• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Tuesday, 11 February 2025

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Manoranjan Sial
  • 1 week ago

We Will Go Door-To-Door? ପଦଯାତ୍ରାରେ ଗାଁକୁ ଗାଁ ଯିବି, ଲୋକଙ୍କୁ ଭିକ ମାଗିବି...

କର୍ମୀ ଓ ନେତାଙ୍କ ମନୋବଳ ସୁଦୃଢ଼ ନେଇ ଶ୍ରୀ ଦାସ କହିଛନ୍ତି, କର୍ମୀ ଓ ନେତାଙ୍କ ମନୋବଳ ସୁଦୃଢ଼ କରିବା ପାଇଁ କଠିନ ପରିଶ୍ରମ କରାଯିବ। ଆମେ ଲୋକଙ୍କ ପାଖକୁ ଯିବୁ। ଆଉ ସଙ୍ଗଠନ ମଜଭୁତ କରାଯିବ। ବିଗତ ଦିନରେ ଓଡ଼ିଶାର ରାଜନୀତି ବଦଳି ଯାଇଛି। ବିଜେଡି ଓଡ଼ିଶାର ରାଜନୀତି ବଦଳାଇ ଦେଇଛି। More
  • Manoranjan Sial
  • 1 week ago

Tomato Price in Odisha: ଦିନେ କେଜି ପିଛା ୨୦୦ ଥିଲା, କିନ୍ତୁ ଆଜି ୨ ଟଙ୍କା

ରାଜ୍ୟରେ ୧୩୩ଟି ଶୀତଳଭଣ୍ଡାର ଥିବା ବେଳେ ମାତ୍ର ୩୫ଟି କାର୍ଯ୍ୟକ୍ଷମ ରହିଛି। ନୂଆ ସରକାର ଆସିବା ପରେ ୫୮ ସବ୍‌ଡିଭିଜନରେ ଶୀତଳଭଣ୍ଡାର କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହା ସହ ପିପିପି ମୋଡରେ ଶୀତଳଭଣ୍ଡାର ନିର୍ମାଣ ପାଇଁ ୬୦ ପ୍ରତିଶତ ଯାଏଁ ସବ୍‌ସିଡି ସହ ବିଜୁଳି ସବ୍‌ସିଡି ମଧ୍ୟ ଦେଉଛନ୍ତି। More
  • Manoranjan Sial
  • 1 week ago

Luxury Car Crashes House In Bhubaneswar: ରାସ୍ତାରେ ଇନ୍ଦ୍ରଚନ୍ଦ୍ର ମାନୁନାହାନ୍ତି ରାଜଧାନୀର ଦାମୀ କାର୍ ବାଲା

ଗତ କିଛି ମାସ ହେଲା, ରାଜଧାନୀରେ ନାମୀଦାମୀ କାର୍ ଚକ ତଳେ ଗଲାଣି ବହୁ ଜୀବନ। ୨୦୨୪ ମସିହା ଜୁନ୍‌ ୨୯ ତାରିଖରେ ଜୟଦେବ ବିହାରରେ ଡ୍ୟୁଟି ସାରି ଘରକୁ ଫେରୁଥିବା ବେଳେ କାର ଦୁର୍ଘଟଣାରେ ଟ୍ରାଫିକ କନେଷ୍ଟବଳ ମଧୁସୂଦନ କିଷାନୀଙ୍କ ପ୍ରାଣହାନୀ ହୋଇଥିଲା। More
  • Manoranjan Sial
  • 1 week ago

SJTA Approves Panjika: ପଞ୍ଜିକାରେ ବିଭ୍ରାନ୍ତିକର ତଥ୍ୟ ଦେଲେ ହେବ ଆଇନଗତ କାର୍ଯ୍ୟାନୁଷ୍ଠାନ

ଆଜି ଶ୍ରୀମନ୍ଦିରରେ ପ୍ରଚଳିତ ବିଭିନ୍ନ ପର୍ବୋତ୍ସବର ତିଥି ଓ ତାରିଖକୁ ନେଇ ଓଡ଼ିଆ ପଞ୍ଜିକା ଗୁଡ଼ିକରେ ଯେପରି କୌଣସି ତ୍ରୁଟି କି ତାରତମ୍ୟ ନରହେ, ସେଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଅନୁଷ୍ଠିତ ହୋଇଥିଲା ଗୁରୁତ୍ୱପୂର୍ଣ୍ଣ ପଞ୍ଜିକା ସମନ୍ୱୟ ବୈଠକ। More
  • Manoranjan Sial
  • 1 week ago

Gang Rape in Koraput: ରାତିରେ ନାଟକ ଦେଖୁଥିଲେ, ନାବାଳିକାକୁ ଟେକିନେଲେ...

