• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

Otv Khabar Bureau

Editor

Posts by Otv Khabar Bureau

rasi
Daily Horoscope,31 Oct 2021: ଜାଣନ୍ତୁ ଆଜିର ରାଶିଫଳ…

ଆଜି୨୦୨୧ ମସିହା, ଅକ୍ଟୋବର ମାସ, ୩୧ ତାରିଖ, ରବିବାର, ତୁଳା ୧୫ ଦିନ, କାର୍ତ୍ତିକମାସ, କୃଷ୍ଣପକ୍ଷ,ଦଶମୀତିଥି, ମଘାନକ୍ଷତ୍ର, ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କ ଦିନ...

‘Manike Mage Hithe’ goes viral
ସୋସିଆଲ୍‌ ମିଡିଆରୁ ମୋବାଇଲ କଲର୍‌ ଟ୍ୟୁନ୍‌, ସବୁଠି ‘ମାନିକେ ମାଗେ ହିତେ’

ସାରା ଦୁନିଆ ଏବେ ଗୋଟିଏ ଗୀତରେ ଗୁଣୁଗୁଣୁ। ବାଥରୁମ ସିଙ୍ଗରରୁ ପ୍ରତିଷ୍ଠିତ ଗାୟକ, ସମସ୍ତଙ୍କ ମୁହଁରେ ଏହି ଗୀତ। ଗୀତଟିକୁ କେହି ବୁଝି ନ ପାରିଲେବି ମ୍ୟୁଜିକରେ ସମସ୍ତେ ମତୁଆଲା। ମାନିକେ ମାଗେ ହିଥେ ଗୀତର ସିଂହଳି ଗାୟିକା ୟୋହାନି ଦିଲୋକା ଡି ସିଲ୍‌ଭାଙ୍କ ବିଷୟରେ ଜାଣନ୍ତୁ ଏମିତି...

Will produce 5 billion vaccine doses for India & world by end-2022: PM Modi at G20 meet
କୋଭିଡ ବିରୋଧରେ ମୋଦୀଙ୍କ ଆହ୍ୱାନ

G20 ବୈଠକରେ ଭାଗ ନେଇ କୋଭିଡ୍ ମହାମାରୀ ବିରୋଧରେ ଏକାଠି ଲଢେଇ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଇଛନ୍ତି ଆହ୍ୱାନ । ଏକ ବିଶ୍ୱ ଏବଂ ଏକ ସ୍ୱାସ୍ଥ୍ୟନୀତି ଉପରେ ଗୁରୁତ୍ୱ ଦେଇଛନ୍ତି ମୋଦୀ ।

Special Story | Some New Rules From 1st November, It May Impact Your Life Styles
ନଭେମ୍ବର ୧ ତାରିଖରୁ ବଡ଼ ପରିବର୍ତ୍ତନ, ଜୀବନଶୈଳୀ ଉପରେ ପଡ଼ିପାରେ ପ୍ରଭାବ!

ଆସନ୍ତାକାଲିଠାରୁ ସାରା ଦେଶରେ ହେଉଛି ବଡ଼ ପରିବର୍ତ୍ତନ। ହାଣ୍ଡିଶାଳଠାରୁ ପାଠପଢା ପର୍ଯ୍ୟନ୍ତ ସବୁ କିଛି ବଦଳିବାକୁ ଯାଉଛି। ଏମିତିକି ଏହିମାସରେ ଦୂରଯାତ୍ରା ଉପରେ ଅଙ୍କୁଶ ଲାଗିଥିବା ବେଳେ ମହାପ୍ରଭୁଙ୍କ ଦର୍ଶନ ପାଇଁ ହୋଇଛି ଏହି ନିୟମ। ସବୁ କିଛି ଜାଣିବା ପାଇଁ ଦେଖନ୍ତୁ ଏହି ରିପୋର୍ଟ...

