ସ୍ୱାମୀଙ୍କ ସହ ରହିବା ପାଇଁ ପଣ କରିଥିବା ତପସ୍ୱିନୀଙ୍କ କଠୋର ତପସ୍ୟାର ଅନ୍ତ ଘଟିଲା। ଶେଷରେ ଫଳବତୀ ହେଲେ ତପସ୍ୱିନୀ। ସ୍ୱାମୀ ସହ ସମ୍ପର୍କ ସୁଧାରିବା ପାଇଁ ତାଙ୍କୁ ମିଳିଲା ୭ଦିନ। ଗୋଟିଏ ଛାତ ତଳେ ଏକାଠି ରହିବେ ତପସ୍ବିନୀ ଓ ସ୍ୱାମୀ ସୁମିତ ।
ତପସ୍ବିନୀ ଓ ସୁମିତଙ୍କୁ ସପ୍ତାହେ ଏକାଠି ରହିବାକୁ ପରାମର୍ଶ ଦେଲେ କୋର୍ଟI କୋର୍ଟଙ୍କ ପରାମର୍ଶ ପରେ ଆସ୍କା ଚିନିକଳ ଗେଷ୍ଟ ହାଉସ୍ରେ ତପସ୍ବିନୀ ଓ ସୁମିତI ଗେଷ୍ଟ ହାଉସ୍ ବାହାରେ ତପସ୍ବିନୀ ଓ ସୁମିତଙ୍କୁ ଜଗିରହିଛି ଆସିକା ପୋଲିସI ୭ଦିନ ପରେ ପୁଣି ମାମଲାର ବିଚାର କରିବେ ବ୍ରହ୍ମପୁର...
ବର୍ଷା ଯୋଗୁ ବିଳମ୍ବରେ ଆରମ୍ଭ ହୋଇଥିବା ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଖାତା ଖୋଲିବାକୁ ଅସମର୍ଥ ହୋଇଛନ୍ତି କ୍ୟାପଟେନ୍ କୋହଲି। ତେବେ ନିଜର ପ୍ରତ୍ୟାବର୍ତ୍ତନରେ ନିରାଶ କରିଛନ୍ତି କ୍ୟାପଟେନ୍ କୋହଲି।
କଙ୍ଗନାଙ୍କୁ ପଞ୍ଜାବରେ ଆକ୍ରମଣ । ଏହି ଆକ୍ରମଣ ବିଷୟରେ ଖୋଦ୍ କଙ୍ଗନା ନିଜେ ସୋସିଆଲ ମିଡିଆରେ ଭିଡିଓ ସେୟାର କରିଥିବାର ଦେଖିବାକୁ ମିଲିଛି । ଏହି ଭିଡିଓରେ କଙ୍ଗନାଙ୍କ ଗାଡିକୁ ଲୋକ ଘେରି ରହିଥିବାର ଦେଖିବାକୁ ମିଳିଛି । ତେବେ କେଉଁମାନେ ଆଉ କାହିଁକି କଙ୍ଗନାଙ୍କ ଉପରେ ଆକ୍ରମଣ...
ଧୀରେ ଧୀରେ ଦୁର୍ବଳ ହେଉଛି ବାତ୍ୟା ‘ଜୱାଦ୍’ ! ଆସନ୍ତାକାଲି ପୁରୀ
ମାଡ଼ି ଆସୁଛି ବାତ୍ୟା...ପୁରୀରେ ଲ୍ୟାଣ୍ଡଫଲ ହେବା ପରେ ଆତଙ୍କିତ ସମୁଦ୍ରକୂଳିଆ ଲୋକେ...ଦେଖନ୍ତୁ ପେଣ୍ଠକଟାରେ କେମିତି ଗର୍ଜନ କରୁଛି ସମୁଦ୍ର
ବାତ୍ୟା ପାଇଁ ଆମେ ପୂରା ପ୍ରସ୍ତୁତ : ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର ହେବେ ଲୋକେ : ପ୍ରତାପ ଜେନା
ୟୁପିରୁ ଗଙ୍ଗା ପାଖ, ତେଣୁ ସେଠାରେ ଗଙ୍ଗା ପାଣି ପକାନ୍ତୁ ବିଜେପି ବାଲା...ସେଇଠି ନରହତ୍ୟାକାରୀ ଭର୍ତ୍ତି ହୋଇଛନ୍ତି
ପୂର୍ବତନ IFS ଅଭୟକାନ୍ତ ପାଠକଙ୍କ ଘରେ ଇଡିର ରେଡ୍ । ଭୁବନେଶ୍ୱର ବିବେକାନନ୍ଦ ମାର୍ଗ ବାସଭବନରେ ରେଡ୍ ।
