ଘରେ ଆପଣ ବିଭିନ୍ନ ରକମର ଖାଇବା ପ୍ରସ୍ତୁତ କରି ଖାଉଥିବେ। ଆଉ ରବିବାରେ ଟିକେ ଅଲଗା ତିଆରି କରିଥାନ୍ତି। ଆଜି ଆମେ ଆପଣଙ୍କୁ ଦେଖାଉଛି ଏମିତି ଏକ ଆଇଟମ୍ ଯାହାକୁ ଖାଇଲେ ଭୋକ ମେଣ୍ଟିବା ସହ ପାଟି ବାରମ୍ୱାର କହିବ ଖାଇବାକୁ...
Published: Otv Khabar Bureau
Last updated: 05 December 2021, 12:49 PM IST
ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ସରକାରୀ ସ୍କୁଲକୁ ସ୍ମାର୍ଟ କରୁଛନ୍ତି। କିନ୍ତୁ ଏପଟେ ସାଧାରଣ ସ୍କୁଲରେ ଘର ନାହିଁ କି ଶିକ୍ଷକ ନାହାଁନ୍ତି। ପିଲାଏ ବାରଣ୍ଡାରେ ଦରି ପାଲ ପକେଇ ତଳେ ବସି ପଢୁଛନ୍ତି। ଘର ନଥିବାରୁ ଯେଉଁ ଚେୟାର ଟେବୁଲ୍ ସରକାର ଦେଇଥିଲେ ତାହା ମଧ୍ୟ ବ୍ୟବହାର ହୋଇନପାରି ଖତ ଖାଉଛି।