• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Minati Mishra

Minati Mishra

Freelancer

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକ ...more

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକାଗଜରେ ବହୁବର୍ଷ ଧରି କାମ କରିବା ପରେ ଆରମ୍ଭ କରିଛନ୍ତି ଡିଜିଟାଲ ସାମ୍ବାଦିକତା। ବିଭିନ୍ନ ଜାତୀୟ ଅନ୍ତର୍ଜାତୀୟ ତଥା ମାନବିକ ଅଧିକାର ସମ୍ବଳିତ ଖବର ପରିବେଷଣ ଏବଂ ଫିଚର ଲେଖାରେ ବିଶେଷ ଦକ୍ଷତା। ଏକ ବହୁଳପ୍ରସାରିତ ଖବରକାଗଜରେ ସଂସ୍କରଣ ମୁଖ୍ୟ ଭାବେ କାମ କରିବା ସହ ଦୀର୍ଘଦିନ ଧରି ରବିବାର ସ୍ୱତନ୍ତ୍ର ସଂସ୍କରଣ ଦାୟିତ୍ୱରେ ଥିଲେ।

less

Posts by Minati Mishra

born baby
ନୂଆବର୍ଷରେ ଭାରତରେ ଜନ୍ମନେଲେ ସର୍ବାଧିକ ଶିଶୁ

ନୂଆଦିଲ୍ଲୀ: ବର୍ଷ ୨୦୨୦ର ପ୍ରଥମ ଦିନରେ ୩, ୮୬,୦୦୦ ଛୁଆ ଜନ୍ମ ଗ୍ରହଣ କରିଛନ୍ତି। ୟୁନିସେଫ୍ ଏହି ସୂଚନା ଦେଇଛି। ଜନ୍ମନେଇଥିବା ଛୁଆଙ୍କ ମଧ୍ୟରୁ ଭାରତରୁ ସର୍ବାଧିକ ଜନ୍ମ ନେଇଛନ୍ତି। ତେବେ ନୂଆବର୍ଷରେ ଜନ୍ମ ନେଇଥିବା ସମସ୍ତ ଛୁଆଙ୍କ ମଧ୍ୟରୁ ଫିଜରେ ପ୍ରଥମେ ଛୁଆ ଜନ୍ମ ଗ୍ରହଣ କରିଛି।...

sunita
ଆଉ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିବେନି ସୁନିତା ଲାକ୍ରା

ଭୁବନେଶ୍ୱର: ଅବସର ଘୋଷଣା କଲେ ଅନ୍ତର୍ଜାତୀୟ ମହିଳା ହକି ଖେଳାଳି ସୁନିତା ଲାକ୍ରା। ଆଣ୍ଠୁରେ ଆଘାତ ଜନିତ କାରଣରୁ ସେ ଅନ୍ତର୍ଜାତୀୟ ହକିରୁ ଅବସର ନେଇଥିବା ଜଣାପଡ଼ିଛି । ତେବେ ସେ ନାଲ୍‌କୋ ପାଇଁ ଘରୋଇ ହକି ମ୍ୟାଚ ଖେଳିବେ। ଏ ନେଇ   ହକି ଇଣ୍ଡିଆ ପକ୍ଷରୁ ସୂଚନା...

tiktok
ସେନା ପାଇଁ ବ୍ୟାନ୍‌ ହେଲା ଟିକ୍‌ଟିକ୍‌

ନୂଆଦିଲ୍ଲୀ:ପୁଣି ଟିକ୍‌ଟକ୍‌କୁ ନେଇ ଜାରି ହେଲା କଟକଣା । ଟିକ୍‌ଟିକ୍‌ ମନୋରଞ୍ଜନ ନାଁରେ ଜାତୀୟ ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରୁଛି। ତେଣୁ ବିଶ୍ୱର ବହୁଳ ବ୍ୟବହୃତ ଚାଇନିଜ୍‌ ଭିଡିଓ ଆପ୍‌ ଟିକ୍‌ଟିକ୍‌କୁ ବ୍ୟାନ କରାଯାଇଛି। ବିଶେଷକରି ଟିକ୍‌ଟିକ୍‌ ବ୍ୟବହାର କରିବାକୁ ସେନାକୁ ବାରଣ କରାଯାଇଛି। ଦେଶର ସୁରକ୍ଷା...

