• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

Otv Khabar Bureau

Editor

Posts by Otv Khabar Bureau

Apana Eka Nuhanti
ବେକ ପାଇଁ ଯନ୍ତ୍ରଣାରେ ଛଟପଟ ହେଉଥିଲେ ସୁମିତ୍ରା, ଗାଁଲୋକେ ଦେଖାଇଲେ ବାଟ

ରୋଷେୟୀ କରୁଥିବା ବେଳେ ବାତ ମାରିଲା। ଗରମ ତରକାରୀ ବେକ ଉପରେ ଢାଳି ହୋଇଗଲା। ତାପରଠୁ ଯନ୍ତ୍ରଣାରେ ଛଟପଟ ହେଉଥିଲେ ସୁମିତ୍ରା। ଗାଁଲୋକଙ୍କ ସହାୟତାରେ ପାଇଲେ ନୂଆ ଜୀବନ...

news fuse
ଧରରେ ନାରଣ, ସାଂସଦଙ୍କ ସିଡ଼ିକୁ ଭଲ କରି ଧର... ନହେଲେ...

ସିଡିରେ ଚଢି କ୍ଷୀର ଢାଳିବାକୁ ଯିବା ବେଳେ ସାଂସଦଙ୍କ ସିଡ଼ି ହେଲା ଟଳମଳ। ନିଜେ ଦେଖି ମୁଣ୍ଡ ହଲାଇ କହିଲେ ହେବନି। ତାପରେ ସିଡ଼ିକୁ...

Special Story
ଏକାଠି ହେଲେ ଗ୍ରାମବାସୀ, ପାହାଡରେ ପାଣି ପାଖକୁ ନେଇଗଲେ ରାସ୍ତା

ଜଳପ୍ରପାତକୁ ଥିଲା ଏକ ଚଲା ରାସ୍ତା । ହେଲେ ଗାଁ ଲୋକ ଏକାଠି ହୋଇ ପାହାଡ କାଟି ତିଆରି କରିଦେଲେ ରାସ୍ତା । ଏମାନଙ୍କ ପାଖରେ ଧନ ନଥାଇପାରେ, କିନ୍ତୁ ରହିଛି ମନ । ନିଜ ଅଞ୍ଚଳର ବିକାଶ ପାଇଁ ଅଣ୍ଟାଭିଡି ବାହାରିଛନ୍ତି ଏମାନେ ।

Asteroid Size Of Eiffel Tower
ପୃଥିବୀକୁ ଧକ୍କା ଦେଇପାରେ ବିରାଟ ଉଲକାପିଣ୍ଡ... ଯଦି ଏମିତି ହୁଏ, ତେବେ...

ପୃଥିବୀ ଆଡ଼କୁ ମାଡ଼ି ଆସୁଛି ବଡ଼ ଉଲକାପିଣ୍ଡ। ସପ୍ତାହ ମଧ୍ୟରେ ପୃଥିବୀ ସହ ହୋଇପାରେ ଧକ୍କା। ରଚିପାରେ ଧ୍ୱଂସଲୀଳା। ଯଦି ଏମିତି ହୁଏ, ତେବେ ଏ ପୃଥିବୀ ରହିବ ତ...

Konark mahotsav
ଓଡିଶୀ ନୃତ୍ୟରେ ଉତ୍ସବମୁଖରିତ ହୋଇ ଉଠିଲା କୋଣାର୍କ ମହୋତ୍ସବ

କାଲିଠୁ ଆରମ୍ଭ ହୋଇଛି ବହୁପ୍ରସିଦ୍ଧ କୋଣାର୍କ ମହୋତ୍ସବ । ପ୍ରଥମ ଦିନରେ ହିଁ ପାରମ୍ପରିକ ନୃତ୍ୟ ଓଡିଶୀର କଳା ପରିବେଶଣରେ ଉତ୍ସବମୁଖରିତ ହୋଇ ଉଠିଛି କୋଣାର୍କ । ନାନା ପ୍ରକାରର ଭାବଭଙ୍ଗୀରେ ନୃତ୍ୟ ଦେଖାଇ ଲୋକଙ୍କ ମନକୁ ଆକର୍ଷଣ କରିଛନ୍ତି ନୃତ୍ୟଶିଳ୍ପୀ । ଓଡିଶା ମାଟିର ପରମ୍ପରା ବଜାୟ...

