• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

Otv Khabar Bureau

Editor

Posts by Otv Khabar Bureau

Imran Khan Loses Midnight No-Trust Vote, Removed As Pakistan PM: 10 Points
ଇମ୍ରାନ୍‌ଙ୍କ ଉଦ୍ୟମ ଫେଲ୍‌ ! ମିଡ୍ ନାଇଟ୍ ଡ୍ରାମାରେ ଗଲା ଇମ୍ରାନ ଖାନଙ୍କ ପିଏମ୍ ଚୌକି

ଶାହବାଜ ସରିଫ ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହେବା ନେଇ ଚର୍ଚ୍ଚା ଗଲା ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ପଦବୀ । ମିଡ ନାଇଟ୍ ଡ୍ରାମା ଅନାସ୍ଥା ଭୋଟରେ ହାରିଲେ ଇମ୍ରାନ ଖାନ ।

breaking news
ସଂକ୍ଷେପରେ ଆଜିର ତାଜା ଖବର - Sunday, 10 April 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।

Drinking Water Scarcity
ଜଳକଷ୍ଟ ନେଇ ରାଜ୍ୟ ସରକାରଙ୍କୁ ବିଜେପିର ନିଶାନା

ଗାଁ ହେଉକି ସହର, ପ୍ରତିି ଘରେ ସ୍ନଚ୍ଛ ପାନୀୟ ଜଳ ଯୋଗାଣ ଲକ୍ଷ୍ୟ ନେଇ ରାଜ୍ୟ ସରକାର କରିଛନ୍ତି ନିଜସ୍ୱ ଯୋଜନା । ବସୁଧା ତାସତ୍ତ୍ୱେ ଖରାଦିନ ଆସିଗଲେ, ରାଜ୍ୟର କୋଣ ଅନୁକୋଣରୁ ଆସୁଛି ଉତ୍କଟ ଜଳକଷ୍ଟର ମାଳ ମାଳ ଜୀବନ୍ତ ଚିତ୍ର । ଯାହାକୁ ନେଇ ତେଜିଛି...

Drinking Water Scarcity
ବଢୁଛି ତାତି, ଅସମ୍ଭାଳ କରୁଛି ଜଳକଷ୍ଟ

ଗାଁ ହେଉକି ସହର, ପ୍ରତିି ଘରେ ସ୍ନଚ୍ଛ ପାନୀୟ ଜଳ ଯୋଗାଣ ଲକ୍ଷ୍ୟ ନେଇ ରାଜ୍ୟ ସରକାର କରିଛନ୍ତି ନିଜସ୍ୱ ଯୋଜନା । ବସୁଧା ତାସତ୍ତ୍ୱେ ଖରାଦିନ ଆସିଗଲେ, ରାଜ୍ୟର କୋଣ ଅନୁକୋଣରୁ ଆସୁଛି ଉତ୍କଟ ଜଳକଷ୍ଟର ମାଳ ମାଳ ଜୀବନ୍ତ ଚିତ୍ର । ଯାହାକୁ ନେଇ ତେଜିଛି...

KHOLA KATHA EP 747| Exclusive Interview with Sr. Congress leader Tara  Prasad Bahinipati
KHOLA KATHA EP 747| Exclusive Interview with Sr. Congress leader Tara Prasad Bahinipati

A unique chat show that probes our celebrities to face the facts and rumours about themselves and bring forth the truth for the audience. This show aims

Illegal Wildlife Trade
କାମ ଦେଉନି ସଜାଗ, ସଚେତନତା ଓ କାର୍ଯ୍ୟାନୁଷ୍ଠାନ; ରାଜ୍ୟରେ ଥମୁନି ବନ୍ୟପ୍ରାଣୀ ଚୋରା କାରବାର

ମୟୂରଭଞ୍ଜ, ସମ୍ବଲପୁର, ଦେବଗଡ଼, ବଲାଙ୍ଗିର ରାଜ୍ୟର ଯେଉଁ ଅଞ୍ଚଳ ଦେଖିବେ, ସବୁଠି ସକ୍ରିୟ ବନ୍ୟଜନ୍ତୁ ଶିକାରୀ । କେଉଁଠି ଚମଡ଼ା ଓ ନଖ ପାଇଁ ବାଘ ତ, କେଉଁଠି ଶିଙ୍ଗ ପାଇଁ ହରିଣ । ସେହିଭଳି ପୁରା ଜୀବନ୍ତ ଚାଲାଣ ପାଇଁ ପ୍ରସ୍ତୁତ ବଜ୍ରକାପ୍ତା ଏଇ ସପ୍ତାହ ଭିତରେ...