Missing Man Found Dead In Odisha’s Kendrapara, Family Suspects Murder
ପୁଅ ଚାଲିଗଲା, ମା କାନ୍ଦୁଛି, ସ୍ତ୍ରୀ ପାଳୁଛି ପୁଅର ଜନ୍ମଦିନ

ପୁଅ ଆଗ ନିଖୋଜ ହେଲା। କୁଆଡ଼େ ଗଲା କେହି କିଛି ଜାଣିପାରିଲେନି। ପ୍ରାୟ ଦୁଇ ସପ୍ତାହ ପରେ ଗୋଟେ କେନାଲରୁ ମିଳିଲା ମୃତ ଦେହ।

breaking news
ସଂକ୍ଷେପରେ ଆଜିର ତାଜା ଖବର - Sunday, 31 October 2021

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।

viral-woman-spends-more-than-1-crore-rupees-on-pet-cats-and-dogs-spends-74-thousand-monthly-ashas
ବିଲେଇ କୁକୁର ପାଇଁ କୋଟିଏରୁ ଅଧିକ ଖର୍ଚ୍ଚ କଲେଣି ମହିଳା, ହେଲେ କାହିଁକି..?

ଗୃହପାଳିତ ପଶୁଙ୍କ ଉପରେ ଖର୍ଚ୍ଚ କରୁଛନ୍ତି କୋଟି କୋଟି ଟଙ୍କା । ଆମେରିକାରେ ରହୁଥିବା ଜଣେ ମହିଳା ନିଜ ଗୃହପାଳିତ ପଶୁମାନଙ୍କ ପାଇଁ ଖର୍ଚ୍ଚ କରୁଛନ୍ତି କୋଟି କୋଟି ଟଙ୍କା । ମହିଳା ଜଣକ ନିଜ ଘରେ ୩ଟି ପୋଷା ବିଲେଇ ସହ ଗୋଟିଏ ପୋଷା କୁକୁରକୁ ରଖିଛନ୍ତି ।

fake IAS officers
IAS ଅଫିସର କହି କୋଟି କୋଟି ଟଙ୍କା ଲୁଟୁଥିଲେ

କୋଟିଏ ଟଙ୍କାରୁ ଊର୍ଦ୍ଧ୍ୱ ଠକି ୨ ନକଲି ଆଇଏଏସ୍ ଗିରଫ । ଟୁଇନ ସିଟିରୁ ଉଭୟ ଠକଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ EOW । ଗିରଫ୍ ହୋଇଥିବା ଦୁଇ ଅଭିଯୁକ୍ତ ହେଲେ ସୂର୍ଯ୍ୟମଣି ତ୍ରିପାଠୀ ଓ ଅମିତ କୁମାର ସ୍ୱାଇଁ

Rasid Khan
ଲସିଥ୍ ମାଲିଙ୍ଗାଙ୍କୁ ପଛରେ ପକାଇ ଇତିହାସ ରଚିଲେ ରସିଦ ଖାନ

ରେକର୍ଡ ସୃଷ୍ଟି କଲେ ରସିଦ୍ ଖାନ । ଗତକାଲି ମ୍ୟାଚରେ ନିଜର ଚମତ୍କାର ବୋଲିଂ ଦ୍ୱାରା ଶ୍ରୀଲଙ୍କାର ଦ୍ରୁତ ବୋଲର ଲାସିଥ୍ ମଲିଙ୍ଗାଙ୍କ ରେକର୍ଡ ଭଙ୍ଗ କରିଛନ୍ତି । ଯଦିଓ ଆଫଗାନିସ୍ତାନ ଗତକାଲି ପାକିସ୍ତାନ ଠାରୁ ମ୍ୟାଚ ହାରି ଯାଇଛି, କିନ୍ତୁ ଆଫଗାନିସ୍ତାନର ସ୍ପିନ ବୋଲର ରସିଦ୍ ଖାନ...

Fake Social Media Account
ଆଞ୍ଜେଲ ପ୍ରିୟାର ମାୟା ଜାଲରେ ପଡି ସବୁ ସରିଗଲା

କେତେବେଳେ କେଉଁ ନାଁରେ ସେ ପରିଚିତ। ସବୁବେଳେ ନାଁ ବଦଳାଇ କରୁଥିଲା ଏମିତି। ଟଙ୍କା ଲୁଟିବା ଥିଲା ତାହାର କାମ। ଏବେ ଜାଣନ୍ତୁ ଲୁଟର ଶିକାର ପରେ କଣ କଲେ ଯୁବକ...

