• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Minati Mishra

Minati Mishra

Freelancer

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକ ...more

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକାଗଜରେ ବହୁବର୍ଷ ଧରି କାମ କରିବା ପରେ ଆରମ୍ଭ କରିଛନ୍ତି ଡିଜିଟାଲ ସାମ୍ବାଦିକତା। ବିଭିନ୍ନ ଜାତୀୟ ଅନ୍ତର୍ଜାତୀୟ ତଥା ମାନବିକ ଅଧିକାର ସମ୍ବଳିତ ଖବର ପରିବେଷଣ ଏବଂ ଫିଚର ଲେଖାରେ ବିଶେଷ ଦକ୍ଷତା। ଏକ ବହୁଳପ୍ରସାରିତ ଖବରକାଗଜରେ ସଂସ୍କରଣ ମୁଖ୍ୟ ଭାବେ କାମ କରିବା ସହ ଦୀର୍ଘଦିନ ଧରି ରବିବାର ସ୍ୱତନ୍ତ୍ର ସଂସ୍କରଣ ଦାୟିତ୍ୱରେ ଥିଲେ।

less

Posts by Minati Mishra

jawan
ନୂଆ ସେନାମୁଖ୍ୟଙ୍କୁ ଆତଙ୍କବାଦୀଙ୍କ ଚ୍ୟାଲେଞ୍ଜ; ୨ ଯବାନ ଶହୀଦ

ନୌଶେରା: ନୂଆବର୍ଷରେ ସାରା ଦେଶ ଖୁସି ମନାଉଥିବାବେଳେ ଦୁଇ ଯବାନ ଦେଶ ପାଇଁ ଶହୀଦ ହୋଇଛନ୍ତି। ଜମ୍ମୁ କଶ୍ମୀରର ନୌଶେରା ସେକ୍ଟରରେ ଯବାନମାନେ ସର୍ଚ୍ଚ ଅପରେଶନ କରୁଥିବାବେଳେ ଦୁଇ ଯବାନ ଶହୀଦ ହୋଇଛନ୍ତି। ଆତଙ୍କବାଦୀମାନେ ଘାତକ ବିସ୍ଫୋରଣ ସାମଗ୍ରୀ ଜରିଆରେ ଯବାନଙ୍କ ଉପରେ ଆକ୍ରମଣ କରିଥିବା ସୂଚନା ରହିଛି।...

child death
ଶିଶୁ ମଡ଼କ: ଗୋଟିଏ ମାସରେ ୯୧ ମୃତ

କୋଟା:ରାଜସ୍ଥାନର କୋଟାସ୍ଥିତ ଜେ.କେ.ଲୋନ ଡାକ୍ତରଖାନାରେ ଗୋଟିଏ ମାସ ଭିତରେ ୯୧ ଶିଶୁଙ୍କର ମୃତ୍ୟୁ ଘଟିଲାଣି। ଏପରି ପରିସ୍ଥିତିରେ ରାଜସ୍ଥାନ ସରକାର ଚୁପ୍‌ ହୋଇ ବସିଥିବାରୁ ତାଙ୍କ ବିରୋଧରେ ବିର୍ଷିଛି ବିଜେପି। ରାଜ୍ୟରେ ଶିଶୁ ମଡକ ପଡ଼ିଥିବାବେଳେ ଡାକ୍ତରଖାନାରେ ଅବ୍ୟବସ୍ଥାରେ କୌଣସି ସୁଧାର ଆସି ନ ଥିବାରୁ କ୍ଷୋଭ ପ୍ରକାଶ...

