• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Minati Mishra

Minati Mishra

Freelancer

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକ ...more

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକାଗଜରେ ବହୁବର୍ଷ ଧରି କାମ କରିବା ପରେ ଆରମ୍ଭ କରିଛନ୍ତି ଡିଜିଟାଲ ସାମ୍ବାଦିକତା। ବିଭିନ୍ନ ଜାତୀୟ ଅନ୍ତର୍ଜାତୀୟ ତଥା ମାନବିକ ଅଧିକାର ସମ୍ବଳିତ ଖବର ପରିବେଷଣ ଏବଂ ଫିଚର ଲେଖାରେ ବିଶେଷ ଦକ୍ଷତା। ଏକ ବହୁଳପ୍ରସାରିତ ଖବରକାଗଜରେ ସଂସ୍କରଣ ମୁଖ୍ୟ ଭାବେ କାମ କରିବା ସହ ଦୀର୍ଘଦିନ ଧରି ରବିବାର ସ୍ୱତନ୍ତ୍ର ସଂସ୍କରଣ ଦାୟିତ୍ୱରେ ଥିଲେ।

less

Posts by Minati Mishra

water
ପାଣି ତଳୁ ଉପରକୁ ଯିବାର କେବେ ଦେଖିଛନ୍ତି ? ଦେଖନ୍ତୁ ଭିଡିଓ

ଡେନମାର୍ଗ: ପାଣିର ଧର୍ମ ହେଲା ଉପରୁ ତଳକୁ ବହି ଆସିବା। ହେଲେ କେବେ ଦେଖିଛନ୍ତି ପାଣି ତଳୁ ଉଠି ଉପରକୁ ଯିବା ! ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଡେନମାର୍କରେ। ଯାହାର ଭିଡିଓ ଭାଇରାଲ ହୋଇଛି। ଏହି ଭାଇରାଲ ଭିଡିଓରୁ ଜଣାପଡ଼ିଛି ଏହି ଦୃଶ୍ୟ ଡେନମାର୍କର ଫରୋ...

army
ପିଓକେ ଆମର, ଆଦେଶ ଦେଲେ ହେବ କାର୍ଯ୍ୟାନୁଷ୍ଠାନ : ଆର୍ମି ମୁଖ୍ୟ

ନୂଆଦିଲ୍ଲୀ: ପାକିସ୍ତାନ ଅଧିନରେ ଥିବା ପାକିସ୍ତାନ ଅଧିକୃତ କଶ୍ମୀର (ପିଓକେ) ଭାରତର ଏକ ଅଂଶ ହୋଇପାରିବ। ହେଲେ ଏଥିପାଇଁ କେନ୍ଦ୍ରକୁ ନିଷ୍ପତ୍ତି ନେବାକୁ ହେବ। ଡିସେମ୍ୱର ୩୧ରେ ଆର୍ମିର ମୁଖ୍ୟ ଭାବରେ ଦାୟିତ୍ୱ ନେଇଥିବା ଜେନେରାଲ ମନୋଜ ମୁକୁନ୍ଦ ନରଓ୍ୱଣେ ଆଜି ସାମ୍ୱାଦିକ ସମ୍ମିଳନୀ କରି ପାକିସ୍ତାନକୁ ପରୋକ୍ଷରେ...

crororapati
ଦାନୀ କୋଟିପତି; ଟ୍ୱିଟର ଫଲୋର୍ସଙ୍କୁ ବାଣ୍ଟିଲେ ୬୫ କୋଟି

ନୂଆଦିଲ୍ଲୀ:ମହାଦାନୀଙ୍କଠାରୁ ବି ସିଏ ଦାନୀ। ଶୁଣି ଆଶ୍ଚର୍ଯ୍ୟ ହେଉଛନ୍ତି କି ? ହେଲେ କଥାଟା ବିଲ୍‌କୁଲ୍‌ ସତ। ନ ହେଲେ କୋଟି କୋଟି ଟଙ୍କା କିଏ ନିଜ ଟ୍ୱିଟର ଫଲୋର୍ସଙ୍କୁ ବାଣ୍ଟିପାରେ ? ଏଇ ଦାନୀ ହେଉଛନ୍ତି ଜାପାନୀ କୋଟିପତି ୟୁସାକୁ ମୈଇଜାବା (Yusaku Maezawa) । ସେ ...

Untitled-1
ମୋଦିଙ୍କ ହାତ ଧରିବେ କି ମମତା !

