• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Wednesday, 12 February 2025

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Saroj Kumar Jena
  • 1 week ago

Lectures Protest: ଡିଗ୍ରୀ କଲେଜ ଗୁଡ଼ିକୁ ପ୍ରତ୍ୟକ୍ଷ ଅନୁଦାନ ଦାବିରେ ଆନ୍ଦୋଳନ

ଡିଗ୍ରୀ କଲେଜ ଗୁଡ଼ିକୁ ପ୍ରତ୍ୟକ୍ଷ ଅନୁଦାନ ଦାବିରେ ଧାରଣାକୁ ଓହ୍ଲାଇଛି ବ୍ଲକ କ୍ରାଇଟେରିଆ କଲେଜ ଅଧ୍ୟାପକ ଓ କର୍ମଚାରୀ ସଂଘ। ୧୯୯୪ ଶିକ୍ଷା ଅନୁଦାନ ଆଦେଶନାମା ଅନୁଯାୟୀ  ଗୋଟିଏ ଜୁନିୟର କଲେଜ ଏବଂ ଗୋଟିଏ ଡିଗ୍ରୀ କଲେଜକୁ ପ୍ରତ୍ୟକ୍ଷ ଅନୁଦାନ ଦେବାର ବ୍ୟବସ୍ଥା ରହିଛି । ତେବେ ୧୯୯୪ ଶିକ୍ଷା ଅନୁଦାନ ଆଦେଶନାମାକୁ ୨୦୦୪ ମସିହାରେ ପ୍ରତ୍ୟାହାର କରାଗଲା। More
  • Sujit kumar Swain
  • 1 week ago

Jagadish Katha Awards: ଏକାଦଶ ‘ଜଗଦୀଶ କଥା ସମ୍ମାନ’ ପାଇବେ ପବିତ୍ର ପାଣିଗ୍ରାହୀ...

ଏକାଦଶ ଜଗଦୀଶ କଥା ସମ୍ମାନ ପାଇବେ ପବିତ୍ର ପାଣିଗ୍ରାହୀ । ସୁନନ୍ଦା ପ୍ରଧାନଙ୍କୁ ମିଳିବ ‘ଜଗଦୀଶ ଯୁବ ସମ୍ମାନ’। More
  • Saroj Kumar Jena
  • 1 week ago

Padmashri Controversy: ପଦ୍ମଶ୍ରୀ ପୁରସ୍କାର ବିବାଦ, ୨୪ ତାରିଖରେ ପରବର୍ତ୍ତୀ ଶୁଣାଣି

ଏବେ ଖବର ପଦ୍ମଶ୍ରୀ ପୁରସ୍କାର ବିବାଦକୁ ନେଇ। 2023ରେ ସେ ପାଇବାକୁ ଥିବା ପୁରସ୍କାରକୁ ସମାନ ନାଁଧାରୀ ଅନ୍ୟ ଜଣେ ପାଇଥିବା ନେଇ ଭୁବନେଶ୍ବରର ଅନ୍ତର୍ଯ୍ୟାମୀ ମିଶ୍ରଙ୍କ ଅଭିଯୋଗକୁ ନେଇ ଚର୍ଚ୍ଚା। ମାମଲାରେ ତଥ୍ୟ ପ୍ରମାଣ ସହ ଉଭୟ ପକ୍ଷଙ୍କୁ ବ୍ୟକ୍ତିଗତ ଭାବେ ହାଜର ହେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ More
  • Deviprasad Jena
  • 1 week ago

Bhakta Charan Das: ଭକ୍ତଙ୍କ ଆଡକୁ ଶ୍ରୀକାନ୍ତ ଜେନା ମାରିଲେ ତେରେଛା ବାଣ; କାହିଁକି ଭକ୍ତ ଦାସଙ୍କୁ ପିସିସି ମଙ୍ଗୁଆଳ କଲା AICC ?

ପିସିସି ସଭାପତି ପାଇଁ ଅନେକ ଦାବିଦାର ନେତା ଥାଉ ଥାଉ ଭକ୍ତଙ୍କ ପାଇଁ କେଉଁ ଫ୍ୟାକ୍ଟର କାମ ଦେଲା ତାକୁ ନେଇ ଚର୍ଚ୍ଚା ଲାଗି ରହିଥିବା ବେଳେ ଶ୍ରୀକାନ୍ତ ମାରିଛନ୍ତି ତେରେଛା ବାଣ । More
  • Saroj Kumar Jena
  • 1 week ago

Oxygen Cylinder: ସ୍ବାସ୍ଥ୍ୟ ବିଭାଗର ବେପରୁଆ ବ୍ୟବସ୍ଥା, ପରିତ୍ୟକ୍ତ ଅବସ୍ଥାରେ ପଡିଛି ୩୦୦ ଅକ୍ସିଜେନ ସିଲିଣ୍ଡର

