• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

Otv Khabar Bureau

Editor

Posts by Otv Khabar Bureau

Russia Says Its Damaged Warship Moskva Sinks In Black Sea
ଅଡୁଆରେ ରୁଷ୍ ! କ୍ଷେପଣାସ୍ତ୍ରବାହୀ ଯୁଦ୍ଧପୋତରେ ବିସ୍ଫୋରଣ

ଗତକାଲି ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା କ୍ରମେ ୟୁକ୍ରେନ ବିରୋଧୀ ଯୁଦ୍ଧରେ ରୁଷିଆକୁ ବଡ଼ ଧକ୍କା ଲାଗିଛି । କୃଷ୍ଣ ସାଗରରେ ମୁତୟନ ରୁଷର କ୍ଷେପଣାସ୍ତ୍ର ବାହୀ ଯୁଦ୍ଧପୋତ ମସ୍କଭାରେ ଭୟଙ୍କର ବିସ୍ଫୋରଣ ଘଟିଛି ।

Weather Report | Temperature Shoots Up, Sonepur Hottest In Odisha
ଖରାରେ ସିଝୁଛି ସାରା ଓଡ଼ିଶା; ଦେଶର ଉତ୍ତପ୍ତ ସହର ପାଲଟିଛି ସୋନପୁର

ଗତ କିଛି ଦିନ ଧରି ରାଜ୍ୟରେ ବଢ଼ିଥିବା ଗରମ ସମସ୍ତଙ୍କୁ ଆଉଟୁପାଉଟୁ କରୁଛି । ସ୍ଥିତି ଏପରି ହୋଇଛି କି ସୋନପୁର ଦେଶର ସବୁଠୁ ଉତ୍ତପ୍ତ ସହର ପାଲଟିଛି ।

Kendriya Vidyalaya Sangathan Put on Hold Admission in KVs Under Special Provisions
ଏଣିକି KVରେ ସ୍ଥଗିତ ହେଲା ସାଂସଦ କୋଟା

କେନ୍ଦ୍ରୀୟ ବିଦ୍ୟାଳୟରେ ସାଂସଦ କୋଟା ସ୍ଥଗିତ । କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ଏଭଳି ବଡ଼ ନିଷ୍ପତ୍ତି ନେଇଛି ।

breaking news
ସଂକ୍ଷେପରେ ଆଜିର ତାଜା ଖବର - Friday, 15 April 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।

TASTE OF ODISHA | EP 298| 09 APRIL 2022 | NADIA PANEER
TASTE OF ODISHA | EP 298| 09 APRIL 2022 | NADIA PANEER

This show brings Odia food and cuisine to the limelight. The anchor travels to different households to get a taste of authentic, homemade food and sometimes

Prarthana TV
ଆଜି ପ୍ରାର୍ଥନା ଚ୍ୟାନେଲର ଦ୍ୱାଦଶ ସ୍ୱନକ୍ଷତ୍ର; ବାଲିଯାତ୍ରା ପଡ଼ିଆରେ ଆୟୋଜନ ହେଲା ସ୍ୱତନ୍ତ୍ର କାର୍ଯ୍ୟକ୍ରମ

ଆଜି ନିଜର ଦ୍ୱାଦଶ ସ୍ୱନକ୍ଷତ୍ର ପାଳନ କରୁଛି ଆଧ୍ୟାତ୍ମିକ ଟିଭି ଚ୍ୟାନେଲ ପ୍ରାର୍ଥନା । ଆଜି ମଧ୍ୟ ପଣା ସଂକ୍ରାନ୍ତି ଓ ହନୁମାନ ଜୟନ୍ତୀ ହୋଇଥିବାରୁ ନିଜର ସ୍ୱନକ୍ଷତ୍ର ଦିବସ ଅବସରରେ ଚ୍ୟାନେଲ ପକ୍ଷରୁ ପ୍ରାର୍ଥନା ହନୁମାନ ଉତ୍ସବର ଆୟୋଜନ କରାଯାଇଛି ।

