• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

Otv Khabar Bureau

Editor

Posts by Otv Khabar Bureau

Cyclone Jawad || Rains Cause Damage To Crops In Kendrapara
ପବନ ବହିଲେ ଚାଷୀଙ୍କର ବର୍ଷକର ଆହାର ବୁଡିଯିବ

ପବନର ବେଗ କମିଛି କିନ୍ତୁ ଝିପି ଝିପି ବର୍ଷା ହେଉଛି । ତେବେ ଏହି ବର୍ଷାରେ ଚାଷ ଜମିର ଅବସ୍ଥା କଣ ରହିଛି ଦେଖନ୍ତୁ ...

Preparation Underway By Paradip Port Authorities In View Of Cyclone Jawad
ପାରାଦୀପ ବନ୍ଦରରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ଓପନ

ଜୱାଦକୁ ନେଇ ପାରାଦୀପ ବନ୍ଦର ପକ୍ଷରୁ ବ୍ୟାପକ ପ୍ରସ୍ତୁତି । ବନ୍ଦରର ନିକଟରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ ଖୋଲାଯାଇଛି । ୫ଟି ବାତ୍ୟା ଆଶ୍ରୟସ୍ଥଳ ପ୍ରସ୍ତୁତ ରଖାଯାଇଛି ।

Cyclone Jawad  (BAR)  Latest Weather Updates From Kendrapara
ମହାକାଳପଡାରେ ପ୍ରବଳ ଛେଚୁଛି

ବାତ୍ୟା ଜୱାଦ ପ୍ରଭାବରେ ଗତକାଲି ରାତିରୁ କେନ୍ଦ୍ରାପଡାରେ ଝିପିଝିପି ବର୍ଷା ହେଉଛି । ମହାକାଳପଡାରେ ସର୍ବାଧିକ ୨୫ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଏ ସମ୍ପର୍କରେ ଅଧିକ ସୂଚନା ଦେଉଛନ୍ତି ଆମ କେନ୍ଦ୍ରାପଡା ପ୍ରତିନିଧି ମନୋଜ କୁମାର ସ୍ୱାଇଁ ।

Breaking  || CycloneJawad Likely To Weaken By The Time It Reaches Puri Coast
ପୁରୀ ଛୁଇଁବା ପୂର୍ବରୁ ଦୁର୍ବଳ ହେବ ଜୱାଦ

ବାତ୍ୟା ଜଓ୍ୱାଦକୁ ନେଇ ରାଜ୍ୟବାସୀଙ୍କ ପାଇଁ ଆଶ୍ୱସ୍ତି । ଦୁର୍ବଳ ହୋଇପାରେ ଜଓ୍ୱାଦ । ପୁରୀ ଉପକୂଳ ଛୁଇଁବା ବେଳକୁ ଦୁର୍ବଳ ହେବ ନେଇ ସୂଚନା ଦେଇଛନ୍ତି IMD ।

\'Jawad\' Likely To Weaken By The Time It Reaches Puri Coast
ଦୁର୍ବଳ ହେବ ବାତ୍ୟା ଜଓ୍ୱାଦ୍ !

ବଡ଼ ଖବର : ଧୀରେ ଧୀରେ ଶକ୍ତି ହରାଉଛି ବାତ୍ୟା ଜଓ୍ୱାଦ୍..

Pipili Vegetable Farmers In Distress Due To Cyclone Jawad
ମୁଣ୍ଡ ଝାଳ ତୁଣ୍ଡରେ ମାରି ପରିବା ଚାଷ କରିଥିଲେ...ହେଲେ ବାତ୍ୟା ସବୁ ବୁଡେଇ ଦେବ

ବାତ୍ୟା ଖବର ଶୁଣି ପରିବା ଚାଷୀ ମନରେ ଛନକା । ଅମଳ ପୂର୍ବରୁ ବାତ୍ୟା ଆସୁଥିବାରୁ ମୁଣ୍ଡରେ ହାତ ଦେଇ ବସିଛି ଚାଷୀ ।

Cyclone Jawad | Rainfall Lash Puri; Wind Speed Picks Up
ଆଶା ଆଶଙ୍କାରେ ପୁରୀବାସୀ

ଆଶା ଆଶଙ୍କାରେ ରହିଛନ୍ତି ପୁରୀବାସୀ । ଧୀରଧୀରେ ବଢୁଛି ବାତ୍ୟାର ପ୍ରଭାବ । ପବନ ବହିବା ସହ ଝିପି ଝିପି ବର୍ଷା ହେଉଛି । ଏନେଇ ଅଧିକ ସୂଚାନ ଦେଉଛନ୍ତି ପୁରୀର ଚିଫ୍ ରିପୋର୍ଟର ମଧୁସୂଦନ ଦାସ ।

Cyclone Jawad | ODRAF Team Reaches Basudevpur  | Latest Updates
'ଜିରୋ କାଜୁଆଲିଟି ଆମର ଲକ୍ଷ'