Capture
ସାବଧାନ! ଆହୁରି କଡ଼ାକଡ଼ି ହେଲା ଟ୍ରାଫିକ୍ ନିୟମ

ନୂଆଦିଲ୍ଲୀ:ସାବଧାନ୍ ! ଆହୁରି କଡ଼ାକଡ଼ି ହେଉଛି ଟ୍ରାଫିକ୍‌ ନିୟମ। ଫାଇନରେ ଚଳିବନି, ଭୁଲ୍ କଲେ ଏଣିକି ରଦ୍ଦ ହୋଇପାରେ ଲାଇସେନ୍ସ। ଟ୍ରାଫିକ୍ ନିୟମ ଉଲ୍ଲଂଘନକାରୀଙ୍କୁ ସାବାଡ୍ କରିବା ପାଇଁ  ସୁପ୍ରିମକୋର୍ଟଙ୍କ ରୋଡ ସେଫ୍ଟି କମିଟିର ନିର୍ଦ୍ଦେଶ ମୁତାବକ ଏଭଳି ନିୟମ ତିଆରି ହୋଇଛି। ମଦ ପିଇ ଗାଡ଼ି ଚଲାଇଲେ...

323232
ଆରମ୍ଭ ହେଲା ‘ଥିଲେ ଦିଅ, ନ ଥିଲେ ନିଅ’

ଭୁବନେଶ୍ୱର:‘ଥିଲେ ଦିଅ, ନଥିଲେ ନିଅ।’ କଥାଟା ଶୁଣି ଟିକେ ଖଟ୍‌କା ଲାଗୁଛି ନା ! ହେଲେ ଉଦ୍ଦେଶ୍ୟ ଏହାର ମହାନ। କରିବ ଲୋକଙ୍କ ସେବା ଉଦ୍ଦଶ୍ୟରେ ଏମିତି ଏକ ଅଭିଯାନ ଆରମ୍ଭ ହୋଇଛି ଭୁବନେଶ୍ୱରର ଉଡ୍ର ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ। ଯେଉଁମାନଙ୍କ ପାଖରେ ଅଧିକ ଅଛି, ସେମାନେ ଏଠାରେ...

trafic
ଟ୍ରାଫିକ୍‌ ପୁଲିସଙ୍କୁ ଉପହାର ଦେଇ ନୂଆବର୍ଷ ପାଳିଲେ ରାଜଧାନୀ ଯୁବକ

ଭୁବନେଶ୍ୱର: ନୂଆ ବର୍ଷ ପାଇଁ ସ୍ୱାଗତପର୍ବ ସରି ଯାଇଛି। ଭୋଜିଭାତ ହେଲା। କିଏ କେକ୍‌ କାଟି ନୂଆବର୍ଷକୁ ସ୍ୱାଗତ କଲା। କିଏ ଜିରୋ ନାଇଟରେ ବାଣଫୁଟାଇ ଧୁମ୍‌ଧାମରେ ଆମନ୍ତ୍ରଣ କଲା ନୂଆବର୍ଷକୁ। ହେଲେ ନୂଆବର୍ଷରେ ରାଜଧାନୀର ଏଇ ଯୁବକଙ୍କ  କାମ ସମସ୍ତଙ୍କ ମନକୁ ଛୁଇଁ ଯାଇଛି। ଏହି ଯୁବକମାନେ...