Pana Sankranti,Odia New Year
ମହାବିଷୁବ ସଂକ୍ରାନ୍ତି ସାଙ୍ଗକୁ ଓଡ଼ିଆ ନବବର୍ଷର ଧୁମ୍

କେଉଁଠି ପୂଜାପାଠ, ହୋମଯଜ୍ଞ ତ ଆଉ କେଉଁଠି ଛତୁଆ ସାଙ୍ଗକୁ ପଣାର ମହକ । ପୁଣି କେଉଁଠି କୁସ୍ତିକସରତ ସହ ବନାଟି, ମାଲ ଖମ୍ବ, ମେଢ଼ ନାଚର ମଉଜ । ମହାମାରୀ ପାଇଁ ଦୁଇବର୍ଷ ଧରି ଫିକା ଥିବା ଓଡ଼ିଆ ନୂଆବର୍ଷକୁ ଆଜି ଖୋଲି କି ମନେଇଛି ସାରା...

Cocaine
କିଏ ଖାଉଛି ମହଙ୍ଗା ନିଶା କୋକେନ୍ ?

ଭୁବନେଶ୍ୱରରୁ ୫୦ ଲକ୍ଷ ଟଙ୍କାର କୋକେନ ଜବତ ପରେ ବଢିଛି ଏସ୍‌ଟିଏଫ୍‌ର ଚିନ୍ତା । ଓଡ଼ିଶାରେ କେତେ ଦିନ ହେଲା ଚାଲିଛି ଏହି ନିଶା କାରବାର? ଏହା ପଛରେ ସଂପୃକ୍ତ ଅଛନ୍ତି ଆଉ କେଉଁ ବ୍ୟକ୍ତି?

School Summer Vacation
ଏଥର ମାତ୍ର ୧୦ ଦିନ ହୋଇପାରେ ଖରା ଛୁଟି

ଦେଢ଼ ମାସ ନୁହେଁ ଏଥର ମାତ୍ର ୧୦ ଦିନ ହୋଇପାରେ ଗ୍ରୀଷ୍ମ ଛୁଟି । କାରଣ ପିଲାଙ୍କୁ ବ୍ରିଜ୍ କୋର୍ସ ବା ଦୁଇ ବର୍ଷର ପୁରୁଣା ପାଠ ପଢାଇବା ଲାଗି ଅଧିକ ଦିନ ଆବଶ୍ୟକ । ସେଥିପାଇଁ ଖରାଛୁଟିକୁ କାଣ୍ଟଛାଣ୍ଟ କରାଯାଇଛି ।

Pana Sankranti,Odia New Year
ଆଜି ଓଡ଼ିଆ ନବବର୍ଷ

ଆଜି ମହାବିଷୁବ ସଂକ୍ରାନ୍ତି, ଓଡ଼ିଆ ନୂଆବର୍ଷ, ତା ସାଙ୍ଗକୁ ହନୁମାନ ଜୟନ୍ତୀ । ଘରେ ଘରେ ପବିତ୍ର ପରିବେଶ । ସବୁଠି ପଣାର ମହକ । ଆଜିଠାରୁ ନୂଆ ପାଞ୍ଜି ମଧ୍ୟ ପ୍ରଚଳନ ହୋଇଛି ।

Cocaine
ଓଡ଼ିଶାରେ କିଏ ଖାଉଛି କୋକେନ୍ ?

ବ୍ରାଉନସୁଗାର ଓ ଗଞ୍ଜେଇ ଭଳି ନିଶା ଦ୍ରବ୍ୟର ହବ୍ ପାଲଟିଥିବା ରାଜଧାନୀ ଭୁବନେଶ୍ୱରରେ କାୟା ବିସ୍ତାର କରୁଛି କି କୋକେନ୍ ନେଟଓ୍ୱର୍କ । ଜାଭିୟର ଛକରୁ ଏକକାଳୀନ ୨ଶହ ଗ୍ରାମ କୋକେନ ଜବତ ପରେ ବଢିଛି ଚିନ୍ତା ।

Death In Mahanadi
ନଦୀ ନେଉଛି ଜୀବନ

ମହାନଦୀରେ ପୁଣି ଯାଇଛି ୨ ଜଣଙ୍କ ଜୀବନ । ପାରାଦୀପ ପଥୁରିଆର ୨ ଛାତ୍ର ନଦୀରେ ଗାଧୋଉଥିବା ବେଳେ ପାଣିରେ ବୁଡ଼ି ଅକାଳରେ ପ୍ରାଣ ହରାଇଛନ୍ତି । କିଛି ଦିନ ତଳେ କଟକ ଯୋବ୍ରାରେ ୩ ଜଣ ଛାତ୍ର ମହାନଦୀରେ ବୁଡି ପ୍ରାଣ ହରାଇଥିଲେ ।

Families Raise
ଶାନ୍ତି ବଦଳରେ ରକ୍ତପାତ କାହିଁକି?

