• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Thursday, 13 February 2025

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Deviprasad Jena
  • 1 week ago

Education System: ମୁଣ୍ଡ ଉପରେ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା; ଗଞ୍ଜାମ ଜିଲ୍ଲାରୁ ଆସିଲା ଶିକ୍ଷାଦାନ ବିଭ୍ରାଟର ଉତ୍କଟ ଚିତ୍ର

ଆଉ ମାତ୍ର ଦିନ କେଇଟା ପରେ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା । କିନ୍ତୁ, ଗଞ୍ଜାମ ଜିଲ୍ଲାରୁ ଆସିଛି ଶିକ୍ଷାଦାନ ବିଭ୍ରାଟର ଉତ୍କଟ ଚିତ୍ର । କେଉଁଠି ସରିନି କୋର୍ସ ପୁଣି କେଉଁଠି ନାହାନ୍ତି ଶିକ୍ଷକ । ନାଁକୁ ଅଛି 'ଫାଇଭ୍ ଟି' ସ୍କୁଲ୍ ହେଲେ ଶିକ୍ଷାଦାନରେ ଫେଲ୍ ।  More
  • Deviprasad Jena
  • 1 week ago

Sura Routray : ସୁରେଶ ରାଉତରାୟଙ୍କ ଉପରୁ ଉଠିବ କି ନିଲମ୍ୱନ ? ଭକ୍ତ ଦାସ ନୂଆ ପିସିସି ସଭାପତି ହେବାପରେ ଆରମ୍ଭହେଲା ଚର୍ଚ୍ଚା

ସୁରେଶ ରାଉତରାୟ ପୁଣି ଥରେ କଂଗ୍ରେସକୁ ଫେରିପାରନ୍ତି ବୋଲି ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଭକ୍ତ ଚରଣ ଦାସ କଂଗ୍ରେସର ନୂଆ ପିସିସି ସଭାପତି ନିଯୁକ୍ତ ହେବା ପରେ ସୁରଙ୍କ ଉପରୁ ନିଲମ୍ବନ ଆଦେଶ ଉଠିପାରେ ବୋଲି ଚର୍ଚ୍ଚା ହେଉଛି । More
  • Deviprasad Jena
  • 1 week ago

Odisha Weather Update: ଫେବ୍ରୁଆରୀରୁ ଟାଇଁ ଟାଇଁ ଖରା; ୩୫ ଡେଇଁଲା ରାଜଧାନୀର ତାତି

ଚଳିତ ବର୍ଷ ପ୍ରଥମ ଥର ଫେବ୍ରୁଆରୀ ମାସରେ ୩୫ ଡିଗ୍ରୀ ଛୁଇଁଛି ରାଜଧାନୀ ତାତି । ଦିନ ସାଢେ ୨ଟା ବେଳକୁ ହିଁ ଭୁବନେଶ୍ବର ତାପମାତ୍ରା ୩୫ ଡିଗ୍ରୀ ରେକର୍ଡ ହୋଇଥିଲା । More
  • Manoranjan Sial
  • 1 week ago

BJD Supremo in Tension: ହଲର ବଲର ନେତାଙ୍କୁ ନେଇ ଚିନ୍ତାରେ ବିଜେଡି ସୁପ୍ରିମୋ

ଆଜି ବିଧାନସଭାର ବଜେଟ୍ ଅଧିବେଶନର ପ୍ରଥମ ଦିନରେ ନବୀନ ଗୃହକୁ ପ୍ରବେଶ କରୁଥିଲେ। ଠିକ୍‌ ସେତିକି ବେଳେ ତାଙ୍କୁ ସ୍ୱାଗତ କରିବାକୁ ଚମ୍ପୁଆ ବିଧାୟକ ସନାତନ ମହାକୁଡ଼ଙ୍କ ସମେତ ଦଳୀୟ ବିଧାୟକମାନେ ଉପସ୍ଥିତ ଥିଲେ। More
  • Saroj Kumar Jena
  • 1 week ago

Dear DR Book: ଶିଳ୍ପପତିଙ୍କୁ ଠକିଛନ୍ତି କି ଦିଲ୍ଲୀପ ରାୟ, ‘ଡିଅର୍‌ ଡିଆର୍‌’ ପୁସ୍ତକରେ ବଡ ଖୁଲାସା

