ଏଇ ମନ୍ଦିରର ଅନନ୍ୟ ପରମ୍ପରା। ମାଆଙ୍କୁ ଶାଳପତ୍ର ଖଲିରେ ଲାଗିହୁଏ ଦେଶୀ ଓ ବିଦେଶୀ ମଦ। କାହିଁ କେତେ ଆଡ଼ୁ ଭକ୍ତଙ୍କ ଛୁଟେ ସୁଅ..ମନସ୍କାମନା ପୂର୍ଣ୍ଣ କରିବାକୁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ରହିଛି ପ୍ରବଳ ଉତ୍ସାହ। ଦେଖନ୍ତୁ ମାଆଙ୍କ ପାକରେ କେମିତି ଲାଗି ହେଉଛି ମଦ?
ରୁଷିଆ- ୟୁକ୍ରେନ ମଧ୍ୟରେ ଚାଲିଛି ଘମାଘୋଟ ଯୁଦ୍ଧ । ଏହାରି ମଧ୍ୟରେ ରୁଷିଆକୁ ଆର୍ଥିକ ସ୍ତରରେ ଏକଘରିରିକିଆ କରି ଯୁଦ୍ଧ ବନ୍ଦ କରିବାର ସବୁ ପ୍ରକାର ଉଦ୍ୟମ କରୁଛି ଆମେରିକା ।
ଆନ୍ଧ୍ରପ୍ରଦେଶ ତିରୁପତି ମନ୍ଦିରରେ ଦଳାଚକଟା । ଏଥିରେ ୩ ଜଣ ଭକ୍ତ ଆହତ ହୋଇଥିବା ସୂଚନା ମିଳିଛି । ଆଜି ସକାଳେ ଏହି ଅଘଟଣ ଘଟିଛି ।
ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀ ଶାହବାଜ ସରିଫଙ୍କୁ ଅଭିନନ୍ଦନ ଜଣାଇବା ସହ ଆତଙ୍କବାଦ ଉପରେ କଟକଣା ଜାରି କରିବାକୁ ଆହ୍ୱାନ ଦେଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ।
ନିକଟରେ ଜଣେ ମହିଳା ଏକ ଧଳା କଙ୍ଗାରୁକୁ ଦେଖିଛନ୍ତି । ଯାହାକୁ ଦେଖି ସେ ନିଜେ ବି ବିଶ୍ୱାସ କରିପାରିଲେ ନାହିଁ । ସେ କେବଳ ଏହି କଙ୍ଗାରୁକୁ ଦେଖିନଥିଲେ ତାର କିଛି ଫଟୋ ମଧ୍ୟ ନିଜ କ୍ୟାମେରାରେ କଏଦ୍ କରିଛନ୍ତି । ଯାହାକୁ ଆପଣ ବି ନିଜ...
ମାରଣାସ୍ତ୍ର ଦେଖାଇ ଲୁଟିନେଇଥିଲେ ୬୦ ଲକ୍ଷ ଟଙ୍କା ମୂଲ୍ୟର ସାମଗ୍ରୀ । ଖୋର୍ଦ୍ଧା ବାଘମାରୀ ଥାନା ୫୭ ନମ୍ବର ଜାତୀୟ ରାଜପଥରୁ ଗତ ଏପ୍ରିଲ ୩ ତାରିଖରେ ମାରଣାସ୍ତ୍ର ଦେଖାଇ ଲୁଟ୍ ଘଟଣାରେ ୪ ଗିରଫ ହୋଇଛନ୍ତି ।
ଝାଡଖଣ୍ଡର ଦେଓଘରରେ ରୋପେୱେ କେବଲ କାର ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୩କୁ ବୃଦ୍ଧି ପାଇଛି । ତେବେ କ୍ୟାବିନ୍ରେ ଫସିରହିଥିବା ଯାତ୍ରୀଙ୍କୁ ଉଦ୍ଧାର ପାଇଁ ୩ ଦିନ ହେଲା ଜାରି ରହିଛି ଉଦ୍ୟମ।
ଡକ୍ୟୁମେଣ୍ଟାରୀ ପସନ୍ଦ କରୁଥିବା ଲୋକଙ୍କ ପାଇଁ ଖୁସି ଖବର । ମାତ୍ର ୨୪ ଘଣ୍ଟାରେ ରୋଜଗାର କରିପାରିବେ ହଜାର ହଜାର ଟଙ୍କା ।
ଓଡ଼ିଶା ସେମେତ ବାହାର ରାଜ୍ୟରେ ମଧ୍ୟ ଏବେ ଛେନାପୋଡ଼ର ଚାହିଦା ଅନେକ ରହିଛି । ହେଲେ ଆଜି ଯାଏଁ ନା ଛେନାପୋଡ଼କୁ ମିଳିଛି କୌଣସି ସ୍ୱୀକୃତି ନା ପ୍ରଚାର ପ୍ରସାରର ସୁବିଧା । ଛେନାପୋଡ଼କୁ ବିଶ୍ୱସ୍ତରୀୟ କରାଇବାକୁ ଆରମ୍ଭ ହୋଇଛି ଉଦ୍ୟମ ।
The Great Odisha Political Circus – Kin of Sarpanch Loves To Relish Snacks For Free OdishaTV is Odisha\'s no 1 News Channel. OTV being the first private