Illegal Wildlife Trade
ଚାଲାଣ ହେଉଛି କୋଟିକୋଟି ଟଙ୍କାର ବନ୍ୟ ଜନ୍ତୁଙ୍କ ଦେହାବଶେଷ

ଯେତେ ସଜାଗ, ସଚେତନତା ଓ କାର୍ଯ୍ୟାନୁଷ୍ଠାନ ପରେ ବି ରାଜ୍ୟରେ ଥମୁନି ବନ୍ୟପ୍ରାଣୀ ଚୋରା କାରବାର । ବାଘ, ହାତୀ, ହରିଣ ଏବଂ ବଜ୍ରକାପ୍ତା ଭଳି ବନ୍ୟଜନ୍ତୁଙ୍କୁ ଶିକାର କରି ଲୁଟି ନେଉଛନ୍ତି ରାଜ୍ୟର ବିଭିନ୍ନ ଅଞ୍ଚଳରେ ସକ୍ରିୟ ଥିବା ରାକେଟ୍ ।

Deputy Mayor
ଭୁବନେଶ୍ୱର ମହାନଗର ନିଗମର ମଙ୍ଗ ଏବେ ଦୁଇ ମହିଳାଙ୍କ ହାତରେ

କଟକ ପରେ ଭୁବନେଶ୍ୱରରେ ବି ଡେପୁଟି ମେୟର ପଦ ଲାଗି ବସ୍ତିକୁ ଗୁରୁତ୍ୱ । ବିଜେଡି ଫୋକସ୍‌ରେ ମହିଳା । ଭୁବନେଶ୍ୱର ମହାନଗର ନିଗମର ଡେପୁଟି ମେୟର ଭାବେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି ମଞ୍ଜୁଲତା କହଁର ।

Deputy Mayor
ସବୁ ଚର୍ଚ୍ଚା ଓ ଆକଳନକୁ ଚକମା ଦେଇ ବିଜେଡି ପୁଣି ଖେଳିଛି ମହିଳା ଗୋଟି

ଭୁବନେଶ୍ୱର ମହାନଗର ନିଗମର ମଙ୍ଗ ଏବେ ମହିଳାଙ୍କ ହାତରେ । ପ୍ରଥମେ ମେୟର ତାପରେ ଡେପୁଟି ମେୟର, କଟକ ପରେ ଭୁବନେଶ୍ୱରରେ ବିଜେଡ଼ିର ସରପ୍ରାଇଜ୍ କାର୍ଡ । ସବୁ ଚର୍ଚ୍ଚା ଓ ଆକଳନକୁ ଚକମା ଦେଇ ବିଜେଡି ପୁଣି ଖେଳିଛି ମହିଳା ଗୋଟି ।

Hanging Bodies
ଉମରକୋଟ୍‌ରେ ଗୋଟିଏ ଗଛରୁ ୩ ଯୁବତୀଙ୍କ ଝୁଲନ୍ତା ମୃତଦେହ ଠାବ

ଉମରକୋଟ୍‌ରେ ଗୋଟିଏ ଗଛରୁ ୩ ଯୁବତୀଙ୍କ ଝୁଲନ୍ତା ମୃତଦେହ ଠାବ। ତୋହରା ଗାଁ ନିକଟ ଏକ ଗଛରେ ୩ ଯୁବତୀଙ୍କ ମୃତଦେହ ଝୁଲୁଥିବାର ଦେଖିବାକୁ ମିଳିଛି ।

Shashi Tharoor
ଶଶୀ ବଦନାମ ହୁଇ ସୁପ୍ରିୟା କେ ଲିୟେ !! ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ଶଶୀଙ୍କ ଏହି ଭିଡ଼ିଓ...

