ଆଇନଶୃଙ୍ଖଳାର ଧଜ୍ଜିଆ ଉଡ଼ାଇ ରାଜଧାନୀରେ ଉତୁପାତିଆଙ୍କ ଆତଙ୍କ । ମାରୁଛନ୍ତି, ହାଣୁଛନ୍ତି, ସୁଟିଂ କରି ସୋସିଆଲ୍ ମିଡ଼ିଆରେ ବନାଉଛନ୍ତି ରିଲ୍ ।ଶୈଳଶ୍ରୀ ବିହାରରେ ମହିଳାବେଶି ଯୁବକଙ୍କ ଛୁରାମାଡ଼ ଅଭିଯୋଗ। ରାଜଧାନୀରେ କ୍ରମାଗତ ବଢୁଥିବା ଅପରାଧକୁ ନେଇ ବରିଷ୍ଠ ନାଗରିକଙ୍କ ଚିନ୍ତା ।
ସୋମବାର କ୍ରୀଡା ମନ୍ତ୍ରଣାଳୟ ପକ୍ଷରୁ ବିଜେତାମାନଙ୍କୁ ଜାତୀୟ କ୍ରୀଡ଼ା ପୁରସ୍କାର ୨୦୨୦ ଅବସରରେ ପୁରସ୍କାର ଦିଆଯାଇଛି । ଗତବର୍ଷ କୋଭିଡ ମହାମାରୀ କାରଣରୁ କାର୍ଯ୍ୟକ୍ରମଟି ଭର୍ଚୁଆଲ ମାଧ୍ୟମରେ ଆୟୋଜନ କରାଯାଇଥିଲା । ତେଣୁ ଏବର୍ଷ ବିଜେତାମାନଙ୍କୁ ନଗଦ ରାଶି ପୁରସ୍କାର ସହ ଟ୍ରଫି ମଧ୍ୟ ଦିଆଯାଇଛି ।
ପାଟନା ଗାନ୍ଧୀ ମଇଦାନରେ ୨୦୧୩ରେ ହୋଇଥିବା ସିରିଏଲ ବ୍ଲାଷ୍ଟ ଘଟଣାରେ ଏନ୍ଆଇଏର ସ୍ୱତନ୍ତ୍ର ଅଦାଲଦ ସୋମବାର ରାୟ ଶୁଣାଇଛନ୍ତି । ଏନ୍ଆଇଏ କୋର୍ଟ ଏହି ଘଟଣାରେ ୪ ଦୋଷୀଙ୍କୁ ଫାଶି ଦଣ୍ଡାଦେଶ ଦେଇଛନ୍ତି ।
ଭାରତୀୟ କ୍ରିକେଟ ଇତିହାସରେ ଭି.ଭି.ଏସ ଲକ୍ଷ୍ମଣ ଏପରି ଏକ ନାମ, ଯାହାଙ୍କର ପ୍ରଶଂସା କଲେ ସରିବ ନାହିଁ । ଆଜି ହେଉଛି ସେଇ ପ୍ରତିଭାଶାଳୀ କ୍ରିକେଟରଙ୍କ ୪୭ ତମ ଜନ୍ମଦିବସ । ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ ମାନଙ୍କରେ ତାଙ୍କ ବ୍ୟାଟିଂ ପ୍ରଦର୍ଶନକୁ ସାରା ବିଶ୍ୱ ମନେ ରଖିଛି ।...
