• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Tuesday, 04 February 2025

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Manoranjan Sial
  • 2 weeks ago

National Defence College: ଓଡ଼ିଶା ଗସ୍ତରେ ନ୍ୟାସନାଲ ଡିଫେନ୍ସ କଲେଜର ପ୍ରତିନିଧି ଦଳ

ଭୁବନେଶ୍ୱରରେ ଡିଜିପି ସମ୍ମିଳନୀ, ପ୍ରବାସୀ ଭାରତୀୟ ଦିବସ ଓ ଉତ୍କର୍ଷ ଓଡ଼ିଶା ଭଳି ମେଗା ଇଭେଣ୍ଟକୁ ଶୃଙ୍ଖଳିତ ଭାବେ ଆୟୋଜନ କରିବାରୁ ଓଡ଼ିଶା ପୋଲିସର ମୁଖ୍ୟ ଭୂମିକାକୁ ସ୍ୱାଗତ କରିଥିଲେ ପ୍ରତିନିଧି ମଣ୍ଡଳୀ। More
  • Manoranjan Sial
  • 2 weeks ago

No Officer In Govt Office: ମୁରବୀ ଶୂନ୍ୟ ସହର, ଭଗବାନଙ୍କ ଦୟାରୁ ଜୀଉଁଛନ୍ତି ଲୋକେ!

ମୁରବୀ ଶୂନ୍ୟ ହୋଇପଡ଼ିଛି ସହର। ଗୁରୁତ୍ୱପୂର୍ଣ୍ଣ ଚାରୋଟି ବିଭାଗରେ ନାହାଁନ୍ତି ଅଧିକାରୀ। ଅତିରିକ୍ତ ଦାୟିତ୍ୱରେ ଚାଲିଛି ସରକାରୀ କାର୍ଯ୍ୟାଳୟ।। More
  • Manoranjan Sial
  • 2 weeks ago

Mo Bus Accident in Bhubaneswar: ରାସ୍ତାରେ ଲୋଟିଛି ସାଇକେଲ୍... ଆଗରେ ଝୁଲିଛି ବିସ୍କୁଟ ଜରି...

ଦୋକାନକୁ ଫୁଲ ଦେବା ପାଇଁ ଓ ବିସ୍କୁଟ ନେବା ପାଇଁ ଆସିଥିଲା ମୀନତି ଓରଫ୍‌ ମୁନୀ। ସାଇକେଲରେ ଘରକୁ ଫେରିବା ବେଳେ ଘଟିଲା ମର୍ମନ୍ତୁଦ ଦୁର୍ଘଟଣା। More
  • Sujit kumar Swain
  • 2 weeks ago

Countdown Begins for Barabati Battle: ବାରବାଟୀ ବ୍ୟାଟେଲ ପାଇଁ କାଉଣ୍ଟଡାଉନ୍; ସ୍ବତନ୍ତ୍ର ପ୍ୟାଭେଲିୟନରେ ମ୍ୟାଚ୍ ଦେଖିବେ ରାଜ୍ୟର ଗୌରବ

ସୁପର୍ ସଣ୍ଡେରେ ଇଣ୍ଡିଆ-ଇଂଲଣ୍ଡ ସୁପର ଟକ୍କରକୁ ଆଉ ମାତ୍ର 4 ଦିନ । ତେଣୁ ଜୋରଦାର ହୋଇଛି ପ୍ରସ୍ତୁତି। ହେଲେ ବଡ଼ କଥା ହେଉଛି ଏଥର ପ୍ରଥମଥର ପାଇଁ ଷ୍ଟାଡିୟମରେ ଲିଜେଣ୍ଡାରୀ ବକ୍ସର ବ୍ୟବସ୍ଥା କରିଛି ଓସିଏ। More
  • Manoranjan Sial
  • 2 weeks ago

