• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

Otv Khabar Bureau

Editor

Posts by Otv Khabar Bureau

hansita abhilipsa
Hansita Abhilipsa Husband: ହଂସିତା ଅଭିଲିପ୍ସାଙ୍କ ପ୍ରକୃତ ସ୍ବାମୀକୁ ଧରିଲା ଆୟକର ବିଭାଗ

ଠକ ହଂସିତା ଓ ଅନିଲକୁ ନେଇ ସାମନାକୁ ଆସିଛି ସାଂଘାତିତ ତଥ୍ୟ। ଆୟକର ବିଭାଗ ହାତରେ ଧରାପଡ଼ିଛନ୍ତି ଠକ ହଂସିତାଙ୍କ ପ୍ରକୃତ ସ୍ବାମୀ ସରୋଜ ସାହୁ। ଖଣ୍ଡଗିରିରେ ଏକ କାରରୁ ହଂସିତାଙ୍କ ସ୍ବାମୀ ସରୋଜ ସାହୁ ଧରାପଡ଼ିଛନ୍ତି ।

arakan army
Arakan Army: ଏସିଆ ମାନଚିତ୍ର ବଦଳାଇ ଦେବ ଆରାକାନ ଆର୍ମି

ଭାରତ ସୀମାରେ ସୃଷ୍ଟି ହେବାକୁ ଯାଉଛି ଏକ ନୂଆ ଦେଶ। ଏହି ଦେଶ ଭାରତ ସହିତ ୫୧୦ କି.ମି. ସୀମା ଶେୟାର କରୁଥିବା ବେଳେ ଏହା ଭାରତକୁ ମଧ୍ୟ ପ୍ରଭାବିତ କରିବାର ସମ୍ଭାବନା ରହିଛି। ଭାରତର ପଡୋଶୀ ରାଷ୍ଟ୍ର ମିଆଁମାର ଯାହା ମଣିପୁର ଓ ମିଜୋରାମ ସହିତ ଏହାର...

AI Ceo
CHAT GPT CEO: ସାମ ଅଲ୍ଟମ୍ୟାନଙ୍କ ନାମରେ ଭଉଣୀ ଆଣିଲେ ଯୌନ ଶୋଷଣ ଅଭିଯୋଗ

OPEN AI CHAT GPTର ସିଇଓ ସାମ ଅଲ୍ଟମ୍ୟାନଙ୍କ ନାମରେ ଯୌନ ଶୋଷଣ ଅଭିଯୋଗ ଆଣିଛନ୍ତି ଭଉଣୀ ଆନି ଅଲ୍ଟମ୍ୟାନ। ସୋମବାର ଆନି ଏକ ଲ ସୁଟ ଫାଇଲ କରିବା ସହିତ ସାମୋ ୧୯୯୦ରୁ ୨୦୦୦ ମସିହା ମଧ୍ୟରେ ତାଙ୍କୁ ଯୌନ ଶୋଷଣ କରିଥିବାର ଅଭିଯୋଗ ଆଣିଛନ୍ତି।

Pramod mittal
Riches To Rags : ଝିଅ ବାହାଘରରେ ଖର୍ଚ୍ଚ କରିଥିଲେ ୫୫୦ କୋଟି, ଏବେ ଦାଣ୍ଡର ଭିକାରୀ

କଥାରେ ଅଛି କାଲି ଯେ ରାଜେନ୍ଦାସନେ ଆଜି ସେ ଫକୀର। ଏହି ଲୋକବାଣୀକୁ ଯଥାର୍ଥ ପ୍ରମାଣିତ କରିଛନ୍ତି ଭାରତୀୟ ଶିଳ୍ପପତି ପ୍ରମୋଦ ମିତ୍ତଲ। ଏକଦା ନିଜ ଝିଅ ବାହାଘରରେ ୫୫୦ କୋଟି ଟଙ୍କା ଖର୍ଚ୍ଚ କରି ଚର୍ଚ୍ଚାରେ ରହିଥିବା ପ୍ରମୋଦ ବର୍ତ୍ତମାନ ଦେବାଳିଆ ହୋଇ ଯାଇଛନ୍ତି।

Anita Anand
Anita Anand In Canada PM Race: କାନାଡା ପ୍ରଧାନମନ୍ତ୍ରୀ ରେସରେ ଆଗୁଆ ଅନୀତା ଆନନ୍ଦ, ଜାଣନ୍ତୁ ତାଙ୍କ ପରିଚୟ