ପୈତୃକ ସମ୍ପତ୍ତି ବିବାଦରୁ ଏହି ହତ୍ୟାକାଣ୍ଡ ଘଟିଥିବା ଜଣାପଡ଼ିଛି । ଏହି ଗଣହତ୍ୟା ପଛରେ ଯେଉଁ ଜାଗାବାଡ଼ି ବିବାଦ କଥା ଉଠୁଛି, ଏବେ ବି ସମସ୍ତଙ୍କ ମୁହଁରୁ ସେହି ସମାନ କଥା ଶୁଣିବାକୁ ମିଳିଛି । ହେଲେ ପାଞ୍ଚ ପାଞ୍ଚ ଜଣ ବ୍ୟକ୍ତିଙ୍କୁ ବନ୍ଦ ଘରେ କେମିତି ଏକୁଟିଆ...

Poor Condition Of School Building
ଛାତରୁ ପ୍ଲାଷ୍ଟର ଖସୁଛି, ଗଛ ମୂଳେ ବସି ପାଠ ପଢ଼ୁଛନ୍ତି କୁନି କୁନି ପିଲା

ସ୍କୁଲ ଛାତରୁ ଖସୁଛି ପ୍ଲାଷ୍ଟର। କେତେବେଳେ ଏଇ କୁନି କୁନି ପିଲାଙ୍କ ଉପରେ ଭାଙ୍ଗିପଡ଼ିବ ଛାତ....ତା’ର କୌଣସି ଠିକ୍‌ଠିକଣା ନାହିଁ। ସୁରକ୍ଷିତ ପାଠ ପଢିବା ପାଇଁ ଇଚ୍ଛା ନଥିଲେ ବି ବାହାର ଗଛ ମୂଳେ ପିଲାଙ୍କୁ ବସାଇ ପାଠ ପଢାଉଛନ୍ତି ଶିକ୍ଷକ। ସବୁ ଜାଣିବା ପରେ ବି ଚୁପ୍‌...

Ukraine Arrests Russian Prez
ପୁଟିନ୍‌ଙ୍କ ଖାସ୍‌ ଲୋକକୁ କାବୁ କରି ଋଷକୁ ଧମକ ଦେଲା ୟୁକ୍ରେନ୍‌, କହିଲା..

ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ଙ୍କ ଖାସ୍‌ ଲୋକ କୁହାଯାଉଥିବା ବିକାଶ ମେଡଭେଡଚୁକଙ୍କୁ ଗିରଫ କରିଥିବା ଦାବି କରିଛି ୟୁକ୍ରେନ। ୟୁକ୍ରେନର ଗୁଇନ୍ଦା ଏଜେନ୍ସି ଏସବିୟୁ କିଛି ଫଟୋ ସେୟାର କରିଛି ଯେଉଁଥିରେ ମେଡଭେଡଚୁକଙ୍କ ହାତରେ ହ୍ୟାଣ୍ଡକଫ୍ ଲାଗିଥିବା ଦେଖିବାକୁ ମିଳିଛି ।

Bibhu Prasad Tarai
'ରାଜ୍ୟରେ ଦଳିତ ବର୍ଗର ଲୋକ ଅସୁରକ୍ଷିତ'

ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ବିଜେପି ରାଜ୍ୟ ଅନୁସୂଚିତ ଜାତି ମୋର୍ଚ୍ଚାର ସଭାପତି ବିଭୁ ପ୍ରସାଦ ତରାଇ । ସେ କହିଛନ୍ତି ଯେ, ଦଳିତଙ୍କ ସ୍ୱାର୍ଥ ରକ୍ଷା କରିବାରେ ବିଫଳ ହୋଇଛନ୍ତି ରାଜ୍ୟ ସରକାର ।