IAS Officers Will Go To Village: ଗ୍ରାଉଣ୍ଡରେ କେତେ ପହଞ୍ଚୁଛି ସରକାରଙ୍କ ଯୋଜନା? ସ୍ଥିତି ପରଖିବାକୁ ଗାଁକୁ ଯିବେ ବାବୁ

ଆଇଏଏସ୍ ଡିକେ ସିଂଙ୍କୁ ଜଗତସିଂହପୁର, ସୁରେନ୍ଦ୍ର କୁମାରଙ୍କୁ ଯାଜପୁର, ଜି. ମାଥିଭାଥନନଙ୍କୁ ବଲାଙ୍ଗୀର, ହେମନ୍ତ ଶର୍ମାଙ୍କୁ ସମ୍ବଲପୁର, ଅରବିନ୍ଦ ପାଢୀଙ୍କୁ ପୁରୀ, ଶ୍ୱାଶତ ମିଶ୍ରଙ୍କୁ ଢେଙ୍କାନାଳ, ବିଶାଲ ଦେବଙ୍କୁ ବାଲେଶ୍ୱର ଓ ଉଷା ପାଢୀଙ୍କୁ ଭଦ୍ରକ ଭଳି ୩୦ ଜିଲ୍ଲା ଗସ୍ତ ପାଇଁ ୩୦ ଆଇଏଏସଙ୍କୁ ନିର୍ଦ୍ଦେଶ ଦିଆଯାଇଛି। More
  • Sujit kumar Swain
  • 2 weeks ago

Bhubaneswar Runs for Cancer Awareness: ବିଶ୍ବ କର୍କଟ ଦିବସରେ ଓଟିଭିର ମିନି ମାରାଥନ୍; 'ଜୀବନ ଆଡକୁ ଦୌଡ଼'ର ଥିମ୍‌ରେ ଦୌଡ଼ିଲା ରାଜଧାନୀ

ଦୌଡ଼ିଲା ରାଜଧାନୀ...ଦୌଡ଼ିଲେ ସେଲିବ୍ରିଟି, ସିନେ ଷ୍ଟାର୍, ଯୁବଗୋଷ୍ଠୀ, ଛାତ୍ରଛାତ୍ରୀ...ସମାଜ ପାଇଁ ଥିଲା ମାରାତ୍ମକ କ୍ୟାନସରର ଭୟାବହତାକୁ ଜାଣି, ତା ସହ ଲଢି, ଜିଣିବାର ବଡ଼ ସଚେତନତା ବାର୍ତ୍ତା ତ, ଓଟିଭିର ଥିମ୍ ଥିଲା ଜୀବନ ଆଡକୁ ଦୌଡ଼...ତେଣୁ ସମୟର ଢେର ଆଗରୁ କର୍କଟ ବିରୋଧୀ ସଚେତନତା ଲଢ଼େଇରେ ସାମିଲ ହେବାକୁ କଳିଙ୍ଗ ଷ୍ଟାଡିୟମରେ ଭରି ସାରିଥିଲା ଉତ୍ସାହର ଭିଡ଼। More
  • Sujit kumar Swain
  • 2 weeks ago

Matrimonial Fraud In Bhubaneswar: ମହଙ୍ଗା ପଡ଼ିଲା ମାଟ୍ରିମୋନି ସାଇଟରୁ ବର ଖୋଜା; ଧରାପଡ଼ିଲା ବିବାହ ନାଁରେ ଯୁବତୀଙ୍କୁ ଚୁନ ଲଗାଉଥିବା ଭଣ୍ଡ ରସିକ...

