• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Monday, 06 December 2021

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Satyendu Shekher Mishra
  • 3 years ago

ଓଃ କି ନିଷ୍ଠୁର ! ଗର୍ଭବତୀଙ୍କୁ ବିଧା ଗୋଇଠା ମାରି ନଷ୍ଟ କରିଦେଲେ ଗର୍ଭ

ନୟାଗଡ଼ ଫତେଗଡ଼ରେ ଘଟିଛି ଏକ ଅମାନବୀୟ କାଣ୍ଡ । ଜଣେ ଗର୍ଭବତୀଙ୍କୁ କିଛି ଲୋକ ବିଧା ଗୋଇଠା ମାରି ତାଙ୍କ ଗର୍ଭ ନଷ୍ଟ କରିଦେଇଛନ୍ତି । ଯାହା କି ସ୍ଥାନୀୟ ଅଞ୍ଚଳରେ ଏବେ ଚାଞ୍ଚଲ୍ୟ ସୃଷ୍ଟି କରିଛି । More
  • Otv Khabar Bureau
  • 3 years ago

ଓଡ଼ିଶାକୁ ଘାରୁଛି ଓମିକ୍ରନ୍ ଚିନ୍ତା

ଓଡ଼ିଶାକୁ ଘାରୁଛି ଓମିକ୍ରନ୍ ଚିନ୍ତା । ରାଜ୍ୟରୁ ଏପର୍ଯ୍ୟନ୍ତ କେହି ଜଣେ ହେଲେ ବି ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇ ନଥିଲେ ହେଁ, ନଭେମ୍ବର ୨୯ ପରେ ପଜିଟିଭ ଥିବା ୨୪୬ ଜଣଙ୍କର ନମୁନାକୁ ଜିନମ୍ ସିକ୍ୱେନ୍ସିଂ ପାଇଁ ପଠାଯାଇଛି । ଅପରପକ୍ଷରେ ଚିନ୍ତାର କଥା ହେଉଛି, ଓମିକ୍ରନ ରିସ୍କ ଦେଶରୁ ଆସିଥିବା ୮ଶହ ଲୋକଙ୍କ ମଧ୍ୟରୁ ୪୦ ପ୍ରତିଶତଙ୍କ ଠିକଣା ମିଳୁନି । More
  • Satyendu Shekher Mishra
  • 3 years ago

ପଞ୍ଚମ ଦିନ ବି ଗୃହ ଅଚଳ; ବିଜେପି-କଂଗ୍ରେସକୁ କାଉଣ୍ଟର କଲା ବିଜେଡି

ମମିତ ମାହେର ହତ୍ୟା ଘଟଣାକୁ ନେଇ ୫ ଦିନ ହେଲା ଗୃହ ଅଚଳ । ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବହିଷ୍କାର ଦାବିରେ ବିରୋଧୀ ଅଡ଼ି ବସିଥିବା ବେଳେ ବିଜେଡି କିନ୍ତୁ ବିରୋଧୀଙ୍କୁ କର୍ଣ୍ଣପାତ ବି କରୁନି । More
  • Satyendu Shekher Mishra
  • 3 years ago

ଦୁଃଖ ! ବର୍ଷଯାକର ପରିଶ୍ରମ ପାଣିରେ ଭାସିଲା, ଚାଷୀ ଜୀବନ ହାରିଦେଲା..

ଗୁମୁରି ଗୁମୁରି କାନ୍ଦୁଥିବା ପତ୍ନୀ ଭାଳି ହେଉଛନ୍ତି, କେମିତି ଅଦିନିଆ ବର୍ଷା ତାଙ୍କ ଅଭାବୀ ପରିବାରରେ ଅଦିନରେ ଘଟାଇଲା ବିରାଟ କ୍ଷତି । More
  • Satyendu Shekher Mishra
  • 3 years ago

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଗୃହକୁ ଡାକିଲା ବିଜେପି, ମନେ ପକାଇଲା ପୁରୁଣା କଥା