ସମ୍ଭାବ୍ୟ ବାତ୍ୟାକୁ ମୁକାବିଲା କରିବା ପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ । ବାସୁଦେବପୁର ବ୍ଲକର ତଳିଆ ଅଞ୍ଚଳରେ ଲୋକଙ୍କୁ ସୁରକ୍ଷା ପାଇଁ ପ୍ରଶାସନ ପୁରା ତୟାର ରହିଛି । ଓଡ୍ରାଫର ୨୧ଜଣିଆ ଟିମ୍ ବାସୁଦେବପୁରରେ ପହଞ୍ଚିଛି ।

Cyclone Jawad |LIVE Updates From Berhampur  | Ganjam
ପୁରା ପ୍ରସ୍ତୁତ ଅଛି ପ୍ରଶାସନ

ବ୍ରହ୍ମପୁରରେ ବାତ୍ୟା ଜୱାଦର ପ୍ରଭାବ ନେଇ କଣ ରହିଛି ସେଠାରେ ସ୍ଥିତି ସେ ବିଷୟରେ ବ୍ରହ୍ମପୁରରୁ ଅଧିକ ସୂଚନା ଦେଉଛନ୍ତି ଚିଫ୍ ରିପୋର୍ଟର ଅଶୋକ ବ୍ରହ୍ମା

Cyclone Jawad Impact & Preparedness By East Coast Railway ;Odisha
ବାତ୍ୟା ପାଇଁ ୯୫ଟି ଟ୍ରେନ ବାତିଲ

ବାତ୍ୟା ମୁକାବିଲା ପାଇଁ ଓ୍ୱାଲଟିୟର ରେଲ୍‌ୱେ ଡିଭିଜନ୍ ପକ୍ଷରୁ ପ୍ରସ୍ତୁତି ଜୋରଦାର । ପୂର୍ବତଟ ରେଳପଥରେ ଚାଲୁଥିବା ୯୫ରୁ ଅଧିକ ଟ୍ରେନ୍ ସେବା ବାତିଲ କରାଯାଇଛି ।

PURI CYCLONE DFRD
ରାଜ୍ୟରରେ ବର୍ଷୁଛି ଝିପି ଝିପି ବର୍ଷା

ବାତ୍ୟା ଜଓ୍ୱାଦ ପ୍ରଭାବରେ ଗତକାଲି ରାତିରୁ ଲାଗି ରହିଛି ବର୍ଷା। ରାଜ୍ୟର ବିଭିନ୍ନ ଅଞ୍ଚଳରେ ଝିପି ଝିପି ବର୍ଷା ସହ କୋହଲା ପାଗ ଲାଗି ରହିଛି।

Cyclone Jawad Lay 360 KM South-Southwest Of Puri :HR Biswas
ଗୋପାଳପୁରଠାରୁ ୩୬୦କିମି ଦୂରରେ ରହିଛି ବାତ୍ୟା

ଘଣ୍ଟା ପ୍ରତି ୬ କିମି ବେଗରେ ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଗତି କରୁଛି ବାତ୍ୟା । ଗୋପାଳପୁରଠାରୁ ଦକ୍ଷିଣରେ ୩୬୦ ଦୂରରେ ରହିଛି ଜୱାଦ ।

CycloneJawad  May Landfall  in Puri Tomorrow Afternoon
'ବଳ ଗୋଟାଇ ସ୍ଥଳଭାଗ ମୁହାଁ ବାତ୍ୟା'

ବଙ୍ଗୋପସାଗରରୁ ବଳ ଗୋଟାଇ ସ୍ଥଳଭାଗ ମୁହାଁ ବାତ୍ୟା ଜଓ୍ୱାଦ । ରବିବାର ମଧ୍ୟାହ୍ନରେ ପୁରୀ ଉପକୂଳ ଛୁଇଁବା ନେଇ ଆଏମଡିଏର ସୂଚନା

Yasin Valley, Gilgit & Karimabad | Truly Heavens On Earth | Details To Know
ଯେତେ କହିଲେ ବି ସରିବନି କାଶ୍ମୀରର କାହାଣୀ

ସତରେ ଦେଶ ମୋର ରଙ୍ଗିଲା। କେଉଁଠି ଦେଖିବାକୁ ମିଳେ ବିଭିନ୍ନତା ମଧ୍ୟରେ ଏକତା। ଆଉ କେଉଁଠିକାର ସୁନ୍ଦରତାକୁ ଯେତେ କହିଲେ ବି ସରିନଥାଏ। ଏମିତି ଏକ ସ୍ଥାନ କାଶ୍ମୀର।

Special Story | MLA Prashant Jagdev\'s Action Hints At Chilika BJD Infighting | Odisha
ଜଳଜଳ ଦିଶୁଛି ବିଜେଡିର ଫାଟ, ଢୋଲ ଭିତରେ ମୂଷା

ବିଜେଡି କନ୍ଦଳ ଏବେ ହାଟରେ ପଡି ଦାଣ୍ଡରେ ଗଡୁଛି । ମୁକୁଟ ପିନ୍ଧିବାକୁ ସମସ୍ତେ ହାଇଁପାଇଁ । ଆରମ୍ଭ ହୋଇଗଲାଣି ଗୋଛି କଟାକଟି।

