କେଉଁଠି କ୍ଷେତରେ ଭାସୁଛି ଧାନ, କେଉଁଠି ଗଜା ହେଲାଣି ପାଚିଲା ଧାନ । ଜୱାଦ ଗଲା କିନ୍ତୁ ଚାଷୀଙ୍କୁ ଦେଇଯାଇଛି ଦୁଃଖ ।
ସ୍କୁଲକୁ କିଭଳି ଛାତ୍ରଛାତ୍ରୀ ସୁରକ୍ଷିତ ଭାବେ ଗାଡିରେ ଯାଇପାରିବେ, ସେନେଇ ଆଇନକୁ କଡାକଡି କରିଛନ୍ତି ସରକାର । ହେଲେ ମାଲକାନଗିରି ଜିଲ୍ଲାରେ ଖୋଦ ପ୍ରଶାସନିକ ସ୍କୁଲ ବସ୍ ଆଇନକୁ ଉଲ୍ଲଂଘନ କରି ରାସ୍ତାରେ ଗଡୁଛି । । ଦେଖିନ୍ତୁ ଏହି ରିପୋର୍ଟ ।
ସବଡିଭିଜନ୍ ମାନ୍ୟତା ଦାବିରେ ବନ୍ଦ ପାଳନ । ମଦନପୁର ରାମପୁରରେ ରାଜ୍ୱସ୍ୟ ସବଡିଭିଜନ କରିବା ପାଇଁ ଦାବି ହୋଇଛି ।
ସୁନ୍ଦରଗଡ଼ ବଣାଇରେ ହାତୀ ଉତ୍ପାତ । କୁଳିପୋଷ ରେଂଜରେ ଫସଲ ନଷ୍ଟ କରୁଛନ୍ତି ହାତୀ ପଲ । ଆତଙ୍କିତ ଅବସ୍ଥାରେ ରହିଛନ୍ତି ସ୍ଥାନୀୟ ଲୋକେ ।
ନିଜକୁ ନକଲି ଡାକ୍ତରୀ ଛାତ୍ର ପରିଚୟ ଦେଇ ଯୁବତୀଙ୍କୁ ପ୍ରଥମେ ପ୍ରେମ ଜାଲରେ ଫସାଉ ଥିଲେ ପରେ ସେମାନଙ୍କଠୁ ଲୁଟ୍ କରୁଥିଲେ। ଶେଷରେ ପୋଲିସ୍ ହାତରେ ତାଙ୍କର ଏହି କାରନାମା ଧରାପଡ଼ିଛି।
ନୂଆପଡା ଜିଲ୍ଲାରେ ଲଗାଣ ବର୍ଷାରେ କଣ ସବୁ ବ୍ୟାପକ କ୍ଷତି ହୋଇଛି ଦେଖନ୍ତୁ ଏହି ରିପୋର୍ଟ ।
ରାଜଧାନୀର ପ୍ରମୁଖ ସ୍ଥାନ ଡେଲଟା ଛକରେ ରାତିରେ ଏତେ ବଡ଼ ଧରଣର ଚୋରିକୁ ନେଇ ସ୍ଥାନୀୟ ବ୍ବ୍ୟବସାୟୀମାନେ ଆତଙ୍କିତ ହୋଇପଡ଼ିଛନ୍ତି। ସଟର୍ ଓ ଗ୍ରୀଲ୍ କୁ ଗ୍ୟାସ୍ କଟରରେ କାଟି ଲୁଟେରା ମାନେ ଲୁଟ କରିଥିବା ଜଣାପଡିଛି।
ଆଜି ଆସୁଛନ୍ତି ପୁଟିନ୍। ଆଜି ଭାରତ ଆସୁଛନ୍ତି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ । ମୋଦି-ପୁଟିନଙ୍କ ମଧ୍ୟରେ ହେବ ଗୁରୁତ୍ୱପୂର୍ଣ୍ଣ ଆଲୋଚନା । ପ୍ରତିରକ୍ଷା, ବାଣିଜ୍ୟ, ଶକ୍ତି ଓ କୂଟନୈତିକ ସହଭାଗିତା ପ୍ରସଙ୍ଗରେ ଆଲୋଚନା । ଫୋକସରେ S-୪୦୦ ମିସାଇଲ୍ ଡିଫେନ୍ସ ସିଷ୍ଟମ ଓ AK-୨୦୩ ଆସଲଟ୍ ରାଇଫଲ
ପବିତ୍ର ଦେବଦୀପାବଳୀର ଅନ୍ତିମ ଦିନରେ ମହାପ୍ରଭୁ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧ ନୀତି ପାଳନ ହୋଇଛି ।ଅନ୍ତିମ ଦିନରେ ପିତାମାତା ନନ୍ଦ, ଯଶୋଦା, ଦେବକୀ, ବସୁଦେବ ଏବଂ ଇନ୍ଦ୍ରଦ୍ୟୁମ୍ନ ଓ ଗୁଣ୍ଡିଚା ରାଣୀଙ୍କୁ ଶ୍ରାଦ୍ଧ ପ୍ରଦାନ କରାଯାଇଛି
ଲଗାଣ ବର୍ଷା ପାଇଁ ଶିମିଳିପାଳ ଅଭୟାରଣ୍ୟ ପର୍ଯ୍ୟଟକ ମାନଙ୍କ ପାଇଁ ବନ୍ଦ। ଏନେଇ ଶିମିଳିପାଳ ନର୍ଥ ଡିଭିଜନ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ଦିଆଯାଇଛି।
