ପୌର ଓ ପଞ୍ଚାୟତ ନିର୍ବାଚନରେ ବିଜେପିର ପ୍ରଦର୍ଶନ ଭଲ ହୋଇନଥିଲେ ବି ଦଳ ପାଇଛି ୩୦ ପ୍ରତିଶତ ଭୋଟ୍ । ତେଣୁ ୨୪ ନିର୍ବାଚନରେ ଦଳର ସମ୍ଭାବନା ଭଲ ଥିବା ବିଜେପି ନେତା ହୃଦୟଙ୍ଗମ କରିବା ସହ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଆସନ୍ତାବର୍ଷ ଓଡ଼ିଶାରେ ହେବ ହକି ବିଶ୍ୱକପ୍ । ଏହି ଅବସରରେ ବିଦେଶରୁ ଆସିବେ ଖେଳାଳୀ, ଅଫିସିଆଲ ଓ ଖେଳପ୍ରେମୀ । ଆଉ ଏହି ମେଗା ଇଭେଣ୍ଟ ଅବସରରେ ଦାମିକା ନିଶା ଦ୍ରବ୍ୟ କୋକେନ୍ ବିକ୍ରି ଲାଗି ଯୋଜନା ରଖିଥିଲେ ଭୁବନେଶ୍ୱରରୁ ଗିରଫ ଦୁଇ ଅଭିଯୁକ୍ତ ରବି ଓ ସନ୍ନି...
ଏବେ ପ୍ରଶ୍ନ, ହକି ବିଶ୍ୱକପ୍କୁ ଟାର୍ଗେଟ କରି ଅଭିଯୁକ୍ତ, ଓଡ଼ିଶାକୁ କୋକେନ ଆଣିଥିଲେ ନା ବହୁ ଦିନ ହେଲା ଏହି ଧନ୍ଦାରେ ଲିପ୍ତ ଅଛନ୍ତି ? ସେହିପରି ଏହି ନିଶା କାରବାର ପଛରେ ରହିଛି ଆଉ କେଉଁମାନଙ୍କ ସଂପୃକ୍ତି?
ସାମ୍ବିଧାନିକ ପଦକୁ ସମ୍ମାନ ମିଳୁ। ଅପରାଜିତା ଷଡଙ୍ଗୀଙ୍କୁ ସମ୍ମାନ ନ ମିଳୁ, ହେଲେ ସାଂସଦ ପଦକୁ ମିଳୁ। ମୁଁ ମୁଖ୍ୟମନ୍ତ୍ରୀଙ୍କୁ ତିନୋଟି ମାଧ୍ୟମରେ ଚିଠି ଦେଇଛି । ଜାଣିନି ତାଙ୍କ ପାଖରେ ପହଞ୍ଚିବ କି ନାହିଁ। ମୁଁ ଓଡ଼ିଆ, ତେଣୁ ଜଗନ୍ନାଥଙ୍କ ପ୍ରସଙ୍ଗ ସବୁଆଡ଼େ ଉଠାଇବି, ମୋର କିଏ...
ବାସୁଦେବପୁର ଘଟିଲା ଅଘଟଣ । ବିଦ୍ୟୁତ କରେଣ୍ଟ ଲାଗି ମା ସହ ୧୪ ବର୍ଷର ପୁଅର ଜୀବନ ଚାଲିଗଲା ।
ପଣା ସଂକ୍ରାନ୍ତି ପରେ ପରେ ମନ୍ତ୍ରିମଣ୍ଡଳରେ ଅଦଳବଦଳ କରାଯିବ ବୋଲି ରାଜନୈତିକ ପଣ୍ଡିତ ଆଲୋଚନା କରୁଛନ୍ତି। ମନ୍ତ୍ରିମଣ୍ଡଳ ସଦସ୍ୟଙ୍କୁ ରିପୋର୍ଟ କାର୍ଡ ମାଗିଛନ୍ତି ମୁଖ୍ୟମନ୍ତ୍ରୀ ।
ଇଂଲଣ୍ତର ଟେଷ୍ଟ କ୍ୟାପ୍ଟେନସିପ୍ ଛାଡ଼ିଲେ ଜୋ ରୁଟ୍ । ଅଷ୍ଟ୍ରେଲିଆ ଓ ୱେଷ୍ଟିଇଣ୍ତିଜ୍ ବିପକ୍ଷରେ ଟେଷ୍ଟ ହାରିବା ପରେ ସେ ଏଭଳି ପଦକ୍ଷେପ ନେଇଛନ୍ତି । ସମାଲୋଚନା ଓ ବିବାଦ ମଧ୍ୟରେ ଆଜି ଟେଷ୍ଟ ଟିମ୍ର ଅଧିନାୟକ ପଦରୁ ଇସ୍ତଫା ଦେଇଛନ୍ତି ଜୋ ରୁଟ୍ ।
ଝିଅକୁ ତଣ୍ଟି ଚିପି ହତ୍ୟା କଲା ମା’। କୌଣସି ଏକ କାରଣରୁ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡା ହେଇଥିଲା ଯାହା ପରେ ମହିଳା ଜଣକ ନିଜ ଝିଅର ତଣ୍ଟି ଚିପି ହତ୍ୟା କରିଥିବା ଅଭିଯୋଗ ହୋଇଛି ।
ଚା’ ସହିତ ଜଳଖିଆ ନଦେବାରୁ ବୋହୂକୁ ଗୁଳି ମାରିଲେ ଶ୍ୱଶ୍ୱୂର । ମହାରାଷ୍ଟ୍ର ଠାଣେ ସହରରୁ ଆସିଛି ଏହି ସଙ୍ଗୀନ ଅଭିଯୋଗ ।