ମମିତା ପ୍ରସଙ୍ଗ ନେଇ ବିଧାନସଭାରେ ବିରୋଧୀଙ୍କ ହଙ୍ଗମା ଜାରି ରହିଛି । ବିରୋଧୀ ମମିତା ପ୍ରସଙ୍ଗରୁ ପଛକୁ ହଟୁନଥିବା ବେଳେ ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମର ମାନ୍ୟତା ଦେବାକୁ ଦାବି କରିଛି ବିଜେଡି । More
  • Pallipuspa Samal
  • 3 years ago

ଓଡ଼ିଶାରେ ଖାଲିପଡିଛି ୧୮୭୧ ମେଡିକାଲ ପଦବୀ, ଶୀଘ୍ର କରନ୍ତୁ ଆବେଦନ

ଆପଣ ସ୍ୱାସ୍ଥ୍ୟ ବିଭାଗ କିମ୍ବା ମେଡିକାଲ କ୍ଷେତ୍ରରେ ଚାକିରି ଖୋଜୁଛନ୍ତି କି ? ଓଡ଼ିଶା ପବ୍ଲିକ ସର୍ଭିସ କମିଶନ(OPSC) ଆଣି ଦେଇଛି ସୁବର୍ଣ୍ଣ ସୁଯୋଗ । ଡେରି ନକରି ତୁରନ୍ତ କରନ୍ତୁ ଆବେଦନ । More
  • Chandan Shishu
  • 3 years ago

ମାହାଙ୍ଗା ଡବଲ ମର୍ଡର ମାମଲାରେ ପୋଲିସ ହାତକୁ ବାନ୍ଧିଛି କିଏ?

ମାହାଙ୍ଗା ଡବଲ ମର୍ଡର ମାମଲାରେ ପୁନଃ ତଦନ୍ତ ରିପୋର୍ଟ ଦାଖଲ ପାଇଁ ପୂର୍ବରୁ ନିର୍ଦ୍ଦେଶ ଦେଇଥିଲେ ସାଲେପୁର JMFC କୋର୍ଟ । ମାମଲାର ଶୁଣାଣି କରୁଥିବା ସାଲେପୁର JMFC କୋର୍ଟ ଗତ ୨୯ ତାରିଖ ସୁଦ୍ଧା ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।  More
  • Chandan Shishu
  • 3 years ago

ସ୍କିମ୍ ପ୍ରଥା ଉଠାଇ ସରକାରୀ କର୍ମଚାରୀର ମାନ୍ୟତା ଦେବାକୁ ଅଙ୍ଗନାବାଡି କର୍ମୀଙ୍କ ଦାବି

ଅଙ୍ଗନବାଡି କର୍ମୀଙ୍କ ଲାଗି ଥିବା ସ୍କିମ୍ ପ୍ରଥା ଉଠାଇବା ସହ ସରକାରୀ କର୍ମଚାରୀର ମାନ୍ୟତା ଦାବି କରିଛନ୍ତି। ଏହାସହ ସର୍ବନିମ୍ନ ୨୧ ହଜାର ଟଙ୍କା ଦରମା ପ୍ରଦାନ କରିବାକୁ ଦାବିରେ ଉଲ୍ଲେଖ ରହିଛି। More
  • Satyendu Shekher Mishra
  • 3 years ago

ମମିତା ହତ୍ୟା ଘଟଣା ନେଇ ଗୃହରେ ଉତ୍ତର ରଖିଲେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର

ମମିତା ହତ୍ୟା ମାମଲାରେ ମୋହନ ମାଝୀଙ୍କ ପ୍ରଶ୍ନରେ ଦିବ୍ୟଶଙ୍କରଙ୍କ ଉତ୍ତର । ମୁଖ୍ୟମନ୍ତ୍ରୀଙ୍କୁ ପଚରାଯାଇଥିବା ପ୍ରଶ୍ନର ଲିଖିତ ଉତ୍ତର ଦେଲେ ଗୃହ ମନ୍ତ୍ରୀ ଦିବ୍ୟଶଙ୍କର । More
  • Pallipuspa Samal
  • 3 years ago

