• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

Otv Khabar Bureau

Editor

Posts by Otv Khabar Bureau

Odisha Assembly
ଦୋମୁହାଁ ନୀତି କରୁଛନ୍ତି ମୁଖ୍ୟମନ୍ତ୍ରୀ

ଆମର ଦାବି ସରକାର ତୁମେ ମାନିନିଅ... କମ୍ପୁଛି ଗୃହ... ନିଜ ଜିଦ୍‌ରେ ଅଟଳ ଶାସକ-ବିରୋଧୀ

Omicron
ଓଡ଼ିଶାରେ ପହଞ୍ଚିଲା କି ଓମିକ୍ରନ? ବଢୁଛି ସଂକ୍ରମଣ, ବଢୁଛି ଚିନ୍ତା

ଓଡ଼ିଶାରେ ପହଞ୍ଚିଲା କି ଓମିକ୍ରନ? ବଢୁଛି ସଂକ୍ରମଣ, ବଢୁଛି ଚିନ୍ତା

Man Posing As MBBS Student Dupes Odisha Women
ଲାଗୁଛନ୍ତି ବଡ଼ବଡ଼ିଆ କିନ୍ତୁ କାମ ପୂରା ବରବାଦିଆ

ଲାଗୁଛନ୍ତି ବଡ଼ବଡ଼ିଆ କିନ୍ତୁ କାମ ପୂରା ବରବାଦିଆ.....୪ର୍ଥ ଶ୍ରେଣୀ ପାଠ ପଢିଛନ୍ତି କିନ୍ତୁ ଝିଅଙ୍କୁ ଫସାଇବାର କୌଶଳ ଜାଣିଛନ୍ତି.....ସାମ୍ନାକୁ ଆସିଲା କଳାକାହାଣୀ

Wasim Rizvi
"ଧର୍ମ ପରିବର୍ତ୍ତନ କଲେ ଦାହ ପ୍ରଥାକୁ ମନେ ପକାଇଲେ"

ଉତ୍ତର ପ୍ରଦେଶର ପୂର୍ବତନ ସିଆ ସେଣ୍ଟ୍ରାଲ ଓ୍ୱାକପ ବୋର୍ଡର ଅଧ୍ୟକ୍ଷ ଓ୍ୱାସିମ୍ ରିଜବି ହିନ୍ଦୁ ଧର୍ମ ଗ୍ରହଣ କରିଛନ୍ତି । ଏକ ମନ୍ଦିରରେ ତାଙ୍କୁ ହିନ୍ଦୁ ଧର୍ମରେ ଦୀକ୍ଷିତ କରିଥିଛନ୍ତି ମହନ୍ତ ନରସିଂହା ଆନନ୍ଦ ସରସ୍ୱତୀ ।

Moon Surface
ଚନ୍ଦ୍ରରେ ଦିଶିଲା ଏକ କ୍ୟୁବ୍ ଆକୃତିର ବସ୍ତୁ; କ’ଣ ସେ ବସ୍ତୁ, ଆସନ୍ତୁ ଜାଣିବା..

ଚନ୍ଦ୍ରପୃଷ୍ଠରେ ଦିଶିଲା ଏକ ଅଦ୍ଭୂତ ଦୃଶ୍ୟ । କ୍ୟୁବ୍ ଆକୃତିର ଏକ ବସ୍ତୁ ଚନ୍ଦ୍ରପୃଷ୍ଠରେ ପଡିରହିଥିବାର ଦେଖାଇଛି ଚାଇନାର ଏକ ସ୍ପେସ ଏଜେନ୍ସି ୟୁଟୁ-୨ ଚନ୍ଦ୍ର ରୋଭର୍। ଏହି ଅଦ୍ଭୂତ ଦୃଶ୍ୟ ବର୍ତ୍ତମାନ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି ।

Anganwadi Workers
ଅଙ୍ଗନଓ୍ୱାଡ଼ି ଦିଦିଙ୍କ ରଣ ହୁଙ୍କାର

୧୩ ଦଫା ଦାବି ନେଇ ରାଜରାସ୍ତାରେ ଗର୍ଜିଲେ ହଜାର ହଜାର ଅଙ୍ଗନଓ୍ୱାଡ଼ି କର୍ମୀ.. ଦାବି ପୂରଣ ନ ହେଲେ ଆନ୍ଦୋଳନ ଆହୁରି ତେଜିବ.. ଶୁଣନ୍ତୁ ସେମାନଙ୍କର କଣ ସବୁ ଦାବି ରହିଛି..

