ଆଜି ବାତ୍ୟାର ରୂପ ନେବ ବଙ୍ଗୋପସାଗରରେ ଘନିଭୂତ ହୋଇଥିବା ଅବପାତ । ଏହି ଅବପାତ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉତ୍ତର ପଶ୍ଚିମ ଦିଗରେ ଗତି କରି ବାତ୍ୟାର ରୂପ ନେବ । ଏହା ବର୍ତ୍ତମାନ ଗୋପାଳପୁରଠାରୁ ଦକ୍ଷିଣ-ଦକ୍ଷିଣପୂର୍ବ ଦିଗରେ ୮୫୦ କିଲୋମିଟର ଦୂରରେ ରହିଛି ।
ଆଜି ୨୦୨୧ ମସିହା ଡିସେମ୍ବର ୩ ତାରିଖ,ଶୁକ୍ରବାର, ବିଛା ୧୭ ଦିନ, ମାର୍ଗଶିର ମାସ, କୃଷ୍ଣପକ୍ଷ, ତେବେ ଆସନ୍ତୁ ଜାଣିବା କେମିତି କଟିବ ଆପଣଙ୍କ ଦିନ ଓ କ’ଣ ରହିଛି ପ୍ରତିକାର।
ଆଜି ୨୦୨୧ ମସିହା ଡିସେମ୍ବର ୩ ତାରିଖ,ଶୁକ୍ରବାର, ବିଛା ୧୭ ଦିନ, ମାର୍ଗଶିର ମାସ, କୃଷ୍ଣପକ୍ଷ, ତେବେ ଆସନ୍ତୁ ଜାଣିବା କେମିତି କଟିବ ଆପଣଙ୍କ ଦିନ ଓ କ’ଣ ରହିଛି ପ୍ରତିକାର।
ବଦଳିବ ଭାରତୀୟ ଯବାନଙ୍କ ୟୁନିଫର୍ମ । ଯବାନଙ୍କ ତେଜ ଓ ପରାକ୍ରମକୁ ପ୍ରତିପାଦିତ କରୁଥିବା ଡିଜିଟାଲ ଓ ଶତ୍ରୁଙ୍କୁ ଚକମା ଦେଉଥିବା ବା କାମୋଫ୍ଲାଜ୍ ପୋଷାକ ପ୍ରସ୍ତୁତ ଲାଗି ସେନା ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି ।
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
ମମିତା ହତ୍ୟା ମାମଲାରେ ନ୍ୟାୟ ମାଗୁଛି ସାରା ରାଜ୍ୟ । ହେଲେ ରାଦ୍ୟ ସରକାରଙ୍କ ଅପାରଗତା ଉପରେ ପ୍ରଶ୍ନ ଉଠାଇ ଏମିତି କହି…
କୋଭିଡର ନୂଆ ଭ୍ୟାରିଆଣ୍ଟ ଓମିକ୍ରନରେ ଭାରତରୁ ୨ ଆକ୍ରାନ୍ତ ଚିହ୍ନଟ । କର୍ଣ୍ଣାଟକରେ ୨ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା । ଆକ୍ରାନ୍ତ ୨ ଜଣ ପୁରୁଷ ଏବଂ ବୟସ ଯଥାକ୍ରମେ ୬୬ ଓ ୪୬ ବର୍ଷ ।