Butterfly Chicken Recipe in odia
ନୂଆବର୍ଷରେ ପରଷନ୍ତୁ ବଟରଫ୍ଲାଏ ଚିକେନ୍ | How to Prepare Butterfly Chicken Recipe

ଆଜି ନୂଆବର୍ଷ। ବାର ବି ଭଲ ଅଛି ନନ୍‌ ଭେଜ୍‌ ଖାଇବା ପାଇଁ। ଘରେ ତିଆରି କରନ୍ତୁ ବଟରଫ୍ଲାଏ ଚିକେନ୍ (Butterfly Chicken)‌। How to Prepare Butterfly Chicken Recipe: ଆବଶ୍ୟକ ସାମଗ୍ରୀ: ଆଳୁ, ବୋନ୍‌ଲେସ୍‌ ଚିକେନ୍,  କର୍ଣ୍ଣଫ୍ଲୋର୍‌, ମଇଦା, ଲଙ୍କାଗୁଣ୍ଡ, ବିଟ ଲୁଣ, ଗୋଲମରିଚ ଗୁଣ୍ଡ,...

bharat
୨୦୨୦ରେ ମହାକାଶରେ ଚମକିବ ଭାରତ

ଅନେକ ଖୁସି, ଉନ୍ମାଦନା ନେଇ ଆସିଛି ନୂଆବର୍ଷ ୨୦୨୦। ସବୁଠି ଚାଲିଛି ସ୍ୱାଗତ ଉତ୍ସବ। ସରି ଯାଇଛି ଜିରୋ ନାଇଟ୍‌ ସେଲେବ୍ରେସନ, କେକ୍‌ କାଟିବାର ପର୍ଯ୍ୟାୟ। ଏସବୁ ଭିତରେ ଜ୍ୟୋତିର୍ବିଦମାନେ ବି ତାଙ୍କର ଆକଳନ ଲଗାଇଛନ୍ତି କେମିତି କଟିବ ୨୦୨୦। ଦେଶ ପାଇଁ କେମିତି ରହିବ୨୦୨୦ ? ଆସନ୍ତୁ...

LOGO-WORLD
୨୦୨୦-ଭଲ ନାହିଁ ବିଶ୍ୱକୁ !

ବିଦାୟ ନେଇଛି ୨୦୧୯। ନୂଆ କ୍ୟାଲେଣ୍ଡର ନେଇ ଆସି ଯାଇଛି ନୂଆବର୍ଷ ୨୦୨୦। ଜିରୋ ନାଇଟ୍‌ର ଧୁମଧାମ୍‌ ସ୍ୱାଗତ ମଧ୍ୟରେ ପାଦ ଥାପିଲା ୨୦୨୦।  ନୂଆବର୍ଷର ନୂଆ ସକାଳରେ ମନରେ ଅନେକ ଆଶା, ଆକାଂକ୍ଷା, ଉନ୍ମାଦନା..। ହେଲେ  କେମିତି କଟିବ ଏଇ ୨୦୨୦ ବର୍ଷ ! କ’ଣ ରହିବ...

dhanujatra
ଏବେ ବରଗଡ଼ରେ ଚାଲିଛି କଂସର ରାଜୁତି

ବରଗଡ଼: ବରଗଡ଼ରେ ଆଜିଠୁ ଆରମ୍ଭ ହୋଇଛି ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା। ମଥୁରାନଗରୀ ବରଗଡ଼ରେ ଚାଲିବ ମହାରାଜ କଂସଙ୍କ ରାଜୁତି॥ ଗୋପପୁର ପାଲଟିବ ଅମ୍ବାପାଲି । ଧନୁଯାତ୍ରା ପାଇଁ ସାରା ସହରକୁ ଆଲୋକ ମାଳାରେ ସଜାଯାଇଛି। ହାଟପଦାରେ କଂସଙ୍କ ରାଜ ଦରବାର ଓ ନିଶାମଣି ପଡ଼ିଆରେ ରଙ୍ଗମହଲ ନିର୍ମାଣ ହୋଇଛି।...