New Born Baby
ଯାଜପୁର କିନ୍ନର ଶିଶୁ ବିବାଦ ଘଟଣା; ଲିଙ୍ଗ ନିରୂପଣ ପାଇଁ ନବଜାତକଙ୍କୁ ଅଣାଯିବ ଶିଶୁଭବନ

ଯାଜପୁରର ଘରୋଇ ମେଡିକାଲରେ ଶିଶୁ ଜନ୍ମ ନେଇ ବିବାଦ ଘଟଣା । ଲିଙ୍ଗ ନିରୂପଣ ପାଇଁ ନବଜାତକଙ୍କୁ ଅଣାଯିବ ଶିଶୁଭବନ । ଏନେଇ ଯାଜପୁର ସିଡିଏମଓ ସ୍ୱାସ୍ଥ୍ୟ ବିଭାଗକୁ ଚିଠି କରିଥିବା ସୂଚନା ଦେଇଛନ୍ତି ।

_People Praise Specially-abled Man Selling Noodles On A Street Cart
ସକ୍ଷମ ଭିନ୍ନକ୍ଷମ: ହାତ ନାହିଁ, ଚାଓମିନ୍‌ ବିକ୍ରି କରି ପରିବାର ପୋଷୁଛନ୍ତି ଯୁବକ

ଭିନ୍ନକ୍ଷମ ହୋଇ ବି ସକ୍ଷମ । ହାତ ନଥାଇ ମଧ୍ୟ ପେଟ ପାଇଁ ଖଟିବାରେ ପଛାଇନାହାଁନ୍ତି । ନିଜ କଳ, ବଳ ଓ କୌଶଳ ମାଧ୍ୟମରେ ଅସମ୍ଭବକୁ ବି ସମ୍ଭବ କରିଦେଖାଇଛନ୍ତି ଏହି ଯୁବକ ।

ENews।  Tete A Tete With Singer Jyotirmayee Nayak
ଦୁଇ ଦୁଇଟି କିଡ଼ନୀ ଖରାପ: ବାପା ରଙ୍ଗ ମଞ୍ଚରେ କାମ କରୁଛନ୍ତି...ବଞ୍ଚିବାକୁ ଚାହୁଁଛନ୍ତି ବିନୋଦ

ବାପା ରଙ୍ଗ ମଞ୍ଚରେ କାମ କରୁଛନ୍ତି। ଯେତିକି ଟଙ୍କା ରୋଜଗାର ହେଉଛି ସେତିକିରେ ପରିବାର ଚଳିବା କଷ୍ଟ। ପୁଅର ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ। ସେପଟେ ବଞ୍ଚିବାକୁ ଚାହୁଁଛନ୍ତି ବିନୋଦ। ବାସ୍‌ ସରକାରଙ୍କ ସାହାଯ୍ୟ ମିଳିଲେ ବିନୋଦଙ୍କ ଚିକିତ୍ସା ହେବ...ପୁଣି ଥରେ ପରିବାର ହସିବ

Apana Eka Nuhanti।  Parents Seek Financial Help To Cure Son Suffering From Kidney Ailment । Cuttack
ଦୁଇ ଦୁଇଟି କିଡ଼ନୀ ଖରାପ: ବାପା ରଙ୍ଗ ମଞ୍ଚରେ କାମ କରୁଛନ୍ତି...ବଞ୍ଚିବାକୁ ଚାହୁଁଛନ୍ତି ବିନୋଦ

ବାପା ରଙ୍ଗ ମଞ୍ଚରେ କାମ କରୁଛନ୍ତି। ଯେତିକି ଟଙ୍କା ରୋଜଗାର ହେଉଛି ସେତିକିରେ ପରିବାର ଚଳିବା କଷ୍ଟ। ପୁଅର ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ। ସେପଟେ ବଞ୍ଚିବାକୁ ଚାହୁଁଛନ୍ତି ବିନୋଦ। ବାସ୍‌ ସରକାରଙ୍କ ସାହାଯ୍ୟ ମିଳିଲେ ବିନୋଦଙ୍କ ଚିକିତ୍ସା ହେବ...ପୁଣି ଥରେ ପରିବାର ହସିବ