ସ୍ପିକର ଗୃହରେ ଉପସ୍ଥିତ ଅଛନ୍ତି, ବରିଷ୍ଠ ସଦସ୍ୟ ଗୃହରେ ଉତ୍ତର ରଖୁଛନ୍ତି। ହେଲେ ଥରୁର ଗପିବାରେ ଏତେ ମଜିଯାଇଛନ୍ତି ଯେ, ନିଜ ସିଟ୍‌ରୁ ଉଠିଆସି ଗପିବାରେ ବ୍ୟସ୍ତ ଅଛନ୍ତି। ଆଉ ଏହି ସମୟର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି।

CM Seeks Monthly Performance
ମନ୍ତ୍ରୀମାନଙ୍କୁ ନିଜ ବିଭାଗର ମାସିକିଆ ପରଫରମାନ୍ସ ରିପୋର୍ଟ ମାଗିଲେ ମୁଖ୍ୟମନ୍ତ୍ରୀ

ପୁଣି ପାୱାର କରିଡରକୁ ଫେରିଲା ରିପୋର୍ଟ କାର୍ଡ । ମନ୍ତ୍ରୀଙ୍କ ପ୍ରଦର୍ଶନର ମାପଦଣ୍ଡକୁ ନେଇ ନେଇ ଚାଲିଛି ଚର୍ଚ୍ଚା । ମନ୍ତ୍ରୀମାନଙ୍କୁ ନିଜ ବିଭାଗର ମାସିକିଆ ପରଫରମାନ୍ସ ରିପୋର୍ଟ ମାଗିଛନ୍ତି ମୁଖ୍ୟମନ୍ତ୍ରୀ ।

CM Seeks Monthly Performance
ମନ୍ତ୍ରୀମାନଙ୍କୁ ମାସିକିଆ ରିପୋର୍ଟ ମାଗିଲେ ମୁଖ୍ୟମନ୍ତ୍ରୀ

ପୁଣି ଚର୍ଚ୍ଚାରେ ମନ୍ତ୍ରୀଙ୍କ ରିପୋର୍ଟ କାର୍ଡ । ମନ୍ତ୍ରୀମାନଙ୍କୁ ମୁଖ୍ୟମନ୍ତ୍ରୀ ପୁଣିଥରେ ମାସିକିଆ ରିପୋର୍ଟ କାର୍ଡ ମାଗିବା ପରେ ପାୱାର କରିଡରରେ ଆଲୋଚନା । ପୂର୍ବରୁ ମନ୍ତ୍ରୀମାନେ ସବୁ ମାସର ପ୍ରଥମ ସପ୍ତାହରେ ପ୍ରଦର୍ଶନ ରିପୋର୍ଟ ଦେଉଥିଲେ, କିନ୍ତୁ କୋଭିଡ୍ ସମୟରେ କିଛି ମନ୍ତ୍ରୀ ଦେଉନଥିଲେ ।

Asst Engineer
ଝୁମ୍ପୁଡ଼ିରେ ରହୁଥିବା ଶାଳୀ ହାତରେ ବି ଥିଲା ଗୁପ୍ତଧନର ଚାବିକାଠି

କୋଟିପତି ଯନ୍ତ୍ରୀ କାର୍ତ୍ତିକେଶ୍ୱର ରାଉଳଙ୍କ ଗୁପ୍ତଧନର ଭଣ୍ଡାଫୋଡ୍ । ଫିଟିଛି ପାପ ସମ୍ପତ୍ତିର ପେଡ଼ି । ଫ୍ଲାଟରେ ରହୁଥିବା ପତ୍ନୀ ହାତରେ ଥିଲା କଳାଧନର ଠିକଣା । ଝୁମ୍ପୁଡ଼ିରେ ରହୁଥିବା ଶାଳୀ ହାତରେ ବି ଥିଲା ଗୁପ୍ତଧନର ଚାବିକାଠି ।

Asst Engineer
ଫିଟିଛି କୋଟିପତି ଯନ୍ତ୍ରୀ କାର୍ତ୍ତିକେଶ୍ୱରଙ୍କ ପାପ ସମ୍ପତିର ପେଡ଼ି

ଭଞ୍ଜନଗର କ୍ଷୁଦ୍ର ଜଳସେଚନ ବିଭାଗର କୋଟିପତି ଯନ୍ତ୍ରୀ କାର୍ତ୍ତିକେଶ୍ୱର ରାଉଳଙ୍କ ଫିଟୁଛି କଳା ଟଙ୍କାର ମହାଗୁମର । ଦ୍ୱିତୀୟ ପତ୍ନୀ ଆଉ ଶାଳୀଙ୍କ ପଣତକାନିରେ କେମିତି ଲୁଚାଇ ରଖୁଥିଲେ ପାପ ସମ୍ପତ୍ତି, ସାମ୍ନାକୁ ଆସିଛି ତାର ସାଂଘାତିକ ସତ ।