ସଫେଇ କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି ଦାବୀରେ ପୌରସଂସ୍ଥା କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ତିନିଶହରୁ ଉର୍ଦ୍ଧ୍ୱ ମହିଳା ଓ ପୁରୁଷ ଝାଡୁଦାର ସଫେଇ କାମ ବନ୍ଦ କରି ଧାରଣାରେ ବସି ରହିଛନ୍ତି । ଯାହା ଫଳରେ ରାୟଗଡା ସହରର ପରିମଳ ବ୍ୟବସ୍ଥା ସମ୍ପୂର୍ଣ୍ଣ ଠପ ହୋଇଯାଇଛି ।
ମମିତା ମାମଲାରେ ତଦନ୍ତ ଶୀଘ୍ର ସାରିବା ଦରକାର : ପରିବାର ଅଧିକ ସମାଲୋଚନା ହେଉଛି : ଆଇନଜୀବୀ
କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନାରାଜ ନବୀନ ବାବୁ : ସେମାନେ ଅପବିତ୍ର କଲେ, ଆମେ ଗୋବର ପାଣି ଓ ଗଙ୍ଗା ପାଣି ଛିଞ୍ଚି ଗୃହକୁ ପବିତ୍ର କଲୁ
ଯଶୋବନ୍ତପୁର-ହାଓଡ଼ା ଦୂରନ୍ତ ଏକ୍ସପ୍ରେସ୍ ଲାଇନ୍ଚ୍ୟୁତ । ହରିଦାସପୁର ଷ୍ଟେସନ୍ ନିକଟରେ ଦୂରନ୍ତ ଏକ୍ସପ୍ରେସ୍ ଲାଇନ୍ଚ୍ୟୁତ
ଗୃହ ଭିତରେ ବିରୋଧୀ ଶାସକ ଦଳକୁ ଘେରିଥିବା ବେଳେ ବିଜେଡି ମଧ୍ୟ ଏହାକୁ କାଉଣ୍ଟର କରୁଛି । ଏଥିପାଇଁ ଦରଦାମ ବୃଦ୍ଧିକୁ ନେଇ ଗତ ୩ ଦିନ ହେଲା ଧାରଣା ଦେଉଛି ବିଜେଡି ।
ବାତ୍ୟା ପାଇଁ ODRAF ଓ NDRF ପୂରା ପ୍ରସ୍ତୁତ : ବିଭିନ୍ନ ସ୍ଥାନକୁ ଯାଉଛନ୍ତି ଟିମ୍....
ବାତ୍ୟାରେ ଭାଙ୍ଗିବ ଘର, ଉଡ଼ିବ ଛପର...ରାସ୍ତା ସଫା କରିବା ପାଇଁ ପ୍ରସ୍ତୁତ ପ୍ରଶାସନ...ଦେଖନ୍ତୁ ଏହି ଭିଡ଼ିଓ
ଦିବ୍ୟଶଙ୍କରଙ୍କ ପ୍ରବେଶ ଯୋଗୁଁ ବିଧାନସଭାର ପବିତ୍ର ଗୃହ ଅପବିତ୍ର ହୋଇଯାଇଛି। ଏଥିପାଇଁ ଗୃହ ବାହାରେ ବିଜେପିର ବିଧାୟକମାନେ ଗଙ୍ଗାଜଳ ଓ ଗୋବରପାଣି ସିଞ୍ଚନ କରିଛନ୍ତି ବିଜେପି ବିଧାୟକ ।
ଶିକ୍ଷୟିତ୍ରୀ ମମିତା ହତ୍ୟାକାଣ୍ଡ ଘଟଣାରେ ବିଜେପିର ଅଭିନବ ପ୍ରତିବାଦ । ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲା ବିଜେପି ପକ୍ଷରୁ ମାଷ୍ଟରକ୍ୟାଣ୍ଟିନ ଛକ ନିକଟରେ ଘଣ୍ଟ ବଜାଇ ପ୍ରତିବାଦ କରାଯାଉଛି।
ବାତ୍ୟା ଆସୁଛି, ସମୁଦ୍ର ଭିତରକୁ ଯାଉନାହାନ୍ତି ମତ୍ସଜୀବୀ...ବାଲୁଙ୍ଗାରେ ଡଙ୍ଗାକୁ ସୁରକ୍ଷିତ ଭାବରେ ରଖୁଛନ୍ତି ଧୀବର