• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Sunday, 09 February 2025

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Saroj Kumar Jena
  • 2 months ago

India Won: ରୋହିତ ଶର୍ମାଙ୍କ ଶତକ, ବୃହତ ବିଜୟ ସହ ସିରିଜ ଜିତିଲା ଭାରତ

ବାରବାଟୀରେ ଅନୁଷ୍ଠିତ ଇଂଲଣ୍ଡ ବିପକ୍ଷ ଦ୍ବିତୀୟ ଦିନିକିଆ ମ୍ୟାଚକୁ ୪ ଉଇକେଟରେ ଜିତିବା ସହ ୩ ମ୍ୟାଚ ବିଶିଷ୍ଟ ସିରିଜକୁ ଆଗୁଆ ଜିତି ନେଇଛି ଭାରତ। ସିରିଜର ଅନ୍ତିମ ମ୍ୟାଚ ବାକି ଥିଲେ ମଧ୍ୟ ଭାରତ ୨-୦ରେ ବିଜୟୀ ହୋଇଛି। ଭାରତ ପକ୍ଷରୁ ଅଧିନାୟକ ରୋହିତ ଶର୍ମା ଫର୍ମକୁ ଫେରିବା ସହ ଦମଦାର ଶତକ ହାସଲ କରିଥିଲେ। More
  • Deviprasad Jena
  • 2 months ago

Actor Uttam Mohanty: ଓଡ଼ିଆ ସିନେମା ଜଗତର ମାଇଲଖୁଣ୍ଟ ଭେଟେରାନ ଉତ୍ତମ ମହାନ୍ତି

ଉତ୍ତମ ମହାନ୍ତି ଏମିତି ଜଣେ ଅଭନେତା ଯିଏ ନିଜର ଅଭିନୟ ଯାଦୁରେ ସମସ୍ତ ଚରିତ୍ରକୁ ବେଶ୍ ଭଲଭାବେ ପରଦାରେ ଫୁଟାଇ ପାରନ୍ତି । ସେ ହେଉଛନ୍ତି ୯୦ ଦଶକର ବାଦଶାହ । ତାଙ୍କ ଅଭିନୀତ ଅନେକ ଫିଲ୍ମ ସୁପରହିଟ୍ ହୋଇଛି । More
  • Saroj Kumar Jena
  • 2 months ago

Flood light Failure: ଫେଲ ମାରିଲା ଫ୍ଲଡ ଲାଇଟ, ପ୍ୟାଭିଲିୟନକୁ ଫେରିଲେ ଉଭୟ ଦଳର ଖେଳାଳି

୬.୧ ଓଭରରେ ଭାରତର ସ୍କୋର ବିନା କ୍ଷତିରେ ୪୮ ରନ ହୋଇଥିବା ବେଳେ ଫ୍ଲଡ ଲାଇଟରେ ତ୍ରୁଟି ଦେଖା ଦେଇଥିଲା। ପ୍ରଥମେ ଷ୍ଟାଣ୍ଡର କିଛି ଲାଇଟ ବନ୍ଦ ହୋଇ ଯାଇଥିଲା। ଏହା ପରେ ତୁରନ୍ତ ସବୁ ଲାଇଟ ଆସିଥିଲା। ମାତ୍ର ଖେଳାଳି ମାନେ ପ୍ରସ୍ତୁତ ହେଉଥିବା ବେଳେ ସମ୍ପୂର୍ଣ୍ଣ ଷ୍ଟାଣ୍ଡର ଲାଇଟ ଲିଭି ଯାଇଥିଲା। More
  • Sumitra Padhi
  • 2 months ago

ଜୀବନ ଅଟକିଗଲା ପରି ଲାଗୁଛି କି? ଟ୍ରାଭେଲ୍ ଆପଣଙ୍କୁ ନିଜକୁ ଖୋଜିବାରେ ସାହାଯ୍ୟ କରିପାରିବ

ଆପଣ ଯଦି କେବେ ଅନୁଭବ କରିଛନ୍ତି ଯେ, ଆପଣ କେବଳ ସୁଅ ମୁହଁରେ ପତର ହୋଇ ଭାସିଚାଲିଛନ୍ତି, ପ୍ରକୃତ ଜୀବନ ବଞ୍ଚୁନାହାଁନ୍ତି। ତେବେ ଏଇ ଲେଖାଟି ଆପଣଙ୍କ ପାଇଁ। ଯଦି ଆପଣଙ୍କୁ କେବେବି ଜୀବନର ଭିଡରେ ହଜିଗଲା ପରି ଲାଗିଥାଏ, ତେବେ ଲେଖାଟିକୁ ପୂରା ପଢନ୍ତୁ। ଆପଣଙ୍କୁ କିଛି ନା କିଛି ବାଟ ନିଶ୍ଚୟ ମିଳିଯିବ। More
  • Ramakanta Samantaray
  • 2 months ago

Mahabharat Story: ଖାଣ୍ଡବ ବନ ଦହନ ଓ ଜଙ୍ଗଲ ପୋଡିରୁ ରକ୍ଷା ପାଇଥିବା କେତେଜଣଙ୍କ କାହାଣୀ ।

କାହିଁକି ଅଗ୍ନିଦେବଙ୍କୁ ଅଗ୍ନିମାନ୍ଦ୍ୟ ରୋଗ ହୋଇଥିଲା? କାହିଁକି ଏତେ ସୁନ୍ଦର ବନକୁ ମିଳି ମିଶି ଦହନ କଲେ କୃଷ୍ଣ ଓ ଅର୍ଜୁନ? ବନରେ ପୋଡିହୋଇ ସମସ୍ତେ ମରିଯିବା ବେଳେ, କେମିତି ବଞ୍ଚିଗଲେ କେତେଜଣ? କିଏ କିଏ ବଞ୍ଚିଲେ? ମହାଭାରତ ଭିତରର ଏଇ ସମସ୍ତ ଅଜଣା କଥା ଜାଣିବାକୁ ପଢନ୍ତୁ ଆଜିର ଅଧ୍ୟାୟ । More
  • Tapaswini Nayak
  • 2 months ago

India Vs England ODI: ବାରବାଟୀ ବ୍ୟାଟଲ: ଟସ୍ ଜିତି ଇଂଲଣ୍ଡର ବ୍ୟାଟିଂ ନିଷ୍ପତ୍ତି

ମ୍ୟାଚ୍ ଦେଖିବାକୁ ସକାଳୁ ସକାଳୁ ଷ୍ଟାଡିୟମ ଭିତରେ ଓ ବାହାରେ ଲାଗିଛି ଖଚାଖଚ ଭିଡ଼। ପ୍ରିୟ ଖେଳାଳିଙ୍କୁ ଚିୟର ଅପ୍ ପାଇଁ ଦର୍ଶକ ମୁହଁରେ ରଙ୍ଗ ଲଗାଇ ଏବ ଟିମ୍ ଇଣ୍ଡିର ଜର୍ସି ପିନ୍ଧି ପ୍ରସ୍ତୁତ ରହିଛନ୍ତି ଫ୍ୟାନ୍ ଓ ଦର୍ଶକ। More
  • Tapaswini Nayak
  • 2 months ago

Fire Mishap: ଏମିତି ଆସେ ମୃତ୍ୟୁ; ନିଜ ଦୋକାନରେ ଚୀବନ୍ତ ଦଗ୍ଧ

କମଳା ଜୀଅନ୍ତା ଜଳିଯାଇଥିଲେ। ସ୍ଥାନୀୟ ଲୋକେ ବିସ୍ଫୋରଣର ଶବ୍ଦ ଶୁଣି ଦୌଡ଼ି ଆସିଥିଲେ। ଏଥିସହ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। More
  • Tapaswini Nayak
  • 2 months ago

Barabati ODI Match: ବ୍ରିଟିଶ ବାହିନୀ ପାଇଁ ରୋହିତ ବାହିନୀ ପ୍ରସ୍ତୁତ, ବାରବାଟୀ ବାଜି ଜିତିବ କିଏ ?