ସଂଧ୍ୟା ଜଳଖିଆରେ ବନାନ୍ତୁ 'ଆଳୁ କଚୋଡ଼ି'

ବର୍ଷା ପାଗରେ ସଂଧ୍ୟା ଟିଫିନ୍ ପାଇଁ ଗରମାଗରମ ଜଳଖିଆ ଖାଇବାକୁ ସମସ୍ତେ ପସନ୍ଦ କରନ୍ତି । ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ଏକ ଗରମାଗରମ ଚଟପଟା ଜଳଖିଆ ରେସିପି । ଏହି ରେସିପିର ନାଁ ହେଉଛି ଖାସ୍ତା 'ଆଳୁ କଚୋଡ଼ି ।' ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ । More
  • Rajalaxmi Sahoo
  • 3 years ago

କଂଗ୍ରେସରୁ ବିଦା ହେଲେ ପ୍ରଫୁଲ୍ଲ ମାଝୀ

ବିଶୃଙ୍ଖଳିତ ଆଚରଣ ଓ ଦଳ ବିରୋଧୀ କାର୍ଯ୍ୟ ପାଇଁ ପୂର୍ବତନ ବିଧାୟକ ପ୍ରଫୁଲ୍ଲ ମାଝୀ କଂଗ୍ରେସରୁ ବହିଷ୍କୃତ ହୋଇଛନ୍ତି। ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ପ୍ରଫୁଲ୍ଲ ମାଝୀ କଂଗ୍ରେସ ଛାଡ଼ି ପାରନ୍ତି ବୋଲି ପୂର୍ବରୁ ଚର୍ଚ୍ଚା ହେଉଥିଲା। More
  • Rajalaxmi Sahoo
  • 3 years ago

ପାଇକ ବିଦ୍ରୋହକୁ ନେଇ ବିଜେଡି-ବିଜେପି ମୁହାଁମୁହିଁ

ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମର ମାନ୍ୟତା ଦେବାକୁ କେନ୍ଦ୍ର ସରକାର ମନା କରିବା ପରେ ଏହାକୁ ନେଇ ରାଜନୀତି ଆରମ୍ଭ ହୋଇଯାଇଛି। More
  • Rajalaxmi Sahoo
  • 3 years ago

‘ରିସ୍କ’ ଦେଶରୁ ଓଡ଼ିଶା ଆସିଥିବା ୨୪୬ ପଜିଟିଭ୍‌

‘ରିସ୍କ’ଦେଶରୁ ଓଡ଼ିଶା ଆସିଥିବା ୨୪୬ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଜିନୋମ୍‌ ସିକ୍ୟୁଏନ୍ସିଂ ରିପୋର୍ଟ ଆସିବା ପରେ ଜଣାପଡ଼ିବ ଏମାନେ ଓମିକ୍ରନ୍‌ରେ ଆକ୍ରାନ୍ତ କି ନୁହେଁ।  More
  • Chandan Shishu
  • 3 years ago

ଓଡ଼ିଶାରେ ବିକ୍ରି ହେଉଛି ଆନ୍ଧ୍ରର ସରକାରୀ କ୍ଷୀର

ବିକ୍ରି ପାଇଁ ଉଦ୍ଦିଷ୍ଟ ନଥିବା କ୍ଷୀର ପ୍ୟାକେଟ ଉପରେ ସ୍ପଷ୍ଟ ଭାବେ ଲେଖା ଥିବା ସତ୍ତ୍ବେ ଏହାକୁ ବିକ୍ରି କରି ଲାଭବାନ ହେଉଛନ୍ତି କଳାବେପାରୀ। More
  • Chandan Shishu
  • 3 years ago

ଭୁଲ ଠିକଣା ଦେଇ କୁଆଡେ ଗଲେ ବିଦେଶ ଫେରନ୍ତା?