ଖଣିମାଲିକ ଦୀପ୍ତିରଞ୍ଜନ ପଟ୍ଟନାୟକଙ୍କ ଜୀବନୀ ଉପରେ ଲିଖିତ ‘ଡିଅର୍‌ ଡିଆର୍‌’ ପୁସ୍ତକରେ ଦିଲ୍ଲୀପ ରାୟଙ୍କ ସଂପର୍କରେ ଲେଖାକୁ ନେଇ ହଟଚମଟ। କେବଳ ସେତିକି ନୁହେଁ, ଅନ୍ୟ ଏକ ଅଧ୍ୟାୟରେ ପଟ୍ଟନାୟକ ପରିବାରର ଭିତିରି କଥାର ଗୁମର ଖୋଲିଛନ୍ତି ଲେଖକ। More
  • Sonali Ojha
  • 1 week ago

Struggle for Living: ମୁଠାଏ ଦାନା ପାଇଁ ସଂଘର୍ଷ; ବାର୍ଦ୍ଧକ୍ୟ ଭତ୍ତା ଟଙ୍କା ଭରସାରେ ୮ ପ୍ରାଣୀ କୁଟୁମ୍ବ

ଗରିବ ପରିବାରଙ୍କ ଉନ୍ନତି ତଥା ଜୀବନଶୈଳୀରେ ପରିବର୍ତ୍ତନ ଆଣିବା ପାଇଁ ଅନେକ ସରକାରୀ ଯୋଜନା ରହିଛି l କିନ୍ତୁ ସେହି ଯୋଜନା ଗୁଡିକଠାରୁ ବହୁ ଦୂରରେ ସୁନାରାମ ଓ ତାଙ୍କ ପରିବାରl More
  • Pallipuspa Samal
  • 1 week ago

Today Panchang 13th Feb 2025: ଆଜିର ପଞ୍ଚାଙ୍ଗ, ଶୁଭ ସମୟ ଦେଖି ନୂତନ ଗାଡ଼ି କ୍ରୟ କରନ୍ତୁ...

କୁମ୍ଭ ମାସ ଫାଲ୍‌ଗୁନ କୃଷ୍ଣପକ୍ଷ । ଇଂରାଜୀରେ ୧୩ ତାରିଖ ଗୁରୁବାର । ଆଜି କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ.... More
  • Sonali Ojha
  • 1 week ago

Weather Update: ମାଘରେ ଭୀଷଣ ଗରମ; ଜାଡ଼ ଉଭାନ୍, କଲବଲ କରୁଛି ତାତି

ସାଧାରଣତଃ ଫେ‍ବୃଆରୀ ମାସ ବେଳକୁ ଶୀତ ଏହାର ପ୍ରକୋପ ଦେଖାଇଥାଏ । ତେବେ ଚଳିତ ବର୍ଷ ଏହି ଧାରାରେ ବିରାମ ଲାଗିଛି।ଶୀତ ଉଭାନ ହୋଇଯାଇଥିବା ବେଳେ ଫେବୃଆରୀ ଆରମ୍ଭରୁ ତାପମାତ୍ରା ବୃଦ୍ଧି ପାଇଛି । More
  • Sonali Ojha
  • 1 week ago

Odisha Budget Session 2025: ଆଜିଠୁ ବିଧାନସଭା ବଜେଟ୍ ଅଧିବେଶନ; ସରକାରଙ୍କୁ ଘେରିବେ ବିରୋଧୀ

ଆଜି ଦିନ ୧୧ଟାରେ ରାଜ୍ୟପାଳଙ୍କ ଅଭିଭାଷଣରୁ ଗୃହକାର୍ଯ୍ୟ ଆରମ୍ଭ ହେବ। ଏହାପରେ ଦିବଂଗତ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ, ପୂର୍ବତନ ବିଧାୟକ ବିଜୟ ମହାନ୍ତି ଓ ସଦନ ନାୟକଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବକୁ ଗୃହରେ ମୁଖ୍ୟମନ୍ତ୍ରୀ ଆଗତ କରିବେ। More
  • Saroj Kumar Jena
  • 1 week ago