ପ୍ରାୟ ୬ ବର୍ଷ ପରେ ବାରବାଟୀ ଷ୍ଟାଡିୟମରେ ଏକ ODI ମ୍ୟାଚ୍ ଖେଳିବ ଟିମ୍ ଇଣ୍ଡିଆ। ଏପରି ପରିସ୍ଥିତିରେ, ସମସ୍ତଙ୍କ ନଜର ବାରବାଟୀର ପିଚ୍ ଉପରେ ରହିଛି। ଯେ ଏହା ବ୍ୟାଟସମ୍ୟାନଙ୍କୁ ସୁହାଇବ ନା ବୋଲରଙ୍କୁ। ତେବେ ଯଦି ଆମେ ବାରବାଟୀ ପିଚର ଇତିହାସକୁ ଦେଖିବା ଏହା ପ୍ରାୟତଃ ଏକ ବ୍ୟାଟସମ୍ୟାନଙ୍କୁ ସୁହାଇଥାଏ। More
  • Tapaswini Nayak
  • 2 months ago

Road Accident: ନିର୍ଦ୍ଦୟ ଦଇବ; ୩ ସାଙ୍ଗକୁ ନେଇଗଲା

ଗତକାଲି ୩ସାଙ୍ଗ ସିଙ୍ଗଡ଼ା ଗାଁରେ ଚାଲିଥିବା ଭୀମ ମେଳା ଦେଖିବାକୁ ଯାଇଥିଲେ। ମେଳା ଦେଖି ଖୁସିରେ ଗୋଟିଏ ବାଇକ୍‌ରେ ଘରକୁ ଫେରୁଥିଲେ। ବାଟରେ ସେମାନଙ୍କ ବାଇକ୍‌ଟି ଭାରସାମ୍ୟ ହରାଇ ଗଛରେ ପିଟି ହୋଇଯାଇଥିଲା। More
  • Tapaswini Nayak
  • 2 months ago

Barabati ODI Match: ସୁପର୍ ସଣ୍ଡେରେ ହେବ ସୁପର୍ ମୁକାବିଲା; ମୁହାଁମୁହିଁ ହେବେ ଭାରତ ଓ ଇଂଲଣ୍ଡ

ଆଜିର ମ୍ୟାଚ୍ ଦେଖିବାକୁ ଫ୍ୟାନ୍ସଙ୍କ ମଧ୍ୟରେ ପ୍ରବଳ ଉତ୍କଣ୍ଠା ରହିଛି। ଦିନ ୧୧ଟାରେ ଖୋଲିବ ବାରବାଟୀ ଷ୍ଟାଡ଼ିୟମ ଗେଟ୍। ଷ୍ଟାଡ଼ିୟମ ଭିତରକୁ ପାଣିବୋତଲ୍, ଫଳ, ଖାଦ୍ୟ ସାମଗ୍ରୀ, ହେଲମେଟ୍, ଲାଠି, ଲାଇଟର୍ କିମ୍ବା ଦିଆସିଲି ଭଳି ସାମଗ୍ରୀ କେହି ନେଇପାରିବେ ନାହିଁ। More
  • Sonali Ojha
  • 2 months ago

Today Panchang 9th Feb 2025: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ...

ପୁଷ୍କର ଦୋଷ- ୨ ପାଦ-କୃଷି ଓ ପଶୁହାନି-ଭୁମି ଓ ଅନ୍ନଦାନ ସନ୍ଧ୍ୟା ୦୫.୫୨ ଗତେ ୩ ପାଦ-କୃଷି, ପଶୁ ଓ ବଂଶହାନି-ଭୂମି, ଅନ୍ନ ଓ ତିଳକାଞ୍ଚନ ଦାନ ସନ୍ଧ୍ୟା ୦୭.୨୫ ଗତେ ୨ ପାଦ-କୃଷି ଓ ବଂଶହାନି-ଭୂମି ଓ ତିଳକାଞ୍ଚନ ଦାନ।  More
  • Sujit kumar Swain
  • 2 months ago

India Cricketers: ଓଡ଼ିଶାର ଯୁବ ଖେଳାଳିଙ୍କ ସହ ସେଲଫି ନେଲେ, ଅଭିଜ୍ଞତା ବାଣ୍ଟିଲେ...