କୋଲକାତା: ବିଜେପି ସରକାର ଲାଗୁ କରିଥିବା ନାଗରିକତା ସଂଶୋଧନ ଆଇନ(ସିଏଏ)କୁ ଯଦି କିଏ ଭୟଙ୍କର ବିରୋଧ କରୁଥାଏ ତେବେ ସେ ହେଉଛି ପଶ୍ଚିମବଙ୍ଗ ଟିଏମ୍‌ସି ସରକାର। ସାରା ଦେଶରେ CAA ଜଳୁଥିବାବେଳେ ଆଜି ଦୁଇ ପରସ୍ପର ବିରୋଧୀ ନେତା ଏକାଠି ହେବାକୁ ଯାଉଛନ୍ତି। ଆଜି ଟିଏମସି ନେତା ମମତା...

flight
ସ୍ୱୀକାର କଲା ଇରାନ; ମିସାଇଲ୍‌ ମାଡ଼ କରି ୟୁକ୍ରେନ ବିମାନ ଖସାଇଥିଲା

ତେହରାନ:ତେହରାନରେ ଉଡାନ ଭରିବାର ମାତ୍ର କେଇ ମିନିଟ୍‌ ପରେ ୟୁକ୍ରେନ୍‌ର ଏକ ବିମାନ ଦୁର୍ଘଟଣାଗସ୍ତ୍ର ହୋଇଥିଲା। ଏଥିରେ ଥିବା ସମସ୍ତ ୧୭୬ ଯାତ୍ରୀ ମୃତ୍ୟୁ ବରଣ କରିଥିଲେ। ଯାନ୍ତ୍ରିକ ତ୍ରୁଟି ଯୋଗୁ ଏହା ଖସି ପଡ଼ିଥିବା କୁହାଯାଉ ଥିଲା। ହେଲେ ପ୍ରକୃତ କଥା ହେଲା, ଯାନ୍ତ୍ରିକ ତ୍ରୁଟି ନୁହେଁ,...

pak border
ପାକିସ୍ତାନ ପଟୁ ପ୍ରବଳ ଗୁଳିମାଡ଼: ୨ ଯବାନ ଶହୀଦ

କଶ୍ମୀର: ଜମ୍ମୁ କାଶ୍ମୀରର ସୀମାରେଖାରେ ପାକିସ୍ତାନ ପଟୁ ଆଜି ଗୁଳିମାଡ଼ ହୋଇଛି। ଏଥିରେ ୨ ଜଣ ଯବାନ ଶହୀଦ ହୋଇଥିବାବେଳେ ୨ ଯବାନ ଆହତ ହୋଇଛନ୍ତି। ପୁଞ୍ଚ ଜିଲ୍ଲାର ଗୁଲପୁର ସେକ୍ଟରରେ ଏହି ଘଟଣା ଘଟିଛି। ଆଜି ୧୧ଟା ବେଳେ ପାକିସ୍ତାନ ପଟୁ ପୁଞ୍ଚରେ ପ୍ରବଳ ଗୁଳିମାଡ଼ ହୋଇଥିଲା।...

glacier
ପାକିସ୍ତାନକୁ ବିପଦ: ଗ୍ଲାସିୟର ତରଳି ଗାଁ ଆଡ଼କୁ ମାଡ଼ି ଆସୁଛି

ଶିସ୍ପର ଗ୍ଲାସିୟର: ପାକିସ୍ତାନର ହାସନାବାଦ୍‌ ନାମକ ଏକ ଗାଁରେ ଏବେ ଭୟର ବାତାବରଣ। କାରଣ ଶିସ୍ପର ଗ୍ଲାସିୟରରୁ ସୃଷ୍ଟ ଏକ ନଦୀ ଏହି ଗାଁ ଆଡ଼କୁ ମାଡ଼ି ଆସିବାରେ ଲାଗିଛି। ଗ୍ଲାସିୟର ତରଳିବାକୁ ଆରମ୍ଭ କରିଥିବାରୁ ଏହି ବିପଦ ବଢ଼ିବାରେ ଲାଗିଛି। ଏହି ବିପଦ ଏପରି ଭୟାବହତା ସୃଷ୍ଟି...

tamil
ଭୋକିଲା ସନ୍ତାନ ମୁହଁରେ ଦାନା ଦେବା ପାଇଁ ୧୫୦ ଟଙ୍କାରେ ଚୁଟି ବିକି ଦେଲେ ମା’