କିଛି ବ୍ୟକ୍ତି ଅନ୍ୟ ରାଜ୍ୟର ମଧ୍ୟ ଠିକଣା ଦେଇଥିବା ଜଣାପଡ଼ିଛି। ୪୦ ପ୍ରତିଶତ ଅର୍ଥାତ ପାଖାପାଖି ୩୨୦ ଜଣଙ୍କ ପତ୍ତା ମିଳୁନି। More
  • Rajalaxmi Sahoo
  • 3 years ago

ଚିନ୍ତା ବଢ଼ାଇଲା ଆନୁଆଲ୍‌ ଡେ’ ସେଲିବ୍ରେସନ୍‌ ! ଗୋଟିଏ କଲେଜରୁ ୪୩ ଛାତ୍ରଛାତ୍ରୀ କରୋନା ପଜିଟିଭ୍‌

ତେଲେଙ୍ଗାନାରେ ଏକ କଲେଜର ୪୩ ଜଣ ଛାତ୍ରଛାତ୍ରୀ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଇଭେଣ୍ଟରେ ଅଧିକାଂଶ ଛାତ୍ରଛାତ୍ରୀ ମାସ୍କ ପିନ୍ଧି ନଥିବା ଦେଖିବାକୁ ମିଳିଥିଲା More
  • Chandan Shishu
  • 3 years ago

ଓମିକ୍ରନକୁ ନେଇ ଭୟର କୌଣସି କାରଣ ନାହିଁ: ମନ୍ତ୍ରୀ ନବ ଦାସ

କେତେ ମାତ୍ରାରେ ସଂକ୍ରମିତ ହେଉଛି, ତାହା ଉପରେ ଗବେଷଣା ଚାଲିଛି। ୫ରୁ ୭ ଦିନ ଭିତରେ ତାର ଗବେଷଣା ଓଡ଼ିଶା ସରକାରଙ୍କୁ ଜଣାଇବ। More
  • Rajalaxmi Sahoo
  • 3 years ago

ଆଇନ୍‌ ଉଲ୍ଲଘଂନ କରି ରାସ୍ତାରେ ଗଡ଼ୁଛି ସ୍କୁଲ୍‌ ବସ୍‌ ! ବିପଦରେ ୫୦୦ରୁ ଅଧିକ ଛାତ୍ରଛାତ୍ରୀଙ୍କ ଜୀବନ

ଖୋଦ୍‌ ପ୍ରଶାସନିକ ସ୍କୁଲ ବସ୍ ଆଇନକୁ ଉଲ୍ଲଂଘନ କରି ରାସ୍ତାରେ ଚଳାଚଳ କରୁଥିବା ଦେଖିବାକୁ ମିଳିଛି। ଗାଡ଼ିର ଫିଟନେସ୍‌ ନଥିବା ବେଳେ ଇନ୍‌ସ୍ୟୁରାନ୍ସ ଅବଧି ମଧ୍ୟ ସରିଗଲାଣି। ଏପରିକି ଗା଼ଡିର ଟ୍ୟାକ୍ସ ମଧ୍ୟ ପୈଠ ହୋଇନି। ଏହା ସତ୍ତ୍ୱେ ବର୍ଷ ବର୍ଷ ଧରି ବିପଦ ସଙ୍କୁଳ ବସ୍‌ରେ ପ୍ରତ୍ୟେକ ଦିନ କୁନି କୁନି ଛାତ୍ରଛାତ୍ରୀ ଯାତ୍ରା କରୁଛନ୍ତି।   More
  • Chandan Shishu
  • 3 years ago

ନ୍ୟୁଜିଲାଣ୍ଡକୁ ୩୭୨ ରନ୍‌ରେ ହରାଇଲା ଭାରତ

ନ୍ୟୁଜିଲାଣ୍ଡକୁ ୫୪୦ ରନ୍‌ର ଟାର୍ଗେଟ୍‌ ଦେଇଥିଲା ଭାରତ। ଆଉ ନ୍ୟୁଜିଲାଣ୍ଡ ୫୪୦ ରନ୍‌ର ବିଜୟ ଟାର୍ଗେଟକୁ ପିଛା କରି ଦ୍ୱିତୀୟ ଇନିଂସ୍‌ରେ ୧୬୭ ରନ୍‌ରେ ଅଲ୍‌ ଆଉଟ୍ ହୋଇଯାଇଥିଲା। More
  • Rajalaxmi Sahoo
  • 3 years ago

