Prepare Special Dish With Catla Fish OdishaTV is Odisha\'s no 1 News Channel. OTV being the

News Fuse- Watch Voters In Inebriated Condition
News Fuse- Watch Voters In Inebriated Condition

News Fuse- Watch Voters In Inebriated Condition OdishaTV is Odisha\'s no 1 News Channel. OTV being the first private satellite TV channel in Odisha carries

schools to reopen tomorrow, here's all you need to know
କାଲିଠୁ ସ୍କୁଲ୍‌ ଯିବେ ପ୍ରଥମରୁ ସପ୍ତମ ଶ୍ରେଣୀ ଛାତ୍ରଛାତ୍ରୀ

ଆସନ୍ତା କାଲିଠାରୁ ପ୍ରଥମରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଇଁ ସ୍କୁଲ୍ ଖୋଲିବ । ଆସନ୍ତା ସପ୍ତାହରେ ପାଠ ପଢ଼ାହେବ ନାହିଁ କେବଳ ଆକ୍ଟିଭିଟି କରାଯିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି

Suspicious death of student
ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ; ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

ଅନ୍ତେବାସୀ ଛାତ୍ରାଙ୍କ ସନ୍ଦେହଜନକ ମୃତ୍ୟୁ । କନ୍ଧମାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ତୁଡ଼ିପାଜୁ ସ୍ଥିତ ଜବାହାର ନବୋଦୟ ବିଦ୍ୟାଳୟର ଜଣେ ଯୁକ୍ତ ଦୁଇ ପ୍ରଥମ ବର୍ଷରେ ପଢ଼ୁଥିବା ଛାତ୍ରଙ୍କ ସନ୍ଦେହ ଜନକ ମୃତ୍ୟୁ ହୋଇଛି ।

Sarpanch Election Win Celebration
ଜିତିଲେ ସରପଞ୍ଚ ପ୍ରାର୍ଥିନୀ; ଖୁସିରେ ତଳେ ପଲ୍‌ଟି ମାରି ବୋବାଲ ମଚାଇଲେ ସମର୍ଥକ

ସରପଞ୍ଚ ପ୍ରାର୍ଥୀଙ୍କ ବିଜୟରେ ଖୁସିରେ ତଳେ ଗଡ଼ିଲେ ସମର୍ଥକ । ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ଭଣ୍ଡାର ପଞ୍ଚାୟତର ରଶ୍ମିତା ବାଗ ଭୋଟରେ ବିଜୟୀ ହୋଇଥିବାରୁ ତାଙ୍କ ସମର୍ଥକ ଭୁଇରେ ଗୁରୁଣ୍ଡି ଗୁରୁଣ୍ଡି ବୋବାଲ ମଚାଇଛନ୍ତି । ଯାହାର ଭିଡ଼ିଓ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି...

Daily Horoscope 27 Feb 2022
Daily Horoscope 27 Feb 2022: ଜାଣନ୍ତୁ ଆଜିର ରାଶିଫଳ

୨୦୨୨ ମସିହା, ଫେବୃୟାରୀ ମାସ ୨୭ ତାରିଖ, ରବିବାର, କୁମ୍ଭ୧୫ ଦିନ, ଫାଲଗୁନମାସ, କୃଷ୍ଣପକ୍ଷ,ଏକାଦଶୀତିଥି, ପୂର୍ବାଷାଢା ନକ୍ଷତ୍ର, ଜାଣନ୍ତୁ ଆଜିର ରାଶିଫଳ...

Taste Of Odisha- Bhakura Machcha Dahi Besara । Know How To Prepare Special Dish With Catla Fish
ଭାକୁର ମାଛ ଦହି ବେସର...ଗରମ ଭାତ ସହ ଜମିବ ଜବରଦସ୍ତ ପାଗ

ଭାକୁର ମାଛ ଦହି ବେସର। ଗରମ ଭାତକୁ ଜମିଯିବ ଜବରଦସ୍ତ ପାଗ...ଟିକିଏ କଂଚାଲଙ୍କା ଆଉ ପାଖୁଡ଼ାଏ ରସୁଣ। ଖାଲି ତ ହାମ୍ପୁଡ଼ି ହାମ୍ପୁଡ଼ି ଖାଉଥିବେ...ମାଛ କଣ୍ଟାକୁ କାଢୁଥିବେ.....

Jojona Ra Na Hariloot- Non-Motorable Roads In ‘Swabhiman Anchal’ Describes Apathy Of Commuters
ରାସ୍ତାରେ ମୁଠାଏ ମାଟି ପଡ଼ିନି, ବିଲ୍‌ କରି ଖାଇଗଲେ ୭ ଲକ୍ଷ

ଭୟଙ୍କର ଦୁର୍ନୀତି। ରାସ୍ତାରେ ମୂଳରୁ ମାଟି ମୁଠାଏ ପଡ଼ିନି...ବିଲ କରି ଖାଇଦେଲେ ୭ ଲକ୍ଷ ଟଙ୍କା, ଦେଖନ୍ତୁ ଏହି ଭିଡ଼ିଓ

Special Story  Colourful Flowers Covers Earth In Spring Season  Watch Visuals From Koraput
କୋରାପୁଟରେ ବସନ୍ତ ଗାଉଛି ବିରହ ସଙ୍ଗୀତ, ଆସ ମତେ ଥରେ ଶୁଣିଯାଅ

ବଉଳ ଫୁଲର ବାସ, ଚହଟଇ ଚଉପାସ। ପେନ୍ଥା ପେନ୍ଥା ଗଛ ଭର୍ତ୍ତି ଆମ୍ବ ବଉଳ, ଝରି ପଡ଼ୁଥିବା ଅଜସ୍ର କାଗେଜି ଫୁଲ। ଧୁ ଧୁ ଖରାବେଳେ ଭୁରୁଭୁରୁ ବାସ୍ନା, କେଉଁ ଏକ ଆମ୍ବ ଡାଳରେ କୋଇଲି ଗାଉଛି ବିରହର ଗୀତ। ଏବେ ଯଦି କୋରାପୁଟ ଯିବେ ସ୍ୱାଗତ କରିବ...