Daily Horoscope
Daily Horoscope, 02 Dec 2021: ଆସନ୍ତୁ ଜାଣିବା ଆଜିର ରାଶିଫଳ...

ଆଜି ୨୦୨୧ ମସିହା ଡିସେମ୍ବର ତା ୨ରିଖ ରିଖ ଗୁରୁବାର, ବିଛା ୧୭ ଦିନ, ମାର୍ଗଶିର ମାସ, କୃଷ୍ଣପକ୍ଷ, ତ୍ରୟୋଦଶୀ ତିଥି। ତେବେ ଆସନ୍ତୁ ଜାଣିବା କେମିତି କଟିବ ଆପଣଙ୍କ ଦିନ ଓ କ’ଣ ରହିଛି ପ୍ରତିକାର।

whatsapp
ଆଉ ଚିନ୍ତା ନାହିଁ, ଏବେ ଡିଲିଟ୍ ହୋଇଥିବା ହ୍ୱାଟ୍ସଆପ୍‌ ମେସେଜ ଫେରି ପାଇବେ...

ହ୍ୱାଟ୍ସଆପ ୟୁଜରଙ୍କ ପାଇଁ ବଡ଼ ଖବର। ଏଣିକି ମୋବାଇଲରୁ ଜରୁରୀ ମେସେଜ୍‌ ଡିଲିଟ୍‌ ହୋଇଥିଲେ ଆଉ ଚିନ୍ତା ନାହିଁ। କେବଳ ଏହି ଗୋଟିଏ କାମ କଲେ ମିଳିଯିବ ପୂରା ଚାଟ୍‌। ଏମିତି କରନ୍ତୁ ସେଟିଂ...

Special Story
ଭାରତର ଗହମ ଲୁଟିବାକୁ ଷଡ଼ଯନ୍ତ୍ର କରୁଛି ଇମ୍ରାନ ସରକାର, ଧରାପଡିଲା ସତ

ଏ କେମିତିକା ପ୍ରଧାନମନ୍ତ୍ରୀ କେଜାଣି। ଚିହ୍ନୁ ନାହାନ୍ତି ଭୋକିଲାଙ୍କ ପେଟ। ଆଫଗାନକୁ ଯାଉଥିବା ଗହମ ଲୁଟିବାକୁ କରୁଛନ୍ତି ଉଦ୍ୟମ। ସର୍ତ୍ତ ରଖି ରାସ୍ତା ବ୍ୟବହାର କରିବାକୁ ଦେଲେ ଅନୁମତି..

Old Rs 1 Note can Fetch you Rs 7 Lakh Online. Details Here
୧ ଟଙ୍କା ଦେଲେ ମିଳିବ ୭ ଲକ୍ଷ ଜାଣନ୍ତୁ ପୁରା ପକ୍ରିୟା

ପୁରୁଣା ମୁଦ୍ରା ସଂଗ୍ରହ କରୁଥିବା ଲୋକଙ୍କ ପାଇଁ ଖୁସି ଖବର । ସେମାନେ ଏବେ ଘରେ ବସି ପୁରୁଣା ମୁଦ୍ରାକୁ ଲକ୍ଷାଧିକ ଟଙ୍କାରେ ବିକ୍ରି କରିବା ସହ ଖୁବ୍ ଭଲ ରୋଜଗାର କରିପାରିବେ ।

Puri Auto Driver Returns Bag With Jewellery Worth Over Rs 1 Lakh
ଅଟୋ ଡ୍ରାଇଭରଙ୍କ ସଚ୍ଚୋଟପଣିଆ, ଯାତ୍ରୀଙ୍କୁ ଫେରାଇଲେ ଛାଡ଼ି ଯାଇଥିବା ସୁନାଗହଣା