Omicron Scare: 246 Returnees From ‘At-Risk’ Nations To Odisha Test Positive For Covid-19
ରିସ୍କ ଦେଶରୁ ଆସିଥିବା ୨୪୬ କୋଭିଡ୍ ପଜିଟିଭ୍

ରିସ୍କ ଦେଶରୁ ଆସିଥିବା ୨୪୬ କୋଭିଡ ପଜିଟିଭ୍ । ଭୁବନେଶ୍ୱର ଆଇଏଲ୍ଏସ୍ ନିର୍ଦ୍ଦେଶକ ଅଜୟ ପରିଡ଼ାଙ୍କ ସୂଚନା । ନଭେମ୍ବର ୨୪ ପରେ ଓଡ଼ିଶା ଆସିଥିବା ଲୋକଙ୍କ ମଧ୍ୟରୁ ୨୪୬ ପଜିଟିଭ୍ ଚିହ୍ନଟ ହୋଇଥିବା ଜଣାପଡ଼ିଛି

Milk Meant For Free Distribution In Andhra Pradesh Being Sold In Koraput’s Pottangi
ଓଡିଶାରେ ଆନ୍ଧ୍ର ସରକାରୀ କ୍ଷୀର

ଓଡ଼ିଶାରେ ବିକ୍ରି ହେଉଛି ଆନ୍ଧ୍ରର ସରକାରୀ କ୍ଷୀର । ଅଙ୍ଗନବାଡ଼ି କେନ୍ଦ୍ରକୁ ଯୋଗାଯାଉଥିବା ମାଗଣା କ୍ଷୀରକୁ କୋରାପୁଟ ପଟାଙ୍ଗୀରେ ବିକ୍ରି କରୁଛନ୍ତି ଅସାଧୁ ବ୍ୟବସାୟୀ। ନଜର ପକାନ୍ତୁ ପୁରା ଘଟଣା ଉପରେ ।

Odisha Assembly |  Tara Bahinipati Appeals CM To Call All Party Meet, Revoke Dibya Shankar Mishra
‘ବିଧାନସଭାକୁ ବନ୍ଦ କଲା ବିଜେଡି’

ଆଜି ବି ଚାଲିପାରିଲାନି ବିଧାନସଭା.. ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ବହିଷ୍କାର ଦାବିରେ ବିରୋଧୀ ହଟ୍ଟଗୋଳ କରିଥିବା ବେଳେ ବିଜେଡି ମୁଖା ପିନ୍ଧି ପ୍ରତିବାଦ କରିଥିଲା..ପରେ ବାଚସ୍ପତି ଗୃହକୁ ମୁଲତବି ଘୋଷଣା କରିଥିଲେ.. ଏହାକୁ ନିନ୍ଦା କରିଛନ୍ତି କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀ ପତି

Cyclone Jawad  |  Rains Damage Paddy Crops In Nilagiri, Balasore
ଆଣ୍ଠୁଏ ପାଣିରେ ଭାସୁଛି ବର୍ଷକର ଆହାର

ବାତ୍ୟା ଜଓ୍ୱାଦ୍ ସିନା ଦୁର୍ବଳ ହେଇଗଲା କିନ୍ତୁ ଚାଷୀଙ୍କ କି ଅବସ୍ଥା କରିଗଲା ଦେଖନ୍ତୁ.. ବର୍ଷ ଯାକର ଆହାରରେ ଆଣ୍ଠୁଏ ଆଣ୍ଠୁଏ ପାଣି.. ଋଣ କରି ସୁନାର ଫସଲ ଫଳେଇଥିବା ଚାଷୀ ଏବେ ଧୈର୍ଯ୍ୟହରା ହୋଇ ରାଜ୍ୟ ବାହାରକୁ ଯାଇ ମୂଲ ଲାଗିବାକୁ ଚିନ୍ତା କଲାଣି.

Mamita Meher Murder Case  | Hearing On Bail Petition Of Gobinda Sahu Today
ଗୋବିନ୍ଦ ମାଗୁଛି ଜାମିନ

ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁର ଜାମିନ ଆବେଦନର ଆଜି ହେବ ଶୁଣାଣି । କଣ୍ଟାବାଞ୍ଜି ଏଡିଜେ କୋର୍ଟରେ ମାମଲାର ଶୁଣାଣି ହେବ ।

Pandemonium Continues In Odisha Assembly, Adjourned Till 4 PM
ମୁଖା ପିନ୍ଧି ପ୍ରତିବାଦ କଲା ବିଜେଡି

ମମିତା ମେହେର ହତ୍ୟା ମାମଲାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବିରେ ବିଧାନସଭାରେ ବିରୋଧୀ ହଟ୍ଟଗୋଳ କରିଥିବା ବେଳେ ଶାସକ ଗୋଷ୍ଠୀ ବିଜେଡି ଗାନ୍ଧି ମୂର୍ତ୍ତି ତଳେ ଜୟୀ ରାଜଗୁକୁଙ୍କ ମୁଖା ପିନ୍ଧି କେନ୍ଦ୍ର ସରକାର ବିରୋଧରେ ପ୍ରତିବାଦ କରିଛି.. ପାଇକ ବିଦ୍ରୋହକୁ ପ୍ରଥମ ସ୍ୱାଧୀନତା ସଂଗ୍ରାମର ମାନ୍ୟତା...

Jhankarpali PEO In Vigilance Net
ସମ୍ବଲପୁର ଯୁଯୁମୁରାର PEOଙ୍କ ଘରେ ରେଡ୍

ଭିଜିଲାନ୍ସ ଜାଲରେ ପଞ୍ଚାୟତ ନିର୍ବାହୀ ଅଧତ୍କାରୀ। ସମ୍ବଲପୁର ଯୁଯୁମୁରା ବ୍ଲକ ଝାଙ୍କରପାଲି PEOଅଚ୍ୟୁତାନନ୍ଦ ଖୁଣ୍ଟିଆଙ୍କ ଘରେ ରେଡ୍। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୩ଟି ସ୍ଥାନରେ ରେଡ୍ ।

40% travellers who came to Odisha from 8 ‘at-risk countries’ yet to be traced.
୪୦% ବିଦେଶ ଫେରନ୍ତାଙ୍କ ତଥ୍ୟ ମିଳୁନି

ଓମିକ୍ରନ ନେଇ ଚିନ୍ତା ବଢୁଥିବା ବେଲେ ରାଜ୍ୟକୁ ଆସିଥିବା ବିଦେଶ ଫେରନ୍ତାଙ୍କ ତଥ୍ୟ ମିଳୁନି । ରାଜ୍ୟକୁ ଓମିକ୍ରନ ଆକ୍ରାନ୍ତ ଦେଶରୁ ୮ ଶହରୁ ଊର୍ଦ୍ଧ୍ୱ ପ୍ରବାସୀ ଓଡ଼ିଶା ଫେରିଥିବା ବେଳେ ସେମାନଙ୍କ ମଧ୍ୟରୁ ୪୦ ପ୍ରତିଶତ ପତ୍ତା ମିଳୁନି ।

Cyclone Jawad Weakens, Heavy Rainfall In Several Parts Of Odisha
ଆସନ୍ତାକାଲିଠୁ ଶୁଖିଲା ପାଗ

ଆସନ୍ତାକାଲିଠୁ ଶୁଖିଲା ପାଗ। ଜୱାଦ୍ ପ୍ରଭାବରେ ଉପକୂଳ ତଥା ସଂଲଗ୍ନ ଜିଲ୍ଲାରେ ପାଗ ମେଘୁଆ ରହିଛି। ଆଜି ଉତ୍ତର ଉପକୂଳ ଓଡ଼ିଶାର କିଛି ସ୍ଥାନରେ ହାଲୁକା ବର୍ଷା ସମ୍ଭାବନା।

Health Minister Naba Kishore Das On Omicron Scare In Odisha
କେତେ ମାତ୍ରାରେ ସଂକ୍ରମିତ ହେଉଛି, ତାହା ଉପରେ ଗବେଷଣା ଚାଲିଛି : ମନ୍ତ୍ରୀ ନବ ଦାସ

ଓମିକ୍ରନକୁ ନେଇ ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ଅଭୟବାଣୀ ଶୁଣାଇଛନ୍ତି। ଓମିକ୍ରନ ନେଇ ଆଲୋଚନା ଚାଲିଛି, ଭୟର କୌଣସି କାରଣ ନାହିଁ ବୋଲି ସେ କହିଛନ୍ତି। କିଏ କେଉଁଠୁ ଆସୁଛି ତଥ୍ୟ ଦେବାକୁ କେନ୍ଦ୍ରକୁ ଅନୁରୋଧ କରୁଛୁ। ହୁ ସଠିକ୍ ତଥ୍ୟ ଦେଇନି, ଓଡ଼ିଶା ପୂରା ନଜର...