Russia-Ukrain War- Ukrainian Hero Blows Self To Stop Russian Troop From Marching Forward
ୟୁକ୍ରେନର ସାହସୀ ସୈନ୍ୟ। ନିଜକୁ ବିସ୍ଫୋରଣରେ ଉଡ଼ାଇ ଦେଇ ବଂଚାଇଲେ ୟୁକ୍ରେନବାସୀଙ୍କ ଜୀବନ

ୟୁକ୍ରେନର ସାହସୀ ସୈନ୍ୟ। ଋଷିଆ ସୈନ୍ୟକୁ ରୋକିବା ପାଇଁ ନିଜ ସହ ବ୍ରଜ୍‌କୁ ବିସ୍ଫୋରଣ କରି ଉଡାଇଦେଲେ। ଆଗକୁ ବଢିପାରିଲାନି ଋଷିଆ ସୈନ୍ୟ...ଜୀବନ ଦେଇ ଲକ୍ଷଲକ୍ଷ ୟୁକ୍ରେନବାସୀଙ୍କ ବଂଚାଇଲେ ଜୀବନ, ଦେଖନ୍ତୁ ବିସ୍ଫୋରଣର ସେହି ଭୟଙ୍କର ଚିତ୍ର

ENews- Tarang’s Upcoming Movie Adhalekha Gappa’s Song Tori Paeen
ନଈ କୂଳରେ ହେଲା ପ୍ରେମ...ପ୍ରେମିକାଙ୍କୁ କୁଣ୍ଢେଇ ଏମିତି ଗୀତ ଗାଉଛନ୍ତି ପ୍ରେମିକ

ନଈ କୂଳରେ ହୋଇଗଲା ପ୍ରେମ। ନୀଳ ପାଣି ସାଙ୍ଗକୁ ଲାଲ ଗୋଲାପ...ବାସ୍‌ ଦୁନିଆରେ ସତେ ଯେମିତି ଆଉ ନାହିଁ କିଛି...ଦେଖନ୍ତୁ ଅଧା ଲେଖା ଅଧା ଗପରର ଏହି ରୋମାଣ୍ଟିକ ଗୀତକୁ

US-Russia Naval Face-Off Amid Russia-Ukraine War
ୟୁକ୍ରେନ-ଋଷିଆ ଯୁଦ୍ଧ। ସମୁଦ୍ରରେ ମୁହାଁମୁହିଁ ହେଲେ ଆମେରିକ-ଋଷ୍‌

ୟୁକ୍ରେନ-ଋଷିଆ ମଧ୍ୟରେ ଲାଗିଛି ଯୁଦ୍ଧ। ସମୁଦ୍ରରେ ମୁହାଁମୁହିଁ ହେଲେ ଋଷିଆ-ଆମେରିକା। ହ୍ୱାଇଟ୍‌ ହାଉସ କହିଲା, ଆମେ କେଉଁଠି ରଖିଛୁ ଆଣବିକ ଜାହାଜ କହିବାକୁ ବାଧ୍ୟ ନୁହେଁ...ଋଷିଆ କହିଲା ଆମେ...

Ukranian Parliament Member Takes Up Arms To Fight Russia
ଯୁଦ୍ଧ ବେଳେ ଋଷିଆ ବିରୋଧରେ ବନ୍ଧୁକ ଉଠାଇଲେ ସୁନ୍ଦରୀ ସାଂସଦ। ପୁଟିନ୍‌ଙ୍କୁ ଦେଲେ କଡ଼ା ଜବାବ୍‌....

ମହାଯୁଦ୍ଧ ବେଳେ ୟୁକ୍ରେନ୍‌ ସାଂସଦ ଧରିଲେ ବନ୍ଧୁକ। ପୁଟିନ୍‌ଙ୍କୁ ଦେଲେ କଡ଼ା ଚେତାବନୀ। କହିଲେ, ଆମ ଦେଶକୁ ସୁରକ୍ଷା ଦେବା ପାଇଁ ମୁଁ ପ୍ରସ୍ତୁତ...ପାଦେ ଆଗକୁ ବଢିବ ତ....

Heartbreaking | Ukraine Soldier Hugs Daughter Before Setting Out On War Against Russia
ସୈନିକ ବାପାକୁ କାନ୍ଦି କାନ୍ଦି ବିଦାୟ ଦେଲା ୟୁକ୍ରେନର କୁନିଝିଅ, ଝିଅର ବାର୍ତ୍ତା ପଢ଼ି ଭୋ ଭୋ କାନ୍ଦିଲେ ସୈନିକ

ଜଣେ ୟୁକ୍ରେନ ସୈନିକଙ୍କର ଏ ଭିଡିଓଟି ଆପଣଙ୍କ ଆଖିରୁ ଲୁହ ଖସେଇ ଦେବାକୁ ଯଥେଷ୍ଟ। ସୈନିକ ବାପଟି ଜାଣିନି, ଯୁଦ୍ଧଭୂଇଁରୁ ସେ ଆଉ ଫେରିବ କି ନାହିଁ। ବିଦାୟ ଦେଲାବେଳେ, ବାପ ହାତରେ କୁନିଝିଅଟି ଗୁଞ୍ଜି ଦେଇଛି ଏକ ଛୋଟିଆ କାଗଜ। ଯାହାକୁ ପଢ଼ି ଭୋ ଭୋ ହୋଇ...