ଉଭୟ ଜନତା ଓ ଦଳ ମଧ୍ୟରେ ଟ୍ରୁଡୋଙ୍କ ଲୋକପ୍ରିୟତା ହ୍ରାସ ପାଇଥିବା ବେଳେ ସେ ଓହରିବା ପାଇଁ ନିଷ୍ପତ୍ତି ନେଇଥିଲେ । ବର୍ତ୍ତମାନ ପ୍ରଧାନମନ୍ତ୍ରୀ ରେସରେ ଆଗୁଆ ରହିଛନ୍ତି ଭାରତୀୟ ବଂଶୋଦ୍ଭବ ଅନୀତା ଆନନ୍ଦ।

ମେଟ୍ରୋରେ ଚୁଟି ଟଣାଟଣି
Delhi Metro: ଦିଲ୍ଲୀ ମେଟ୍ରୋରେ ସିଟ୍‌କୁ ନେଇ ଦୁଇ ମହିଳାଙ୍କ ମଧ୍ୟରେ ଚୁଟି ଝିଙ୍କାଝିଙ୍କି, ଭିଡିଓ ଭାଇରାଲ୍

ନିକଟରେ ସିଟକୁ ନେଇ ଦୁଇ ଜଣ ମହିଳାଙ୍କ ମଧ୍ୟରେ ଝଗଡା ହୋଇଥିବାର ଭିଡ଼ିଓ ସୋସିଆଲ ମିଡିଆ ଇନଷ୍ଟାଗ୍ରାମରେ ଭାଇରାଲ ହୋଇଛି। ଦୁଇ ଜଣ ମହିଳା ସିଟରେ ବସିବା ପାଇଁ ପରସ୍ପର ସହ ଝଗଡା କରିଥିବା ବେଳେ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିଥିଲେ।

assam coal mines
Assam Coal Mine: ଖଣି ଭିତରେ ୧୦୦ ଫୁଟର ପାଣି...ଫସି ରହିଛନ୍ତି ୮ ଶ୍ରମିକ, ଗୋଟିଏ ମୃତଦେହ ଉଦ୍ଧାର

ଆସାମର ଏକ କୋଇଲା ଖଣିରେ ଅଚାନକ ଜଳସ୍ତର ୧୦୦ ଫୁଟ ବଢି ଯାଇଥିଲା। ଫଳରେ ୯ ଜଣ ଶ୍ରମିକ ଏହା ମଧ୍ୟରେ ଫସି ରହିଥିବା ଜଣାପଡିଛି। ଭାରତୀୟ ନୌସେନାର ଡାଇଭର ମାନଙ୍କୁ ଉଦ୍ଧାର କାର୍ଯ୍ୟରେ ନିୟୋଜିତ କରାଯାଇଥିବା ବେଳେ ଜଣଙ୍କ ମୃତ ଦେହ ଉଦ୍ଧାର କରାଯାଇଛି। 

breaking news
ସଂକ୍ଷେପରେ ଆଜିର ତାଜା ଖବର - Wednesday, 08 January 2025

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।

Pravasi Bharatiya Divas
Pravasi Bharatiya Divas:: ପ୍ରବାସୀ ଭାରତୀୟ ଦିବସ ପାଇଁ ଏହି ରାସ୍ତା ବନ୍ଦ ରହିବ

ପ୍ରଧାନମନ୍ତ୍ରୀଙ୍କ ବ୍ୟତୀତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଛନ୍ତି। ଏହି ଅବସରରେ ଶତାଧିକ ଭିଆଇପି ଓ ଭିଭିଆଇପି ଆସିବାକୁ ଥିବାରୁ ସେମାନଙ୍କ ସୁରକ୍ଷା ତଥା ଜନସାଧାରଣଙ୍କ ଉତ୍ତମ ଗମନାଗମନ ପାଇଁ ଏକାଧିକ ସ୍ଥାନରେ ଯିବା ଆସିବା ରୁଟ ପରିବର୍ତ୍ତନ କରାଯାଇଛି।