dharmendra
ରତ୍ନଭଣ୍ଡାର ଖୋଲାଯିବା ଉଚିତ୍‌-ଧର୍ମେନ୍ଦ୍ର

ପୁରୀ: ଶ୍ରୀମନ୍ଦିର ରତ୍ନଭଣ୍ଡାର ପ୍ରସଙ୍ଗ ନେଇ ମୁହଁ ଖୋଲିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେ କହିଛନ୍ତି, ଜଣେ ଭକ୍ତ ହିସାବରେ ମୁଁ ଚାହୁଁଛି ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲାଯିବା ଉଚିତ୍। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଶ୍ରୀମନ୍ଦିରରେ ଦର୍ଶନ ପାଇଁ ଆସିଥିଲେ।  ମହାପ୍ରଭୁଙ୍କ ଦର୍ଶନ କରିବା ପରେ ସେ ନିଜ...

fake-gold
ଦେହରେ ଥିଲା ୨୪ ଲକ୍ଷର ସୁନା, ବାନ୍ଧି ନେଲେ

ନୂଆଦିଲ୍ଲୀ: ଶରୀରରେ ତାଙ୍କର ଥିଲା ୨୪ ଲକ୍ଷ ଟଙ୍କାର ସୁନା। ଲୋକେ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ। ଏତେ ସୁନା କେଉଁଠୁ ଆଣିଲେ ? ହଁ, ଦିଲ୍ଲୀ ବିମାନ ବନ୍ଦରରେ ଏମିତି ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି , ଯାହାଙ୍କ ଶରୀରରୁ ମିଳିଛି ୨୩.୮୫ ଲକ୍ଷ ଟଙ୍କାର ସୁନା ବିସ୍କୁଟ।...

bhadrakh
ପ୍ରବଳ ଶୀତରେ ବୃଦ୍ଧଙ୍କ ମୃତ୍ୟୁ !

ଭଦ୍ରକ: ପ୍ରବଳ ଶୀତରେ ଥରୁଛି ସାରା ଓଡ଼ିଶା। ଶୀତ ସମ୍ଭାଳି ନ ପାରି ଜଣ ବୃଦ୍ଧ ମୃତ୍ୟୁଙ୍କର ମୃତ୍ୟୁ ଘଟିଛି। ଏଭଳି ଅଭିଯୋଗ ଆସିଛି ଭଦ୍ରକ ଜିଲ୍ଲା ଧାମନଗର ବ୍ଲକର ଉତ୍ତେଇପୁରରୁ। ମୃତ ବ୍ୟକ୍ତି ଜଣକ ହେଲେ ଅଚ୍ୟୁତାନନ୍ଦ ପରିଡ଼ା । ଅଚ୍ୟୁତାନନ୍ଦ ନିହାତି ଗରିବ ଶ୍ରେଣୀର।  କିଛିଦିନ...

bipin rawat
CDS ଦାୟିତ୍ୱ ନେବା ବିପିନ୍‌ ରାୱତ ପ୍ରସ୍ତୁତ କରିବେ ଆଗାମୀ ରଣନୀତି

ନୂଆଦୀଲ୍ଲି: ଦେଶର ପ୍ରଥମ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ ଭାବେ ନିଯୁକ୍ତି ପାଇଲେ  ଜେନେରାଲ ବିପିନ ରୱତ୍‌।  ଏହି ପଦବୀର ଦାୟିତ୍ୱ ନେବା ପରେ ତାଙ୍କ ପାଖରେ ବିଶେଷ କ୍ଷମତା ରହିବ। ସେ ତିନି ସେନାଙ୍କୁ ଆଦେଶ ଜାରି କରି ପାରିବେ। ସେନାର ତିନି ଅଙ୍ଗ ମଧ୍ୟରେ ତାଳମେଳ...