ମେଇଲବାଗନନ୍‌(ତାମିଲନାଡ଼ୁ): ମା’ର ତୁଳନା ନାହିଁ। ତା ତ୍ୟାଗକୁ କେହି ଭରଣା କରି ପାରେନି। ସନ୍ତାନ ଆଖିରୁ ଲୁହ ପୋଛିବା ପାଇଁ ସେ ଯେ କୌଣସି ପଦକ୍ଷେପ ନେଇପାରେ।  ପ୍ରେମା ବି  ବି ଜଣେ ମା’। ହେଲେ ଦାରିଦ୍ର୍ୟର କଷାଘାତ ତାଙ୍କୁ ନିଃସ୍ୱ କରି ଦେଇଥିଲା।  କୁନି କୁନି ପିଲାଙ୍କ...

bidyut kata
ବିଦ୍ୟୁତ୍‌ ବିଲ୍‌ ପୈଠ ପାଇଁ ସମୟ ଦିଆଯାଉ-ବିଦ୍ୟୁତ ଉପଭୋକ୍ତା ମହାସଂଘ ସଭାପତି

ଭୁବନେଶ୍ୱର: ସରକାରୀ ଉପଭୋକ୍ତାଙ୍କ ଭଳି ସାଧାରଣ ଉପଭୋକ୍ତାଙ୍କୁ ମଧ୍ୟ ବିଲ୍ ପୈଠ ପାଇଁ ସମୟ ଦିଆଯାଉ।  ବିଦ୍ୟୁତ ବିଲ୍ ବକୟା ପୈଠ ନେଇ ଏଭଳି ମତ ଦେଇଛନ୍ତି ବିଦ୍ୟୁତ ଉପଭୋକ୍ତା ମହାସଂଘ ସଭାପତି ରମେଶ ଶତପଥୀ । ଯାହାର ଲାଇନ୍ କିଟିଛି  ସେମାନଙ୍କ ମଧ୍ୟରୁ ଅଧିକାଂଶ ଉପଭୋକ୍ତା ସୌଭାଗ୍ୟ...

pushyaviseka
ରାଜାଧିରାଜ ବେଶରେ ଭକ୍ତଙ୍କୁ ଦର୍ଶନ ଦେଲେ ଶ୍ରୀଜୀଉ

ପୁରୀ: ଆଜି ପୌଷ ପୂର୍ଣ୍ଣିମା। ପୌଷ ପୂର୍ଣ୍ଣିମାରେ ଶ୍ରୀମନ୍ଦିରରେ  ମହାପଭ୍ରୁଙ୍କର ହୋଇଛି ଅନନ୍ୟ ପୂଷ୍ୟାଭିଷେକ ନୀତି ।  ଏହି ଅବସରରେ ଶ୍ରୀଜୀଉ ରତ୍ନସିଂହାସନ ଉପରେ ବିଭିନ୍ନ ପ୍ରକାର ସ୍ୱର୍ଣ୍ଣ ଅଳଙ୍କାରରେ ବିଭୂଷିତ ହୋଇ ରାଜାଧିରାଜ ବା ରାଜରାଜେଶ୍ୱର ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି। ଏଥିପାଇଁ ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବଳ...

SupremeCourt
ଜମ୍ମୁ-କାଶ୍ମୀର କଟକଣା ଉପରେ ସୁପ୍ରିମ୍‌କୋର୍ଟଙ୍କ ରାୟ; ସପ୍ତାହକ ମଧ୍ୟରେ ସମୀକ୍ଷା କରାଯାଉ

ନୂଆଦିଲ୍ଲୀ:ଜମ୍ମୁକାଶ୍ମୀରରୁ ଧାରା ୩୭୦ ହଟିବା ପରେ ସେଠାରେ ଇଣ୍ଟରନେଟ୍‌ ସେବା ବନ୍ଦ କରାଯାଇଛି। ଏ ନେଇ ସୁପ୍ରିମ୍‌କୋର୍ଟରେ ଦାଖଲ ଏକ ଆବେଦନର ଶୁଣାଣି କରି ସୁପ୍ରିମ କୋର୍ଟ ଆଜି ତାଙ୍କର ରାୟ ଶୁଣାଇଛନ୍ତି। ଜଷ୍ଟିସ୍‌ ଏନବି ରମଣା, ଜଷ୍ଟିସ ସୁଭାସ ରେଡ୍ଡି ଏବଂ ଜଷ୍ଟିସ ବିଆର ଗବଇଙ୍କୁ ନେଇ...