ଦୀପାବଳୀରେ ଫୁଟିବ ଗ୍ରୀନ୍ କ୍ରାକର । ଏଥର ଦୀପାବଳିରେ ଗ୍ରୀନ୍ କ୍ରାକର ଫୁଟାଇବା ନେଇ ଅନୁମତି ଦେଲେ ହାଇକୋର୍ଟ । କେବଳ ଗ୍ରୀନ୍ କ୍ରାକର ଫୁଟାଇବାକୁ ଅନୁମତି ମିଳିଛି । PESO ଅନୁମତିପ୍ରାପ୍ତ କ୍ରାକର ଫୁଟାଇ ହେବ ବୋଲି SRC ପକ୍ଷରୁ କୁହାଯାଇଛି ।
ରାଜଧାନୀରେ ଚାଞ୍ଚଲ୍ୟ । ଭୁବନେଶ୍ୱରରେ ଘରେ ପଶି ମାଆ, ଝିଅଙ୍କୁ ଛୁରାମାଡ଼ । ଚନ୍ଦ୍ରଶେଖରପୁର ଥାନା ଶୈଳଶ୍ରୀ ବିହାର ଅଞ୍ଚଳରେ ଛୁରାମାଡ଼ ହୋଇଥିବା ଅଭିଯୋଗ ହୋଇଛି ।
ସେପ୍ଟେମ୍ବର ୨୦ରୁ ୨୩ ରାୟପୁରରେ ମନ୍ତ୍ରୀ ଦିବ୍ୟଶଙ୍କର, ଗୋବିନ୍ଦ, ମମିତା ରହିଥିଲେ। ଏହି ୩ ଜଣଙ୍କ କଲ୍ ରେକର୍ଡ ଯାଂଚ କଲେ ପ୍ରକୃତରେ ସତ ଜଣାପଡ଼ିବ ସେମାନେ ଏକାଠି ଥିଲେ କି ନାହିଁ? କାହିଁକି ମମତାଙ୍କ ଆକାଉଣ୍ଟ ଟଙ୍କା ପଠାଗଲା ସେନେଇ କଲେ ବଡ଼ ଖୁଲାସା
କୁବେର କନେଷ୍ଟବଳଙ୍କ ୨୧୧ଗୁଣା ଅଧିକ ସମ୍ପତ୍ତି । ବହିଷ୍କୃତ କନଷ୍ଟେବଳ ପ୍ରସନ୍ନ କୁମାର ବେହେରାଙ୍କ ଅମାପ ସମ୍ପତ୍ତିର ଗୁମର ଖୋଲୁଛି । ତାଙ୍କ ଠାରୁ ପ୍ରାୟ ୭କୋଟିର ଆୟ ବର୍ହିଭୂତ ସମ୍ପତ୍ତି ଠାବ କରାଯାଇଛି । ଭିଜିଲାନ୍ସ ବିଭାଗ ପକ୍ଷରୁ ଦିଆ ଯାଇଥିବା ପ୍ରେସନୋଟ୍ ଅନୁଯାୟୀ, ପ୍ରସନ୍ନଙ୍କ ଠାରୁ...
କାର୍ତ୍ତିକ ମାସରେ ବଜାରରେ ପରିବା ଦର ଆକାଶ ଛୁଆଁ। । ୫୦ ଟଙ୍କା ଉପରେ ରହୁଛି ସବୁ ପରିବାର ଦର। ପରିବାର ଦର ବୃଦ୍ଧି ନେଇ ଖାଉଟିଙ୍କର କଣ ରହିଛି ପ୍ରତିକ୍ରିୟା ସେମାନଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ ଚିଫ ରିପୋର୍ଟର ଟି ଗୌରୀ ଶଙ୍କର ...
ପୁଣି ଚର୍ଚ୍ଚାରେ ସୌମ୍ୟଙ୍କ ସମ୍ପାଦକୀୟ ବାଣ । ବୃତ୍ତି, ପାର୍ଟି ଓ ମାଟି ଶୀର୍ଷକ ସମ୍ପାଦକୀୟ ବିବୃତ୍ତିକୁ ନେଇ ଚର୍ଚ୍ଚାରେ ସୌମ୍ୟ । ମମିତା ହତ୍ୟା କାଣ୍ଡକୁ ନେଇ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଭୂମିକା ଦ୍ୱନ୍ଦ୍ୱ ସୃଷ୍ଟି କରୁଛି ବୋଲି ସେ କହିଛନ୍ତି ।
ଆଜିଠୁ ଶ୍ରୀମନ୍ଦିରରେ ପୁରୀବାସୀଙ୍କ ପାଇଁ ଖୋଲିଲା ପଶ୍ଚିମ ଦ୍ୱାର । ଏବେ ସ୍ୱତନ୍ତ୍ର ଦର୍ଶନ ବ୍ୟବସ୍ଥା ଆରମ୍ଭ ହୋଇଛି । ଶ୍ରୀମନ୍ଦିର ପ୍ରଶାସନର ନୂତନ ମାର୍ଗଦର୍ଶିକା ଅନୁଯାୟୀ ପୁରୀବାସୀ ପଶ୍ଚିମଦ୍ୱାର ଦେଇ ଶ୍ରୀମନ୍ଦିରକୁ ଯିବେ । ଦର୍ଶନ ପରେ ଉତ୍ତର ଦ୍ୱାର ଦେଇ ପ୍ରସ୍ଥାନ କରିବେ । ଆଉ...
ବହୁ ଚର୍ଚ୍ଚିତ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡ ମାମଲାରେ ବ୍ୟବହୃତ ଜେସିବି ଓ ସ୍କୁଟିକୁ ଜବତ କରି ଥାନାକୁ ଆଣିଛି ପୋଲିସ। ମହାଲିଙ୍ଗରୁ ଏହି ଦୁଇ ଗାଡ଼ିକୁ ଜବତ କରି ସିନ୍ଧେକେଲା ଥାନାକୁ ଅଣାଯାଇଛି। ମମିତାଙ୍କୁ ହତ୍ୟା କରିବା ପରେ ଗୋବିନ୍ଦ ସାହୁ ଶବ ପୋତିବାକୁ ଏହି ଜେସିବି...
ଦୁଇ କିଡନୀ ଖରାପ ହୋଇ ଗଲାଣି। ମେଡିକାଲକୁ ଯିବା ପରେ ଡାକ୍ତର କହିଲେ ଔଷଧ ଖାଇବାକୁ। ହେଲେ ଔଷଧ କିଣିବାକୁ ପଇସା ନଥିବାରୁ ଏବେ ହାତ ପତାଉଛନ୍ତି ହରିଶ୍ଚନ୍ଦ୍ର...
ଆସିଗଲା କଇଁଛଙ୍କ ଋତୁ.. ବିରଳ ଅଲିଭ ରିଡଲେଙ୍କ ମିଳନ ପର୍ବ.. ଗହିରମଥାରେ ହଜାର ହଜାର କଇଁଛଙ୍କ ହେବ ଆଗମନ । ମୁହାଣକୁ ଆସିବେ ଆଉ ଅଣ୍ଡା ଦେଇ ଫେରିଯିବେ ସମୁଦ୍ର ଭିତରକୁ...
ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡରେ ସଂପୃକ୍ତ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବିରେ ବିଜେପି ପକ୍ଷରୁ ଆଜି ୮ଘଣ୍ଟିଆ ବରଗଡ଼ ବନ୍ଦ ଡାକରା ଦିଆଯାଇଛି..
ଦରଦାମ ବୃଦ୍ଧି ପ୍ରତିବାଦରେ ଆଜି ରାଜ୍ୟବ୍ୟାପୀ ବିକ୍ଷୋଭ କରିବ ବିଜୁ ମହିଳା ଜନତା ଦଳ..
ଆଜିଠାରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଶିମିଳିପାଳ ଅଭୟାରଣ୍ୟ.. ପ୍ରତି ବର୍ଷ ପରି ଏଥର ମଧ୍ୟ ବାରିପଦା ପଟରୁ ପିଠାବଟା ଗେଟ୍ ଓ ଯଶୀପୁର ପଟରୁ କାଳିଆମି ଗେଟ୍ ଦେଇ ପଯର୍ୟଟକମାନେ ଅଭୟାରଣ୍ୟ ଭିତରକୁ ପ୍ରବେଶ କରିପାରିବେ..
ନଭେମ୍ବର ୧ରୁ ଡିସେମ୍ବର ୧ ପର୍ଯ୍ୟନ୍ତ ଜାରି ହୋଇଥିବା ଏହି ନୂଆ ଗାଇଡଲାଇନ ଅନୁସାରେ ସହରାଞ୍ଚଳରେ ରାତ୍ରକାଳୀନ କର୍ଫ୍ୟୁ ପୂର୍ବ ଭଳି ଜାରି ରହିବ..
ଏ ବର୍ଷ ଦୀପାବଳିରେ ବାଣଫୁଟାକୁ ମିଳିବ କି ଅନୁମତି ? ଆଜି ଦିନ ପ୍ରାୟ ୨ଟା ବେଳେ ମାମଲାର ଚୂଡ଼ାନ୍ତ ଶୁଣାଣି ସହ ରାୟ ପ୍ରକାଶ କରିପାରନ୍ତି ହାଇକୋର୍ଟ। କରୋନା ସଂକ୍ରମଣ ଓ ପ୍ରଦୂଷଣକୁ ରୋକିବା ଲାଗି ପୂର୍ବରୁ ରାଜ୍ୟ ସରକାର ବାଣ ବିକ୍ରି ଓ ଫୁଟା ଉପରେ...