ଏହି ଅଟୋ ଡ୍ରାଇଭରଙ୍କ ସଚ୍ଚୋଟପଣିଆକୁ ସତରେ ଶହେ ସଲାମ୍। ତାଙ୍କ ଅଟୋରେ ଯାତ୍ରୀ ଛାଡ଼ି ଦେଇ ପଳେଇଥିବା ଲକ୍ଷାଧିକ ଟଙ୍କାର ସୁନାଗହଣାକୁ ସେ ଫେରାଇ ଦେଇ ଉଦାହରଣ ସୃଷ୍ଟି କରିଛନ୍ତି। ଅଟୋ ଟ୍ରାଇଭରଙ୍କ ଏହି ସଚ୍ଚୋଟପଣିଆ, ପୁରୀ ପ୍ରତି ବାହାରୁ ଆସୁଥିବା ଲୋକଙ୍କ ମନରେ ଏକ ଭଲ ଭାବନା...

BJD Should Reduce State Share On Fuel: BJP MLA Bishnu Sethi
'ବିଜେଡି ଗୋଟେ ବାହୁବଳୀ ଦଳ... ବିଜେଡି କ'ଣ ଭଗବାନ କି?'

'ବିଜେଡି ଗୋଟେ ବାହୁବଳୀ ଦଳ। ଏ ଦଳ ଆଗେ କହୁ ଗ୍ଯାସ୍ ଓ ପେଟ୍ରୋଲରୁ କେତେ ଲୁଟୁଛି। ବିଜେଡି କଣ ଭଗବାନ କି?'

BJP Urges Speaker Not To Allow MoS Dibya Shankar Mishra To Attend The Proceedings
ଜଣେ ମନ୍ତ୍ରୀଙ୍କ ନାଁରେ ମାମଲା ଥିବା ବେଳେ ସେ ଗୃହରେ ପଶିଲେ କେମିତି

ଜଣେ ମନ୍ତ୍ରୀଙ୍କ ନାଁରେ ମାମଲା ଥିବା ବେଳେ ସେ ଗୃହରେ ପଶିଲେ କେମିତି? ଉତ୍ତର ଦିଅନ୍ତୁ ବାଚସ୍ପତି : ମୋହନ ମାଝୀ

Special Story
ଚୀନର ପାଗଳାମୀ ; ପିଲାଙ୍କୁ ଦେଉଛି କୁକୁଡା ରକ୍ତର ଇଞ୍ଜେକ୍ସନ୍‌!

ସାରା ବିଶ୍ୱକୁ ପୁଣି ଆଶ୍ଚର୍ଯ୍ୟଚକିତ କଲା ଚୀନ । କରୋନାର ବିସ୍ତାର ପାଇଁ ଚୀନ ବିରୁଦ୍ଧରେ ହୋଇଥିବା ଅଭିଯୋଗ ଥମି ମଥିବା ବେଳେ ଏବେ ଆଉ ଏକ ଖବର ଶୁଣି ସାରା ବିଶ୍ୱ ଆଶ୍ଚର୍ଯ୍ୟଚକିତ ହୋଇପଡିଛି । କରୋନାକୁ ଜାଣିଶୁଣି ବିସ୍ତାର କରିବା ନେଇ ଥିବା ଅଭିଯୋଗକୁ ଚୀନ ବାରମ୍ବାର...

Cut-Off Odisha Village Gets Bridge After Two Children Seek PM Modi, CM Naveen's Help
ବଡ ମାନେ ହାର ମାନିଲେ, ସାନମାନେ କରି ଦେଖାଇଲେ

ବଡମାନେ ହାର ମାନିଥିଲେ ହେଲେ ସାନ ମାନେ କରି ଦେଖାଇଲେ । ଗାଁର ସମସ୍ୟା ନେଇ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ । ଫଳରେ ସୀମା ବିବାଦ କାରଣରୁ ବର୍ଷ ବର୍ଷ ଧରି ପଡି ରହିଥିବା ପୋଲ ନିର୍ମାଣ ହୋଇପାରିଛି ।

Mamita Murder Case : Congress Leaders Protest Against Min Dibya Sankar Mishra At Odisha Assembly
ବିଧାନସଭା ଆରମ୍ଭରୁ ଗେଟ୍‌ରେ ତାଲା ପକାଇଲା କଂଗ୍ରେସ

