ଶସ୍ତାରେ ମିଳିବ ମୋବାଇଲ। ମାତ୍ର ୧୦୧ ଟଙ୍କାରେ ସ୍ମାର୍ଟ ଫୋନ୍। ଦୀପାବଳୀ ପାଇଁ ମିଳୁଛି ଏମିତି ଦମ୍ଦାର ଅଫର୍। କେବଳ ଏତିକି ଦିନ ମଧ୍ୟରେ କିଣିବାକୁ ପଡ଼ିବ ଏହି ଫୋନ୍...
ସବୁଠି ଶୁଭୁଛି ପକ୍ଷୀଙ୍କ କିଚିରିମିଚିରି ଶବ୍ଦ। ପକ୍ଷୀଙ୍କ ପ୍ରେମରେ ବାୟା କୁଆଁର ଗାଁ ଲୋକ। ଗାଁ ମୁଣ୍ଡରୁ ନଈ ପଠା, ସବୁଠୁ ଶୁଭୁଛି ଚଢେଇଙ୍କ ସ୍ୱର। ଏ ଗାଁର ଲୋକମାନେ ପାଳି କରି ପକ୍ଷୀମାନଙ୍କୁ ଜଗି ଦେଉଛନ୍ତି ସୁରକ୍ଷା..
କଦଳୀ ଗଛରୁ ତିଆରି ହେଉଛି ବଡ଼ି, ପାମ୍ପଡ଼ ସହ ଅନେକ ଘରକରଣା ସାମଗ୍ରୀ। ହେଲେ କେମିତି? କଦଳୀ କଟା ହେବା ପରେ ଗଛକୁ ବିକ୍ରି କରି ଟଙ୍କା ରୋଜଗାର କରୁଛନ୍ତି ଏଠାକାର ଚାଷୀ।
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
ପିଜା ବର୍ଗରରେ ମିଶୁଛି ସର୍ଫ ଗୁଣ୍ଡ । ଯଦି ଆପଣ ପିଜା-ବର୍ଗର୍ ଖାଇବାକୁ ପସନ୍ଦ କରନ୍ତି ତେବେ ଏହି ଖବର ଆପଣଙ୍କ ପାଇଁ ନିହାତି ଜରୁରୀ ।
୮ ବର୍ଷର କୁନି ଝିଅ ପିହୁ ବି ଶେଷରେ ଅନୁଭବ କଲା ଏ ରାଜ୍ୟରେ ମହିଳାମାନଙ୍କ ସୁରକ୍ଷା ପାଇଁ କିଛି ଧ୍ୟାନ ଦିଆଯାଉନି.. ପ୍ରତିଦିନ ମହିଳାଙ୍କ ଉପରେ ଅତ୍ୟାଚାର, ଦୁଷ୍କର୍ମ, ହତ୍ୟା ଖବର ଶୁଣି ଅତିଷ୍ଟ ହୋଇଯାଇଛି ଏ କୁନି ଝିଅ..
ଇଲେକଟ୍ରିକ ଗାଡି କିଣିବା ପାଇଁ ଲୋକଙ୍କୁ ପ୍ରୋତ୍ସାହିତ କରିବାକୁ ସରକାର ଆପଣାଇଛନ୍ତି ଏକ ନୂଆ ପଦକ୍ଷେପ । ଇଲେକଟ୍ରିକ ଯାନ ଉପରେ ଶତ ପ୍ରତିଶତ ଟିକସ ଓ ପଂଜୀକରଣ ଫି ଛାଡ କରିଛନ୍ତି ରାଜ୍ୟ ସରକାର । ଏନେଇ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ...
ଦରବୃଦ୍ଧି ପ୍ରତିବାଦରେ ବିଜୁ ଛାତ୍ର ଜନତା ଦଳ କରୁଛି ବିକ୍ଷୋଭ.. ଆଜି ଦଳୀୟ ମହିଳା କର୍ମୀମାନେ ରାସ୍ତାରେ ଚୁଲି ଜାଳି ପ୍ରତିବାଦ କରିଥିଲେ.. ଏହାସହ ପେଟ୍ରୋଲ, ଡିଜେଲ୍ ଦର ବୃଦ୍ଧି ନେଇ ସାଇକେଲ, ଟ୍ରଲି ଓ ଶଗଡ଼ରେ ବସି ବିକ୍ଷୋଭ କରିଥିଲେ..
ମୟୂରଭଞ୍ଜର ଝିଅ ହେଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅର୍ଥନୈତିକ ପରାମର୍ଶଦାତା ପରିଷଦର ସଦସ୍ୟା । ମୋଦିଙ୍କ ଅର୍ଥନୈତିକ ପରାମର୍ଶଦାତା ପରିଷଦ ବା ଇକୋନୋମିକ୍ ଆଡଭାଇଜରି କାଉନସିଲର ସଦସ୍ୟା ଭାବେ ମନୋନୀତ ହୋଇଛନ୍ତି ପୁନମ ଗୁପ୍ତା ମିଶ୍ର ।
ଦୀପାବଳି ପରେ ଖୋଲିପାରେ ପ୍ରାଥମିକ ସ୍କୁଲ । ପ୍ରଥମରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଖୋଲିବା ନେଇ ଦୀପାବଳି ପରେ ହୋଇପାରେ ନିଷ୍ପତ୍ତି । ଆଜି ଏନେଇ ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ । ଏ ବିଷୟରେ ଅଧିକ ସୂଚନା ଦେଉଛନ୍ତି ଆମ...
