• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

Otv Khabar Bureau

Editor

Posts by Otv Khabar Bureau

Jajpur Woman Cries For Help For Cancer Treatment Of Husband
କ୍ୟାନସରରେ ଆକ୍ରାନ୍ତ ସ୍ୱାମୀ....ଶଙ୍ଖା ସିନ୍ଦୂରକୁ ରକ୍ଷା କର, ମତେ ଟିକିଏ ସାହା ହୁଅ

କ୍ୟାନସରରେ ଆକ୍ରାନ୍ତ ସ୍ୱାମୀ। ସାହାଯ୍ୟ ମାଗୁଛନ୍ତି ସ୍ତ୍ରୀ....ଶଙ୍ଖା, ସିନ୍ଦୂରକୁ ବଂଚାଇ ରଖିବା ପାଇଁ କରୁଛନ୍ତି ସଂଘର୍ଷ, ଦେଖନ୍ତୁ ଏହି ହୃଦୟବିଦାରକ କାହାଣୀ

Khola Katha- Senior BJP Leader Jaynarayan Mishra Takes A Jibe At Odisha CM Naveen Patnaik
'ବିଡ଼ିଓ ଏଇଠି ବ୍ଲକ ସଭାପତି'

ଏଠି ଲୋକଙ୍କ କଥାରେ କିଛି ହୁଏ ନାହିଁ। ପ୍ରଶାସକଙ୍କୁ ନେଇ ଶାସନ କରନ୍ତି ନବୀନ ବାବୁ....ରାଜ୍ୟରେ କଲେକ୍ଚର ପ୍ରେସିଚଡେଂଟ୍‌ ଓ ଏସ୍‌ପିମାନେ ସେକ୍ରେଟାରୀ ପରି କାମ କରୁଛନ୍ତି। ଖୋଲାକଥାରେ ହଟ୍‌ସିଟ୍‌ରେ ବସି ଏମିତି କହିଛନ୍ତି ବିଜେପି ନେତା ଜୟନାରାୟଣ ମିଶ୍ର

Cyber Crime- How To Stay Safe From Online Fraudsters
ରାତି ଅଧରେ ଫୋନ୍ ବାଜିଲ, ଆକାଉଂଟରୁ ୮୦ ହଜାର ଗାଏବ ହେଲା

ଖାଇ ପି’ ରାତିରେ ଶୋଇଥିଲେ ମନୋଜ। ଅଧରାତିରେ ରିଙ୍ଗ୍‌ ହେଲା ଫୋନ୍‌, ସେପଟୁ ଶୁଭିଲା ଆପଣଙ୍କ ଆକାଉଣ୍ଟରୁ ୮୦ ହଜାର ଟଙ୍କା ଗାଏବ ହୋଇଯାଇଛି...ଆଉ ତା’ପରେ ହେଲା କଣ?

Love Triumphs- Couple Ties Knot After A Wait Of 35 Years In Karnataka
୩୫ ବର୍ଷ ପରେ ପ୍ରେମ ସଫଳ

୩୫ ବର୍ଷ ପରେ ଫେରିଲା ପ୍ରେମ। ଯୁଆନ୍‌ କାଳରେ ଘରେ ଅଲଗା ଜାଗାରେ ବାହା କରିଦେଇଥିଲେ....କିନ୍ତୁ ୩୫ ବର୍ଷ ପରେ ପ୍ରେମିକ ପାଖକୁ ଧାଇଁ ଆସିଲା ପ୍ରେମିକା....ଦେଖନ୍ତୁ ଏହି ନିଆରା ପ୍ରେମ କାହାଣୀ

Special Story | Omicron Scare- Doctor Ends Life After Killing Wife, 2 Minor Children In UP
ଓମିକ୍ରନ ସ୍ଥିତି ସଙ୍ଗୀନ, ଡରରେ ନିଜ ସ୍ତ୍ରୀ ଓ ପିଲା ଛୁଆଙ୍କୁ ମାରିଦେଲେ ଡାକ୍ତର....

