ଦେଶରେ କରୋନା ସ୍ଥିତିକୁ ଅନୁଧ୍ୟାନ କରି କେନ୍ଦ୍ର ସରକାର ପକ୍ଷରୁ ନଭେମ୍ବର ୩୦ ଯାଏଁ କୋଭିଡ୍ କଟକଣା ଅବଧି ବଢାଯାଇଛି । ଏନେଇ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଜାରି କରାଯାଇଛି ସ୍ୱତନ୍ତ୍ର ଗାଇଡ୍ଲାଇନ୍ସ । ଏବେ ବି ଦେଶରେ ସଂକ୍ରମଣ ଲାଗିରହିଥିବାରୁ ସବୁ ଜନଗହଳି ସ୍ଥାନରେ ଯେପରି...
ଫେସବୁକ୍ କଂପାନୀର ନାଁ ବଦଳିଲା । ଏଣିକି ଫେସବୁକ୍ କଂପାନୀର ନାଁ ରହିବ ମେଟା । ଗତକାଲି ଏନେଇ ଫେସବୁକ୍ ମୁଖ୍ୟ ମାର୍କ ଜୁକରବର୍ଗ ଘୋଷଣା କରିଛନ୍ତି । କଂପାନୀର ନାଁ ବଦଳୁଥିଲେ ମଧ୍ୟ ଫେସବୁକ ସହ ଜଡିତ ସୋସିଆଲ ମିଡିଆ ଗୁଡିକର ନାଁ ଅପରିବର୍ତ୍ତିତ ରହିବ ।...
କିଏ ଜାଣିଥିଲା ଏମିତି ହେବ ବୋଲି। ମାତ୍ର କେଇ ଘଣ୍ଟାରେ ଛିନଛତ୍ର ହୋଇଗଲା ଉପକୂଳ ଓଡ଼ିଶା। ମାଟିରେ ମିଶିଗଲା ଘରଦ୍ୱାର। ଜମିବାଡ଼ିରେ ଲହଡି ଖେଳିଲା ପାଣି। ଶବ ଉପରେ ଚଢି ବାପାମାଆ, ପୁଅଝିଅଙ୍କୁ ଖୋଜିଲେ ସଂପର୍କୀୟ। ସେଦିନର ସେହି ଛାତିଥରା ଘଟଣା ମନେ ପଡିଲେ ଆଖି ହୋଇଯାଏ ଛଳଛଳ...
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
ମମିତା ମୃତ୍ୟୁ ମାମଲାରେ କଂଗ୍ରେସର ପ୍ରେସମିଟ୍। ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ରଣଦୀପ ସୂଜେର୍ଓାଲା ଯୁବତୀ ଓ ନାବାଳିକା ଅପହରଣ ନେଇ ସରକାରଙ୍କୁ ଟାର୍ଗେଟ ମହିଳାଙ୍କ ବିରୋଧରେ ଅପରାଧ ବଢୁଥିବାରୁ ଅସନ୍ତୋଷ
ଘର, ବାରଣ୍ଡା, ଛାତ ଯୁଆଡ଼େ ଚାହିଁବେ ସିଆଡ଼େ ପାଉଁଶର ଆସ୍ତରଣ। ସମ୍ବଲପୁର ଠେଲକୋଲି ଅଞ୍ଚଳରେ ଏଭଳି ଘଟଣା ଦେଖିବାକୁ ମିଳିଛି। ସ୍ଥାନୀୟ ଅଞ୍ଚଳରେ ଥିବା JSW-ଭୂଷଣ କମ୍ପାନିର ଧଳା ପାଉଁଶ ଯୋଗୁଁ ଲୋକଙ୍କ ଘରେ ଏଭଳି ପାଉଁଶର ମୋଟା ଆସ୍ତରଣ ଦେଖାଦେଇଛି।