ବିଳମ୍ୱିତ ରାତିରେ ନାଟକ ଚାଲିଥିବା ବେଳେ ପଦ୍ମା ଷ୍ଟେଜ୍‌ଠାରୁ ଦୂରେଇ ଯାଇ ନିଜ ସାଙ୍ଗମାନଙ୍କ ସହିତ କଥା ହେଉଥିଲେ। ଠିକ୍‌ ସେତିକିବେଳେ ୪ ଜଣ ଯୁବକ ତାଙ୍କୁ ଆକ୍ରମଣ କରିଥିଲେ। ପରେ ବଳପୂର୍ବକ ତାଙ୍କୁ ପାହାଡ଼ ଉପରକୁ ଟେକିନେଇ ଗଣ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। More
  • Manoranjan Sial
  • 1 week ago

Bhakta Charan Das New PCC President: ଭକ୍ତ ଚରଣ ଦାସ ନୂଆ ପିସିସି ସଭାପତି

ଶରତ ପଟ୍ଟନାୟକଙ୍କ ପରେ ଭକ୍ତ ଚରଣ ଦାସ ହୋଇଛନ୍ତି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ନୂଆ ସଭାପତି। ଏ ସମ୍ପର୍କରେ ଏଆଇସିସି ପକ୍ଷରୁ ଆଜି ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ଭକ୍ତ ଚରଣ ଦାସ ହେଉଛନ୍ତି ବରିଷ୍ଠ କଂଗ୍ରେସ ନେତା। More
  • Tapaswini Nayak
  • 2 weeks ago

Road Accident: ବାଇକକୁ ପିଟିଲା କାର୍‌; ଚାଲିଗଲା ୩ ଯୁବକଙ୍କ ଜୀବନ

ଗତକାଲି ବିଳମ୍ବିତ ରାତିରେ କାରଟି ଜଗତସିଂହପୁରରୁ ପୁରୀ ଅଭିମୁଖେ ଯାଉଥିଲା। ଏହି ସମୟରେ ଭୁବନେଶ୍ୱର ଟଙ୍କପାଣି ସାଇ ମନ୍ଦିର ନିକଟରେ ଏକ ବୀପରିତ ଦିଗରୁ ଆସୁଥିବା ବାଇକ୍ ସହ କାର୍‌ର ଧକ୍କା ହୋଇଥିଲା। More
  • Tapaswini Nayak
  • 2 weeks ago

Joranda Mela: ଆଜିଠୁ ଯୋରନ୍ଦା ମେଳା; ସାଧୁସନ୍ଥ, ଶ୍ରଦ୍ଧାଳୁଙ୍କର ହେବ ସମାଗମ

ଯୋରନ୍ଦା ମାଘ ମେଳାରେ ମହଣ ମହଣ ଘିଅରେ ଜଳିବ ଝାଡ଼ ଦୀପ। ସଂଧ୍ୟାରେ ଗାଦି, ଶୂନ୍ୟ ମନ୍ଦିର ଅଂଚଳରେ ଜଳିବ ବିରାଟକାୟ ଝାଡ଼ ଦୀପ। ଏଥିପାଇଁ ଜିଲ୍ଲା ପ୍ରଶାସନ ଓ ପୋଲିସ ପକ୍ଷରୁ କରାଯାଇଛି ବ୍ୟାପକ ବ୍ୟବସ୍ଥା। More
  • Sonali Ojha
  • 2 weeks ago

Today Panchang 11th Feb 2025: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ...

ମକର ମାସ ମାଘ ଶୁକ୍ଲପକ୍ଷ । ଇଂରାଜୀରେ ୧୧ ତାରିଖ ମଙ୍ଗଳବାର ।  ଚନ୍ଦ୍ର- କର୍କଟ ଅହୋରାତ୍ର । ତିଥି- ୧୪ଶୀ ସନ୍ଧ୍ୟା ୦୬.୫୫ ଗତେ ପୂର୍ଣ୍ଣିମା  । ଘାତଚନ୍ଦ୍ର- ନାସ୍ତି । ଘାତବାର- ମକର ରାଶିର  ପୁଷ୍କର ଦୋଷ- ୧ ପାଦ-କୃଷିହାନି-ଭୂମିଦାନ । More
  • Tapaswini Nayak
  • 2 weeks ago

Road Accident: ରାଜଧାନୀରେ ଦୁର୍ଘଟଣା; ଦ୍ରୁତ ଗତିରେ ଆସି ଘରେ ପଶିଲା BMW କାର୍‌

ଦୁର୍ଘଟଣାପରେ ଗାଡ଼ି ଛାଡ଼ି ୨ ଜଣ ଯୁବକ ଫେରାର ହୋଇଯାଇଥିଲେ। ସେମାନେ ନିଶାସକ୍ତ ଥିବା ଯୋଗୁ ଏହି ଦୁର୍ଘଟଣା ଘଟିଥିବା ସନ୍ଦେହ କରାଯାଉଛି। ପୁଲିସ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଛି। More
  • Manoranjan Sial
  • 2 weeks ago