ଛାନିଆ କରିପକାଇଲାଣି ଓମିକ୍ରନ ଭୂତାଣୁ: ମହାମାରୀ କାୟା ବିସ୍ତାର କରିବା ପୂର୍ବରୁ ପରିବାରର ୩ ଜଣଙ୍କୁ ମାରିଦେଲେ ଡାକ୍ତର। ଏବେ ନିଜେ ବି ମାନସିକ ଭାରସ୍ୟାମ ହରାଇ ହୋଇଯାଇଛନ୍ତି ଫେରାର୍‌....ଧରିବା ପାଇଁ ଖୋଜୁଛି ପୋଲିସ୍‌

Haunted_Ststion_pkg_gyana_up
ଏହି ଷ୍ଟେସନ୍‌ରେ ରାତିରେ ଭୂତ ବୁଲୁଛି, ସନ୍ଧ୍ୟା ହେଲେ ରହୁନାହାନ୍ତି କର୍ମଚାରୀ ...

ଏହି ଷ୍ଟେସନ୍‌ରେ ବୁଲୁଛି ଭୂତ? ସନ୍ଧ୍ୟା ହେଲାମାତ୍ରେ ରହୁନାହାନ୍ତି କୌଣସି ରେଲୱେ କର୍ମଚାରୀ। ଭୂତ ଦେଖି ପ୍ରାଣ ହରାଇଥିଲେ ଷ୍ଟେସନ ମାଷ୍ଟର, ଆଉ ଏଠି ପହଞ୍ଚିବା ପରେ ସ୍ପିଡ଼୍‌ ଅଧିକ କରୁଛି ଟ୍ରେନ....ଦେଖନ୍ତୁ ଏହି ଭିଡ଼ିଓ

breaking news
ସଂକ୍ଷେପରେ ଆଜିର ତାଜା ଖବର - Monday, 06 December 2021

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।

Speical Story,Dwarf
ଦେଶର ପ୍ରଥମ ବାମନ ଲାଇସେନ୍ସ ପ୍ରାପ୍ତ ଡ୍ରାଇଭିଙ୍ଗ୍ ଲାଇସେନ୍ସ

ଉଚ୍ଚତା ଦୁଇରୁ ତିନି ଫୁଟ ହେଲେ ଚଲାଉଛନ୍ତି କାର। ଆଉ ସରକାଙ୍କଠାରୁ ପାଇଛନ୍ତି ଡ୍ରାଇଭିଙ୍ଗ୍ ଲାଇସେନ୍ସ। କିଛି ଏମିତି ରୋମାଞ୍ଚକର ଥିଲା ତାଙ୍କ ଯାତ୍ରା

Cheapest Electric Vehicle
ମାତ୍ର ତିରିଶ ଟଙ୍କା ଖର୍ଚ୍ଚ କରନ୍ତୁ ଶହେ ଶହେରେ କାର ଚଲାନ୍ତୁ

ଇଂଞ୍ଜିନିୟରିଂ ଛାତ୍ରଙ୍କ କମାଲ। ତିଆରି କଲେ ପାଞ୍ଚ ସିଟ୍ ବିଶିଷ୍ଟ ଜିପ୍। ଥରେ ଚାର୍ଯ୍ୟକଲେ ଯାଉଛି ଶହେ ପଞ୍ଚାଶି କିଲୋମିଟର।

Special Story
LOCରୁ ସିଧା ବଲିଉଡ୍ ଯାତ୍ରା

ଇଚ୍ଛା ଶକ୍ତିଥିଲେ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବାର ଯାତ୍ରା ସଫଳ ହୁଏ। ଭାରତ ପକ୍ ସୀମା ନିକଟବର୍ତ୍ତୀ ଗାଁରୁ ଆସିଥିବା ଯୁବତୀ ଆଜି ବଲିଉଡରେ କମାଉଛନ୍ତି ନିଜ ନାଁ।

Alive Man Shown Dead
ମୁଁ ମରିନାହିଁ, ମୋ ନାଁରେ ହରିଶ୍ଚନ୍ଦ୍ର ଯୋଜନାର ଟଙ୍କା ନେଇଗଲେ

କେଇଟା ଟଙ୍କା ପାଇଁ ଏଠି କାଙ୍ଗାଳ। ବଂଚି ଥାଉଥାଉ ଲୋକଙ୍କୁ ମାରି ତାଙ୍କ ନାଁରେ ହରିଶ୍ଚନ୍ଦ୍ର ଯୋଜନାର ଟଙ୍କା ଉଠାଇ ନେଉଛନ୍ତି। ଏମିତି ଅଭିଯୋଗ ପଦାକୁ ଆସିବା ପରେ...