Tara Prasad Bahinipati
'ମନ୍ତ୍ରୀ ହେବା ପାଇଁ ମତେ ବବି ଅଫର୍‌ କରିଥିଲା'

ବିଜେଡିରେ ଥିଲେ ମନ୍ତ୍ରୀ ହେଇଥାନ୍ତି । ଗାଈ, ଛେଳି କି ମେଣ୍ଢା ସିନା ବିକ୍ରି ହୁଅନ୍ତି...ମୁଁ ଶଣ୍ଢ, ବିକ୍ରି ହେବି କେମିତି? ବିଜେଡ଼ି ମତେ ଅଫର ଦେଇଥିଲା ଦଳକୁ ଯିବା ପାଇଁ କିନ୍ତୁ ମୁଁ ମନା କରିଦେଲି। ଦେଖନ୍ତୁ ଖୋଲା କଥାରେ ଆଉ କଣ ଖୋଲିକି କହୁଛନ୍ତି କଂଗ୍ରେସ...

Son Killed Mother
'ଏତେ ନିଶା ଯେ ଠେଙ୍ଗାରେ ପିଟିପିଟି ମା'କୁ ମାରିଦେଲା'

ନିଶାସକ୍ତ ଅବସ୍ଥାରେ ମାଆକୁ ପିଟିପିଟି ହତ୍ୟା କଲା ପୁଅ । ଏଭଳି ଅଭିଯୋଗ ଆସିଛି ବାଲେଶ୍ୱର ସୋର ଥାନା ସିଙ୍ଗାଖୁଣ୍ଟା ପଞ୍ଚାୟତ ଗୁଜଡିହା ଗାଁରୁ ।

Hafiz Talah Saeed
ହାଫିଜ୍ ସୟିଦର ପୁଅକୁ ଆତଙ୍କବାଦୀ ଘୋଷଣା କଲା ଭାରତ

ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ତଥା ଆତଙ୍କବାଦୀ ସଂଗଠନ ଜମାତ ଉଦ୍ ଦାୱାର ମୁଖ୍ୟ ହାଫିଜ୍ ସୟିଦର ପୁଅକୁ ଆତଙ୍କବାଦୀ ଘୋଷଣା କଲା ଭାରତ ।

Drugs Mafia
ନିଶା ମାଫିଆର ୨ କୋଟି ୩୫ ଲକ୍ଷ ଟଙ୍କାର ସଂପତ୍ତି ବାଜ୍ୟାପ୍ତି

ନିଶା ମାଫିଆ ଅନୀଲ ପାଣ୍ଡିରେ ଘର ଗଞ୍ଜାମର କୋଦଳା ଅଞ୍ଚଳରେ । ତା ନାଁରେ ଗୁଜରାଟରେ ୧୧ଟି ଏନ୍‌ଡିପିଏସ୍ ମାମଲା ରହିଛି । ଅନୀଲ ଏତେ ପରିମାଣର ବେଆଇନ ସଂପତ୍ତି କେଉଁଠୁ ଆଣିଲା । ସେନେଇ ତଦନ୍ତ କରାଯାଇଥିଲା । ତେବେ ଗଂଜେଇ ବ୍ୟବସାୟ କରି ସେ ସଂପତ୍ତି...

Hockey
ପୁଅ ଝିଅ ସମାନ ; ପଡ଼ିଆରେ ଧୂଳି ଉଡ଼ାଇ ପୁରୁଷଙ୍କୁ କଡ୍ଡା ଟକ୍କର ଦେଲେ ମହିଳା ହକି ଖେଳାଳି

ମଫସଲରୁ ସାମ୍ନାକୁ ଆସିଲା ମହାନ ବାର୍ତ୍ତା। ହକି ଗ୍ରାଉଣ୍ଡରେ ଏକାଠି ଖେଳିଲେ ପୁରୁଷ-ମହିଳା ଖେଳାଳୀ..ପରସ୍ପରକୁ ସାମ୍ନା କଲେ, ଗୋଲ୍‌ ବି ଦେଲେ। ପଡ଼ିଆରେ ଉଡ଼ାଇ ଦେଲେ ଧୂଳି..ଖେଳ ଦେଖିବାକୁ ଦର୍ଶକଙ୍କ ଜମିଥିଲା ପ୍ରବଳ ଗହଳି