ଆସାରାମ ବାପୁଙ୍କୁ ସର୍ତ୍ତମୂଳକ ଜାମିନ
Interim Bail to Asaram Bapu: ଆଶାରାମ ବାପୁଙ୍କୁ ଅନ୍ତରୀଣ ଜାମିନ, ଅନୁଗାମୀଙ୍କୁ ଭେଟି ପାରିବେନି

ଦୁଷ୍କର୍ମ ମାମଲାରେ ଆଜୀବନ କାରାଦଣ୍ଡ ପାଇଥିବା ଆତ୍ମଘୋଷିତ ବାବା ଆଶାରାମ ବାପୁଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରାଯାଇଛି। ମେଡିକାଲ ଗ୍ରାଉଣ୍ଡରେ ଆଶାରାମଙ୍କୁ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଅନ୍ତରୀଣ ଜାମିନ ପ୍ରଦାନ କରାଯାଇଛି। ଏହା ସହିତ ବାହାରେ ଥିବା ସମୟରେ କୌଣସି ପ୍ରମାଣ ନଷ୍ଟ କରି ପାରିବେ ନାହିଁ...

beggar
Women Eloped: ଭିକାରୀ ସହ ଚମ୍ପଟ ମାରିଲେ ମହିଳା, ଥାନାର ଦ୍ବାରସ୍ଥ ସ୍ବାମୀ

୬ ଛୁଆ ଓ ସ୍ବାମୀର ସଂସାରକୁ ପଛରେ ଛାଡି ଭିକାରୀ ସହ ଚମ୍ପଟ ମାରିଛନ୍ତି ଜଣେ ୩୬ ବର୍ଷୀୟା ମହିଳା। ଉତ୍ତର ପ୍ରଦେଶର ହରଦୋଇ ଜିଲ୍ଲାରେ ଏଭଳି ଘଟଣା ଦେଖିବାକୁ ମିଳିଛି।

Delhi election
Delhi Election 2025 Date: ଫେବୃୟାରୀ ୫ରେ ଦିଲ୍ଲୀ ନିର୍ବାଚନ, ଗଣତି ୮ରେ

ନୂଆଦିଲ୍ଲୀର ୭୦ ବିଧାନସଭା ଆସନ ପାଇଁ ନିର୍ବାଚନ ତାରିଖ ଘୋଷଣା କରାଯାଇଛି। ଫେବୃୟାର ୫ତାରିଖରେ ଦିଲ୍ଲୀର ବିଧାନସଭା ନିର୍ବାଚନ ଗୋଟିଏ ପର୍ଯ୍ୟାୟରେ ଅନୁଷ୍ଠିତ ହେବ। ୧୦ ଜାନୁୟାରୀରେ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ। ଜାନୁୟାରୀ ୧୭ ତାରିଖ ନାମାଙ୍କନର ଅନ୍ତିମ ତାରିଖ ରଖାଯାଇଛି।

auto
Viral News: ଅଟୋ ଭିତରେ ରୋମାନ୍ସ ନକରିବା ପାଇଁ ଡ୍ରାଇଭରଙ୍କ ଚେତାବନୀ

ତାଙ୍କ ଅଟୋ ମଧ୍ୟରେ ରୋମାନ୍ସ କରିବା ଉପରେ ସେ ଶକ୍ତ କଟକଣା ଲଗାଇଛନ୍ତି। ଏହା ଏକ କ୍ୟାବ। ଏହା ମଧ୍ୟରେ ରୋମାନ୍ସର ଆବଶ୍ୟକତା ନାହିଁ। ଏହା ଆପଣଙ୍କ ବ୍ୟକ୍ତିଗତ ଜାଗା ଅଥବା ଓୟୋ ନୁହେଁ ତେଣୁ ଦୟା ପୂର୍ବକ ଦୂରତା ବଜାୟ ରଖନ୍ତୁ ବୋଲି ଲେଖା ଯାଇଛି।

breaking news
ସଂକ୍ଷେପରେ ଆଜିର ତାଜା ଖବର - Tuesday, 07 January 2025

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।

elderly couple
Viral Couple: ଇନଷ୍ଟାଗ୍ରାମରେ ମନ ଜିଣୁଛି ୪୦ ବର୍ଷର ପ୍ରେମ କାହାଣୀ

ଭୀମରାଓଙ୍କ ଆଖି ନଥିବା ବେଳେ ଶୋଭାଙ୍କ ହାତ ନାହିଁ। ତେବେ ଶାରୀରିକ ଅକ୍ଷମତା ଉଭୟଙ୍କୁ ଅଲଗା କରିପାରି ନାହିଁ। ଉଭୟ ପରସ୍ପରର ସାହାଯ୍ୟରେ ଅତିବାହିତ କରି ସାରିଲେଣି ୪୦ ବର୍ଷ।