କୋଭିହ ମହାମାରୀ ସମୟରେ ଏହି ସବୁ ସିଲିଣ୍ଡର ଗୁଡିକ ଆସିଥିଲା। ବିଭିନ୍ନ ଦାତବ୍ୟ ଅନୁଷ୍ଠାନ ଓ ଅନ୍ୟ ସଂସ୍ଥା ପକ୍ଷରୁ ଯୋଗା ଯାଇଥିଲା ଏହି ସିଲିଣ୍ଡର ଗୁଡିକ। ହେଲେ ତାପରେ ଅଦରକାରୀ ହୋଇ ପଡିରହିଛି। ନା ଉପଯୋଗ ହୋଇପାରିଲା, ନା ଫେରାଇ ଦିଆଗଲା। More
  • Tapaswini Nayak
  • 1 week ago

Lord Jagannath: ଆଜି ପବିତ୍ର ମାଘ ପୂର୍ଣ୍ଣିମା;ଗଜ ଉଦ୍ଧାରଣ ବେଶରେ ଦର୍ଶନ ଦେବେ ଶ୍ରୀଜିଉ

ମଧ୍ୟାହ୍ନ ଧୂପ ପରେ ରତ୍ନସିଂହାସନ ଉପରେ ମହାପ୍ରଭୁଙ୍କ ଏହି ବେଶ ଅନୁଷ୍ଠିତ ହେବ। ସନ୍ଧ୍ୟା ଧୂପରେ ଠାକୁରଙ୍କୁ କ୍ଷୀରି ଓ ଅମାଲୁ ଭୋଗ କରାଯିବ । More
  • Tapaswini Nayak
  • 1 week ago

Odisha CM Mohan Majhi: ମୁଖମନ୍ତ୍ରୀଙ୍କ ବଡ଼ ଘୋଷଣା; ଝିଅ ହେଲେ ୧୨, ପୁଅ ହେଲେ ମିଳିବ ୧୦

ଏହି ଯୋଜନାରେ ପୁତ୍ର ସନ୍ତାନ ଜନ୍ମ କ୍ଷେତ୍ରରେ ୧୦ ହଜାର ଟଙ୍କା ପ୍ରଦାନ କରାଯିବ। ତେବେ କନ୍ୟା ସନ୍ତାନ ପାଇଁ ପୂର୍ବରୁ ୧୦ ହଜାର ଟଙ୍କା ଦିଆଯାଉଥିବା ବେଳେ ମିଳିତ ଯୋଜନାରେ ୧୨ ହଜାର ଟଙ୍କା ଦିଆଯିବ। ସର୍ବାଧିକ ଦୁଇଟି ସନ୍ତାନ ଜନ୍ମ କ୍ଷେତ୍ରରେ ଏହି ସହାୟତା ମିଳିବ। More
  • Tapaswini Nayak
  • 1 week ago

Firing: ଘର ଆଗରେ ବୁଲୁଥିଲା ନାବାଳକ; ଗୁଳିମାଡ଼ କଲା ଦୁର୍ବୃତ୍ତ

ଗତକାଲି ରାତିରେ କୌଣସି କଥାକୁ ନେଇ କିଛି ଯୁବକଙ୍କ ସହ ଗୁଳିମାଡ଼ର ଶିକାର ନାବାଳକଙ୍କ ପରିବାର ମଧ୍ୟରେ ବଚସା ହୋଇଥିଲା। More
  • Sonali Ojha
  • 1 week ago

Today Panchang 12th Feb 2025: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ...

କୁମ୍ଭ ମାସ ମାଘ ଶୁକ୍ଲପକ୍ଷ । ଇଂରାଜୀରେ ୧୨ ତାରିଖ ବୁଧବାର । ଚନ୍ଦ୍ର- କର୍କଟ ରାତ୍ରି ୦୭.୩୫ ଗତେ ସିଂହ । ତିଥି- ପୂର୍ଣ୍ଣିମା ସନ୍ଧ୍ୟା ୦୭.୨୩ ଗତେ ପ୍ରତିପଦ । ଘାତଚନ୍ଦ୍ର- ରାତ୍ରି ୦୭.୩୫ ଗତେ କର୍କଟ ଓ ମକର ରାଶିର। ଘାତବାର- କର୍କଟ ରାଶିର । ପୁଷ୍କର ଦୋଷ- ନାସ୍ତି। More
  • Manoranjan Sial
  • 1 week ago

We Will Go Door-To-Door? ପଦଯାତ୍ରାରେ ଗାଁକୁ ଗାଁ ଯିବି, ଲୋକଙ୍କୁ ଭିକ ମାଗିବି...

କର୍ମୀ ଓ ନେତାଙ୍କ ମନୋବଳ ସୁଦୃଢ଼ ନେଇ ଶ୍ରୀ ଦାସ କହିଛନ୍ତି, କର୍ମୀ ଓ ନେତାଙ୍କ ମନୋବଳ ସୁଦୃଢ଼ କରିବା ପାଇଁ କଠିନ ପରିଶ୍ରମ କରାଯିବ। ଆମେ ଲୋକଙ୍କ ପାଖକୁ ଯିବୁ। ଆଉ ସଙ୍ଗଠନ ମଜଭୁତ କରାଯିବ। ବିଗତ ଦିନରେ ଓଡ଼ିଶାର ରାଜନୀତି ବଦଳି ଯାଇଛି। ବିଜେଡି ଓଡ଼ିଶାର ରାଜନୀତି ବଦଳାଇ ଦେଇଛି। More
  • Manoranjan Sial
  • 1 week ago

Tomato Price in Odisha: ଦିନେ କେଜି ପିଛା ୨୦୦ ଥିଲା, କିନ୍ତୁ ଆଜି ୨ ଟଙ୍କା

ରାଜ୍ୟରେ ୧୩୩ଟି ଶୀତଳଭଣ୍ଡାର ଥିବା ବେଳେ ମାତ୍ର ୩୫ଟି କାର୍ଯ୍ୟକ୍ଷମ ରହିଛି। ନୂଆ ସରକାର ଆସିବା ପରେ ୫୮ ସବ୍‌ଡିଭିଜନରେ ଶୀତଳଭଣ୍ଡାର କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହା ସହ ପିପିପି ମୋଡରେ ଶୀତଳଭଣ୍ଡାର ନିର୍ମାଣ ପାଇଁ ୬୦ ପ୍ରତିଶତ ଯାଏଁ ସବ୍‌ସିଡି ସହ ବିଜୁଳି ସବ୍‌ସିଡି ମଧ୍ୟ ଦେଉଛନ୍ତି। More
  • Manoranjan Sial
  • 1 week ago

Luxury Car Crashes House In Bhubaneswar: ରାସ୍ତାରେ ଇନ୍ଦ୍ରଚନ୍ଦ୍ର ମାନୁନାହାନ୍ତି ରାଜଧାନୀର ଦାମୀ କାର୍ ବାଲା

ଗତ କିଛି ମାସ ହେଲା, ରାଜଧାନୀରେ ନାମୀଦାମୀ କାର୍ ଚକ ତଳେ ଗଲାଣି ବହୁ ଜୀବନ। ୨୦୨୪ ମସିହା ଜୁନ୍‌ ୨୯ ତାରିଖରେ ଜୟଦେବ ବିହାରରେ ଡ୍ୟୁଟି ସାରି ଘରକୁ ଫେରୁଥିବା ବେଳେ କାର ଦୁର୍ଘଟଣାରେ ଟ୍ରାଫିକ କନେଷ୍ଟବଳ ମଧୁସୂଦନ କିଷାନୀଙ୍କ ପ୍ରାଣହାନୀ ହୋଇଥିଲା। More
  • Manoranjan Sial
  • 1 week ago

SJTA Approves Panjika: ପଞ୍ଜିକାରେ ବିଭ୍ରାନ୍ତିକର ତଥ୍ୟ ଦେଲେ ହେବ ଆଇନଗତ କାର୍ଯ୍ୟାନୁଷ୍ଠାନ

ଆଜି ଶ୍ରୀମନ୍ଦିରରେ ପ୍ରଚଳିତ ବିଭିନ୍ନ ପର୍ବୋତ୍ସବର ତିଥି ଓ ତାରିଖକୁ ନେଇ ଓଡ଼ିଆ ପଞ୍ଜିକା ଗୁଡ଼ିକରେ ଯେପରି କୌଣସି ତ୍ରୁଟି କି ତାରତମ୍ୟ ନରହେ, ସେଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଅନୁଷ୍ଠିତ ହୋଇଥିଲା ଗୁରୁତ୍ୱପୂର୍ଣ୍ଣ ପଞ୍ଜିକା ସମନ୍ୱୟ ବୈଠକ। More
  • Manoranjan Sial
  • 1 week ago

Gang Rape in Koraput: ରାତିରେ ନାଟକ ଦେଖୁଥିଲେ, ନାବାଳିକାକୁ ଟେକିନେଲେ...

ବିଳମ୍ୱିତ ରାତିରେ ନାଟକ ଚାଲିଥିବା ବେଳେ ପଦ୍ମା ଷ୍ଟେଜ୍‌ଠାରୁ ଦୂରେଇ ଯାଇ ନିଜ ସାଙ୍ଗମାନଙ୍କ ସହିତ କଥା ହେଉଥିଲେ। ଠିକ୍‌ ସେତିକିବେଳେ ୪ ଜଣ ଯୁବକ ତାଙ୍କୁ ଆକ୍ରମଣ କରିଥିଲେ। ପରେ ବଳପୂର୍ବକ ତାଙ୍କୁ ପାହାଡ଼ ଉପରକୁ ଟେକିନେଇ ଗଣ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। More