୨୦୨୨ ମସିହାରେ ଦେଶରେ ଅନେକ ପରିବର୍ତ୍ତନ ହେବାକୁ ଯାଉଛି। ଟଙ୍କା ରଖିବାଠାରୁ ଆରମ୍ଭ କରି ଟଙ୍କା ଉଠାଣ ନିୟମ ବଦଳିବାକୁ ବସିଛି। ଆଉ କେଇଟା ଦିନ ପରେ ଏଟିଏମରୁ ଟଙ୍କା ଉଠାଇବା ବେଳେ ଲାଗୁ ହେବ ଏହି ନିୟମ...
ଭାରତରେ ଜନ୍ମିତ ଟ୍ୱିଟରର ନୂଆ ସିଇଓ ପରାଗ ଅଗ୍ରୱାଲଙ୍କ ଦରମା କେତେ ଆପଣ ଜାଣନ୍ତି କି? ତାଙ୍କୁ ବର୍ଷକୁ ବଡ ପ୍ୟାକେଜ ଟ୍ୱିଟର କଂପାନୀ। କୋଟି କୋଟି ଟଙ୍କା ଦରମା ସହ ପାଉଛନ୍ତି ଏସବୁ ସୁବିଧା। ଯାହାକୁ ଶୁଣିଲେ, ଉଡ଼ିଯିବ ଆପଣଙ୍କ ହୋସ୍...
ସୌମ୍ୟଙ୍କ ମନ୍ତବ୍ୟକୁ ନେଇ ରାଜନୀତିରେ ସୃଷ୍ଟି ହୁଏ ଝଡ଼। କେତେବେଳେ ନବୀନ ବାବୁଙ୍କୁ ତେରଚ୍ଛା ବାଣ ମାରି ଟାର୍ଟେଟ୍ କରନ୍ତି ତ ପୁଣି କେତେବେଳେ ଶାସକ ଦଳର ଗୁଣଗାନ କରନ୍ତି। ଆଉ କେତେବେଳେ ପୁଣି ମିଡ଼ିଆ ସାମ୍ନାରେ ମନଖୋଲା ବକ୍ତବ୍ୟ ରଖନ୍ତି...ତେବେ ଦେଖନ୍ତୁ ଆଜି କେଉଁଥି ପାଇଁ ସୌମ୍ୟଙ୍କୁ...
ଗରିବ ଘରର ଝିଅଟିଏ। ଯୁକ୍ତଦୁଇ ପରୀକ୍ଷାରେ ବୋର୍ଡ ତାଙ୍କୁ ଦେଇଥିଲା ୫୩ ପ୍ରତିଶତ ନମ୍ବର। କିନ୍ତୁ ସେଥିରେ ତାଙ୍କ ମନ ମାନିଲାନି। ତେଣୁ ସେ ପରୀକ୍ଷା ଦେବାକୁ ଅଣ୍ଟା ଭିଡ଼ିଲେ, ଆଉ ନିଜର ଦମ୍ ଦେଖାଇଲେ। ୫୩% ନମ୍ବରକୁ ରୂପାନ୍ତରିତ କରି ସେ କରିଦେଲେ ୯୧% ନମ୍ବରରେ। ହେଲେ...
ପୁରୁଣା ୧ ଟଙ୍କିଆ ନୋଟ୍ ଦେଲେ ଆପଣଙ୍କୁ ମିଳିବ ୭ ଲକ୍ଷ ଟଙ୍କା। ଯଦି ଆପଣଙ୍କ ପାଖରେ ଏହି ବିଶିଷ୍ଟ ବ୍ୟକ୍ତିଙ୍କ ଦସ୍ତଖତ ଥିବା ନୋଟ୍ ରହିଛି, ତେବେ ଆପଣ ବି ହେବେ ଲକ୍ଷପତି....ଜାଣନ୍ତୁ ପୂରା ତଥ୍ୟ
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
ବତ୍ୟା ଆସିବନି ସତ ! ହେଲେ ପ୍ରଭାବ କିନ୍ତୁ ପଡ଼ିଲା, ଚାଷୀକୂଳ ଚିନ୍ତାରେ
ସ୍ୱାଭାବିକ ହେଉନି ବିଧାନସଭା : ନିଜ ଜିଦ୍ରେ ଅଟଳ ବିରୋଧୀ....ଆଜି କଂଗ୍ରେସ ଛିଞ୍ଚିଲା ଗୋବର ଓ ଗଙ୍ଗା ପାଣି
ଦେଶକୁ ଉଠାଇବ ଓ ପକାଇବ ଓମିକ୍ରନ : ଗୋଟିଏ ପରେ ଗୋଟିଏ ରାଜ୍ୟକୁ ବ୍ୟାପୁଛି ସଂକ୍ରମଣ....
ସାବାଡ୍ ହେବେ ଆତଙ୍କୀ, ଥରକେ ହେବ ୬୦୦ ରାଉଣ୍ଡ ଗୁଳିମାଡ଼....
କେତେ ଭୟଙ୍କର ହେବ ବାତ୍ୟା? ସମୁଦ୍ରରେ କେତେ ଶକ୍ତି ଗୋଟାଇଛି ବାତ୍ୟା...ଦେଖନ୍ତୁ ଏହି ରିପୋର୍ଟ
କୋଭିଡ ସଂକ୍ରମଣ ବୃଦ୍ଧିକୁ ଆଖିରେ ରଖି କେନ୍ଦ୍ର ସରକାରଙ୍କ ୫ ରାଜ୍ୟକୁ ସତର୍କ ସୂଚନା । ଓଡିଶା ସମେତ କର୍ଣ୍ଣାଟକ, ତାମିଲନାଡୁ, କେରଳ, ମିଜୋରାମ୍, କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ କାଶ୍ମୀରକୁ ସତର୍କ ରହିବା ପାଇଁ କେନ୍ଦ୍ର ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି ।
ବାତ୍ୟାର ପ୍ରଭାବ; ରାଜଧାନୀ ରାଜ ରାସ୍ତାରେ ଏମିତି ଜନଜୀବନ, ଦେଖନ୍ତୁ ତାହାର କିଛି ଝଲକ ।
ଭୁବନେଶ୍ୱରରେ ଚାଲିଥିବା ଜୁନିଅର ବିଶ୍ୱକପ୍ ହକିରେ ପଶିଲା କରୋନା...କ୍ରୀଡ଼ା ବିଭାଗର ସୋସିଆଲ ମିଡିଆ ଦାୟିତ୍ୱରେ ଥିବା କର୍ମଚାରୀ ସଂକ୍ରମିତ ନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ।
ପୁରୀ ବେଳାଭୂମିରେ ଜମିଛି ପର୍ଯ୍ୟଟକ ଭିଡ । ସମ୍ଭାଵ୍ୟ ବାତ୍ୟା ଟଳିବା ଆଶଙ୍କା ପରେ ଏ ଚିତ୍ର ଦେଖିବାକୁ ମିଳିଛି ।
କୃଷପ୍ରସାଦରେ ବାତ୍ୟା ନେଇ ପ୍ରଶାସନ କେତେ ପ୍ରସ୍ତୁତ ଅଛି ଶୁଣନ୍ତୁ ଏ ଭିଡିଓରେ...।