ଚେହେରା ଭୋଲେଭାଲା...କାଣ୍ଡ କିନ୍ତୁ ଭୟଙ୍କର...କିଏ ଜାଣିଥିଲା ଉପରକୁ ସରଳ ଦେଖାଯାଉଥିବା ଯୁବକ ଯେ ଖେଳିବେ ସାଂଘାତିକ ଖେଳ...ମାଟ୍ରିମୋନି ସାଇଟରେ ବିଜ୍ଞାପନ ଦେଇ ଚୁନା ଲଗାଇବ ମାଳ ମାଳ ଯୁବତୀଙ୍କୁ ବୋଲି...ଆଜି ବାବୁଙ୍କ ଅସଲ ଚେହେରା ସାମ୍ନାକୁ ଆସିଛି, ପଦାରେ ପଡ଼ିଛି ସବୁ ଜଘନ୍ୟ କାଣ୍ଡର ଗୁମର।  More
  • Manoranjan Sial
  • 2 weeks ago

Ganjam BJD Tension: ଘର ସଜାଡିବାକୁ ବ୍ରହ୍ମପୁର ସର୍କିଟ୍ ହାଉସରେ ସଂଜୟ ଦାସବର୍ମା

ଗତ ସାଧାରଣ ନିର୍ବାଚନରେ କେବଳ ହିଞ୍ଜିଳି ଛାଡ଼ି ଅନ୍ୟ ସବୁଠି ବିଜେଡିର ଶୋଚନୀୟ ପରାଜୟ ହୋଇଛି। ଯେଉଁଥିପାଇଁ ବିଜେଡି ଭିତରେ ମତଭେଟ୍‌ ସୃଷ୍ଟି ହୋଇଥିଲା। ଦଳର ବରିଷ୍ଠଙ୍କଠାରୁ ଆରମ୍ଭ କର୍ମୀ ସମସ୍ତେ ପରସ୍ପର ବିରୋଧରେ ବିଷ ଓଗାଳୁ ଥିଲେ More
  • Manoranjan Sial
  • 2 weeks ago

Khandagiri Mela: ହରହର ମହାଦେବ ଡାକରେ ପ୍ରକମ୍ପିତ ହେଉଛି ଖଣ୍ଡଗିରି ଗୁମ୍ଫା

ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ଚାଲିବ ଖଣ୍ଡଗିରି ପାହାଡ ଉପରେ ଥିବା ମାଆ ବାରଭୂଜାଙ୍କ ରୀତିନୀତି ଓ ପୂଜାର୍ଚ୍ଚନା। ପ୍ରତିଦିନ ଏକ ହଜାର ଶ୍ରଦ୍ଧାଳୁଙ୍କ ଲାଗି ପ୍ରସାଦ ସେବନର ବ୍ୟବସ୍ଥା ସହ ସାଧୁ ସନ୍ଥଙ୍କ ଲାଗି ଟେଣ୍ଟ ବ୍ୟବସ୍ଥା କରାଯାଇଛି। More
  • Manoranjan Sial
  • 2 weeks ago

Excise Department Raid: ଅବକାରୀ ବିଭାଗ ଓ ମଦ ମାଫିଆଙ୍କ ଗୋଡ଼ାଗୋଡି ଖେଳ!

ଅବକାରୀ ବିଭାଗ କର୍ମଚାରୀମାନେ ମଦ ମାଫିଆଙ୍କ ସ୍କର୍ପିଓକୁ ପିଛା କରିଥିଲେ। ପ୍ରାୟ ଦଶ କିଲୋମିଟର ଧରି ଗୋଡାଇଥିଲେ। ଗୋଡାଗୋଡ଼ି ପରେ ମଦ ଭର୍ତ୍ତି ସ୍କର୍ପିଓକୁ ଧରିବାରେ ସଫଳ ହୋଇଥିଲା ଅବକାରୀ ବିଭାଗ। More
  • Sarojini Sankhua
  • 2 weeks ago

History of Magha Saptami: ଏଇଠି ପାପ ଧୋଇଥିଲେ ମହାଦେବ, କେମିତି ବଦଳି ଗଲା ଖଣ୍ଡଗିରିର ନାଁ?