ବମ୍ବେ ହାଇକୋର୍ଟ ସାହାରୁଖ୍ ଖାନଙ୍କ ପୁଅ ଆର୍ୟନ୍ ଖାନ୍ ଙ୍କ ଜାମିନ୍ ମଞ୍ଜୁର କରିଛନ୍ତି। ତାଙ୍କ ସହ ଆଉ କେଉଁମାନେ ଜାମିନ୍ ପାଇଲେ ଶୁଣନ୍ତୁ କହୁଛନ୍ତି କେସ୍ ଲଢ଼ୁଥିବା ବରିଷ୍ଠ ଆଇନଜୀବୀ
ଆଉ କିଛି ଦିନ ବାକି ରହିଲା ଆଲୋକର ପର୍ବ ଦୀପାବଳି। ଘରେ ଘରେ ଜଳିବ ମାଳ ମାଳ ଦୀପ । ଦୀପର ଆଲୋକରେ ଦୂରେଇ ଯିବ ଅନ୍ଧକାର । ଏହି ଅବସରରରେ ଦୀପ ପ୍ରସ୍ତୁତିରେ ଲାଗିପଡିଛିନ୍ତି କାରିଗର । କୁମ୍ଭାରମାନେ ଦୀପାବଳି ପାଇଁ ଭଳି କି ଭଳି ଦୀପ...
ବୋଲ ମାନୁନି ତେଲ ଦର । ପ୍ରତିଦିନ ବଢ଼ିବାରେ ଲାଗିଛି ପେଟ୍ରୋଲ ଓ ଡିଜେଲ୍ ଦର । ମାଲକାନଗିରିରେ ପେଟ୍ରୋଲ ଦର ରାଜ୍ୟରେ ସବୁଠୁ ମହଙ୍ଗା ।
ବହିଷ୍କୃତ କନେଷ୍ଟବଳ ପ୍ରସନ୍ନ ବେହେରାଙ୍କ ଅଡ଼ୁଆ ଆହୁରି ବଢ଼ିଗଲା.. ପ୍ରସନ୍ନଙ୍କ ଘର, ହୋଟେଲ ଓ କିଛି ବ୍ୟବସାୟ ଅନୁଷ୍ଠାନରେ ରେଡ୍ ଏକକାଳୀନ ଚଢାଉ କରିଛି ଭିଜିଲାନ୍ସ ।
ବୋଲ ମାନୁନି ତେଲ ଦର । ପ୍ରତିଦିନ ବଢ଼ିବାରେ ଲାଗିଛି ପେଟ୍ରୋଲ ଓ ଡିଜେଲ୍ ଦର । ମାଲକାନଗିରିରେ ପେଟ୍ରୋଲ ଦର ରାଜ୍ୟରେ ସବୁଠୁ ମହଙ୍ଗା । ମାଲକାନଗିରିରେ ପେଟ୍ରୋଲ ଦର ୧୧୪.୮୪ ପଇସା ରହିଥିବା ବେଳେ ଡିଜେଲ୍ ଦର ୧୧୧ ଟଙ୍କା ଉପରେ ରହିଛି । ସେହିଭଳି...
ମର୍ଯ୍ୟାଦାଯୁକ୍ତ ସର୍ବୋଚ୍ଚ ଖେଳରତ୍ନ ସମ୍ମାନ ପାଇଁ ପ୍ରମୋଦ ଭଗତଙ୍କ ନାଁ ସୁପାରିସ କରାଯାଇଛି.. ୨୦୨୧ ମେଜର ଧ୍ୟାନଚାନ୍ଦ ଖେଳରତ୍ନ ପୁରସ୍କାର ପାଇଁ ୧୧ ଜଣଙ୍କ ନାଁ ସୁପାରିସ କରାଯାଇଥିବା ବେଳେ ସେଥିରେ ରହିଛି ଓଡ଼ିଆ ପାରା ବ୍ୟାଡମିଣ୍ଟନ ଖେଳାଳି ପ୍ରମୋଦ ଭଗତଙ୍କ ନାଁ.