fire
ନିଆଁ ଲାଗି ଭୁଶୁଡ଼ି ପଡ଼ିଲା ଫ୍ୟାକ୍ଟ୍ରି

ନୂଆଦିଲ୍ଲୀ: ଦିଲ୍ଲୀର ପୀରାଗଢୀ ସ୍ଥିତ ଉଦ୍ୟୋଗ ନଗରର ଏକ ଫ୍ୟାକ୍ଟ୍ରିରେ ଗୁରୁବାର ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଭୋର ପ୍ରାୟ ସାଢେ ଚାରିଟାରେ ନିଆଁ ଲାଗି ଯାଇଥିବା ଅନୁମାନ କରାଯାଉଛି। କୋଠାଟି ଜଳିବା ସହ ବିସ୍ଫୋରଣ ମଧ୍ୟ ହେଉଥିଲା।  ନିଆଁର ପ୍ରକୋପ ଏତେ ଭୟଙ୍କର ଥିଲା ଯେ,ଏହାକୁ ଲିଭାଇବା ପାଇଁ...

isro
ଇସ୍ରୋର ବଡ଼ ଘୋଷଣା; ଏପ୍ରିଲରେ ହେବ ଚନ୍ଦ୍ରଯାନ-୩ର ଉତ୍‌କ୍ଷେପଣ

ନୂଆଦିଲ୍ଲୀ: ନୂଆବର୍ଷରେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ବଡ଼ ଘୋଷଣା କରିଛି। ଆସନ୍ତା ଏପ୍ରିଲରେ ଚନ୍ଦ୍ରଯାନ-୩ ଉତକ୍ଷେପଣ ହେବ ବୋଲି ଇସ୍ରୋ ମୁଖ୍ୟ କେ.ଶିବନ କହିଛନ୍ତି। ସରକାରଙ୍କ ପକ୍ଷରୁ ମଞ୍ଜୁରୀ ମିଳିବା ପରେ ଏବେ ଚନ୍ଦ୍ରଯାନ-୩ ପାଇଁ କାମ ଆରମ୍ଭ ହୋଇଛି। ଚନ୍ଦ୍ରଯାନ-୨ ଓ ଚନ୍ଦ୍ରଯାନ-୩ରେ ସେମିତି...

subsidy
ନୂଆବର୍ଷ ଉପହାର: ବଢ଼ିଲା ଅଣସବ୍‌ସିଡି ଗ୍ୟାସ୍‌

ନୂଆଦିଲ୍ଲୀ: ନୂଆବର୍ଷରେ ଜନତାଙ୍କୁ ପୁଣି ମହଙ୍ଗା ମାଡ଼ । ଅଣସବ୍‌ସିଡି ଯୁକ୍ତ ଗ୍ୟାସ୍ ସିଲିଣ୍ଡର ପିଛା ୧୯ ଟଙ୍କା ବୃଦ୍ଧି ହୋଇଛି ।ଲଗାତାର ପଞ୍ଚମ ମାସ ଧରି ଏହି ଦର ବୃଦ୍ଧି ଘଟିବଛି। ବର୍ଦ୍ଧିତ ଦର ହିସାବରେ ନୂଆଦିଲ୍ଲୀରେ ଏବେ ୧୪.୨ କେଜିର ଅଣସବ୍‌ସିଡି ଯୁକ୍ତ ଗ୍ୟାସ୍ ସିଲିଣ୍ଡର...

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକାଗଜରେ ବହୁବର୍ଷ ଧରି କାମ କରିବା ପରେ ଆରମ୍ଭ କରିଛନ୍ତି ଡିଜିଟାଲ ସାମ୍ବାଦିକତା। ବିଭିନ୍ନ ଜାତୀୟ ଅନ୍ତର୍ଜାତୀୟ ତଥା ମାନବିକ ଅଧିକାର ସମ୍ବଳିତ ଖବର ପରିବେଷଣ ଏବଂ ଫିଚର ଲେଖାରେ ବିଶେଷ ଦକ୍ଷତା। ଏକ ବହୁଳପ୍ରସାରିତ ଖବରକାଗଜରେ ସଂସ୍କରଣ ମୁଖ୍ୟ ଭାବେ କାମ କରିବା ସହ ଦୀର୍ଘଦିନ ଧରି ରବିବାର ସ୍ୱତନ୍ତ୍ର ସଂସ୍କରଣ ଦାୟିତ୍ୱରେ ଥିଲେ।