୪ ଦିନ ପରେ ସାମାନ୍ୟ କମିଲା ସଂକ୍ରମଣ ଦିନକରେ ଚିହ୍ନଟ ହେଲେ ୩, ୬୬, ୩୧୭ ରୋଗୀ ଆଖି ବୁଜିଲେ ୩,୭୪୭ରୋଗୀ ସୁସ୍ଥ ହେଲେ ୩, ୫୩,୫୮୦ ଜଣ ନୂଆଦିଲ୍ଲୀ: ଦୀର୍ଘ ୪ ଦିନ ଧରି ଅଣାୟତ୍ତ କରିବା ପରେ କରୋନାର…
ଭେଣ୍ଟିଲେଟର ଖୋଜୁ ଖୋଜୁ ଆଖି ବୁଜିଦେଲେ କରୋନା ଆକ୍ରାନ୍ତ ବରିଷ୍ଠ କମାଣ୍ଡୋ
ବାଗପତ: କରୋନା ଭାଇରସର ଦ୍ଵିତୀୟ ଲହରର ପ୍ରକୋପ ଦେଶବାସୀଙ୍କ ଦୃହୟକୁ ଥରାଇ ଦେଇଛି । ଗୋଟିଏ ପରେ ଗୋଟିଏ ପରିଜନକୁ ହରାଇ ଯେମିତି ସାରା ଦେଶ କାନ୍ଦୁଛି । ଜୁଇରୁ ନିଆଁ ଲିଭୁନି କି ଆଖିରୁ ଲୁହ ଶୁଖୁନି । ଏପରି…
ନୂଆଦିଲ୍ଲୀ: ଅଭିନେତା ରାହୁଲ ବୋହରା ଦୀର୍ଘଦିନ ଧରି ମହାମାରୀ କରୋନା ଭାଇରସ ସହ ଲଢିବା ପରେ ଶେଷରେ ହାରି ଯାଇଛନ୍ତି । ନେଟଫ୍ଲିକ୍ସ ଫିଲ୍ମ ଅନଫ୍ରିଡମ୍ (Unfreedom) ରେ ଦେଖିବାକୁ ମିଳିଥିବା ଅଭିନେତା ରାହୁଲ ମୃତ୍ୟୁର କିଛି ଘଣ୍ଟା ପୂର୍ବରୁ ଲୋକଙ୍କୁ…
ନୂଆଦିଲ୍ଲୀ:କରୋନାର ଦ୍ଵିତୀୟ ଲହର ଭାରତରେ ଦ୍ରୁତ ଗତିରେ ବଢି ଚାଲିଛି । ଏତେ ଦ୍ରୁତ ଗତିରେ ସଂକ୍ରମଣ ବଢୁଛି ଯେ, ଆମର ଚିକିତ୍ସା ବ୍ୟବସ୍ଥା ବି ଫେଲ ମାରିଛି । କେଉଁଠି ଡାକ୍ତରଖାନାରେ ବିଛଣା ମିଳୁନି ତ କେଉଁଠି ଅକ୍ସିଜେନ ନାହିଁ…
ନିୟୁ ଜର୍ସି: ଚାରି ବର୍ଷର ପିଲାଟିଏ କାନ୍ଦୁଥିଲା ବାଲକୋନୀରେ ଛିଡା ହୋଇ । ପିଲାଟି କାହିଁକି କାନ୍ଦୁଛି ପ୍ରଥମେ କେହି ଜାଣି ପାରି ନଥିଲେ । ପରେ ଜଣେ ପଡୋଶୀ ତାଙ୍କ ଘରକୁ ଯାଇ ଯାହା ଦେଖିଲେ ତାଙ୍କର ହୋଶ ଉଡ଼ିଗଲା…
ନୂଆଦିଲ୍ଲୀ: ଉପସାଗରୀୟ ଦେଶ ଗୁଡ଼ିକରୁ ଭାରତକୁ ଆସିବ ଲିକୁ୍ୟଇଡ୍ ମେଡ଼ିକାଲ୍ ଅକ୍ସିଜେନ। ଆବୁଧାବି, କୁଏତ, କତାର, ବାହରିନ, ସାଉଦିଆରବ, ଓମାନରୁ ଏହି ଲିକୁଇଡ୍ ମେଡିକାଲ ଅକ୍ସିଜେନ୍ ଭାରତକୁ ଆସିବ। ଇଣ୍ଡିଆନ ଅଏଲ ଏବଂ ଗେଲ୍ ଇଣ୍ଡିଆ ସହଯୋଗରେ ଏହି ଅକ୍ସିଜେନ୍ ଅଣାଯିବ…
ନୂଆଦିଲ୍ଲୀ : ଦେଶରେ କରୋନାର ଦ୍ବିତୀୟ ଲହର ଯେମିତି ଦେଶରେ ମୃତ୍ୟୁର ତାଣ୍ଡବ ସୃଷ୍ଟି କରୁଛି । ଦେଶରେ ସଂକ୍ରମଣ ହାର ବଢିବା ସହ ମୃତୁ ହାର ମଧ୍ୟ ବଢି ଚାଲିଛି । ଆଜି ବି ୪ର୍ଥ ଦିନରେ ଦେଶରେ ସଂକ୍ରମଣ…