ଏକାଥରକେ ୪ ଜଣ ଶିଶୁକୁ ଜନ୍ମ ଦେଲେ ମହିଳା.. ପୂର୍ବରୁ ଦୁଇ ଥର ସନ୍ତାନର ଜନନୀ ହୋଇଥିଲେ। ଏବେ ତୃତୀୟ ଥର ସେ ଗର୍ଭବତୀ ହୋଇଥିଲେ..ମାଆ ଓ ଛୁଆ ସବୁ ସୁରକ୍ଷିତ ଅଛନ୍ତି.
ମମିତା ହତ୍ୟା ମାମଲାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଓ ଗିରଫ ଦାବିରେ ଆଜି ବିଜେପି କରୁଛି ୧୨ ଘଣ୍ଟିଆ ସୋନପୁର ବନ୍ଦ
ସହଜ ହେଲା ବିମାନ କିଣିବା। ଏଣିକି ଲୋନ୍ ନେଇ ଆପଣ ବି କିଣିପାରିବେ ନିଜସ୍ୱ ବିମାନ। ଏହି ବ୍ୟାଙ୍କ ଓ କମ୍ପାନୀ ଦେଉଛନ୍ତି ଦେଉଛନ୍ତି ଏମିତି ସୁବିଧା।
ପ୍ରଥମେ ଫ୍ରେଣ୍ଡ। ତା ପରେ ଚାଟିଂ। ଏମିତି ସଂପର୍କ ହୁଏ ସୁଦୁଢ। ପରେ ଆରମ୍ଭ ହୋଇଯାଏ ଅଭିନୟ। କିଛି ସାହାର୍ଯ୍ୟ ପାଇଁ ଅନୁରୋଧ କରି ଲୁଟି ନିଏ ସର୍ବସ୍ୱ।
ଛୋଟିଆ ଘରଟିଏ। ଏଇଠି ହେଉଛି ରୋଷେୟୀବାସ, ଖାଉବା ପିଇବା, ଶୁଆବସା। ଏମିତି ଦୟନୀୟ ଭାବେ ଦୀର୍ଘ ୪ ବର୍ଷ ହେବ ଦିନ କାଟୁଛନ୍ତି ୧୦ ଜଣ। ବଂଚିବାର ଏହି ବିକଳ ଚିତ୍ର କହୁଛି ସରକାରୀ ଯୋଜନାର ପ୍ରକୃତ ସତ ।
ଏଇ ଡିସେମ୍ବରରେ ବାହା ହେବେ ବାର୍ବି ଗାର୍ଲ କ୍ୟାଟ୍ରିନା କୈଫ୍? ବଲିଉଡର ଏହି ଯୋଗ୍ୟ ବ୍ୟକ୍ତିଙ୍କୁ କରିବେ ବିବାହ। ଏମିତି ଚର୍ଚ୍ଚା ଜୋର ଧରିଥିବା ବେଳେ ବାହାଘର ପାଇଁ କିଣା ସରିଲାଣି ପୋଷାକ ।
ହରିୟାଣାର ଏହି ଆଇଏସ୍ ଅଧିକାରୀ ପୁଣି ଥରେ ବଦଳିକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି। ନିଜ ଟ୍ୱିଟ୍ ଓ କାର୍ଯ୍ୟଶୈଳିକୁ ନେଇ ସବୁବେଳେ ଚର୍ଚ୍ଚାରେ ରହୁଥିବା ଏହି ଅଫିସର ବିଷୟରେ ଜାଣିବାକୁ ଚାହୁଁଥିଲେ ।
୨୦୨୧ ମସିହା, ଅକ୍ଟୋବର ମାସ ୨୮ ତାରିଖ, ଗୁରୁବାର, ତୁଳା୧୨ ଦିନ, କାର୍ତ୍ତିକମାସ, କୃଷ୍ଣପକ୍ଷ,ସପ୍ତମୀତିଥି, ପୁନର୍ବସୁ ନକ୍ଷତ୍ର । ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ...