• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Monday, 10 February 2025

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Manoranjan Sial
  • 2 weeks ago

7 Months Have Passed; ନିର୍ଦ୍ଦେଶକୁ ୭ ମାସ ପୂରିଲାଣି; ସରକାରୀ ଜମିରୁ ଉଚ୍ଛେଦ ହୋଇପାରିଲାନି

୨୦୨୪ ମସିହା ଜୁଲାଇ ୬ ତାରିଖରେ ରାଜସ୍ୱ ବିଭାଗ ତରଫରୁ ଜାରି ହୋଇଥିଲା ଏକ ଚିଠି। ଯେଉଁଥିରେ ଉଲ୍ଲେଖ ରହିଥିଲା, ସରକାରୀ ଜମିରୁ ଜବରଦଖଲ ଉଚ୍ଛେଦ ପାଇଁ ସବୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଚିଠି ହେବାକୁ ଏହା ଭିତରେ ବିତିଗଲାଣି ୭ ମାସରୁ ଅଧିକ। More
  • Manoranjan Sial
  • 2 weeks ago

Baragarh Kidney Disease Hotspot: କ୍ୟାନସର୍ ପରେ ବରଗଡ଼କୁ କିଡନୀ ଚିନ୍ତା

ଗତ ୨୯ ଜାନୁଆରୀରେ ଶ୍ରୀଲଙ୍କାର ସାଂସଦ ଜୟସୁମନ୍ନା ସମ୍ବଲପୁର ବିଶ୍ୱବିଦ୍ୟାଳୟର ଜାତୀୟ ସମ୍ମିଳନୀରେ ଯୋଗଦେବା ସହ ଗବେଷଣା ଟିମ୍‌ ସାଙ୍ଗରେ ଯାଇ କ୍ଷେତ୍ର ପରିଦର୍ଶନ କରିଥିଲେ। More
  • Santosh Kumar Sahoo
  • 2 weeks ago

Barabati Floodlight Failure: ବାରବାଟୀ ଅନ୍ଧାର କଳଙ୍କ ପାଇଁ କିଏ ଦାୟୀ ? OCAକୁ ସୋ’ କଜ୍ ନୋଟିସ୍ କଲା ରାଜ୍ୟ କ୍ରୀଡ଼ା ବିଭାଗ

ବାରବାଟୀରେ ଅନ୍ଧାର କଳଙ୍କ । କ୍ରିକେଟ୍ ଭଳି ଲୟର ଖେଳରେ ଅଧଘଣ୍ଟା ଧରି ଫ୍ଲଡ୍ ଲାଇଟ୍ ଗୁଲ୍ । ଲଜ୍ଜିତ ଓସିଏ, ଅନ୍ତର୍ଜାତୀୟ କ୍ରିକେଟରେ ନିନ୍ଦିତ ଓଡ଼ିଶା । More
  • Sujit kumar Swain
  • 2 weeks ago

Flight Services: ବାହାର ସୁନ୍ଦର, ଭିତର ଫମ୍ପା; କେବେ ଲୋକେ ପାଇବେ ସୁବ୍ୟବସ୍ଥିତ ସୁବିଧା ?

ମିନି ଇଣ୍ଡିଆ କୁହାଯାଉଥିବା ରାଉରକେଲାରେ ବିମାନବନ୍ଦର ଅଛି, ବିମାନ ଚଳାଚଳ ବି କରୁଛି । କିନ୍ତୁ ବାହାର ସୁନ୍ଦର ଭିତର ଫମ୍ପା ଭଳି, ବିମାନସେବା ଏଠି ଅନିୟମିତ। More
  • Manoranjan Sial
  • 2 weeks ago

Liver Donation in Sambalpur: ହସି ହସି ନିଜ ଯକୃତ ଦାନ କରିଦେଲେ ବଡ଼ ଜାଆ

ଦିଅରର ସଂସାର ବଞ୍ଚାଇବାକୁ ଯକୃତ ଦାନ କଲେ ଭାଉଜ। ଜାଆକୁ ହସି ହସି ଦେଇ ଦେଲେ 'ଜିଗର୍ କା ଟୁକଡ଼ା'। ଲିଭର ଦାନ କରିଥିବା ପ୍ରତିମା ପ୍ରଧାନ କହିଛନ୍ତି, ସିଏ ମୋ ସାନଜାଆ ନୁହେଁ... ମୋ ସାନଭଉଣୀ। ମୋ ଝିଅ...। ଶାଶୁ ମଲା ପରେ ମୁଁ ପରା ଘରର ବଡ଼ ବୋହୂ ବୋଲି ପ୍ରତିମା ପ୍ରଧାନ କହିଛନ୍ତି। More
  • Manoranjan Sial
  • 2 weeks ago

Woman Killed in Rayagada: ସଂସାର ଗଢ଼ିବା ଆଗରୁ ଜୁଈରେ ଶୋଇଲେ!