ନୂଆଦିଲ୍ଲୀ: ବରିଷ୍ଠ ପତ୍ରକାର ଶେଷ ନାରାୟଣ ସିଂହଙ୍କର ଆଜି ପରଲୋକ ହୋଇଯାଇଛି । ଏହା ପୂର୍ବରୁ ସେ କରୋନା ସଂକ୍ରମିତ ଥିଲେ । ବରିଷ୍ଠ ପତ୍ରକାରଙ୍କ ନିଧନ ପରେ ଦେଶରେ ନେତା, ପତ୍ରକାର ଏବଂ ସାମାଜିକ କାର୍ଯ୍ୟକର୍ତ୍ତାମାନେ ଶୋକ ପ୍ରକଟ କରିଛନ୍ତି…
ନୂଆଦିଲ୍ଲୀ:ଦେଶରେ କରୋନା ତା’ର ସ୍ଥିତି ପୂର୍ବପରି ଜାହିର ରଖିଛି । ସଂକ୍ରମଣ ହାର କେତେକ ରାଜ୍ୟରେ ସାମାନ୍ୟ ହ୍ରାସ ପାଇବା ପରି ମନେ ହେଉଥିଲେ ହେଁ ମୋଟ ସଂଖ୍ୟାରେ କୌଣସି ପରିବର୍ତ୍ତନର ସୂଚନା ନାହିଁ । ସଂକ୍ରମଣ ହାର ଦେଖି ଏବେ…
ଭାରତ ସ୍:ାଧୀନତା ସଂଗ୍ରାମର ପ୍ରଥମ ଯୋଦ୍ଧା ଟିପୁ ସୁଲ୍ତାନ । ଇତିହାସରେ ସ୍:ର୍ଣ୍ଣିମ ଅକ୍ଷରରେ ଲିପିବଦ୍ଧ ହୋଇ ରହିଛି ଏହି ମହାନ ଯୋଦ୍ଧାଙ୍କ ନାଁ । ୧୭୯୯ ମେ’ ୪ ତାରିଖ ଇଂରେଜମାନଙ୍କ ବିରୋଧରେ ଚାଲିଥିବା ଯୁଦ୍ଧରେ ତାଙ୍କର ମୃତ୍ୟୁ ଘଟିଥିଲା…
ଶ୍ରୀନଗର: ଜାମ୍ମୁ ଓ କାଶ୍ମୀରରେ ସୁରକ୍ଷା ବଳକୁ ମିଳିଛି ବଡ଼ ସଫଳତା । ଦକ୍ଷିଣ କାଶ୍ମୀରର ସୋପିଆନ ସେକ୍ଟରରେ ଗୁରୁବାର ସକାଳୁ ସକାଳୁ ସୁରକ୍ଷାକର୍ମୀ-ଆତଙ୍କୀ ମୁହାଁମୁହିଁ ହୋଇଛନ୍ତି । ଏନକାଉଣ୍ଟରରେ ୩ ଆତଙ୍କୀଙ୍କୁ ନିପାତ କରିଛନ୍ତି ସୁରକ୍ଷାକର୍ମୀ । ଏଥିସହିତ ଜଣେ…
ନୂଆଦିଲ୍ଲୀ: ନିର୍ବାଚନ ଆୟୋଗ ଉପରେ ମାଡ୍ରାସ ହାଇକୋର୍ଟ ହତ୍ୟା ଅଭିଯୋଗ ପରି ଦେଇଥିବା ଟିପ୍ପଣୀକୁ ସୁପ୍ରିମକୋଟ ସମାଲୋଚନା କରିଛନ୍ତି । ଏପରି ଟପ୍ପଣୀ କଠୋର ଏବଂ ଅନୁଚିତ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ସୁପ୍ରିମକୋର୍ଟ କହିଛନ୍ତି, ମାଡ୍ରାସ ହାଇକୋର୍ଟଙ୍କ ଟିପ୍ପଣୀ ଜଜମେଣ୍ଟର…
ଲକ୍ଷ୍ନୌ: କରୋନାକୁ ନେଇ ଏବେ ବି ଚିିକିତ୍ସା ବିଜ୍ଞାନ ଦ୍:ନ୍ଦ୍:ରେ । କେମିତି ଏଇ ଭାଇରସକୁ ଚିହ୍ନଟ କରାଯିବ, କେମିତି ନିପାତ କରାଯିବ ଏବଂ କେମିତି ତାହାଠାରୁ ସୁରକ୍ଷିତ ରହିପାରିବ ସେ ନେଇ ବିଶେଷଜ୍ଞମାନେ ଏବେ ବି ସନ୍ଦିହାନ । ପ୍ରତିଦିନ…