astrology
Astrology:ଏହି ୩ ରାଶିର ବ୍ୟକ୍ତିଙ୍କ ପାଇଁ ୨୦୨୫ ଆଣିବ ସଫଳତା

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏମିତି କିଛି ରାଶି ରହିଥାଏ ଯାହା ଦ୍ବାରା ଜନ୍ମିତ ବ୍ୟକ୍ତିଙ୍କ ନିକଟରେ ଏହି ସବୁ ଗୁଣ ଜନ୍ମରୁ ରହିଥାଏ। ଏହି ରାଶିର ବ୍ୟକ୍ତିବିଶେଷଙ୍କ ସଫଳତା ପାଇବାର ସମ୍ଭାବନା ଅନ୍ୟମାନଙ୍କ ଠାରୁ ଅଧିକ।

HMPV Virus
HMPV Virus: ସାମ୍ନାକୁ ଆସିଲା ଦେଶର ତୃତୀୟ ସଂକ୍ରମଣ ମାମଲା

ବେଙ୍ଗାଲୁରୁର ୮ ବର୍ଷର ଶିଶୁ ଓ ଜଣେ ୩ ବର୍ଷୀୟା ଶିଶୁ ଏହି ଭାଇରସ ଦ୍ବାରା ଆକ୍ରାନ୍ତ ହୋଇଥିବା ଜଣାପଡିଛି। ସେହିପରି ଗୁଜରାଟର ଅହମଦାବାଦରେ ଜଣେ ଦୁଇ ବର୍ଷୀୟ ଶିଶୁ ମଧ୍ୟ ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ଏହି ଛୋଟ ଛୁଆ ଜଣଙ୍କ ବର୍ତ୍ତମାନ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି...

ଗୋଟିଏ ଗୀତକୁ ୩ କୋଟି..
India's Highest Paid Singer: ୧୭୦୦ କୋଟି ଟଙ୍କାର ମାଲିକ ଏହି ଗାୟକ, ତାଙ୍କ ଜନ୍ମଦିନରେ ଜାଣନ୍ତୁ କିଛି ଅଜଣା କଥା

ଏକଦା ଗୋଟିଏ ଗୀତ ପାଇଁ ଅଳ୍ପ କିଛି ଟଙ୍କା ନେଉଥିବା ଏହି ଗାୟକ ଓ ଗୀତିକାର ଜଣଙ୍କ କିଛି ମିନିଟର ଗୀତ ପାଇଁ ୩ କୋଟି ଟଙ୍କା ଦାବି କରନ୍ତି। ୫୮ ତମ ଜନ୍ମଦିନ ଉପଲକ୍ଷେ ଏହି ସିଙ୍ଗରଙ୍କ ସମ୍ପର୍କରେ କିଛି ଅଜଣା କଥା।

manu bhaker
Manu Bhaker Net Worth: ଅଲିମ୍ପିକ୍ସ ଜିତିବା ପରେ କେତେ ବଢ଼ିଛି ମନୁ ଭାକରଙ୍କ ସମ୍ପତ୍ତିର ମୂଲ୍ୟ...

ଦୀର୍ଘ ୧୨ ବର୍ଷ ପରେ ଶୁଟିଂରେ ଭାରତର ପଦକ ମରୁଡି ଶେଷ କରିଥିବା ମନୁଙ୍କ ଜୀବନରେ ଆସିଛି ବଡ ପରିବର୍ତ୍ତନ। ପ୍ୟାରିସର ସଫଳତା ପରେ ମନୁ ପାଲଟି ଯାଇଛନ୍ତି କୋଟିପତି। ବ୍ରୋଞ୍ଜ ପଦକ ସଫଳତା ପରେ ମନୁ କୋଟି କୋଟି ଭାରତୀୟଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟି ଯାଇଛନ୍ତି।

breaking news
ସଂକ୍ଷେପରେ ଆଜିର ତାଜା ଖବର - Monday, 06 January 2025

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।