Phizer Vaccine
ଆସିଲା ଶିଶୁଙ୍କ ପାଇଁ କରୋନା କବଚ

ଶିଶୁଙ୍କ ପାଇଁ ଆସିଲା କରୋନା କବଚ । ୫ରୁ ୧୧ବର୍ଷ ଶିଶୁଙ୍କୁ ଦିଆଯିବ କୋଭିଡ୍ ଟିକା । ଶିଶୁମାନଙ୍କୁ ଦିଆଯିବ ଫାଇଜର ଟିକା । ଏ ନିଷ୍ପତ୍ତି ନେଇଛନ୍ତି ଆମେରିକାର ଫୁଡ୍ ଏଣ୍ଡ ଡ୍ରଗ ଆଡମିନଷ୍ଟ୍ରସନର।

PM Narendra Modi
ଆାଜି ଗୁରୁତ୍ୱପୂର୍ଣ୍ଣ G20 ସମ୍ମିଳନୀରେ ସାମିଲ ହେବେ ମୋଦି

ଇଟାଲି ପ୍ରଧାନମନ୍ତ୍ରୀ ମାରିଓ ଦ୍ରାଘୀଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ମାରିଓ ଏବଂ ମୋଦିଙ୍କ ମଧୟରେ ଦ୍ୱିପାକ୍ଷିକ ଆଲୋଚନା ହୋଇଛି । ଉଭୟଙ୍କ ମଧ୍ୟରେ ଦୁଇ ଦେଶ ମଧ୍ୟରେ ରହିଥିବା ବନ୍ଧୁତ୍ୱକୁ ଅଧିକ ଶକ୍ତିଶାଳୀ କରିବା ପାଇଁ ଆଲୋଚନା କରିଛନ୍ତି ଦୁଇ ନେତା ।

Aryan Khan Release
୨୭ ଦିନ ପରେ ମୁକୁଳିଲେ ଆର୍ୟନ

କଡ଼ା ସୁରକ୍ଷା ବ୍ୟବସ୍ଥାରେ ଆର୍ଥୁର ରୋଡ୍ ଜେଲରୁ ‘ରେଞ୍ଜ ରୋଭର’ରେ ବସି ମନ୍ନତ ଫେରୁଛନ୍ତି ଆର୍ୟନ ଖାନ। ମୁମ୍ବାଇ କ୍ରୁଜ୍ ପାର୍ଟିରେ ଡ୍ରଗ୍ସ ମାମଲାରେ ଗିରଫ ହୋଇଥିଲେ ଶାହରୁଖ ଖାନଙ୍କ ପୁଅ.. ଅକ୍ଟୋବର ୨ ରାତିରେ ଗିରଫ ହୋଇ ଜେଲରେ ଥିଲେ.. ୨୭ ଦିନ ପରେ ମାଆ, ବାପାଙ୍କ...

diya seller
ଦୀପ କାରିଗରକୁ କରୋନା ମାଡ

ଦିନ କେଇଟା ପରେ ଆଲୋକର ପର୍ବ ଦୀପାବଳି । ଅନ୍ଧକାର ଉପରେ ଆଲୋକର ବିଜୟର ଏହି ପର୍ବରେ ସବୁଠି ଖୋଜା ପଡ଼େ ଦୀପ। ହେଲେ ସାରା ଦୁନିଆକୁ ଆଲୋକିତ କରିବା ପାଇଁ ଦୀପ ଯୋଗାଉଥିବା କୁମ୍ଭକାରର କୂଳ ବେଉସା ଏବେ ଅନ୍ଧାରରେ । ଦେଖନ୍ତୁ କେମିତି ଦୁର୍ଦ୍ଦିନରେ ଦିନ...

Tree man
ଗଛ ପାଇଁ ସମର୍ପିତ ମଣିଷ ବିଜୟ ଜେନା... ନିଇତି ଲଗାନ୍ତି ଗଛ, ବାଣ୍ଟନ୍ତି ଚାରା

ସମାଜରେ ଆପଣ ଅନେକ ମଣିଷ ଦେଖିଥିବେ। ଏମିତି ମଣିଷ କେବେ ହେଲେ ଦେଖି ନଥିବେ। ଯିଏ କି ସକାଳ ପାହିଲେ ଗଛ ମୂଳେ ହାଜର ହୋଇ ଗଛର ଯତ୍ନ ନିଅନ୍ତି। ଆଉ ବାଣ୍ଟନ୍ତି ପରିବେଶ ସୁରକ୍ଷାର ବାର୍ତ୍ତା