News Fuse
ନାଁ ଲଡୁ, ହେଲେ ଦେଖିବାକୁ ଟାବଲେଟ୍ ଭଳି...

ଆପଣ ଅନେକ ଖାଇବା ଦେବା ଲୋକ ଦେଖିଥିବେ। ହେଲେ ଏଭଳି ବିରଳ ଦାନୀଙ୍କୁ କେବେହେଲେ ଦେଖିନଥିବେ। ଗୋଟିଏ ନୁହେଁ, ଦୁଇଟା ଲେଖାଁଏ ଲଡୁ ବାଣ୍ଟୁଛନ୍ତି ଏ ବ୍ୟକ୍ତି ଜଣକ..

Chingudi Chadchadi
ରବିବାର ଆମିଷ ବାର, ଘରେ ବନାନ୍ତୁ ଚିଙ୍ଗୁଡ଼ିରେ ପ୍ରସ୍ତୁତ ଚଡ଼ଚଡ଼ି

ଘରେ ଆପଣ ବିଭିନ୍ନ ରକମର ଖାଇବା ପ୍ରସ୍ତୁତ କରି ଖାଉଥିବେ। ଆଉ ରବିବାରେ ଟିକେ ଅଲଗା ତିଆରି କରିଥାନ୍ତି। ଆଜି ଆମେ ଆପଣଙ୍କୁ ଦେଖାଉଛି ଏମିତି ଏକ ଆଇଟମ୍ ଯାହାକୁ ଖାଇଲେ ଭୋକ ମେଣ୍ଟିବା ସହ ପାଟି ବାରମ୍ୱାର କହିବ ଖାଇବାକୁ...

Smart school
ନବୀନ ସରକାରଙ୍କ ସ୍ମାର୍ଟସ୍କୁଲ… ବାରଣ୍ଡାରେ ପଡ଼ିଛି ଦରି ପାଲ…

ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ସରକାରୀ ସ୍କୁଲକୁ ସ୍ମାର୍ଟ କରୁଛନ୍ତି। କିନ୍ତୁ ଏପଟେ ସାଧାରଣ ସ୍କୁଲରେ ଘର ନାହିଁ କି ଶିକ୍ଷକ ନାହାଁନ୍ତି। ପିଲାଏ ବାରଣ୍ଡାରେ ଦରି ପାଲ ପକେଇ ତଳେ ବସି ପଢୁଛନ୍ତି। ଘର ନଥିବାରୁ ଯେଉଁ ଚେୟାର ଟେବୁଲ୍ ସରକାର ଦେଇଥିଲେ ତାହା...

Special Story,New Electric Bicycle
ସାଇକେଲ ବୟ ସିଦ୍ଧାର୍ଥ, ୟୁଟ୍ୟୁବ ଦେଖି ୩ ଦିନରେ ନିଜ ସାଇକେଲକୁ କରିଦେଲେ ଇ-ସାଇକେଲ

୧୬ ବର୍ଷୀୟ ବାଳକଙ୍କ କରିସ୍ମା। ମାତ୍ର ୩ ଦିନ ଭିତରେ ଏକ ସାଧାରଣ ସାଇକେଲକୁ ରୂପାନ୍ତରିତ କରିଦେଲେ ଇ-ସାଇକେଲରେ। ଯାହା ବ୍ୟାଟେରୀ ଚାଳିତ ଦୁଇଚକିଆ ଯାନ ପରି କାମ କରିପାରୁଛି। ଏହି ସଫଳତା ପାଇଁ ଏବେ ଚର୍ଚ୍ଚାରେ ଢେଙ୍କାନାଳର ୧୬ ବର୍ଷୀୟ ବାଳକ ସିଦ୍ଧାର୍ଥ। ପେଟ୍ରୋଲ ଓ ଡିଜେଲ...

Omicron
କାୟା ବିସ୍ତାର କରୁଛି ଓମିକ୍ରନ୍: ଦିଲ୍ଲୀରେ ଆଉ ଜଣେ ପଜିଟିଭ ଚିହ୍ନଟ

ରାଜଧାନୀ ଦିଲ୍ଲୀରେ ପ୍ରଥମ ଓମିକ୍ରନ୍ ରୋଗୀ ଚିହ୍ନଟ ହୋଇଛି । ତାଞ୍ଜାନିଆ ଫେରନ୍ତା ଯୁବକ ଓମିକ୍ରନ ସଂକ୍ରମିତ ହୋଇଥିବାର ସୂଚନା ମିଳିଛି। ସଂକ୍ରମିତ ଯୁବକଙ୍କୁ LNJP ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଦିଲ୍ଲୀ ସ୍ୱାସ୍ଥ୍ୟ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ଏନେଇ ସୂଚନା ଦେଇଛନ୍ତି । ତେବେ ଦିନକୁ ଦିନ...