Lectures Protest: ଡିଗ୍ରୀ କଲେଜ ଗୁଡ଼ିକୁ ପ୍ରତ୍ୟକ୍ଷ ଅନୁଦାନ ଦାବିରେ ଆନ୍ଦୋଳନ

ଡିଗ୍ରୀ କଲେଜ ଗୁଡ଼ିକୁ ପ୍ରତ୍ୟକ୍ଷ ଅନୁଦାନ ଦାବିରେ ଧାରଣାକୁ ଓହ୍ଲାଇଛି ବ୍ଲକ କ୍ରାଇଟେରିଆ କଲେଜ ଅଧ୍ୟାପକ ଓ କର୍ମଚାରୀ ସଂଘ। ୧୯୯୪ ଶିକ୍ଷା ଅନୁଦାନ ଆଦେଶନାମା ଅନୁଯାୟୀ  ଗୋଟିଏ ଜୁନିୟର କଲେଜ ଏବଂ ଗୋଟିଏ ଡିଗ୍ରୀ କଲେଜକୁ ପ୍ରତ୍ୟକ୍ଷ ଅନୁଦାନ ଦେବାର ବ୍ୟବସ୍ଥା ରହିଛି । ତେବେ ୧୯୯୪ ଶିକ୍ଷା ଅନୁଦାନ ଆଦେଶନାମାକୁ ୨୦୦୪ ମସିହାରେ ପ୍ରତ୍ୟାହାର କରାଗଲା। More
  • Deviprasad Jena
  • 1 week ago

RERA Guidelines: ନଗର ଉନ୍ନୟନ ବିଭାଗର ବିଜ୍ଞପ୍ତି ଉପରେ ହାଇକୋର୍ଟଙ୍କ ରହିତାଦେଶ; ମନ୍ତ୍ରୀ କହିଲେ, ରାୟର ତର୍ଜମା ପରେ ପକ୍ଷ ରଖିବ ବିଭାଗ

ନିଜ ଆଇନକୁ ନିଜେ ଭାଙ୍ଗିଥିଲେ ସରକାର । ବାଜିଲା ହାଇକୋର୍ଟଙ୍କ ଛାଟ । ନଗର ଉନ୍ନୟନ ବିଭାଗର ବିଜ୍ଞପ୍ତିରେ ଲାଗିଲା ରହିତାଦେଶ । More
  • Sujit kumar Swain
  • 1 week ago

Jagadish Katha Awards: ଏକାଦଶ ‘ଜଗଦୀଶ କଥା ସମ୍ମାନ’ ପାଇବେ ପବିତ୍ର ପାଣିଗ୍ରାହୀ...

ଏକାଦଶ ଜଗଦୀଶ କଥା ସମ୍ମାନ ପାଇବେ ପବିତ୍ର ପାଣିଗ୍ରାହୀ । ସୁନନ୍ଦା ପ୍ରଧାନଙ୍କୁ ମିଳିବ ‘ଜଗଦୀଶ ଯୁବ ସମ୍ମାନ’। More
  • Saroj Kumar Jena
  • 1 week ago

Padmashri Controversy: ପଦ୍ମଶ୍ରୀ ପୁରସ୍କାର ବିବାଦ, ୨୪ ତାରିଖରେ ପରବର୍ତ୍ତୀ ଶୁଣାଣି

ଏବେ ଖବର ପଦ୍ମଶ୍ରୀ ପୁରସ୍କାର ବିବାଦକୁ ନେଇ। 2023ରେ ସେ ପାଇବାକୁ ଥିବା ପୁରସ୍କାରକୁ ସମାନ ନାଁଧାରୀ ଅନ୍ୟ ଜଣେ ପାଇଥିବା ନେଇ ଭୁବନେଶ୍ବରର ଅନ୍ତର୍ଯ୍ୟାମୀ ମିଶ୍ରଙ୍କ ଅଭିଯୋଗକୁ ନେଇ ଚର୍ଚ୍ଚା। ମାମଲାରେ ତଥ୍ୟ ପ୍ରମାଣ ସହ ଉଭୟ ପକ୍ଷଙ୍କୁ ବ୍ୟକ୍ତିଗତ ଭାବେ ହାଜର ହେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ More
  • Deviprasad Jena
  • 1 week ago

Bhakta Charan Das: ଭକ୍ତଙ୍କ ଆଡକୁ ଶ୍ରୀକାନ୍ତ ଜେନା ମାରିଲେ ତେରେଛା ବାଣ; କାହିଁକି ଭକ୍ତ ଦାସଙ୍କୁ ପିସିସି ମଙ୍ଗୁଆଳ କଲା AICC ?

ପିସିସି ସଭାପତି ପାଇଁ ଅନେକ ଦାବିଦାର ନେତା ଥାଉ ଥାଉ ଭକ୍ତଙ୍କ ପାଇଁ କେଉଁ ଫ୍ୟାକ୍ଟର କାମ ଦେଲା ତାକୁ ନେଇ ଚର୍ଚ୍ଚା ଲାଗି ରହିଥିବା ବେଳେ ଶ୍ରୀକାନ୍ତ ମାରିଛନ୍ତି ତେରେଛା ବାଣ । More