Apana Eka Nuhanti - Boy Battles Brain Tumour, Family Helpless OdishaTV is Odisha\'s no 1 News Channel. OTV being the first private satellite TV channel
Making News - Debt Payment Issue Between Two Villagers OdishaTV is Odisha\'s no 1 News Channel. OTV being the first private satellite TV channel in Odisha
News Fuse - Engineer Caught In Embarrasing Situation OdishaTV is Odisha\'s no 1 News Channel. OTV being the first private satellite TV channel in Odisha
ଘୁଞ୍ଚିଲା JEE(ଆଡଭାନ୍ସଡ୍)-୨୦୨୨ପରୀକ୍ଷା । ଆସନ୍ତା ଅଗଷ୍ଟ ମାସ ୨୮ ତାରିଖକୁ ଘୁଞ୍ଚିଲା ପରୀକ୍ଷାର ତାରିଖ । ଦୁଇଟି ସିଟିଂରେ ହେବ ପରୀକ୍ଷା ।
ଶ୍ରୀଲଙ୍କାରେ ରାଜପକ୍ଷ ସରକାରଙ୍କ ବିରୋଧରେ ବଢ଼ୁଛି ବିରୋଧ । ଗତକାଲି ଲକ୍ଷାଧିକ ଲୋକ କଲମ୍ବୋରେ ରାସ୍ତା ଉପରକୁ ଓହ୍ଲାଇଥିଲେ । ରାସ୍ତାକୁ ଆସି ସରକାରଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।
ଆଜି କର୍ଣ୍ଣାଟକ ଗ୍ରାମ୍ୟ ଉନ୍ନୟନ ଏବଂ ପଞ୍ଚାୟତରାଜ ମନ୍ତ୍ରୀ କେ.ଏସ୍ ଇଶ୍ୱରପ୍ପା ମୁଖ୍ୟମନ୍ତ୍ରୀଙ୍କୁ ନିଜ ଇସ୍ତଫା ଦେବେ ।
ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁକୁ ନେଇ ତାତିଲେ ଲୋକେ । ସୁବର୍ଣ୍ଣପୁର ବିନିକା ଥାନା ଦାନିପାଲି ଛକରେ ଦୁର୍ଘଟଣା ପରେ କଲେଜ୍ ଛକରେ ବହୁ ସଂଖ୍ୟାରେ ସ୍ଥାନୀୟବାସିନ୍ଦା ରାସ୍ତାରୋକୋ କରିଛନ୍ତି ।
ଏୟାରପୋର୍ଟ ପାଇଁ ୯୫ ହେକ୍ଟର ଜମି ଅଧିଗ୍ରହଣ ଶେଷ ହୋଇଥିବା ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ।
ଆଜି ୨୦୨୨ ମସିହା, ଏପ୍ରିଲ ମାସ ୧୫ ତାରିଖ, ଶୁକ୍ରବାର, ମେଷ ୨ ଦିନ, ଚୈତ୍ୟ ମାସ, ଶୁକ୍ଳପକ୍ଷ, ଚତୁର୍ଦଶୀ ତିଥି, ଉତ୍ତରା ଫାଲଗୁନି ନକ୍ଷତ୍ର,ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କର ଦିନ...
ଗତକାଲି ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା କ୍ରମେ ୟୁକ୍ରେନ ବିରୋଧୀ ଯୁଦ୍ଧରେ ରୁଷିଆକୁ ବଡ଼ ଧକ୍କା ଲାଗିଛି । କୃଷ୍ଣ ସାଗରରେ ମୁତୟନ ରୁଷର କ୍ଷେପଣାସ୍ତ୍ର ବାହୀ ଯୁଦ୍ଧପୋତ ମସ୍କଭାରେ ଭୟଙ୍କର ବିସ୍ଫୋରଣ ଘଟିଛି ।
ଗତ କିଛି ଦିନ ଧରି ରାଜ୍ୟରେ ବଢ଼ିଥିବା ଗରମ ସମସ୍ତଙ୍କୁ ଆଉଟୁପାଉଟୁ କରୁଛି । ସ୍ଥିତି ଏପରି ହୋଇଛି କି ସୋନପୁର ଦେଶର ସବୁଠୁ ଉତ୍ତପ୍ତ ସହର ପାଲଟିଛି ।