ବିଶ୍ୱର ସବୁଠୁ ଲମ୍ୱା ବିଳାସପୂର୍ଣ୍ଣ କାର । କାରରେ ହେଲିପ୍ୟାଡ୍ ଠାରୁ ଆରମ୍ଭ କରି ସୁଇମିଂ ପୁଲ୍ ପର୍ଯ୍ୟନ୍ତ ସମସ୍ତ ପ୍ରକାର ସୁବିଧାର ବ୍ୟବସ୍ଥା ରହିଛି । କେବଳ ଏତିକି ନୁହେଁ କାରଟି ଗିନିସ୍ ବୁକ୍ ଅଫ୍ ରେକର୍ଡସରେ ମଧ୍ୟ ସ୍ଥାନ ପାଇଛି ।
ଆଜି ପ୍ରଧାନମନ୍ତ୍ରୀ ବାତ୍ୟା ସମୀକ୍ଷା ବୈଠକ କରିଥିଲେ । ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ଏହି ବୈଠକରେ ସାମଲି ରହିଥିଲେ । ବାତ୍ୟା ସଂପର୍କରେ ପ୍ରଧାନମନ୍ତ୍ରୀଙ୍କ ସହ କଣ ସବୁ ଆଲୋଚନା ହୋଇଛି ସେ ନେଇ ପ୍ରତିକ୍ରିୟା ରଖିଛନ୍ତି ଆଇଏମଡି ଡିଜି ।
ସମ୍ଭାବ୍ୟ ବାତ୍ୟା ଖବର ଆସୁ ଆସୁ ପରିବା ଦର ଆକାଶଛୁଆଁ.. ଲୋକେ ଭୟଭୀତ ହୋଇ ପରିବା କିଣିବାକୁ ଭିଡ଼ ଜମେଇଛନ୍ତି..ଏଣୁ ବ୍ୟବସାୟୀ ବେଲଗାମ ଦର ଲଗାଇ ଲାଭ ପାଉଛନ୍ତି..
ଆଜି ୨୦୨୧ ମସିହା ଡିସେମ୍ବର ତା ୨ରିଖ ରିଖ ଗୁରୁବାର, ବିଛା ୧୭ ଦିନ, ମାର୍ଗଶିର ମାସ, କୃଷ୍ଣପକ୍ଷ, ତ୍ରୟୋଦଶୀ ତିଥି। ତେବେ ଆସନ୍ତୁ ଜାଣିବା କେମିତି କଟିବ ଆପଣଙ୍କ ଦିନ ଓ କ’ଣ ରହିଛି ପ୍ରତିକାର।
ସମ୍ଭାବ୍ୟ ବାତ୍ୟା ସଂପର୍କରେ IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ଜରୁରୀ ସୂଚନା । ବାତ୍ୟା ପ୍ରଭିବରେ ସର୍ବାଧିକ ୧୦୦ କିମି ବେଗରେ ପବନ ବହିବା ନେଇ ସୂଚନା ଦେଇଛନ୍ତି IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ।
ଲକ୍ଷ୍ୟ ଯଦି ସକାରାତ୍ମକ ଆଉ ଇଚ୍ଛାଶକ୍ତି ଯଦି ଦୃଢ.. ତେବେ ସବୁକିଛି ସମ୍ଭବ.. ଭଦ୍ରକର ନୟନାନନ୍ଦ ମହାନ୍ତି ଆଉ କଟକ ନିଆଲିର ସଂଗ୍ରାମଜିତ୍ ହାତୀ ହେଉଛନ୍ତି ଏହାର ଜ୍ୱଳନ୍ତ ଉଦାହରଣ.. ଉଭୟଙ୍କ କାହାଣୀ ଆପଣଙ୍କୁ ନିଶ୍ଚୟ ପ୍ରେରଣା ଯୋଗାଇବ..
ସପ୍ତାହେ ଘୁଞ୍ଚିପାରେ ଭାରତ କ୍ରିକେଟ ଟିମ୍ର ଦକ୍ଷିଣ ଆଫ୍ରିକା ଗସ୍ତ । କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ଟିମ୍ ଇଣ୍ଡିଆର ଗସ୍ତକୁ ସପ୍ତାହେ ସ୍ଥଗିତ ରଖାଯାଇପାରେ ବୋଲି ସୂଚନା ମିଳିଛି ।
ଗତ ୧୮ ବର୍ଷ ଧରି ବାଉଁଶ ପୋଲ ଉପରେ ନିର୍ଭର କରି ରହିଛନ୍ତି ଗାଁ ଲୋକେ । ଅଢେଇ ବର୍ଷ ପୂର୍ବେ ଭିତ୍ତିପ୍ରସ୍ତର ସ୍ଥାପନ ସରିଥିଲେ ମଧ୍ୟ ଆଜି ଯାଏ ନିର୍ମାଣ ହୋଇପାରିନି ପୋଲ ।
ବାତ୍ୟା ନ ଆସୁଣୁ ବଢ଼ିଗଲାଣି ପନିପରିବା ଦର । କିଛି ଦିନ ହେଲା ପରିବା ଦର ଟିକିଏ କମୁଥିବା ବେଳେ ଏବେ ବତ୍ୟା ଆସୁଛି ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିବା ପରେ ଏପଟେ ପରିବା ବଜାରରେ ଏହାର ପ୍ରଭାବ ଦେଖିବାକୁ ମିଳିଛି ।
ଗୋଟିଏ ପଟେ ନୟନଙ୍କ ନୟନାଶ୍ରୁକୁ ପୋଛିବାକୁ ସରକାର ଆଗଭର ନହେବାରୁ ଗାଁର ସିଦ୍ଧେଶ୍ୱର ସଶକ୍ତ ଯୁବ ବାହିନୀ ଆଗେଇ ଆସି ଉଦାହରଣ ସୃଷ୍ଟି କଲେ, ଆଉ ଅନ୍ୟପଟେ ସଂଗ୍ରାମଙ୍କ ଆତ୍ମନିର୍ଭରତାକୁ ପ୍ରତିପାଦିତ କରିବାର ଉଦ୍ୟମ ଯୁବଗୋଷ୍ଠୀଙ୍କ ପାଇଁ ଅନ୍ୟତମ ପ୍ରେରଣାର ଉତ୍ସ ସାଜିଗଲା । ଯେବେ ଉଦ୍ଦେଶ୍ୟ ଓ...
୨୦୧୯ ନିର୍ବାଚନ ବେଳକୁ ମୁଖ୍ୟମନ୍ତ୍ରୀ ଏଠି ସ୍ଥାୟୀ ପୋଲ ପାଇଁ ଭିତ୍ତିପ୍ରସ୍ତର କରିଥିଲେ.. ହେଲେ ଅଢ଼େଇ ବର୍ଷ ହେଇଗଲା ପଥର ଖଣ୍ଡେ ବି ପଡ଼ିଲାନି.. କେବେ ବାଉଁଶ ପୋଲ, କେବେ ଦେଶୀ ଡଙ୍ଗାକୁ ଭରସୁଛନ୍ତି ଅଞ୍ଚଳବାସୀ..
କେନ୍ଦ୍ର କ୍ୟାବିନେଟ୍ ସଚିବ ରାଜୀବ ଗୌବା ସମ୍ଭାବ୍ୟ ବାତ୍ୟା ସମୀକ୍ଷା କରିଛନ୍ତି.. ପ୍ରଭାବିତ ହେବାକୁ ଥିବା ରାଜ୍ୟ ଓଡ଼ିଶା, ଆନ୍ଧ୍ର ପ୍ରଦେଶ, ପଶ୍ଚିମବଙ୍ଗ, ଆଣ୍ଡାମାନ ନିକୋବର ମୁଖ୍ୟ ସଚିବ ଓ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି..
ଧୀରେ ଧୀରେ ଶକ୍ତି ସଞ୍ଚୟ କରୁଛି ଲଘୁଚାପ..କାଲି ଏହା ବାତ୍ୟା ରୁପ ନେଇ ଓଡ଼ିଶା ଆଡ଼କୁ ମାଡ଼ିଆସିପାରେ.. ଶନିବାର ପାଇଁ ସତର୍କ ଘଣ୍ଟି ରହିଛି..