Junior hockey worldcup
ଫାଇନାଲରେ ବର୍ଷା ସାଜିଲା ବାଧକ

ଜୁନିୟର ବିଶ୍ୱକପ୍ ହକିରେ ବର୍ଷା ସାଜିଲା ବାଧକ । ଆଜି ଖେଳାଯିବାକୁ ଥିବା ପ୍ରଥମ ମ୍ୟାଚ ସ୍ଥଗିତ କରାଯାଇଛି । ସ୍ପେନ୍-ମାଲେସିଆ ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚ୍ ସ୍ଥଗିତ ରହିଛି । ୭ମ/୮ମ ସ୍ଥାନ ପାଇଁ ମୁହାଁମୁହିଁ ହେବେ ସ୍ପେନ୍-ମାଲେସିଆ । ୧୦.୩୦ରେ ଖେଳାଯିବାକୁ ଥିଲା ମ୍ୟାଚ୍, ୧୧ଟାରେ...

Ind vs Nz 2nd Test
ୱାଙ୍ଖଡେ ଟେଷ୍ଟରେ ବଡ଼ ସ୍କୋର ଅଭିମୂଖେ ଟିମ ଇଣ୍ଡିଆ

ନ୍ୟୁଜିଲାଣ୍ତ ବିପକ୍ଷ ୱାଙ୍ଖଡେ ଟେଷ୍ଟରେ ଡ୍ରାଇଭର ସିଟରେ ବସିଛି ଟିମ ଇଣ୍ଡିଆ । ଆଜି ଦ୍ୱିତୀୟ ଇନିଂସରେ ସ୍କୋର ୬୯ ରନରୁ ଖେଳ ଆରମ୍ଭ କରିବ ଭାରତ । ଭାରତ ତାର ଦ୍ୱିତୀୟ ଇନିଂସରେ କୌଣସି ୱିକେଟ ନହରାଇ ୬୯ ରନ କରିଛି ।

Cyclone Jawad,Weaken
୧୨ ଘଣ୍ଟାରେ ଜୱାଦ୍ ଦୁର୍ବଳ ହୋଇ ଲଘୁଚାପରେ ପରିଣତ ହେବ

ଓଡ଼ିଶା ଉପରୁ ଟଳିଲା ବାତ୍ୟା ଡର । ସମୁଦ୍ର ଭିତରେ ଗଭୀର ଅବପାତରେ ପରିଣତ ହୋଇ ଦୁର୍ବଳ ହେଇଗଲା ବାତ୍ୟା ଜୱାଦ୍ । ମୋଡ଼ ବଦଳାଇ ପଶ୍ଚିମବଙ୍ଗ ଆଡକୁ ଚାଲିଯିବ ବୋଲି ଆଇଏମଡି ପକ୍ଷରୁ କୁହାଯାଇଛି ।

Daily Horoscope
Daily Horoscope, 05 Dec 2021: ଆଜି ଦିନର ମହତ୍ତ୍ୱ କଣ ରହିଛି, ଆସନ୍ତୁ ଜାଣିବା....

ଆଜି ୨୦୨୧ ମସିହା ଡିସେମ୍ବର ତା ୫ ରିଖ ରବିବାର ବିଛା ୨୦ ଦିନ ମାର୍ଗଶିର ମାସ ଶୁକ୍ଳପକ୍ଷ । ପ୍ରତିପଦା ଭୁକ୍ତ ଦ୍ୱିତୀୟା ତିଥି ଜ୍ୟେଷ୍ଠା ନକ୍ଷତ୍ର ବିଛା ଚନ୍ଦ୍ର ସକାଳ ୭ଟା ୫୦ମିନିଟ୍ ପଯର୍ୟନ୍ତ ତାହାପରେ ମୂଳା ନକ୍ଷତ୍ର ଧନୁ ଚନ୍ଦ୍ର ଭୋଗ ହେବ ।