suna-dara
୨ ଦିନ ପରେ ଖସିଲା ସୁନାଦର

ନୂଆଦିଲ୍ଲୀ: ଆମରିକା ଉପରେ ଇରାନର ଆକ୍ରମଣ ପରେ ସୁନା ଦର ରେକର୍ଡ ଭାଙ୍ଗିଥିଲା।  ମଧ୍ୟପ୍ରଦେଶର ଭୋପାଳରେ ଗତକାଲି ସୁନା ଦର ୪୨ହଜାର ଟଙ୍କା ଉପରେ ଥିଲା। ୨୪ କ୍ୟାରେଟ୍ ୧୦ ଗ୍ରାମ ସୁନା ଦର ଏଠାରେ ଥିଲା ୪୨ ହଜାର ୧୨୦ଟଙ୍କା । ତେବେ ୨ ଦିନ ଧରି...

chhatar yatra
ଛତରଯାତ୍ରାରେ ବଳି ପଡ଼ିଲେ ଦାୟୀ ରହିବେ ଜିଲ୍ଲାପାଳ ଓ ଏସ୍‌ପି

ଭବାନୀପାଟଣା: ଛତର ଯାତ୍ରାରେ ବନ୍ଦ ହେବ ବଳି। ଯଦି ହୁଏ ତେବେ ଜିଲ୍ଲାପାଳ ଓ ଏସ୍‌ପି ଏଥିପାଇଁ ଦାୟୀ ରହିବେ। ବଳିକୁ ନେଇ ଏପରି କଡା ଆଭିମୁଖ୍ୟ ପୋଷଣ କରିଛନ୍ତି ହାଇକୋର୍ଟ। ଭବାନୀପାଟଣାର ଅଧିଷ୍ଠାତ୍ରୀ ଦେବୀ ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରାରେ ପଶୁ ବଳିକୁ ନେଇ କଡ଼ା ଆଭିମୁଖ୍ୟ...

sana-negi
ସାନ ନେଗୀକୁ ଭୁବନେଶ୍ୱରରୁ ଉଠାଇ ନେଲା ବଲାଙ୍ଗୀର ପୁଲିସ

ଭୁବନେଶ୍ୱର: ଧରାପଡ଼ିଲା କଫ୍ ସିରପ୍ କାରବାରର ମାଷ୍ଟରମାଇଣ୍ଡ୍ । ପଶ୍ଚିମ ଓଡ଼ିଶାରେ କଫ୍ ସିରଫ କାରବାରର ମୁଖ୍ୟ ସାନ ନେଗୀକୁ ଭୁବନେଶ୍ୱରରୁ ଉଠାଇ ନେଇଛି ବଲାଙ୍ଗିର ପୁଲିସ। ନେଗୀର ୨ ସହଯୋଗୀ ଅଜିତ ନନ୍ଦ ଓ ଫାରୁଖ ଖାନ୍ ମଧ୍ୟ ଧରା ପଡିଛନ୍ତି । ସମସ୍ତ ୩ ଜଣଙ୍କୁ...

lunar
କାଲି ବର୍ଷର ପ୍ରଥମ ଚନ୍ଦ୍ର ଗ୍ରହଣ

ନୂଆଦିଲ୍ଲୀ: ବର୍ଷର ପ୍ରଥମ ଚନ୍ଦ୍ର ଗ୍ରହଣ ଶୁକ୍ରବାର ଜାନୁଆରୀ ୧୦ରେ ହେବ। ଏହା ଏକ ଉପଛାୟା ଚନ୍ଦ୍ର ଗ୍ରହଣ। ଭାରତୀୟ ସମୟ ଅନୁସାରେ, ଜାନୁଆରୀ ୧୦ ତାରିଖ, ରାତି ୧୦ଟା ୩୭ ମିନିଟ୍‌ରେ ଗ୍ରହଣ ଆରମ୍ଭ ହୋଇ  ରାତି ୨ଟା ୪୨ ମିନିଟ୍‌ରେ ଶେଷ ହେବ। ପୂର୍ଣ୍ଣ ଗ୍ରହଣ...

CAA TEAM
କାଶ୍ମୀରରେ ପହଞ୍ଚିଲେ ୧୭ ଦେଶର ରାଷ୍ଟ୍ରଦୂତ, ସ୍ଥିତି ପରଖିବେ

ଶ୍ରୀନଗର:କାଶ୍ମୀର ସ୍ଥିତି ପରଖିବେ ୧୭ ଦେଶର ରାଷ୍ଟ୍ରଦୂତ। ଆମେରିକା ସମେତ ୧୭ ରାଜ୍ୟର ରାଷ୍ଟ୍ରଦୂତମାନେ ଦୁଇଦିନିଆ ଗସ୍ତରେ ଆସି ଆଜି କାଶ୍ମୀରରେ ପହଞ୍ଚିଛନ୍ତି। ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ହଟିବା ପରେ ସେଠାକାର ସ୍ଥିତି କେମିତି ଅଛି ତାହା ଜାଣିବା ପାଇଁ ଏହି ଦଳ ଆସୁଛନ୍ତି। ତେବେ ଏହି ଟିମ୍‌ରେ...

download
ଦେଶ କଠିନ ସମୟ ଦେଇ ଗତି କରୁଛି-CAAକୁ ନେଇ ଏମିତି କହିଲେ ସିଜେଆଇ

ନୂଆଦିଲ୍ଲୀ:ନାଗରିକତା ସଂଶୋଧନ ବିଲ୍‌କୁ ନେଇ ଦେଶରେ ବିରୋଧଭାସ ଜାରି ରହିଥିବାବେଳେ ସୁପ୍ରିମକୋର୍ଟ ଚିନ୍ତା ପ୍ରକଟ କରିଛନ୍ତି। ଦେଶ ଏକ କଠିନ ସମୟ ଦେଇ ଗତି କରୁଛି। ଶାନ୍ତି ପାଇଁ ପ୍ରୟାସ ଜାରି ରହିବା ଉଚିତ ବୋଲି କହିଛନ୍ତି  ସିଜେଆଇ (CJI ) ଏସ.ଏ.ବୋବଡେ । ବରିଷ୍ଠ ଆଇନଜୀବୀ ବିନୀତ ଧଣ୍ଡା...

murder
ବାଲି ଖାଦାନରୁ ମିଳିଲା ଯୁବକଙ୍କ ମୃତ ଦେହ

ବାରିପଦା: ବାଲି ଖାଦାନକୁ ନେଇ ଯୁବକଙ୍କୁ ହତ୍ୟା ! ଘଟଣା ଘଟିଛି ମୟୂରଭଂଜ ରାସଗୋବିନ୍ଦପୁର ଥାନା ମୁଷାମାରି ଗାଁରେ।  ଆଜି ସକାଳୁ  ଗାଁ ମୁଣ୍ଡରେ ଥିବା ଏକ ବାଲିଗଦାରୁ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ଏହି ଘଟଣାକୁ ଗାଁରେ ଉତ୍ତେଜନା ଦେଖା ଦେଇଛି। ମୃତଦେହକୁ ରାସ୍ତା ଉପରେ ରଖି...

fire
ପେପର ଗୋଦାମ ଓ ହସ୍‌ପିଟାଲରେ ଅଗ୍ନିକାଣ୍ଡ

ନୂଆଦିଲ୍ଲୀ : ଦିଲ୍ଲୀ ପତପରଗଞ୍ଜରେ ଥିବା ଏକ ପେପର ଗୋଦାମରେ ଆଜି ସକାଳୁ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା। ଏଥିରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ୧୨ରୁ ଅଧିକ ଆହତ ହୋଇଛନ୍ତି। ଏହି ଦୁର୍ଘଟଣାର କିଛି ସମୟ ପରେ ନୋଏଡାରେ ଥିବା ଇଏସ୍‌ଆଇ ହସ୍ପିଟାଲରେ ମଧ୍ୟ ନିଆଁ ଲାଗିଛି।...

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକାଗଜରେ ବହୁବର୍ଷ ଧରି କାମ କରିବା ପରେ ଆରମ୍ଭ କରିଛନ୍ତି ଡିଜିଟାଲ ସାମ୍ବାଦିକତା। ବିଭିନ୍ନ ଜାତୀୟ ଅନ୍ତର୍ଜାତୀୟ ତଥା ମାନବିକ ଅଧିକାର ସମ୍ବଳିତ ଖବର ପରିବେଷଣ ଏବଂ ଫିଚର ଲେଖାରେ ବିଶେଷ ଦକ୍ଷତା। ଏକ ବହୁଳପ୍ରସାରିତ ଖବରକାଗଜରେ ସଂସ୍କରଣ ମୁଖ୍ୟ ଭାବେ କାମ କରିବା ସହ ଦୀର୍ଘଦିନ ଧରି ରବିବାର ସ୍ୱତନ୍ତ୍ର ସଂସ୍କରଣ ଦାୟିତ୍ୱରେ ଥିଲେ।