ନିର୍ବାଚନୀ ଇସ୍ତାହାରରେ ଅଙ୍ଗନବାଡ଼ି କର୍ମୀଙ୍କ ଦରମା ବଢିବା କଥା ବିଜେପି କହିଥିଲା । ଏହା ଉପରେ କେନ୍ଦ୍ର ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରଣାଳୟ ବିଚାର କରୁଛନ୍ତି।
କିଛି ସମୟ ମଧ୍ୟରେ ସବୁ ଓଲଟ ପାଲଟ ହୋଇଗଲା। ଯେପରି ଘର ଉପରେ ହଠାତ୍ ମାଡ଼ି ଆସିଲା କଳା ବାଦଲ।
କାଲି ଦିନ ୧୨ଟା ସୁଦ୍ଧା ଆଶ୍ରମ ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାସହ ଆଶ୍ରମ ଭିତରେ ଥିବା ଜିନିଷପତ୍ର ଗୁଡ଼ିକ ବାହାର କରିବାକୁ କୁହାଯାଇଛି।
ସଞ୍ଜୟ ମିଶ୍ରା ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରବେଶ କରିବା ପୂର୍ବରୁ ଟିଭି ଶୋ’ରେ କାମ କରିଥିଲେ। ଏଥିସହ ସେ ଭଲ ଭଲ ଫିଲ୍ମ ମଧ୍ୟ ଦର୍ଶକଙ୍କୁ ଭେଟି ଦେଇଥିଲେ।
ଯେଉଁମାନେ କଅଁଳ ବୟସରେ ଦୁନିଆକୁ ଭଲ କରି ଦେଖି ନାହାନ୍ତି, ସେମାନେ ଏବେ ଜେଲର କାଳ କୋଠରୀରେ ଦିନ କାଟୁଛନ୍ତି।
ଅଧ୍ୟୟନରୁ ଜଣାପଡିଛି ନିୟମିତ ଭାବରେ ସବୁଜ ଚା (Green Tea) ପିଇଲେ ବୟସ୍କ ବ୍ୟକ୍ତିଙ୍କ ମସ୍ତିଷ୍କ ସ୍ୱାସ୍ଥ୍ୟ ଭଲ ରହିଥାଏ ।
ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି କଟର ସାହାଯ୍ୟରେ କାଟି ୨ ଜଣଙ୍କ ମୃତଦେହ ଉଦ୍ଧାର କରିଛନ୍ତି।
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
ବିଜେଡିର ସାଙ୍ଗଠନିକ ନିର୍ବାଚନ ପୁର୍ବରୁ ଏଭଳି ମେଳି ପରମ୍ପରା ଦେଖା ଦେଉଛି, ତାକୁ ନେଇ ରାଜନୀତି ମହଲରେ ବେଶ୍ ଚର୍ଚ୍ଚା ହେଉଛି।
ଭାରତ ପଡୋଶୀ ପାକିସ୍ତାନର ସାହିୱାଲ ଜିଲ୍ଲାରେ ନାଗାଗାତେ ରାସ୍ତା କଡ଼ରେ ଠେଲା ପକାଇ ଖିରି ଓ ପୁରି ବିକ୍ରି କରୁଛନ୍ତି ଜଣେ ବ୍ୟକ୍ତି। ତାଙ୍କ ନାଁ ହେଉଛି ସଲିମ୍ ବଗ୍ଗା। ସିଏ ବିଲକୁଲ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପରି ଦେଖାଯାଉଛନ୍ତି। କହିବାକୁ ଗଲେ ସିଏ ନିଜକୁ ଟ୍ରମ୍ପ...