Odisha Assembly | Congress & BJP MLAs Create Ruckus In House Over Mamita Murder Case
ଘେରିଗଲେ ବିରୋଧୀ, ଗୃହ ମୁଲତବୀ

ଆଜି ବି ଚାଲିପାରିଲାନି ବିଧାନସଭା.. ଗୃହ ଭିତରେ ବିରୋଧୀଙ୍କ ହଟ୍ଟଗୋଳ ସାଙ୍ଗକୁ ଶାସକ ବିଜେଡି ବିଧାୟକମାନେ ବି ଜୟୀ ରାଜଗୁରୁଙ୍କ ମୁଖା ପିନ୍ଧି କେନ୍ଦ୍ର ସରକାରଙ୍କ ବିରୋଧରେ ପ୍ରତିବାଦ କରିଛନ୍ତି.. ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବହିଷ୍କାର ଦାବିରେ କଂଗ୍ରେସ ବାଚସ୍ପତିଙ୍କ ପୋଡିୟମ ଘେରିଥିବା ବେଳେ ବିଜେପି ମଧ୍ୟ ପୋଷ୍ଟର...

India vs New Zealand 2nd Test Day 4 Highlights: India crush New Zealand by 372 runs
ମୁମ୍ବାଇ ଟେଷ୍ଟରେ ଭାରତର ଜବରଦସ୍ତ ବିଜୟ

ନ୍ୟୁଜିଲାଣ୍ଡକୁ ୩୭୨ ରନ୍‌ରେ ହରାଇଲା ଭାରତ। ମୁମ୍ବାଇ ବିଜୟ ସହ ୧-୦ରେ ସିରିଜ୍ ଜିତିଲା ଭାରତ। ଗୋଟିଏ ଦିନ ଥାଇ ବିଜୟ ହାସଲ କରିଛି। ଭାରତ ୨ ଟିକିଆ ସିରିଜ୍‌ର କାନପୁର ଟେଷ୍ଟ ଡ୍ର ରହିଥିଲା। ମୁମ୍ବାଇ ଟେଷ୍ଟରେ ଭାରତର ଜବରଦସ୍ତ ବିଜୟ ହୋଇଛି ।

Odisha Assembly To Resume Today, Opposition To Stall House Over Mamita Meher Murder Case
ଆଜିଠାରୁ ପୁଣି ଆରମ୍ଭ ହେଉଛି ବିଧାନସଭା ।

ଆଜିଠାରୁ ପୁଣି ଆରମ୍ଭ ହେଉଛି ବିଧାନସଭା । ମମିତା ମେହର ପ୍ରସଙ୍ଗକୁ ନେଇ ସରକାରଙ୍କୁ ଘେରିପାରନ୍ତି ବିରୋଧି । ବିଧାନସଭା ୪ ଦିନ ଚାଲିଥିବାବେଳେ ଗୋଟିଏ ଦିନ ବି ଠିକ୍‌ରେ ଚାଲିପାରିନଥିଲା ଗୃହ । ପ୍ରଥମ ଦିନ ପ୍ରବେଶ ପଥରେ ତାଲା ମାରିଥିଲେ । ଦ୍ୱିତୀୟ ଦିନ...

Kalahandi | 12-Hour Bandh Demanding Revenue Subdivision Status For M Rampur
ସବଡିଭିଜନ ଦାବିରେ ବନ୍ଦ ପାଳନ

କଳାହାଣ୍ଡି ଜିଲ୍ଲାର ଏମ୍.ରାମପୁରକୁ ସବଡିଭିଜନ୍ ମାନ୍ୟତା ଦାବିରେ ବନ୍ଦ ପାଳନ । ଏମ୍.ରାମପୁର ସହ ନର୍ଲା ଓ କର୍ଲାମୁଣ୍ଡା ବ୍ଲକରେ ବି ଆନ୍ଦୋଳନ ... ଦୋକାନ ବଜାର, ଗାଡ଼ି ମୋଟର ଚଳାଚଳ ବନ୍ଦ ..