ହଠାତ୍‌ ରଶ୍ମୀ ରଂଞ୍ଜନୀଙ୍କ ପରିବାରରେ ଉଠିଥିଲା ଅଶାନ୍ତିର ଝଡ଼। ଆରମ୍ଭ ହେଲା ନିର୍ଯାତନା। ୫ ଲକ୍ଷ ଟଙ୍କା ଆଣିବା ପାଇଁ ରଶ୍ମୀ ରଂଞ୍ଜନୀଙ୍କ ଉପରେ ଚାପ ପକାଇଲେ ଦେବାଶିଷ। ଏ ନେଇ ରଶ୍ମୀ ରଂଞ୍ଜନୀ ନିଜ ବାପା ଓ ମାଆଙ୍କୁ କହିଥିଲେ। ହେଲେ ଗରିବ ଶ୍ରେଣୀରେ ହୋଇଥିବାରୁ ପରିବାର ଲୋକ ଅସହାୟ ପ୍ରକାଶ କରିଥିଲେ। More
  • Sujit kumar Swain
  • 2 weeks ago

31 Naxals Killed In Encounter Bijapur: ଦୋହଲିଲା ଲାଲଗଡ଼: ୩୬ ଘଣ୍ଟାର ନନଷ୍ଟପ୍ ଅପରେସନ୍; ୩୧ ନକ୍ସଲ ନିପାତ, କମ୍ବିଂ ଜାରି...

ମାଓବାଦୀଙ୍କୁ ଆଉ ମିଳିବନି ନିସ୍ତାର...ମାଓଗଡ଼ରୁ ମୁକ୍ତ ହେବ ମାଓ ସଂଗଠନ...ଯେ ପର୍ଯ୍ୟନ୍ତ ନକ୍ସଲ ମୁକ୍ତ ହୋଇନି ଲାଲଗଡ଼, ସେ ଯାଏଁ ଜାରି ରହିବ ନକ୍ସଲ ଶୂନ୍ୟ ଅପରେସନ୍। ଛତିଶଗଡ଼ ପୋଲିସ ଡିଜିଙ୍କ ଏହି ପଣ ଆଉ ଦମ୍ଭକୁ ପ୍ରମାଣିତ କରୁଛି ୩୧ ମାଓବାଦୀଙ୍କ ମୃତଦେହ। More
  • Saroj Kumar Jena
  • 2 weeks ago

Flood light Issue: ମ୍ୟାଚ ଅଧାରେ ଲିଭିଲା ଫ୍ଲଡ୍ ଲାଇଟ୍, ଓସିଏକୁ ସ୍ପଷ୍ଟୀକରଣ ମାଗିଲେ କ୍ରୀଡାମନ୍ତ୍ରୀ

ବାରବାଟୀ ଷ୍ଟାଡିୟମରେ ମ୍ୟାଚ୍ ବେଳେ କେମିତି ଓ କାହିଁକି ଲିଭିଲା ଫ୍ଲଡ୍ ଲାଇଟ୍। ଏନେଇ OCAକୁ ସ୍ପଷ୍ଟୀକରଣ ମଗାଯିବ। ଏହି ସୂଚନା ଦେଇଛନ୍ତି କ୍ରୀଡ଼ା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ। କେଉଁମାନେ ଦାୟିତ୍ବରେ ଥିଲେ, ତାହା ବିଚାର କରିବୁ ବୋଲି କହିଛନ୍ତି। More
  • Sonali Ojha
  • 2 weeks ago

Today Panchang 10th Feb 2025: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ...

ମକର ମାସ ମାଘ ଶୁକ୍ଲପକ୍ଷ । ଇଂରାଜୀରେ ୧୦ ତାରିଖ ସୋମବାର ।  ଚନ୍ଦ୍ର- ମିଥୁନ ଦିବା ୧୧.୫୭ ଗତେ କର୍କଟ।  ତିଥି- ୧୩ଶୀ ସନ୍ଧ୍ୟା ୦୬.୫୭ ଗତେ ୧୪ଶୀ ଘାତଚନ୍ଦ୍ର- କନ୍ୟା ରାଶିର ଦିବା ୧୧.୫୭ ପର୍ଯ୍ୟନ୍ତ ।  More
  • Saroj Kumar Jena
  • 2 weeks ago

India Won: ରୋହିତ ଶର୍ମାଙ୍କ ଶତକ, ବୃହତ ବିଜୟ ସହ ସିରିଜ ଜିତିଲା ଭାରତ

ବାରବାଟୀରେ ଅନୁଷ୍ଠିତ ଇଂଲଣ୍ଡ ବିପକ୍ଷ ଦ୍ବିତୀୟ ଦିନିକିଆ ମ୍ୟାଚକୁ ୪ ଉଇକେଟରେ ଜିତିବା ସହ ୩ ମ୍ୟାଚ ବିଶିଷ୍ଟ ସିରିଜକୁ ଆଗୁଆ ଜିତି ନେଇଛି ଭାରତ। ସିରିଜର ଅନ୍ତିମ ମ୍ୟାଚ ବାକି ଥିଲେ ମଧ୍ୟ ଭାରତ ୨-୦ରେ ବିଜୟୀ ହୋଇଛି। ଭାରତ ପକ୍ଷରୁ ଅଧିନାୟକ ରୋହିତ ଶର୍ମା ଫର୍ମକୁ ଫେରିବା ସହ ଦମଦାର ଶତକ ହାସଲ କରିଥିଲେ। More
  • Deviprasad Jena
  • 2 weeks ago

Subhadra Scheme At Koraput: ବାଧକ ସାଜିଛି ଦ୍ବୈତ ଆଧାର କାର୍ଡ, କୋଟିଆ ପଞ୍ଚାୟତବାସୀଙ୍କୁ ମିଳୁନି ସୁଭଦ୍ରା ଟଙ୍କା !