News Fuse- Policemen Pick Up Protester After Daily Market Evicted Near Jharpara OdishaTV is Odisha\'s no 1 News Channel. OTV being the first private satellite
ଲୋକାଲ୍ ଟ୍ରେନରେ ଗୋଟିଏ ଘୋଡା ଯାତ୍ରା କରୁଥିବାର ଫଟୋ ଏବେ ଖୁବ୍ ଭାଇରାଲ୍ ହେଉଛି । କେବଳ ଏତିକି ନୁହେଁ ଟ୍ରେନର ନିୟମଉଲଙ୍ଘନ କରିବା ଅଭିଯୋଗରେ ଘୋଡାଟିର ମାଲିକକୁ ଆର୍.ପି.ଏଫ୍ ପୋଲିସ ଗିରଫ କରିଛନ୍ତି ।
ଗାଁରେ ଭୟଙ୍କର ଥିଲା ପାଣି ସମସ୍ୟା। ମାଇଲ ମାଇଲ ବାଟ ଯିବା ପରେ ବି ମିଳୁନଥିଲା ପାଣି..ଗାଁ ଲୋକଙ୍କ କଷ୍ଟ ନଦେଖି ପାରି ୩ ବର୍ଷ ଏକାକୀ ପରିଶ୍ରମ କରି ପୋଖରୀ ଖୋଳି ଦେଲେ କୃଷ୍ଣଚନ୍ଦ୍ର। ୩ ହଜାର ଟ୍ରଲିର ମାଟି ନିଜେ ବୋହି ସରକାରଙ୍କଠୁ ହେଲେ ପୁରସ୍କୃତ..
ଗୁଜୁରାଟ ଟାଇଟନ୍ସର ଚଳିତ ସିଜିନରେ ଏହା ପ୍ରଥମ ପରାଜୟ । ଏହି ମ୍ୟାଚ୍ରେ ଗୁଜୁରାଟ ଟାଇଟନ୍ସର କ୍ୟାପଟେନ୍ ହାର୍ଦ୍ଦିକ ପାଣ୍ତ୍ୟା ବେଶ୍ ଚର୍ଚ୍ଚାରେ ରହିଛନ୍ତି । ଗୋଟେ ପଟେ ନିଜର ଧୁଆଁଧାର ବ୍ୟାଟିଂ ବଳରେ ଅର୍ଦ୍ଧଶତକ ହାସଲ କରିଥିବା ବେଳେ ଅନ୍ୟପଟେ ନିଜ ଟିମ୍ର ବୋଲରଙ୍କ ଉପରେ କ୍ରୋଧିତ...
ଦିନ ୧୦ ଟା ହେଲେ ଆକାଶରୁ ଯେପରି ନିଆଁ ଝରୁଛି । ଲୋକେ ଅତି ଜରୁରୀ କାମ ନହେଲେ ଘରୁ ବାହାରୁ ନଥିବା ଦେଖିବାକୁ ମିଳିଛି। ଅଂଶୁଘାତରୁ ରକ୍ଷା ପାଇବା ପାଇଁ ମୁଣ୍ଡରେ ଓଦା ଲୁଗା କିମ୍ବା ଛତା ବ୍ୟବହାର କରୁଛନ୍ତି ଲୋକେ ।
ଗୁଜୁରାଟ ଟାଇଟନ୍ସର ବିଜୟ ଧାରାକୁ ରୋକିଲା ସନରାଇଜର୍ସ ହାଇଦ୍ରାବାଦ୍ । ଗୁଜରାଟକୁ ୮ ୱିକେଟରେ ପରାସ୍ତ କରିଛି ସନ୍ ରାଇଜର୍ସ ହାଇଦ୍ରାବାଦ।
ଭିଜିଲାନ୍ସ ଜାଲରେ ପଡ଼ିଥିବା କୋଟିପତି ଯନ୍ତ୍ରୀ କାର୍ତ୍ତିକେଶ୍ୱର ରାଉଳଙ୍କ ଦୁର୍ନୀତିର ଫିଟୁଛି ଗୁମର । ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଅଞ୍ଚଳରେ ଲକ୍ଷ ଲକ୍ଷ ଟଙ୍କାର ଦୁର୍ନୀତିର ଚିତ୍ର ସାମ୍ନାକୁ ଆସିଛି ।
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
ଟାଙ୍କି ତିଆରି ହୋଇଛି, ଟ୍ୟାପ୍ ବି ଲାଗିଛି ହେଲେ ପାଇପ୍ ସଂଯୋଗ ହୋଇନି । କଥା ଏଇଠି ସରିନି ପ୍ରକଳ୍ପରୁ ଜଳଯୋଗାଣ ପାଇଁ ପମ୍ପ ଚାଲୁଛି ଓ ସେ ବାବଦରେ ମାସକୁ ମାସ ଇଲେକ୍ଚ୍ରି ବିଲ୍ ବି ଆସୁଛି ।
Making News 05 April 2022| ନିଦ ହଜେଇଲା ଷଣ୍ଢ OdishaTV is Odisha\'s no 1 News Channel. OTV being the first private satellite TV