new army chief
ନୂଆ ସ୍ଥଳ ସେନା ମୁଖ୍ୟ ହେଲେ ଜେନେରାଲ ମନୋଜ ନରଓ୍ୱଣେ

ନୂଆଦିଲ୍ଲୀ: ସ୍ଥଳସେନାର ନୂଆ ମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ଜେନେରାଲ ମନୋଜ ମୁକୁନ୍ଦ ନରଓ୍ୱଣେ। ସେନାର ୨୮ତମ ମୁଖ୍ୟ ଭାବେ ସେ ବିଦାୟୀ ସେନାମୁଖ୍ୟ ଜେନେରାଲ ବିପିନ ରାୱତଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି।  ଗତ ସେମ୍ବେର ମାସରୁ ନରଓ୍ୱଣେ ସ୍ଥଳସେନାର ଉପମୁଖ୍ୟ ଭାବେ କାର୍ଯ୍ୟ କରୁଥିଲେ...

wimter
କିଛି ଲୋକଙ୍କୁ ବେଶି ଥଣ୍ଡା ଲାଗେ କାହିଁକି ?

 ଶୀତରେ ଥରୁଛି ସାରା ଓଡ଼ିଶା । ଘରୁ ବାହାରିବା କଷ୍ଟକର ହୋଇ ପଡ଼ୁଛି। ଶୀତ ସମସ୍ତଙ୍କୁ ତ କଷ୍ଟ ଦେଇଥାଏ। ତେବ କିଛି କିଛି ଲୋକଙ୍କୁ ବେଶି କଷ୍ଟ ହୋଇଥାଏ। ସେମାନେ କମ୍ବଳ ତଳୁ ସହଜରେ ବାହାରି ପାରିନ ଥାନ୍ତି। ହେଲେ କାହିଁକି ? କିଛି ଲୋକଙ୍କୁ ଏତେ...

Niti-Aayog
SDG ତାଲିକାରେ ଉପରକୁ ଉଠୁଛି ଓଡ଼ିଶା

ଭୁବେନଶ୍ୱର: ସଷ୍ଟେନେବଲ୍‌  ଡେଭଲପମେଣ୍ଟ୍ ବା ଧାରଣକ୍ଷମ ବିକାଶ କ୍ଷେତ୍ର (SDG)ରେ ଓଡ଼ିଶା ଭଲ ପ୍ରଦର୍ଶନ କରିଛି।  ନୀତି ଆୟୋଗ ରିପୋର୍ଟରେ ପ୍ରକାଶିତ ଏହି SDG ତାଲିକାରେ ଓଡ଼ିଶା ୨୩ରୁ ୧୫ ତମ ସ୍ଥାନକୁ ଡେଇଁଛି । ପୂର୍ବରୁ ରାଜ୍ୟର ସ୍କୋର୍ ୫୧ ଥିବା ବେଳେ ଚଳିତ ରିପୋର୍ଟରେ ଏହା...

tiger
ମୃତ୍ୟୁ ସହ ଲଢି ଲଢି ଶେଷରେ ଆଖି ବୁଜିଲା ‘ବର୍ଷା’

ଭୁବନେଶ୍ୱର: ନନ୍ଦନକାନନରେ କଲରାପତରିଆ ବାଘ ବର୍ଷାର ମୃତ୍ୟୁ ଘଟିଛି।  ଚିକିିିତ୍ସାଧୀନ ଅବସ୍ଥାରେ ଗତକାଲି ତାର ମୃତ୍ୟୁ ହୋଇଯାଇଛି । ବର୍ଷାର ଗର୍ଭାଶୟ ସମସ୍ୟା ଦେଖାଦେବାରୁ ଗତ ଜୁଲାଇରେ ତା’ର ଅସ୍ତ୍ରୋପଚାର ହୋଇଥିଲା। ଗତ ଅଗଷ୍ଟ ମାସରୁ ବର୍ଷାର ସ୍ୱାସ୍ଥ୍ୟାବସ୍ଥା ଭଲ ରହୁ ନ ଥିଲା।  ଗତକାଲି ସକାଳେ ବର୍ଷା...

snow
ଓଡ଼ିଶାରେ ବରଫପାତ

ସୁନ୍ଦରଗଡ(ରଞ୍ଜିତ ଚୌଧୁରୀ): ସୁନ୍ଦରଗଡ଼ ଜିଲ୍ଲାର ବଣାଇ ଉପଖଣ୍ଡରେ ପ୍ରବଳ ଶୀତର ଲହରି ଜାରି ରହିଛି।  କୋଇଡ଼ା, ଟେନ୍ସା, ଡେଙ୍ଗୁଲା ଅଞ୍ଚଳର ବିଭିନ୍ନ ସ୍ଥାନରେ ଗତକାଲି ରାତିରୁ ବରଫ ପଡୁଥିବା ଦେଖିବାକୁ ମିଳିଛି। ବିଶେଷ କରି ଏହି ଅଞ୍ଚଳ ପାହାଡିଆ ଏବଂ ଜଙ୍ଗଲିଆ ହୋଇଥିବାରୁ ବେଶି ଶୀତ ଅନୁଭୂତ ହେଉଛି।...

dharmendra
ନକୁଳଙ୍କ ହାତରୁ ମୁଢି ଖାଇଲେ ଧର୍ମେନ୍ଦ୍ର

ବଲାଙ୍ଗିର(ଘଟେଶ୍ୱର ମିଶ୍ର): ଧର୍ମେନ୍ଦ୍ର ଖାଇଲେ ନକୁଲଙ୍କ ମୁଢି। ତାଙ୍କ ପରି ଜଣେ ସାଧାରର ମୁଢି ବିକାଳିଠାରୁ କେନ୍ଦ୍ରମନ୍ତ୍ରୀ ଖାଇବେ, ଏହା କ’ଣ କମ୍‌ କଥା ! ଖୁସିରେ ଗଦ୍‌ଗଦ୍‌ ହୋଇ ଯାଇଛନ୍ତି ନକୁଳ। ବଲାଙ୍ଗୀର ରାଜେନ୍ଦ୍ର କଲେଜ ନିକଟରେ ମୁଢି ବିକୁଥିବା ନକୁଳ ଆଜି ପୁରା ଫେମସ୍‌। କାରଣ...

lady
ଗର୍ଭଧାରଣ ହେଉ ନ ଥିବାରୁ ଚିନ୍ତିତ କି ? ଜାଣନ୍ତୁ ୫ଟି କାରଣ

ଭୁବନେଶ୍ୱର: ମାତୃତ୍ୱ ଲାଭ ନାରୀ ଜୀବନର ଏକ ମହାର୍ଘ ଅନୁଭବ। ହେଲେ ଅନେକ ସମୟରେ ଆମେ ଏହାର ବ୍ୟତିକ୍ରମ ଦେଖୁଛେ। ନିର୍ଦ୍ଧାରିତ ସମୟରେ ମହିଳାମାନେ ମାତୃତ୍ୱ ଲାଭରୁ ବଞ୍ଚିତ ହେଉଛନ୍ତି। ଏପରି ବ୍ୟତିକ୍ରମର ତ ଅନେକ କାରଣ ଥାଇପାରେ। ତେବେ ଅନେକ କାରଣ ଆମ ହାତ ପାଆନ୍ତାରେ ରହିଛି,...