ଡାକ୍ତରୀ ଛାତ୍ର କହି ପ୍ରେମ ଜାଲରେ ଫସାଉଥିଲେ; ଯୁବତୀଙ୍କୁ ମଲ୍‌, ହୋଟେଲ୍‌ ନେଇ କରୁଥିଲେ ଏମିତି କାରନାମା...

ନିଜକୁ ନକଲି ଡାକ୍ତରୀ ଛାତ୍ର ପରିଚୟ ଦେଇ ଯୁବତୀଙ୍କୁ ପ୍ରଥମେ ପ୍ରେମ ଜାଲରେ ଫସାଉ ଥିଲେ ପରେ ସେମାନଙ୍କଠୁ ଲୁଟ୍‌ କରୁଥିଲେ। ପ୍ରକୃତରେ ଯୁବକ ଜଣକ ଡାକ୍ତରୀ ଛାତ୍ର ନୁହଁନ୍ତି। ବରଂ ସେ ଷଷ୍ଠ ଶ୍ରେଣୀ ଯାଏ ପାଠ ପଢ଼ିଛନ୍ତି। More
  • Rajalaxmi Sahoo
  • 3 years ago

ବାତ୍ୟା ଦେଇଗଲା ଦୁଃଖ, ଫସଲ ନଷ୍ଟ ହୋଇଯିବାରୁ ଜୀବନ ହାରିଲେ ଚାଷୀ !

ବାତ୍ୟା ‘ଜୱାଦ୍‌’ ପ୍ରଭାବରେ ହୋଇଥିବା ପ୍ରବଳ ବର୍ଷାରେ ଫସଲ ସବୁ ନଷ୍ଟ ହୋଇ ଯାଇଥିଲା। ଶେଷରେ ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। More
  • Rajalaxmi Sahoo
  • 3 years ago

ଆଜିଠୁ ବଦଳିବ ପାଗ, କାଲିଠୁ ପାଗ ଶୁଖିଲା

୭ ତାରିଖରୁ ଓଡ଼ିଶାରେ ପାଗ ଶୁଖିଲା ରହିବ। ଆଜିଠୁ ୩ ରୁ ୪ ଡ଼ିଗ୍ରୀ ଯାଏ ରାତିର ତାପମାତ୍ରା ତଳକୁ ଖସିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।  More
  • Satyendu Shekher Mishra
  • 3 years ago

ରାଜଧାନୀରେ କୋଟିଏ ଟଙ୍କାର ଲୁଟ୍ !

କିଛି ଦିନ ପୂର୍ବରୁ ରାଜଧାନୀ ରାଜରାସ୍ତାରେ କେବିଏନ୍‌ ଗ୍ରୁପ୍‌ର ତାଣ୍ଡବ ଭିଡିଓ ମଧ୍ୟ ଭାଇରାଲ ହୋଇଥିଲା । ଏଥିରୁ ସ୍ପଷ୍ଟ ଯେ, ଯେଉଁ କମିଶନରେଟ୍‌ ପୋଲିସ ଭରସାରେ ରାଜଧାନୀବାସୀ ନଶ୍ଚିନ୍ତରେ ଶୋଉଛନ୍ତି, ସେହି ସମୟରେ କମିଶନରେଟ୍‌ ପୋଲିସ ମଧ୍ୟ ନିଘୋଡ଼ ନିଦରେ ରହୁଛି । More
  • Satyendu Shekher Mishra
  • 3 years ago