ଓଡ଼ିଶାର କେଉଁ କେଉଁ ସ୍ଥାନରେ ହୁଏ ମାଘ ସପ୍ତମୀ ମେଳା, କେଉଁଠି ହୁଏ ମାଘବୁଡ଼? କେମିତି ହୋଇଥିଲା ଖଣ୍ଡଗିରିର ନାମକରଣ? ମାଘ ମାସରେ କେଉଁ ଦେବତାଙ୍କର ପୂଜା କରାଯାଏ? More
  • Sonali Ojha
  • 3 weeks ago

Mo Bus Accident: 'ମୋ ବସ୍' ଚକା ତଳେ ଗଲା ନାବାଳିକା ଜୀବନ; ତାତିଲେ ଲୋକେ

ରାଜଧାନୀରେ ସକାଳୁ ବଡ଼ ଅଘଟଣ ଘଟିଛି। ନନ୍ଦନକାନନ ଥାନା ରଘୁନାଥପୁରରେ ନାବାଳିକା ଉପରେ ମାଡିଯାଇଛି ମୋ ବସ୍ । ଝିଅଟି ସାଇକେଲରେ ଯାଉଥିବା ବେଳେ ତାକୁ ‘ମୋ ବସ୍‌’ଧକ୍କା ଦେଇଥିଲା । More
  • Pallipuspa Samal
  • 3 weeks ago

Panchang Today 4th February 2025: ଆଜିର ପଞ୍ଚାଙ୍ଗ, ଶୁଭ ସମୟ ଦେଖି ଘରେ କରନ୍ତୁ ଶୁଭ କାର୍ଯ୍ୟ

ମକର ମାସ ମାଘ ଶୁକ୍ଲପକ୍ଷ । ଇଂରାଜୀରେ ୦୪ ତାରିଖ ମଙ୍ଗଳବାର । ଆଜି କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ.... More
  • Sonali Ojha
  • 3 weeks ago

Mini Marathon: କ୍ୟାସନର ସହ ଲଢ଼ିବା ପାଇଁ ଓଟିଭିର ଭିନ୍ନ ପ୍ରୟାସ; ସଂକଳ୍ପର ଗଣଦୌଡରେ ସାମିଲ୍ ହେଲା ଓଡ଼ିଶା

କଳିଙ୍ଗ ଷ୍ଟାଡିୟମ ପରିସରରୁ ମାରାଥନ୍ ଦୌଡ଼ କାର୍ଯ୍ୟକ୍ରମ ହୋଇଛି। କ୍ୟାନସରକୁ ନେଇ ସଚେତନତା ଉଦ୍ଦେଶ୍ୟରେ ପ୍ରତିବର୍ଷ ଆଜିର ଦିନରେ ପାଳନ ହେଉଛି ବିଶ୍ବ କର୍କଟ ଦିବସ। ଚଳିତ ବର୍ଷର ଥିମ୍ ରହିଛି ୟୁନାଇଟେଡ୍ ବାଏ ୟୁନିକ୍। More
  • Santosh Kumar Sahoo
  • 3 weeks ago

Brown Sugar: ବାଲେଶ୍ବରରେ ବେଧଡ଼କ୍ ଚାଲିଛି ଧଳାଜହର କାରବାର, ପଶ୍ଚିମବଙ୍ଗରୁ ଜଳପଥ ଦେଇ ଆସୁଛି ଓଡ଼ିଶା

ଧଳା ଜହରର ହବ୍ ପାଲଟିଛି ବାଲେଶ୍ବର। ବେଧଡକ୍ ଚାଲିଛି କାରବାର। ରୋକିବାକୁ ଯେମିତି କିହି ନାହିଁ । ପଶ୍ଚିମବଙ୍ଗ ସୀମାନ୍ତ ବାଲେଶ୍ୱର ଓ ଜଳେଶ୍ୱରରେ ପ୍ରାୟ ୩୦ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ବ୍ରାଉନସୁଗାର କାରବାର ହେଉଛି। More
  • Santosh Kumar Sahoo
  • 3 weeks ago

Bonda Ghati: ବଦଳୁଛି ବଣ୍ଡାଘାଟି ମଣିଷଙ୍କ ଭାଗ୍ୟ; ଆଉ ଛପର କି କୁଡ଼ିଆ ନୁହେଁ, ରହିବେ କଂକ୍ରିଟ୍ ଘରେ