ଆଜି ୨୦୨୧ ମସିହା, ଡିସେମ୍ବର, ୬ ତାରିଖ, ସୋମବାର, ବିଛା, ୨୧ ଦିନ, ମାର୍ଗଶିର ମାସ, ଶୁକ୍ଳପକ୍ଷ ,ତୃତୀୟା ତିଥି , ତେବେ ଆସନ୍ତୁ ଜାଣିବା କେମିତି କଟିବ ଆପଣଙ୍କ ଦିନ ଓ କ’ଣ ରହିଛି ପ୍ରତିକାର।
କୋରାପୁଟ ଲାଗୁଛି ଦେରାଦୁନ୍ ପରି। ସହରକୁ ଫେରିଲା ଶୀତ ସହ କୁହୁଡ଼ି I ପାହାଡରେ କୁହୁଡିର ଚାଦର ବଢାଉଛି ସୌନ୍ଦର୍ଯ୍ୟ
ବିବାହ ବନ୍ଧନରେ ବାନ୍ଧିହେବେ ବଲିଉଡ୍ର ଲଭ ବାର୍ଡ କ୍ୟାଟ୍ରିନା କୈଫ ଓ ଅଭିନେତା ଭିକି କୌଶଲ । ରୟାଲ ୱେଡିଂ ପାଇଁ ପ୍ରସ୍ତୁତ ହୋଇଛି ରାଜସ୍ଥାନ ସଓ୍ବାଇ ମାଧୋପୁରର ଐତିହାସିକ ଦୁର୍ଗ। ୭ରୁ ୯ ତାରିଖ ମଧ୍ୟରେ ବିବାହ ଉତ୍ସବ ସମ୍ପନ୍ନ ହେବ।
ଭାରତରେ ୪ ଦିନରେ ୨୧ ଓମିକ୍ରନ୍ ସଂକ୍ରମିତ I ରାଜସ୍ଥାନରେ ଉପସ୍ଥିତି ଜାହିର କଲା ଓମିକ୍ରନ୍ ଭାରିଆଣ୍ଟ୍ I ଜୟପୁରରେ ଚିହ୍ନଟ ହେଲେ ୯ ଜଣ ନୂଆ ଓମିକ୍ରନ୍ ଆକ୍ରାନ୍ତ
ସିନ୍ଦେକେଲା ଅଂଚଳରୁ ୩୧ କେଜି ଗଂଜେଇ ଜବତ। ୨ ଦୁର୍ବୃତ୍ତ ଗଂଜେଇ ନେଇ ବାଇକରେ ଯାଉଥିଲେ । ବାଇକ ଦୁର୍ଘଟଣା ପରେ ଫେରାର ମାରିଥିଲେ । ୩ ବ୍ୟାଗ୍ ଭର୍ତ୍ତି ହୋଇ ଥିଲା ଗଂଜେଇ
ନାଗପୁର ଟେଷ୍ଟରେ ଟିମ ଇଣ୍ଡିଆର ଦବଦବା I ଜିତିବାକୁ ଭାରତକୁ ଦରକାର ୫ ୱିକେଟ୍ I କିୱି ଦଳ ଆଗରେ ୫୪୦ ରନର ଟାର୍ଗେଟ
ଗଞ୍ଜାମ ଜିଲ୍ଲା ପାତ୍ରପୁର ତୁରୁବୁଡି ପଞ୍ଚାୟତର ଉଲୁମ ଗାଁରେ ଜଣେ ଚାଷୀ ବିଷ ପିଇ ଆତ୍ମହତ୍ୟା। କରିଥିବା ଅଭିଯୋଗ ହୋଇଛି। ଚାଷ ଜମିର କ୍ଷତି ସହି ନ ପାରି ଚାଷୀ ଜଣକ ଆତ୍ମହତ୍ୟା କରିଥିବା ଅଭିଯୋଗ ଆଣିଛନ୍ତି ତାଙ୍କ ପରିବାର ଲୋକ ।
ବଣାଇ ଅଞ୍ଚଳରେ ଧରାପଡିଲା ନକଲି ସସ୍ କାରବାର। ପିକଅପ ଭ୍ୟାନରୁ ୬୭୮ ବୋଲିତ ନକଲି ସସ୍ ଜବତ । ଜଣେ ବ୍ୟାକ୍ତିକୁ ଗିରଫ କଲା ବଣାଇ ପୋଲିସ ।
ଲିଉଡ୍ ଅଭିନେତ୍ରୀ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ୍ଙ୍କୁ ଗତକାଲି ମୁମ୍ବାଇ ବିମାନ ବନ୍ଦରରେ ଅଟକ ରଖାଯାଇଥିଲା। ୨୦୦ କୋଟିର ଠକେଇ ମାମଲାରେ ପ୍ରବର୍ତ୍ତନ ନିର୍ଦେଶାଳୟ(ED) ଜ୍ୟାକଲିନଙ୍କ ବିରୋଧରେ ଲୁକ୍ ଆଉଟ୍ ନୋଟିସ୍ ଜାରି କରିଛି
ଆଜି ୨୦୨୧ ମସିହା ଡିସେମ୍ବର ତା ୬ ରିଖ ସୋମବାର ଭାଗ୍ୟରେଖା ଦେଖି ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ ।