ମୁଁ ଆପଣଙ୍କୁ ଅନୁରୋଧ କରୁଛି ଆପଣ ସିଟ୍କୁ ଯାଆନ୍ତୁ...ଆଉ ଏପଟେ ସାର୍ ଓ ସାର୍ରେ କମ୍ପିଲା ଗୃହ...ଆଉ ତା'ପରେ ...
ବାତ୍ୟା ପ୍ରଭାବରେ ପ୍ରବଳରୁ ଅତି ପ୍ରବଳ ବର୍ଷିବ, ୧୦୦ କିମି ବେଗରେ ବହିବ ପବନ : ମତ୍ସଜୀବୀଙ୍କୁ ସମୁଦ୍ର ମନା
ମାଡ଼ି ଆସୁଛି ବାତ୍ୟା : ଭସା ପୋଲ ସେବାକୁ ବନ୍ଦ କଲା ପ୍ରଶାସନ, ଡଙ୍ଗାରେ ପାର ହେଉଛନ୍ତି ଲୋକେ
ଜମନକିରା ଲ୍ୟାମ୍ପସ ଏମ୍ଡିଙ୍କ ଘରେ ଭିଜିଲାନ୍ସ ରେଡ୍ । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଫଣିନ୍ଦ୍ର ସାହୁଙ୍କ ଘରେ ରେଡ୍ । ଜମନକିରା ଅଫିସ୍, ପୈତୃକ ଗାଁ ସମେତ ୫ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ
ଗଞ୍ଜେଇ ଚାଷ ଚାଲିଥିଲା...ଖବର ପାଇ ୨୦ କୋଟି ଟଙ୍କାର ଗଞ୍ଜେଇ ଗଛ ପୋଡ଼ି ଦେଲେ ପୋଲିସ ଓ ଅବକାରୀ ବିଭାଗ
ଆସୁଛି ବାତ୍ୟା : କେନ୍ଦ୍ରାପଡ଼ାରେ ପ୍ରସ୍ତୁତ ଚଳାଇଛନ୍ତି ଅଗ୍ନିଶମ କର୍ମଚାରୀ...ଷ୍ଟାଟ୍ ହେଉଛି ଗଛକଟା ମେସିନ୍
ବନ୍ଧୁକ ଦେଖାଇଲେ, ବୋମା ଫୁଟାଇ ଲୁଟ୍ । ଖୋର୍ଦ୍ଧା ଜିଲ୍ଲା ଧଳା ପଥର ବଜାରରେ ଏଭଳି ଘଟଣା ଦେଖିବାକୁ ମିଳିଛି । ଦେଖନ୍ତୁ ଲୁଟ୍ ସମୟର ସିସିଟିଭି ଦୃଶ୍ୟ ।
ମୋ ପୁଅକୁ ବଂଚାଇ ଦିଅ : ୧୮ ମାସ ଶିଶୁର ଜୀବନ ବଂଚାଇବା ଦରକାର ୧୬ କୋଟିର ଇଂଜେକସନ୍...ଯଦି ୩ ମାସ ମଧ୍ୟରେ ଦିଆନଯାଏ ତେବେ...
ଭଡ଼ା ଘରେ ସାତ ଦିନ ରହିବେ ସୁମୀତ ଓ ତପସ୍ୱିନୀ : ଏକାଠି ରହିବେ, କାହାକୁ ଭେଟିବେ ନାହିଁ ଦମ୍ପତି
୭ ଦିନିଆ ଓଡ଼ିଶା ଗସ୍ତରେ କୁମାର ପ୍ରଶାନ୍ତ: ବିଭିନ୍ନ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଦେବେ ଯୋଗ…
ଗଭୀର ଅବପାତର ରୂପ ନେବ ବାତ୍ୟା : କାଲି ଅପରାହ୍ନରେ ସିଭିଅର ସାଇକ୍ଲୋନିକ୍ ଷ୍ଟର୍ମର ରୂପ ନେବ ବାତ୍ୟା
ବାତ୍ୟା ପାଇଁ ୧୭ ଜିଲ୍ଲାକୁ ସତର୍କ କରାଇଲେ SRC : ୨୨୫ ଏନଡ଼ିଆରଏଫ୍ ମୁତୟନ ପାଇଁ ନିର୍ଦ୍ଦେଶ, କଚ୍ଚାଘର ଲୋକଙ୍କୁ କରାଯିବ ସ୍ଥାନାନ୍ତର
ଦେବ ଦୀପାବଳି ପାଇଁ ପୁରୀରେ ବ୍ୟାପକ ଆୟୋଜନ । ଦେବ ଦୀପାବଳିରେ ମହାପ୍ରଭୁ ଶ୍ରୀଜଗନ୍ନାଥ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧ ଦେବା ପରମ୍ପରା ରହିଛି । ବଡ଼ଦାଣ୍ଡରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିବା ପାଇଁ ଓଡ଼ିଶା ଇଣ୍ଟରନାସନାଲ ସେଣ୍ଟର ପକ୍ଷରୁ ୧ ଲକ୍ଷ ଦୀପ ଜଳାଯିବ ।
ଏମିତିକା ପୋଲ ଆପଣ କେବେ ହେଲେ ଦେଖିନଥିବେ। ମାତ୍ର ୫୦ ମିଟରର ଏହି ବ୍ରିଜ ପାଇଁ ଖର୍ଚ୍ଚ ହୋଇଛି ୪୦ ଲକ୍ଷ ଟଙ୍କା। ହେଲେ ଏହି ଛୋଟିଆ ପୋଲ ଖୋଲି ଦେଇଛି ସମସ୍ତଙ୍କ ପୋଲ୍...
ବାହାଘର ପାଇଁ ଛପାଯାଇଥିଲା ନିମନ୍ତ୍ରଣ କାର୍ଡ଼। କିନ୍ତୁ କାର୍ଡ଼ ଖୋଲିଲା ବେଳକୁ ଲେଖାଯାଇଥିଲା ଭାରତୀୟ ଆଇନ। ଆଉ ତା’ପରେ...
ଶିମିଳିପାଳର ଘଞ୍ଚ ଜଙ୍ଗଲ ଭିତରେ ରହୁଛନ୍ତି ଏ ଲୋକଟି। ନିଜେ ଜଙ୍ଗଲରେ ରହୁଛନ୍ତି। ପୁଅକୁ ବି ଜଙ୍ଗଲରେ ରଖିଛନ୍ତି। ପୋକଯୋକ ଯାହାକୁ ଦେଖିଲେ ଖାଉଛନ୍ତି। ଆଉ ପାଣିରୁ ଯୋକ ଆଣି ତାହାର ରକ୍ତ ପିଉଛନ୍ତି। ଏମିତି ନିଆରା ବିଷୟରେ ଜାଣନ୍ତୁ ଆହୁରି ଅନେକ କଥା...
କାଶ୍ମୀରରେ ବଦଳୁଛି ସମୟ । କୋଭିଡ୍ କଟକଣା ସତ୍ତ୍ୱେ କାଶ୍ମୀରକୁ ଆସୁଛନ୍ତି ପର୍ଯ୍ୟଟକ । ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ ପାଇଁ ପର୍ଯ୍ୟଟକଙ୍କ ଭିଡ଼ ଲାଗିଛି । ପର୍ଯ୍ୟଟକଙ୍କୁ ଆକର୍ଷିତ କରୁଛି ଡାଲ ହ୍ରଦ ଆଉ ମୋଗଲ ଗାର୍ଡେନ ।
କାହାର ଗୋଡ-ହାତ ଅକାମୀ ତ ଆଉ କିଏ ଜନ୍ମରୁ ଅକ୍ଷମ । ଦୃଢ ଇଛାଶକ୍ତି ଓ ସଂଘର୍ଷ ବଳରେ ଆଜି ସେମାନେ ସକ୍ଷମ । ଦିବ୍ୟାଙ୍ଗ ହୋଇ ବି ସକ୍ଷମ । ଅନ୍ୟଙ୍କ ପାଇଁ ଉଦାହରଣ ଦିବ୍ୟାଙ୍ଗ ଜୟନ୍ତ ଓ ଦିଲ୍ଲୀପ ।
ବାତ୍ୟା ପାଇଁ ଛୁଟି ବାତିଲ : ସଜାଗ ରହିବାକୁ ଦିଆଗଲା ନିର୍ଦ୍ଦେଶ…ସମ୍ଭାବ୍ୟ ବାତ୍ୟା ୪ ତାରିଖରେ ଉତ୍ତର ଆନ୍ଧ୍ର ଓ ଓଡ଼ିଶା ଉପକୂଳରେ ପହଞ୍ଚିବାକୁ ଥିବା ବେଳେ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ଏନେଇ ପ୍ରସ୍ତୁତି କରିଛି । ୩ତାରିଖରୁ ୫ ତାରିଖ ପର୍ଯ୍ୟନ୍ତ ସବୁ ସରକାରୀ କର୍ମଚାରୀଙ୍କ ଛୁଟି...