ସିମେଣ୍ଟ...ବାଲି...ଗୋଡ଼ି...ଲୁହା ଛଡ଼ ସହ ନିଅଁ ପଡୁଛି... ବଣ ପାହାଡ଼ ଇଲାକାର ମଣିଷଙ୍କ ପାଇଁ ଆଉ ଚାଳ ଛପର କି କୁଡ଼ିଆ ନୁହେଁ, ତିଆରି ହେଉଛି ପକ୍କା ଘର । ନା ଆଉ ଝଡ଼ବତାସର ଡର ଥିବ ନା ଖରା-ଶୀତର ପ୍ରକୋପ ରହିବ। ଏବେ ବଣ୍ଡାଘାଟିର ମଣିଷ ରହିବେ ପକ୍କା ଘରେ । More
  • Santosh Kumar Sahoo
  • 3 weeks ago

Paddy Procurement: କେବେ ବନ୍ଦ ହେବ କଟନି-ଛଟନି ? ୪ ରୁ ୯ କେଜି ଯାଏଁ ଧାନ କାଟୁଛନ୍ତି ମିଲର୍

ଉପକୂଳରେ ଉତ୍କଟ ହୋଇଛି ମଣ୍ଡି ସମସ୍ୟା । କେଉଁଠି ଧାନ ପଡ଼ିଛି, ଆସୁନାହାନ୍ତି ମିଲର ତ କେଉଁଠି ଅଧିକ କଟନୀ ଛଟଣୀ ପାଇଁ ଚାଷୀଙ୍କୁ ଧମକ । ଚାଷୀ ବେଶରେ ମଣ୍ଡି ବୁଲି କଟଣୀ ଛଟଣୀର ସ୍ଥିତି ପରଖିଲେ ଜିଲ୍ଲାପାଳ । More
  • Santosh Kumar Sahoo
  • 3 weeks ago

Hansita-Anil Case: ଝାରପଡ଼ା ଜେଲରେ ଆୟକର ବିଭାଗ, ଠକ ଦମ୍ପତି ହଂସିତା-ଅନୀଲକୁ କଲା ମାରାଥନ ଜେରା

ଝାରପଡା ଜେଲରେ ଆଇଟି । ହଂସିତା-ଅନୀଲକୁ ମାରାଥନ ଜେରା, ବଡବଡିଆଙ୍କ ଛାତି ଧଡ଼ଧଡ଼ । ଧୀରେ ଧୀରେ ଖୋଲୁଛି ଠକ ଯୋଡିଙ୍କ ଠକ ସାମ୍ରାଜ୍ୟର ଗୁମର । ସ୍ପଷ୍ଟ ହେଉଛି ବେନାମୀ ସଂପତ୍ତିର ମାଲିକାନା । More
  • Saroj Kumar Jena
  • 3 weeks ago

Smart Lootera: ସ୍ମାର୍ଟ ସିଟିର ସ୍ମାର୍ଟ ଲୁଟେରା, ଟାର୍ଗେଟରେ ହୋଟେଲରେ ହେଉଥିବା ବିବାହ

ରାଜଧାନୀ ଭୁବନେଶ୍ବରରେ ଆପାର୍ଟମେଣ୍ଟ ଓ ଘର ପରେ ଏବେ ଟାର୍ଗେଟରେ ହୋଟେଲରେ ହେଉଥିବା ବିବାହ। ପୋଲିସର ନାକ ତଳେ ଲୁଟି ନେଇଛନ୍ତି ୧୦ ଲକ୍ଷ ଟଙ୍କାର ସୁନା ଓ ହୀରା ଗହଣା ସହ ଅଢେଇ ଲକ୍ଷର ନଗଦ। ହୋଟେଲ୍ ସିସିଟିଭିରେ କଏଦ ହୋଇଛି ଲୁଟେରାର ପୁରା କାରନାମା। More