Tribal Girl
ଅବିଭକ୍ତ କୋରାପୁଟର ବଣମଲ୍ଲୀ ରୋଜାଲିନ୍ ମିଣିଆକା, ୨ ବର୍ଷରେ ଗାଇଲେଣି ୭୦ ଗୀତ

ଗରିବ ଆଦିବାସୀ ଝିଅଟିଏ। ଏବେ ଅବିଭକ୍ତ କୋରାପୁଟ ସାରା ସବୁଆଡ଼େ ଶୁଭୁଛି ତାଆରି ସ୍ୱର। ଗୁରୁ ନାହିଁ କି ଟ୍ରେନିଂ ନାହିଁ, କିନ୍ତୁ ସେ ଏବେ ଗାୟିକା ଭାବେ ଖୁବ୍ ଲୋକପ୍ରିୟ। ସୋସିଆଲ୍ ମିଡିଆରେ ତାଙ୍କ ଗୀତକୁ ମିଲିୟନ ମିଲିୟନ ଲୋକ ଦେଖୁଛନ୍ତି। ଆସନ୍ତୁ ଭେଟିବା ଅବିଭକ୍ତ କୋରାପୁଟର...

smart watch
ଏଣିକି ସ୍ମାର୍ଟ ୱାଚ୍‌ ପିନ୍ଧିବେ ସବୁ ସରକାରୀ କର୍ମଚାରୀ, ଏହି ଦିନଠୁ ଲାଗୁ ହେବ ନୂଆ ନିୟମ

ଆଉ ଚଳିବ ନାହିଁ ବାବୁଙ୍କ ମନମାନି। ଏଣିତି ସ୍ମାର୍ଟ ୱାଚ୍‌ ପିନ୍ଧିବେ ସବୁ କର୍ମଚାରୀ। ସରକାର ଆଣିଲେ ନୂଆ ନିୟମ। ଜାଣନ୍ତୁ, କେବେଠୁ ଲାଗୁ ହେବ ଏହି ନୂଆ ନିୟମ

covid 19
୨୪ ଘଣ୍ଟାରେ ରାଜ୍ୟରେ ୩୭୪ ପଜିଟିଭ ଚିହ୍ନଟ; ୪ ମୃତ

ରାଜ୍ୟରେ ଗତକାଲିଠୁ ଆଜି ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଣ୍ଟାରେ ୩୭୪ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥିରୁ ୧୮ ବର୍ଷରୁ କମ୍ ବର୍ଗର ୬୫ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି ।

Jajpur 2 sisters
କାର୍‌ ନୁହେଁ, ବସ୍‌ ଓ ଟ୍ରକ୍‌ ଚଳାଇବା ଶିଖୁଛନ୍ତି ୨ ଭଉଣୀ... କହିଲେ, ଆମେ ବି କାହାଠୁ କମ୍‌ ନୁହେଁ...

ସଶକ୍ତୀକରଣ ଦିଗକୁ ଆଉ ପାଦେ ଆଗକୁ ଗଲାଣି ନାରିଶକ୍ତି। କାର୍‌ ନୁହେଁ କି ବାଇକ୍‌ ନୁହେଁ, ଟ୍ରକ୍‌ ଓ ବସ୍‌ ଚଳାଉଛନ୍ତି ଯାଜପୁରର ଏହି ଦୁଇ ଭଉଣୀ। ସରକାରୀ ଚାକିରି କରିବା ପାଇଁ ଇଚ୍ଛା ରଖି ଏପରି କରୁଛନ୍ତି

ShahRukh Khan
ଶାହାରୁଖଙ୍କ ସହ ଫିଲ୍ମ ସୁଟିଂ କରିବାକୁ ମନା କଲେ ଏ ଅଭିନେତ୍ରୀ, କାହିଁକି?

କିଙ୍ଗଖାନ୍‌ ଶାହାରୁଖ୍‌ଙ୍କ ସହ ଅଭିନୟ କରିବାକୁ ରାଜି ହେଉ ନାହାନ୍ତି ହିରୋଇନ୍‌। ଏବେ ଚିନ୍ତାରେ ପ୍ରଯୋଜକ ଓ ନିର୍ଦ୍ଦେଶକ।