222332
ନୂଆବର୍ଷ ୨୦୨୦-ଲେଖିଲାବେଳେ ସାବଧାନ ! ଏମିତି ଅସୁବିଧାରେ ପଡ଼ିପାରନ୍ତି

ବିଦାୟର ଦ୍ୱାର ଦେଶରେ ୨୦୧୯। ନୂଆବର୍ଷ ୨୦୨୦ର ସ୍ୱାଗତ ପାଇଁ ଚାଲିଛି ପ୍ରସ୍ତୁତି। ମନରେ ଅନେକ ଉତ୍କଣ୍ଠା। ୨୦୨୦କୁ ନେଇ ଶୁଭେଚ୍ଛା ବାର୍ତ୍ତା ଭାଇରାଲ ହେଲାଣି ଆଜିଠୁ। ତେବେ ନୂଆବର୍ଷ ଆସିବା ପୂର୍ବରୁ ଗୋଟିଏ ଜିନିଷ ପ୍ରତି ସାବଧାନ ହେବାକୁ ପଡ଼ିବ ଆପଣଙ୍କୁ। କେମିତି ଲେଖିବେ ୨୦୨୦ ?...

violence
ମାମଲା ଚାଲିଥିବାବେଳେ ବୋହୂଙ୍କୁ ଘରୁ ବାହାର କରିପାରିବେନି ଶାଶୂଘର ଲୋକେ-ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ: ବୋହୂକୁ ଘରୁ ବାହାର କରିବା ଏଣିକି ଶ୍ୱଶୁର ଘର ଲୋକଙ୍କ ପାଇଁ ମୁସ୍କିଲ ହୋଇପଡିବ। ମହିଳାଙ୍କୁ ସୁରକ୍ଷା ନେଇ ଦିଲ୍ଲୀ ହାଇକୋର୍ଟ ଏମିତି ରାୟ ଶୁଣାଇଛନ୍ତି। ଯଦି କୌଣସି ମହିଳା ତା’ର ଶ୍ୱଶୁର ଘରେ ଘରୋଇ ହିଂସାର ଶିକାର ହୋଇ କେସ୍ ଲଢୁଥାନ୍ତି ତେବେ ତାଙ୍କୁ ଶ୍ୱଶୁର...

Caa
CAA ଆନ୍ଦୋଳନ: ସ୍ୱେଚ୍ଛାକୃତ ଭାବେ କ୍ଷତିଭରଣା କଲେ ଆନ୍ଦୋଳନକାରୀ

ବୁଲନ୍ଦସହର: ବିବାଦୀୟ ନାଗରିକ ସଂଶୋଧନ ବିଲ ବିରୋଧରେ ପ୍ରଦର୍ଶିତ ହିଂସାରେ ଅନେକ ମୃତାହତ ହୋଇଛନ୍ତି। ଅନେକ କ୍ଷୟକ୍ଷତି ହୋଇଛି। ବିଶେଷକରି ଉତ୍ତରପ୍ରଦେଶରେ ବେଶି ହୋଇଛି। ଏହି କ୍ଷତିଭରଣା ପାଇଁ ଅଭିଯୁକ୍ତଙ୍କ ପାଖକୁ ନୋଟିସ ପଠାଯାଉଛି। ତେବେ ଏହି ଘଟଣାକୁ ନେଇ ଏକ ରୋଚକ ଖବର ନଜରକୁ ଆସିଛି। ଖବରଟି...

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକାଗଜରେ ବହୁବର୍ଷ ଧରି କାମ କରିବା ପରେ ଆରମ୍ଭ କରିଛନ୍ତି ଡିଜିଟାଲ ସାମ୍ବାଦିକତା। ବିଭିନ୍ନ ଜାତୀୟ ଅନ୍ତର୍ଜାତୀୟ ତଥା ମାନବିକ ଅଧିକାର ସମ୍ବଳିତ ଖବର ପରିବେଷଣ ଏବଂ ଫିଚର ଲେଖାରେ ବିଶେଷ ଦକ୍ଷତା। ଏକ ବହୁଳପ୍ରସାରିତ ଖବରକାଗଜରେ ସଂସ୍କରଣ ମୁଖ୍ୟ ଭାବେ କାମ କରିବା ସହ ଦୀର୍ଘଦିନ ଧରି ରବିବାର ସ୍ୱତନ୍ତ୍ର ସଂସ୍କରଣ ଦାୟିତ୍ୱରେ ଥିଲେ।