ଏକାଥରକେ ମହାରାଷ୍ଟ୍ରରୁ ୭, ରାଜସ୍ଥାନରୁ ୯ ଓମିକ୍ରନ୍‌ ସଂକ୍ରମିତ ଚିହ୍ନଟ

ଦେଶରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଏପଟେ ଓଡ଼ିଶାରେ ଏଯାଏଁ ଓମିକ୍ରନ୍ ଚିହ୍ନଟ ହୋଇ ନ ଥିଲେ ମଧ୍ୟ ସତର୍କ ରହିବାକୁ ପରାମର୍ଶ ଦେଇଛି ସ୍ୱାସ୍ଥ୍ୟ ବିଭାଗ । ରାଜ୍ୟ ସରକାର କହିଛନ୍ତି, ଜାତୀୟ ହାର ତୁଳନାରେ ଓଡ଼ିଶାର କୋଭିଡ୍ ସ୍ଥିତି ବେଶ ଭଲ ରହିଛି । More
  • Satyendu Shekher Mishra
  • 3 years ago

ଶୋଚନୀୟ ଅବସ୍ଥାରେ ଇଞ୍ଜିନିୟରିଂ କଲେଜ, ଚାକିରି ନାହିଁ ବୋଲି ସିଟ୍‌ ଖାଲି !

ଇଞ୍ଜିନିୟର ହେଉଛନ୍ତି କିନ୍ତୁ ଚାକିରି ମିଳୁନି । ରାଜ୍ୟରେ ଏବେ ଏଭଳି ସ୍ଥିତି । ଧୀରେ ଧୀରେ ଇଞ୍ଜିନିୟରିଂ ପାଠ୍ୟକ୍ରମର ଚାହିଦା ବି କମୁଛି । ମହାମାରୀ ସମୟରେ କଲେଜ ଗୁଡିକରେ ଇଞ୍ଜିନିୟରିଂ ସିଟ୍ ଅଧିକ ମାତ୍ରାରେ ଖାଲି ପଡିଛି । More
  • Satyendu Shekher Mishra
  • 3 years ago

ବାତ୍ୟା ଟଳିଲା, ହେଲେ ନାକେଦମ କଲା ଲଗାଣ ବର୍ଷା ! ଜାଣନ୍ତୁ ବାତ୍ୟା ପରର ସ୍ଥିତି

ସାମୁଦ୍ରିକ ଝଡ଼ ଜଓ୍ୱାଦ ଦୁର୍ବଳ ହେବା ପରେ ଓଡ଼ିଶା ଉପରୁ ଟଳିଛି ବାତ୍ୟା ବିପଦ । କିନ୍ତୁ  ଦୁଇ ଦିନ ଧରି ଭିଜୁଛି ଉପକୂଳ ଓଡ଼ିଶା । ଗଞ୍ଜାମ ଖଲ୍ଲିକୋଟ ଅଞ୍ଚଳରେ ବାତ୍ୟା ଜଓ୍ୱାଦ ପ୍ରଭାବରେ ସବୁଠୁ ଅଧିକ ବର୍ଷା ହୋଇଛି । More
  • Satyendu Shekher Mishra
  • 3 years ago

ବର୍ଷ ଯାକର ପରିଶ୍ରମ ପାଣିରେ ଭାସିଗଲା, ମୁଣ୍ଡରେ ହାତ ଦେଇ ବସିଛି ଚାଷୀ

ଗଞ୍ଜାମ ଖଲ୍ଲିକୋଟ ବ୍ଲକ୍ ଅଞ୍ଚଳରେ ରେକର୍ଡ ହୋଇଛି ୧୫୮ ମିଲିମିଟର ବର୍ଷା । ପ୍ରବଳ ବର୍ଷା ଯୋଗୁ ଉଜୁଡି ଯାଇଛି ଧାନ ଓ ପନିପରିବା ଫସଲ । କ୍ଷେତରେ କଟା ସରିଥିଲା ଧାନ, ଖଳାକୁ ଯିବା ଆଗରୁ ମାଡ଼ିଆସିଲା ବାତ୍ୟାଜନିତ ବର୍ଷା । More