• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Monday, 03 February 2025

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Santosh Kumar Sahoo
  • 2 months ago

Offline Ticket for Barabati ODI: ବାରବାଟୀ ଦିନିକିଆ: ମହିଳାଙ୍କ ପାଇଁ ହୋଇଛି ସ୍ୱତନ୍ତ୍ର ଟିକେଟ୍‌ କାଉଣ୍ଟର

ଫେବୃଆରୀ ୫ ତାରିଖ ଦିନ ଅଫଲାଇନ୍‌ ଟିକେଟ୍‌ ବିକ୍ରି ଆରମ୍ଭ ହେବ । କ୍ରିକେଟ ପ୍ରେମୀ କିଭଳି ସୁବିଧାରେ ଟିକେଟ ପାଇବେ ସେଥିପାଇଁ ଷ୍ଟାଡିୟମରେ ଥିବା କାଉଣ୍ଟରରେ ୩ଟି କ୍ୟୁ’ର ବ୍ୟବସ୍ଥା କରାଯାଇଛି । More
  • Sonali Ojha
  • 2 months ago

Panchang Today 3rd February 2025: ଆଜିର ପଞ୍ଚାଙ୍ଗ, ଶୁଭ ସମୟ ଦେଖି ଘରୁ ବାହାରନ୍ତୁ...

ମକର ମାସ ମାଘ ଶୁକ୍ଲପକ୍ଷ । ଇଂରାଜୀରେ ୦୩ ତାରିଖ ସୋମବାର । ଚନ୍ଦ୍ର- ମୀନ ରାତ୍ରି ୧୧.୧୭ ଗତେ ମେଷ । ତିଥି- ୫ମୀ ପ୍ରାତଃ ୦୬.୫୩ ଗତେ ୬ଷ୍ଠୀ ନିଶାନ୍ତ ୦୪.୩୭ ଗତେ ୭ମୀ। ଘାତଚନ୍ଦ୍ର- ଧନୁ ରାଶିର, ରାତ୍ରି ୧୧.୧୭ ଗତେ ମେଷ ରାଶିର । More
  • Tapaswini Nayak
  • 2 months ago

Road Accident: ଘନ କୁହୁଡି ହେଲା କାଳ;କଣ୍ଟେନରକୁ ଧକ୍କା ଦେଲା କଣ୍ଟେନର

ଅଗ୍ନିଶମ ବାହିନୀ ପହଞ୍ଚି ପ୍ରାୟ ଦୁଇ ଘଣ୍ଟାର ପରିଶ୍ରମ ପରେ କ୍ୟାବିନ ଭିତରେ ଚାପି ହୋଇଥିବା କଣ୍ଟେନର ଡ୍ରାଇଭରକୁ ଉଦ୍ଧାର କରିଥିଲେ। More
  • Manoranjan Sial
  • 2 months ago

Tourist Dies In Heart Attack: ହୃଦଘାତରେ ଇକୋ ରିଟ୍ରିଟ୍‌ରେ ପର୍ଯ୍ୟଟକଙ୍କ ମୃତ୍ୟୁ!

ଆଜି ଅପରାହ୍ନରେ ଏମ୍‌ଡି ଆଲାମ୍‌ ହୁସେନ ଅସୁସ୍ଥ ହୋଇଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ ଆମ୍ବୁଲାନ୍ସରେ ନିକଟସ୍ଥ ଗୋପ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। More
  • Manoranjan Sial
  • 2 months ago

Ganja Smuggling: କନ୍ଧମାଳ, କୋରାପୁଟ, ମାଲକାନଗିରି ଭାୟା ଖୋର୍ଦ୍ଧା!

ଜାନୁଆରୀ ୧୨ ତାରିଖର ୧୬ ନମ୍ବର ଜାତୀୟ ରାଜପଥ ଖୋର୍ଦ୍ଧା ଜିଲ୍ଲା ପୀତାପଲ୍ଲି ଛକ ନିକଟରେ ଏକ କାର ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଆଉ କାର ଛାଡି ଫେରାର ହୋଇଯାଇଥିଲେ ଚାଳକ। More
  • Deviprasad Jena
  • 2 months ago

Khandagiri Mela 2025: ଖଣ୍ଡଗିରି ପହଞ୍ଚିଲେଣି ସାଧୁସନ୍ଥ, ମନ୍ତ୍ର ଉଚ୍ଚାରଣରେ ଗୁଞ୍ଜରିତ ହେଉଛି ଗୁମ୍ଫା

ଆସନ୍ତା ୪ ତାରିଖରୁ ଖଣ୍ଡଗିରି ମେଳା । ଏନେଇ ପ୍ରସ୍ତୁତି ଜୋରସୋରରେ ଚାଲିଥିବା ବେଳେ, ଖଣ୍ଡଗିରି ପହଞ୍ଚିଲେଣି ସାଧୁସନ୍ଥ । ଯଜ୍ଞ କୁଣ୍ଡ ଓ ସାଧନାସ୍ଥଳ ପ୍ରସ୍ତୁତିରେ ଲାଗିଛନ୍ତି ସାଧୁ । More
  • Manoranjan Sial
  • 2 months ago

Balangir Hottest City: ଖରା ମାଡ଼ରେ ଗାଏବ ମାଘର ଜାଡ଼

ପାଣିପାଗ ବିଭାଗ ପୂର୍ବାନୁମାନ କରିଛି, ରାଜ୍ୟରେ ଆସନ୍ତା ୪-୫ ଦିନ ପାଗରେ କୌଣସି ପରିବର୍ତ୍ତନ ସମ୍ଭାବନା ନାହିଁ। ତେଣୁ ତାପମାତ୍ରା ଆହୁରି ବଢ଼ିପାରେ। ବର୍ତ୍ତମାନ ମେଘମୁକ୍ତ ଆକାଶ ସହ ଦକ୍ଷିଣ-ପଶ୍ଚିମ ବାୟୁ ପ୍ରଭାବରେ ବଢିଛି ତାପମାତ୍ରା। More
  • Saroj Kumar Jena
  • 2 months ago

Marijuana Supply: ଗଞ୍ଜେଇ ଚାଲାଣର ନୂଆ କରିଡର ପାଲଟିଛି ଖୋର୍ଦ୍ଧା

ଉନସୁଗାର କାରବାର ଉପରେ ପୋଲିସର କଡ଼ା ନଜର ପରେ ଏବେ ଗଂଜେଇ କାରବାରରେ ମାତିଛନ୍ତି ନିଶାବେପାରୀ। ଖୋର୍ଦ୍ଧାର ବିଭିନ୍ନ ଥାନା ଅଞ୍ଚଳରୁ ଗତ ମାସକ ଭିତରେ ଅବକାରୀ ବିଭାଗ ପକ୍ଷରୁ ୫ଟି ଗାଡି ସହ ମୋଟ ୭୦ ଲକ୍ଷର ଗଂଜେଇ ଧରାପଡିଛି । ମାମଲାରେ ଏବେସୁଦ୍ଧା ୮ ଅଭିଯୁକ୍ତ ବନ୍ଧା ହୋଇଛନ୍ତି। More