ବିଜୁ ଜନତା ଦଳର ପରିବାର ଯଦି ବିଜୁ ଜନତା ଦଳ ପଛରେ ପଡ଼ିବେ, ବିଜେଡିର ଆଉ ଭବିଷ୍ୟତ ରହିବ ନାହିଁ। ବିଜେଡି ସମାପ୍ତ ହୋଇଯିବ ବୋଲି ଯାଜ୍ଞସେନୀ କହିଛନ୍ତି।
ଭାରତୀୟ ରେଳପଥର ଉତ୍ପତ୍ତି ୧୬୦ ବର୍ଷ ପୂର୍ବରୁ ଇଂରେଜ ଶାସନ ସମୟରୁ ଆରମ୍ଭ ହୋଇଥିଲା । ଭାରତରେ ପ୍ରଥମ ଯାତ୍ରୀବାହୀ ଟ୍ରେନ୍ ୧୮୫୩ ମସିହା ଏପ୍ରିଲ୍ ୧୬ ତାରିଖରେ ମୁମ୍ବାଇର ବୋରି ବନ୍ଦରରୁ ଥାନେ ପର୍ଯ୍ୟନ୍ତ ଚଳାଚଳ କରୁଥିଲା ।
ଗତକାଲି ଆମକୁ ବ୍ୟକ୍ତିଗତ ଆକ୍ଷେପ କରାଯାଇଥିଲା । କ୍ଷମା ନ ମାଗିବା ଯାଏଁ ବଡୁ କଣ ତାହା ଦେଖେଇଦେବୁ ବୋଲି ଚେତାବନୀ ଶୁଣାଇଛନ୍ତି ବଡୁ ନିଯୋଗ ସମ୍ପାଦକ କମଳାକାନ୍ତ ବଡୁ।
ଏହି ଅଗ୍ନିକାଣ୍ଡ ପୂର୍ବରୁ ପ୍ରଶାନ୍ତ ମହାସାଗରୀୟ ପାଲିସାଡେସ୍ରେ 24,000 ଏକର ଜମି ନଷ୍ଟ କରିସାରିଛି ଏବଂ ପ୍ରାୟ 14,000 ଏକର ଆଲଟାଡେନା ସମ୍ପ୍ରଦାୟକୁ ଧ୍ୱଂସ କରିଦେଇଛି।
କଂଗ୍ରେସ ମୁଖ୍ୟାଳୟକୁ ମିଳିଲା ନୂଆ ଠିକଣା । କଂଗ୍ରେସର ବରିଷ୍ଠ ନେତ୍ରୀ ତଥା କଂଗ୍ରେସ ସଂସଦୀୟ ଦଳ ମୁଖ୍ୟ ସୋନିଆ ଗାନ୍ଧି ଦିଲ୍ଲୀରେ କଂଗ୍ରେସର ନୂତନ କାର୍ଯ୍ୟାଳୟ ଉଦ୍ଘାଟନ କରିଛନ୍ତି । ଏହି ଅବସରରେ, ଦଳର ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ , ରାହୁଲ ଗାନ୍ଧିଙ୍କ ସମେତ ପ୍ରାୟ ୪୦୦...
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
ବହୁ ଚର୍ଚ୍ଚିତ ୨୦୧୩ ବଳାତ୍କାର ମାମଲାରେ ଅନ୍ତରୀଣ ଜାମିନ୍ ପ୍ରଦାନ କଲେ ରାଜସ୍ଥାନ ଉଚ୍ଚ ନ୍ୟାୟାଳୟ। ତେବେ ଆତ୍ମଘୋଷିତ ବାବା ଆଶାରାମ ବାପୁ ବହୁ ଚର୍ଚ୍ଚିତ ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ଏହି ମାମଲାରେ ୨୦୧୩ରୁ ଜେଲ୍ରେ ଥିବା ୮୬ ବର୍ଷୀୟ ଆତ୍ମଘୋଷିତ ଧର୍ମଗୁରୁ ଆଶାରାମଙ୍କୁ ରାଜସ୍ଥାନ...
ବିଶ୍ୱ ପ୍ରସିଦ୍ଧ ‘ମହାକୁମ୍ଭ ମେଳା ୨୦୨୫’ର ଭବ୍ୟ ଆୟୋଜନରେ ଯୋଗଦେବା ନିମନ୍ତେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଯାତାୟାତକୁ ସୁଗମ କରିବା ପାଇଁ ଭାରତୀୟ ରେଳ ବିଭାଗ ପକ୍ଷରୁ ୨୦୧୯ ଅର୍ଦ୍ଧ କୁମ୍ଭ ତୁଳନାରେ ସାଢେ ଚାରି ଗୁଣ ଅଧିକ ଟ୍ରେନର ବ୍ୟବସ୍ଥା କରାଯାଇଛି ।
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।