ଓଡ଼ିଶାର ଯୁବ ଖେଳାଳିଙ୍କ ସହ ଫଟୋ ଉଠାଇବା ସହ କଥା ହୋଇଥିଲେ କ୍ରିକେଟର। ଟିମ୍ ଇଣ୍ଡିଆ କ୍ରିକେଟରଙ୍କ ଠାରୁ ବେଶ କିଛି ଶିଖିଥିବା କହିଛନ୍ତି ଯୁବ ଖେଳାଳି।  More
  • Deviprasad Jena
  • 2 months ago

India Vs England In Barabati: ସୁପର୍ ସଣ୍ଡେରେ ହେବ ସୁପର୍ ମୁକାବିଲା,ବାରବାଟୀରେ ଇଣ୍ଡିଆ ବନାମ ଇଂଲଣ୍ଡ ମଧ୍ୟରେ ହେବ ମହାଟକ୍କର

ନେଟ୍ ପ୍ରାକ୍ଟିସ୍ ବେଳେ ଖେଳାଳିଙ୍କ ଟିକେ ଝଲକ ପାଇବା ପାଇଁ ନାହିଁନଥିବା କ୍ରେଜ୍ ଏବଂ ଅସମ୍ଭବ ଭିଡ଼ । ଆଉ ସେମାନଙ୍କ ଚିୟର ଅପ୍ କରିବାକୁ ଷ୍ଟାଡ଼ିୟମରେ ଖଚାଖଚ୍ ଭିଡ଼ । କାଲିର ମ୍ୟାଚ୍ ପୂର୍ବରୁ ମ୍ୟାଚ୍‌ର ଭ୍ରମ ସୃଷ୍ଟି କରିଛି ଆଜିର ଖଚାଖଚ୍ ଭରା ଷ୍ଟାଡ଼ିୟମ । More
  • Deviprasad Jena
  • 2 months ago

Actor Uttam Mohanty: ଏୟାରଲିଫ୍ଟ ହେଲେ ବିଶିଷ୍ଟ ଅଭିନେତା ଉତ୍ତମ ମହାନ୍ତି, ଏହି ରୋଗରେ ଅଛନ୍ତି ପୀଡିତ

ଓଡ଼ିଆ ଅଭିନେତା ଉତ୍ତମ ମହାନ୍ତିଙ୍କୁ ଚିକିତ୍ସା ପାଇଁ ଏୟାର ଲିଫ୍ଟ କରାଯାଇଛି । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରୁ ତାଙ୍କୁ ଏୟାରପୋର୍ଟ ନିଆଯାଇଛି l ସେଠାରୁ ତାଙ୍କୁ ଦିଲ୍ଲୀ ନିଆଯିବ l More
  • Jyotsna Mohapatra
  • 2 months ago

Excess Protein: ଅତ୍ୟଧିକ ପ୍ରୋଟିନ୍‌ ସେବନ ଆଣିପାରେ ଏହି ସମସ୍ୟା

ଯଦି ଶରୀରରେ ପ୍ରୋଟିନ୍ ଠିକ୍‌ରେ ଉପଯୋଗ ନ ହୁଏ ତେବେ ଏହା ଫ୍ୟାଟ୍‌ରେ ରୂପାନ୍ତରିତ ହୋଇଯାଏ ଏବଂ ଶରୀରରେ ଜମି ରହେ। ଏଣୁ ଏହା ଓଜମ କମ୍ କରିବା ପରିବର୍ତ୍ତେ ଓଜନ ବଢ଼ାଇଦିଏ। More
  • Sujit kumar Swain
  • 2 months ago

India-England ODI at Cuttack: ବାରବାଟୀ ବ୍ୟାଟଲ: ବିରାଟଙ୍କୁ ନେଇ ବଡ଼ ସୂଚନା ଦେଲେ ବ୍ୟାଟିଂ କୋଚ୍; କହିଲେ....

ଟିମ୍‌ ଇଣ୍ଡିଆର ପ୍ରସ୍ତୁତି ନେଇ ବ୍ୟାଟିଂ କୋଚ୍ ସୀତାଂଶୁ କୋଟାକଙ୍କ ପ୍ରେସମିଟ୍ । ବିରାଟଙ୍କୁ ନେଇ ବଡ଼ ସୂଚନା ଦେଲେ ବ୍ୟାଟିଂ କୋଚ୍ ସୀତାଂଶୁ କୋଟାକ । କହିଲେ ବିରାଟ କୋହଲି ସଂପୂର୍ଣ୍ଣ ସୁସ୍ଥ ଅଛନ୍ତି ।  More