ପର୍ଯ୍ୟାୟ ପରେ ପର୍ଯ୍ୟାୟ କ୍ରମେ ସୁଭଦ୍ରା ଟଙ୍କା ହିତାଧିକାରୀଙ୍କ ଖାତାକୁ ଯାଉଛି। ହେଲେ ସୀମା ବିବାଦରେ ଫସିଥିବା ସୀମାନ୍ତ ଅଂଚଳ କୋରାପୁଟ ଜିଲ୍ଲା କୋଟିଆର ଅନେକ ମହିଳା କିନ୍ତୁ ଯୋଜନାରୁ ବଞ୍ଚିତ। ଯାଞ୍ଚ ବେଳେ କାଟ୍ ଖାଇଯାଇଛି ସେମାନଙ୍କ ଆବେଦନ। କାରଣ ସେମାନଙ୍କ ପାଖରେ ରହିଛି ଦୁଇ ଦୁଇଟି ରାଜ୍ୟ ଆନ୍ଧ୍ର ଏବଂ ଓଡ଼ିଶାର ଆଧାର କାର୍ଡ। କେମିତି ହଟିବ ସମସ୍ୟା, ସେଥିପାଇଁ ଅଣ୍ଟା ଭିଡ଼ିଛି ପ୍ରଶାସନ। More
  • Deviprasad Jena
  • 2 weeks ago

Actor Uttam Mohanty: ଓଡ଼ିଆ ସିନେମା ଜଗତର ମାଇଲଖୁଣ୍ଟ ଭେଟେରାନ ଉତ୍ତମ ମହାନ୍ତି

ଉତ୍ତମ ମହାନ୍ତି ଏମିତି ଜଣେ ଅଭନେତା ଯିଏ ନିଜର ଅଭିନୟ ଯାଦୁରେ ସମସ୍ତ ଚରିତ୍ରକୁ ବେଶ୍ ଭଲଭାବେ ପରଦାରେ ଫୁଟାଇ ପାରନ୍ତି । ସେ ହେଉଛନ୍ତି ୯୦ ଦଶକର ବାଦଶାହ । ତାଙ୍କ ଅଭିନୀତ ଅନେକ ଫିଲ୍ମ ସୁପରହିଟ୍ ହୋଇଛି । More
  • Saroj Kumar Jena
  • 2 weeks ago

Flood light Failure: ଫେଲ ମାରିଲା ଫ୍ଲଡ ଲାଇଟ, ପ୍ୟାଭିଲିୟନକୁ ଫେରିଲେ ଉଭୟ ଦଳର ଖେଳାଳି

୬.୧ ଓଭରରେ ଭାରତର ସ୍କୋର ବିନା କ୍ଷତିରେ ୪୮ ରନ ହୋଇଥିବା ବେଳେ ଫ୍ଲଡ ଲାଇଟରେ ତ୍ରୁଟି ଦେଖା ଦେଇଥିଲା। ପ୍ରଥମେ ଷ୍ଟାଣ୍ଡର କିଛି ଲାଇଟ ବନ୍ଦ ହୋଇ ଯାଇଥିଲା। ଏହା ପରେ ତୁରନ୍ତ ସବୁ ଲାଇଟ ଆସିଥିଲା। ମାତ୍ର ଖେଳାଳି ମାନେ ପ୍ରସ୍ତୁତ ହେଉଥିବା ବେଳେ ସମ୍ପୂର୍ଣ୍ଣ ଷ୍ଟାଣ୍ଡର ଲାଇଟ ଲିଭି ଯାଇଥିଲା। More
  • Manoranjan Sial
  • 2 weeks ago

Love Bird Suicide: ପ୍ରପୋଜାଲ୍‌ ଡେ’ରେ ଝୁଲି ପଡ଼ିଲେ ପ୍ରେମୀ ଯୁଗଳ!

ଶନିବାର ସନ୍ଧ୍ୟା ବେଳେ ପଦ୍ମାଙ୍କ ପରିବାର ଲୋକ କେଓମାଲ ଗାଁକୁ ଆସିଥିଲେ। ଆଉ ସାଥୀରେ ଝିଅକୁ ନେବା ପାଇଁ ଅଡି ବସିଥିଲେ। ହେଲେ ପଦ୍ମା ଯାଇନଥିଲେ। ଯାହାକୁ ନେଇ ପରିବାର ଭିତରେ ବିବାଦ ଦେଖାଦେଇଥିଲା। More