ବିଧାନସଭା ଆରମ୍ଭରୁ ଗେଟ୍‌ରେ ତାଲା ପକାଇଲା କଂଗ୍ରେସ : ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ବହିଷ୍କାର ଦାବି କରି ପକାଇଲା ତାଲା

New recruit jawans
ଜୟ ଯବାନ ନାରାରେ ପ୍ରକମ୍ପିତ ହେଲା ସାରା ଗାଁ

ସିଆରପିଏଫ୍‌ରେ ଯୋଗଦେଇ ଗାଁକୁ ଫେରିବା ପରେ ଦୁଇ ଓଡିଆ ପୁଅଙ୍କୁ ମିଳିଲା ଭବ୍ୟ ସମ୍ବର୍ଦ୍ଦନା । କାରଣ ଏବେ କେବଳ ସେ ଖାଲି ଫୋର୍ସକୁ ଯୋଗ ଦେଇନାହାନ୍ତି ବରଂ ଗାଁରେ ଥିବା ଅନ୍ୟ ମାନଙ୍କୁ ବି ପ୍ରେରଣା ଦେଇଛନ୍ତି ।

Odisha Assembly Winter Session From Today, Law & Order Situation To Take Centrestage
ଶୀତ ଅଧିବେଶ ହେବ ଗରମ : ଶାସକଦଳକୁ ଘେରିବାକୁ ପ୍ରସ୍ତୁତ ବିରୋଧୀ

ଶୀତ ଅଧିବେଶ ହେବ ଗରମ : ଶାସକଦଳକୁ ଘେରିବାକୁ ପ୍ରସ୍ତୁତ ବିରୋଧୀ…

India Observes World AIDS Day 2021, Odisha’s Sudarsan Pattnaik Creates Sand Art On Puri Sea Beach
ବାଲୁକା କଳାରେ HIV ସଚେତନତା

ଏବେ ବି ବିଶ୍ୱରେ ୩ କୋଟି ୭୭ ଲକ୍ଷ ଲୋକ ଏଡସ୍ ସହ ସଂଗ୍ରାମ କରୁଛନ୍ତି.. କରୋନା ମହାମାରୀ ପରେ ଏଡସ୍ ପୀଡ଼ିତଙ୍କ ସମସ୍ୟା ବଢ଼ିଯାଇଛି..

Cut-Off Odisha Village Gets Bridge After Two Children Seek PM Modi, CM Naveen\'s Help
ବଡ଼ ହାରିଗଲେ, କୁନି ଭାଇ-ଭଉଣୀ ପାରିଲେ

ଦୁଇ ଜିଲ୍ଲାର ସୀମା ବିବାଦ ପାଇଁ ବର୍ଷ ବର୍ଷ ଧରି ଗ୍ରାମବାସୀଙ୍କ ଦାବି, ଆପତ୍ତି, ଅଭିଯୋଗ ସତ୍ତ୍ୱେ ନାଳ ଉପରେ ପୋଲଟିଏ ହୋଇପାରୁନଥିଲା.. ସବୁ ଚେଷ୍ଟା ପରେ ବି କେହିଶୁଣିଲେନି.. ହେଲେ ଗାଁର ଦୁଇ କୁନି ଭାଇଭଉଣୀ ଏନେଇ ସିଧା ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କୁ ଲେଖିଲେ ଚିଠି.. ଉତ୍ତର...

5-Day Konark Festival To Begin Today
କଟକଣା ଭିତରେ ହେବ କୋଣାର୍କ ଉତ୍ସବ

ଆଜିଠୁ ଆରମ୍ଭ ହେଉଛି ୩୨ତମ କୋଣାର୍କ ଉତ୍ସବ.. ଏହା ସହ ଆରମ୍ଭ ହେବ ନବମ ଅନ୍ତର୍ଜାତୀୟ ବାଲୁକା କଳା ଉତ୍ସବ.. କୋଭିଡ୍ କଟକଣା ମଧ୍ୟରେ ମୁକ୍ତାକାଶ ରଙ୍ଗ ମଞ୍ଚରେ ୫ ଦିନ ଧରି କୋଣାର୍କ ଉତ୍ସବ ଅନୁଷ୍ଠିତ ହେବ..