Mamita Murder Case, Assembly Protest
ମମିତା ହତ୍ୟା ମାମଲାକୁ ନେଇ ବିଜେପିର ଅଭିନବ ପ୍ରତିବାଦ

ମମିତା ମେହେର ହତ୍ୟା ଘଟଣାକୁ ନେଇ ବିଜେପିର ଅଭିନବ ପ୍ରତିବାଦ । ଗୋବରପାଣି ଓ ଗଙ୍ଗାଜଳ ଛିଞ୍ଚି ବିଧାନସଭା ପରିସର ଶୁଦ୍ଧ କଲେ । ତେଣେ ମାଷ୍ଟର କ୍ୟାଣ୍ଟିନରେ ଘଣ୍ଟ ବଜାଇ ନବୀନଙ୍କ କୁମ୍ଭକର୍ଣ୍ଣ ନିଦ ବାଙ୍ଗିବାକୁ ପ୍ରୟାସ ଜାରି ରଖିଛି ବିଜେପି। ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ବହିଷ୍କାର ଓ...

Odisha Assembly
ନବୀନଙ୍କ କୁମ୍ଭକର୍ଣ୍ଣ ନିଦ ଭାଙ୍ଗିବାକୁ ମାଷ୍ଟରକ୍ୟାଣ୍ଟିନରେ ଘଣ୍ଟମାଡ଼

ମମିତା ମାମଲାକୁ ନେଇ ବିଜେପିର ଅଭିନବ ପ୍ରତିବାଦ। ଗଙ୍ଗାଜଳ ଓ ଗୋବର ପାଣି ଛିଞ୍ଚି ଶୁଦ୍ଧ କଲେ ବିଧାନସଭା ପରିସର । ନବୀନଙ୍କ କୁମ୍ଭକର୍ଣ୍ଣ ନିଦ ଭାଙ୍ଗିବାକୁ ମାଷ୍ଟରକ୍ୟାଣ୍ଟିନରେ ଘଣ୍ଟମାଡ଼ । ପ୍ଲାକାର୍ଡ ଧରି କଂଗ୍ରେସର ବିକ୍ଷୋଭ, ବିଜେଡି କହିଲା ନାଟକ

Cyclone Jawad
ଘଣ୍ଟାକୁ ୧୦୦ କିମି ବେଗରେ ପବନ ସହ ପୁରୀ ଉପକୂଳ ଛୁଇଁବ ବାତ୍ୟା ଜଓ୍ବାଦ୍

ରବିବାର ମଧ୍ୟାହ୍ନରେ ପୁରୀ ଉପକୂଳ ଛୁଇଁବ ବାତ୍ୟା ଜଓ୍ବାଦ୍ । IMD ଡିଜିଙ୍କ ସୂଚନା, ଓଡ଼ିଶା ଉପକୂଳ ଦେଇ ଯାଇପାରେ ପଶ୍ଚିମବଙ୍ଗ । ଘଣ୍ଟାକୁ ୧୦୦ କିମି ବେଗରେ ପବନ, ଉଠିପାରେ ୫ ମିଟର ଉଚ୍ଚ ଜୁଆର। ଆଜିଠୁ ୫ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ନେଇ ସତର୍କତା ଜାରି

Omicron scare
କର୍ଣ୍ଣାଟକରେ ଓମିକ୍ରନ୍ ଚିହ୍ନଟ ପରେ ବଢିଲା ଭୟ

ଓଡ଼ିଶାରେ ବି ଓମିକ୍ରନ ପାଇଁ ବଢିଲା ସତର୍କତା I କର୍ଣ୍ଣାଟକରେ ଓମିକ୍ରନ୍ ଚିହ୍ନଟ ପରେ ବଢିଲା ଭୟ I ୨ଆକ୍ରାନ୍ତଙ୍କ କଣ୍ଟା୍ ଟ୍ରେସିଂ ଜାରିI କଣ୍ଟାକ୍ଟ ଟ୍ରେସିଂରୁ ୫ କୋଭିଡ ପଜିଟିଭ

Omicron Threat
ଦେଶରେ ବଢିଲା ଓମିକ୍ରନ୍‌ର ଭୟ

କର୍ଣ୍ଣାଟକରେ ଓମିକ୍ରନ୍ ଆକ୍ରାନ୍ତ ପରେ ଏବେ ଦେଶର ଅନ୍ୟ ରାଜ୍ୟକୁ ଘାରିଛି ଓମିକ୍ରନର ଭୟ । ଓମିକ୍ରନ ଚିହ୍ନଟ ଦକ୍ଷିଣ ଆଫ୍ରିକୀୟ ନାଗରିକ ଜଣକ ସ୍ୱଦେଶ ଫେରିଥିଲେ ବି ୭ ଦିନର ରହଣି ଭିତରେ ସେ କେଉଁଠି ଯାଇଥିଲେ, କାହା ସହ ମିଶିଥିଲେ ସେ ନେଇ ତନାଘନା ଚାଲିଛି।...