7 Months Have Passed; ନିର୍ଦ୍ଦେଶକୁ ୭ ମାସ ପୂରିଲାଣି; ସରକାରୀ ଜମିରୁ ଉଚ୍ଛେଦ ହୋଇପାରିଲାନି

୨୦୨୪ ମସିହା ଜୁଲାଇ ୬ ତାରିଖରେ ରାଜସ୍ୱ ବିଭାଗ ତରଫରୁ ଜାରି ହୋଇଥିଲା ଏକ ଚିଠି। ଯେଉଁଥିରେ ଉଲ୍ଲେଖ ରହିଥିଲା, ସରକାରୀ ଜମିରୁ ଜବରଦଖଲ ଉଚ୍ଛେଦ ପାଇଁ ସବୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଚିଠି ହେବାକୁ ଏହା ଭିତରେ ବିତିଗଲାଣି ୭ ମାସରୁ ଅଧିକ। More
  • Manoranjan Sial
  • 2 weeks ago

Baragarh Kidney Disease Hotspot: କ୍ୟାନସର୍ ପରେ ବରଗଡ଼କୁ କିଡନୀ ଚିନ୍ତା

ଗତ ୨୯ ଜାନୁଆରୀରେ ଶ୍ରୀଲଙ୍କାର ସାଂସଦ ଜୟସୁମନ୍ନା ସମ୍ବଲପୁର ବିଶ୍ୱବିଦ୍ୟାଳୟର ଜାତୀୟ ସମ୍ମିଳନୀରେ ଯୋଗଦେବା ସହ ଗବେଷଣା ଟିମ୍‌ ସାଙ୍ଗରେ ଯାଇ କ୍ଷେତ୍ର ପରିଦର୍ଶନ କରିଥିଲେ। More
  • Santosh Kumar Sahoo
  • 2 weeks ago

Barabati Floodlight Failure: ବାରବାଟୀ ଅନ୍ଧାର କଳଙ୍କ ପାଇଁ କିଏ ଦାୟୀ ? OCAକୁ ସୋ’ କଜ୍ ନୋଟିସ୍ କଲା ରାଜ୍ୟ କ୍ରୀଡ଼ା ବିଭାଗ

ବାରବାଟୀରେ ଅନ୍ଧାର କଳଙ୍କ । କ୍ରିକେଟ୍ ଭଳି ଲୟର ଖେଳରେ ଅଧଘଣ୍ଟା ଧରି ଫ୍ଲଡ୍ ଲାଇଟ୍ ଗୁଲ୍ । ଲଜ୍ଜିତ ଓସିଏ, ଅନ୍ତର୍ଜାତୀୟ କ୍ରିକେଟରେ ନିନ୍ଦିତ ଓଡ଼ିଶା । More
  • Sujit kumar Swain
  • 2 weeks ago

Flight Services: ବାହାର ସୁନ୍ଦର, ଭିତର ଫମ୍ପା; କେବେ ଲୋକେ ପାଇବେ ସୁବ୍ୟବସ୍ଥିତ ସୁବିଧା ?

ମିନି ଇଣ୍ଡିଆ କୁହାଯାଉଥିବା ରାଉରକେଲାରେ ବିମାନବନ୍ଦର ଅଛି, ବିମାନ ଚଳାଚଳ ବି କରୁଛି । କିନ୍ତୁ ବାହାର ସୁନ୍ଦର ଭିତର ଫମ୍ପା ଭଳି, ବିମାନସେବା ଏଠି ଅନିୟମିତ। More
  • Manoranjan Sial
  • 2 weeks ago

Liver Donation in Sambalpur: ହସି ହସି ନିଜ ଯକୃତ ଦାନ କରିଦେଲେ ବଡ଼ ଜାଆ

ଦିଅରର ସଂସାର ବଞ୍ଚାଇବାକୁ ଯକୃତ ଦାନ କଲେ ଭାଉଜ। ଜାଆକୁ ହସି ହସି ଦେଇ ଦେଲେ 'ଜିଗର୍ କା ଟୁକଡ଼ା'। ଲିଭର ଦାନ କରିଥିବା ପ୍ରତିମା ପ୍ରଧାନ କହିଛନ୍ତି, ସିଏ ମୋ ସାନଜାଆ ନୁହେଁ... ମୋ ସାନଭଉଣୀ। ମୋ ଝିଅ...। ଶାଶୁ ମଲା ପରେ ମୁଁ ପରା ଘରର ବଡ଼ ବୋହୂ ବୋଲି ପ୍ରତିମା ପ୍ରଧାନ କହିଛନ୍ତି। More