ଅସୁସ୍ଥ ଅଛନ୍ତି ମନ୍ତ୍ରୀ ପ୍ରତାପ ଜେନା । ଗତ 28 ତାରିଖ ଦିନ ଠାରୁ କନ୍ଧମାଳ ଜିଲ୍ଲା ଗସ୍ତରେ ଥିବା ମନ୍ତ୍ରୀ ପ୍ରତାପ ଜେନା ହଠାତ ଅସୁସ୍ଥ ହୋଇପଡ଼ିଛନ୍ତି ।
ଯୁବକଙ୍କୁ ଗୁଳିମାଡ଼ ପରେ ଭୁଜାଲିରେ ହାଣି ହତ୍ୟା। ବାଲେଶ୍ୱରରେ ସଦର ଥାନା କୁରୁଡ଼ା ଛକରେ ବିଚ୍ ରାସ୍ତାରେ ଏପରି ଜଘନ୍ୟ ହତ୍ୟାକାଣ୍ଡ ଘଟିଛି । ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହତ୍ୟା କରିଛନ୍ତି କିଛି ଦୁର୍ବୃତ୍ତ । ଶୁଣନ୍ତୁ ପୂରା ଖବର ...
ସ୍ତ୍ରୀ ରୋଗୀଣା। ପରିଣତ ବୟସରେ ମାଆ। ଦୁଇ ବଢିଲା ଝିଅଙ୍କୁ ନେଇ ସ୍କୁଲ ଘରେ ଦିନ କାଟୁଛନ୍ତି ପଦ୍ମଚରଣ। ନିଜେ ରୋଜଗାର କରିବାକୁ ଅକ୍ଷମ ହୋଇଥିବା ବେଳେ ଘର ତୋଳିବା ହୋଇ ପଡିଛି ସାତ ସପନ।
ଖୋର୍ଦ୍ଧା- ବଲାଙ୍ଗୀର ୫୭ ନମ୍ବ ଜାତୀୟ ରାଜପଥରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଅଜଣା ଗାଡ଼ି ଧକ୍କାରେ ୨ ଜଣ ମହିଳାଙ୍କ ମୃତ । ଏହାକୁ ନେଇ ଘଟଣା ସ୍ଥଳରେ ଉତ୍ତେଜନା ଦେଖା ଦେଇଛି। ଉତ୍ୟକ୍ତ ଲୋକେ ଟାୟାର ଜାଳି ଜାତୀୟ ରାଜପଥ ଅବରୋଧ କରିଛନ୍ତି ।
ଟି-୨୦ ବିଶ୍ୱକପରେ ଆଜି ଭାରତ-ନ୍ୟୁଜିଲ୍ୟାଣ୍ଡ ମୁକାବିଲା । ଦୁଇ ଦଳ ପାଇଁ କର ବା ମର ମ୍ୟାଚ ହେବ ।
ଓଡ଼ିଶା ଗସ୍ତରେ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରା.. ଏହାକୁ ବିରୋଧ କରି ପ୍ରବଳ ବିକ୍ଷୋଭ କରିଛି କଂଗ୍ରେସ। ଉତ୍ତରପ୍ରଦେଶ ଲଖିମପୁର ହିଂସାକାଣ୍ଡକୁ ନେଇ କଂଗ୍ରେସ କେନ୍ଦ୍ରମନ୍ତ୍ରୀଙ୍କ ଓଡ଼ିଶା ଗସ୍ତକୁ ବିରୋଧ କରୁଛି.. ଭୁବନେଶ୍ୱର ବିମାନବନ୍ଦର ନିକଟରେ କଂଗ୍ରେସ କର୍ମୀମାନେ କଳାପତାକା ଦେଖାଇବା ସହ କେନ୍ଦ୍ରମନ୍ତ୍ରୀଙ୍କ ଗାଡ଼ି ଉପରକୁ ଅଣ୍ଡା ଓ...
କୋହଳ ହେଲା କୋଭିଡ କଟକଣା । ପୂର୍ବରୁ ଜାରି କୋଭିଡ କଟକଣାକୁ କୋହଳ କରିଛି ବିଏମସି । ଜାଣନ୍ତୁ କେଉଁ ନିୟମ ହୋଇଛି କୋହଳ ।
ଅଲବିଦା ପାୱାରଷ୍ଟାର ପୁନିତ ରାଜକୁମାର। ପରିବାର ପ୍ରୀୟଜନ ଓ ହଜାର ହଜାର ସଂଖ୍ୟାରେ ଥିବା ତାଙ୍କ ଫ୍ଯାନଙ୍କ ଉପସ୍ଥିତିରେ ପୁନିତଙ୍କୁ ଦିଆଯାଇଛି ଶେଷ ବିଦାୟ । ବେଙ୍ଗାଳୁରୁର କାନ୍ତିରବା ଷ୍ଟୁଡିଓରେ ରାଷ୍ଟ୍ରୀୟ ମର୍ଯ୍ୟଦା ସହ ପୁନିତଙ୍କ ଶେଷକୃତ୍ୟ ହୋଇଛି । ଦେଖନ୍ତୁ ସେହି ସମୟରେ ପୁରା ଚିତ୍ର ।
ୟୁଜର୍ସଙ୍କ ପାଇଁ ଏମିତି ଖୁସି ଖବର ନେଇ ଆସିଛି ହ୍ୱାଟ୍ସଆପ। ଯଦି ଆପଣ ଅନଲାଇନ କାରବାର କରିବେ ତେବେ ପାଇବେ କ୍ୟାସବ୍ୟାକ୍। ଲାଭ ଉଠାଇବାକୁ ଚାହୁଁଥିଲେ, ଜାଣନ୍ତୁ ସବୁ କିଛି...