ଭୁବନେଶ୍ୱର:ଏକାଧିକ ରାଜ୍ୟରେ ନାବାଳିକା ଛାତ୍ରୀଙ୍କୁ ଅପହରଣ ଘଟଣାରେ ସଂପୃକ୍ତ ଥିବା ଜଣେ ଶିକ୍ଷକ ଓଡ଼ିଶାରେ ଲୁଚିଛନ୍ତି। ଏ ନେଇ ସିବିଆଇ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ଚିଠି ଲେଖି ସତର୍କ କରାଇଛନ୍ତି। ସିବିଆଇ ପକ୍ଷରୁ କୁହାଯାଇଛି, ଗୁଜୁରାଟର ଜଣେ ଶିକ୍ଷକ ବିଭିନ୍ନ ରାଜ୍ୟରେ ନାବାଳିକା ଅପହରଣ ଘଟଣାରେ...
ଇସଲାମାବାଦ: ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ତଥା ସେନାଧ୍ୟକ୍ଷ ପରଭେଜ ମୁଶାରଫଙ୍କୁ ଦେଶଦ୍ରୋହ ମାମଲାରେ ପାକିସ୍ତାନ କୋର୍ଟ ଦୋଷୀ ସାବ୍ୟସ୍ତ କରିବା ସହ ମୃତ୍ୟୁଦଣ୍ଡ ଦେଇଛନ୍ତି। ମୁଶାରଫଙ୍କ ବିରୋଧରେ ରୁଜୁ ହୋଇଥିବା ଦେଶଦ୍ରୋହ ଓ ଦେଶ ବିରୋଧରେ ଷଡ଼ଯନ୍ତ୍ର କରୁଥିବା ମାମଲାର ଶୁଣାଣି କରି ସ୍ୱତନ୍ତ୍ର ପେଶୱାର କୋର୍ଟ ଏହି...
ପାଟନା: ବିବାଦୀୟ ନାଗରିକତା ସଂଶୋଧନ ଆଇନ(ସିଏଏ) ଓ ଏନଆରସି ବିରୋଧରେ ସାରା ଦେଶରେ ନିଆଁ ଜଳୁଛି। ଏଥିରୁ ବିହାର ମଧ୍ୟ ବାଦ ପଡ଼ିନି। ହେଲେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏ ସମ୍ପର୍କରେ ଏଯାଏ ମୁହଁ ଖୋଲି ନାହାନ୍ତି। ଏହି କାରଣରୁ ଆଜି ଭୋରରୁ ପାଟନାର ବିଭିନ୍ନ ସ୍ଥାନରେ...
ଖୋର୍ଦ୍ଧା: ଖୋର୍ଦ୍ଧା ଡାକ୍ତରଙ୍କୁ ଗୁଳିକାଣ୍ଡ ଘଟଣାର ପର୍ଦ୍ଦାଫାଶ ହୋଇଛି। ଗୁଳିକାଣ୍ଡ ପଛରେ ସୁପାରି କିଲରଙ୍କ ହାତ ରହିଥିବା ଜାଣିବାକୁ ପାଇଛି ଖୋର୍ଦ୍ଧା ପୋଲିସ। ଖୋର୍ଦ୍ଧାର ଏକ କ୍ଲିନିକ୍ରେ ପଶି ଡାକ୍ତରଙ୍କୁ ଗୁଳିମାଡ଼ ଘଟଣା ସମ୍ପର୍କରେ ଖୋର୍ଦ୍ଧା ଏସ୍ପି ସୂଚନା ଦେଇ କହିଛନ୍ତି, ସୁପାରିକିଲର ନିୟୋଜିତ ଥିବା ନେଇ ପୋଲିସ...
ଭୁବନେଶ୍ୱର: ଫେବୃଆରୀ ତୃତୀୟ ସପ୍ତାହରେ ହୋଇପାରେ ମାଟ୍ରିକ ପରୀକ୍ଷା। ଏହି ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାସ। ସାଧାରଣତଃ ଫେବୃଆରୀ ତୃତୀୟ ସପ୍ତାହରେ ମାଟ୍ରିକ ପରୀକ୍ଷା ହୋଇଥାଏ । ତେବେ ପରୀକ୍ଷା ନେଇ ବୋର୍ଡ କର୍ତ୍ତୃପକ୍ଷ ବିଧିବଦ୍ଧ ଭାବେ ସୂଚନା ଦେବେ ବୋଲି...
ନୂଆଦିଲ୍ଲୀ: ରେଳ ବିଭାଗରେ ୩ ଲକ୍ଷରୁ ଅଧିକ ପଦ ଖାଲି ପଡ଼ିଛି। ଏଥିମଧ୍ୟରୁ ୨.୯୪ ଲକ୍ଷ ପଦରେ ନିଯୁକ୍ତି ପାଇଁ ଅଧିସୂଚନା ଜାରି କରାଯାଇଛି। ରେଳମନ୍ତ୍ରୀ ପିୟୂଷ ଗୋୟଲ ରାଜ୍ୟସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ଏହି ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି, ରେଳ ବିଭାଗରେ ସ୍ୱକୃତ ପଦ...
ଭଦ୍ରକ: ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଅବମାନନା କଲେ। ଆଉ ଫଳ ସ୍ୱରୂପ ବିଡିଓଙ୍କୁ ବଗିଚା କାମ କରିବାକୁ ପଡ଼ିବ। ଭଦ୍ରକ ଜିଲ୍ଲା ତିହିଡି ବିଡିଓ ଦିବ୍ୟଜ୍ୟୋତି ସ୍ମୃତି ରଞ୍ଜନ ଦେଓଙ୍କୁ ଏପରି ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। କୋର୍ଟ କହିଛନ୍ତି, ସେ ବିଡିଓ ଭାବେ ଅଫିସ୍ କାର୍ଯ୍ୟ କରିବା ସହିତ ବଗିଚାର...
ନୂଆଦିଲ୍ଲୀ: ଜାମିଆ ମିଲିଆ ଇସଲାମିଆ ବିଶ୍ୱବିଦ୍ୟାଳୟର ରବିବାର ହୋଇଥିବା ହିଂସାକାଣ୍ଡ ଘଟଣାରେ ପୋଲିସ ୧୦ ଜଣଙ୍କୁ ଗିରଫ କରିଛି। ହେଲେ ସେମାନଙ୍କ ମଧ୍ୟରେ ୟୁନିଭର୍ସିଟିର ଜଣେ ହେଲେ ବି ଛାତ୍ର ନାହାନ୍ତି। ଗିରଫ ବ୍ୟକ୍ତିଙ୍କ ମଧ୍ୟରେ ଅଛନ୍ତି ୩ ପେଷାଦାର ଅପରାଧୀ ଏବଂ ଅନ୍ୟମାନେ ଅଖୋଲା ଅଞ୍ଚଳର ବାସିନ୍ଦା।...
ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ୍ ବିରୋଧରେ ହିଂସାକାଣ୍ଡକୁ ନେଇ ସୁପ୍ରିମକୋର୍ଟ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ତୁରନ୍ତ ହିଂସାକାଣ୍ଡ ରୋକିବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମ୍କୋର୍ଟ। ଆଜି କୋର୍ଟ ଏହି ମାମଲାର ଶୁଣାଣି କରିବେ। ହିଂସା ଘଟାଇବା ଲାଗି ଛାତ୍ରଙ୍କର ଅଧିକାର ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ନାଗରିକତା ସଂଶୋଧନ...
ଭୁବନେଶ୍ୱର: ଶ୍ରୀଧର ପାତ୍ର ହେବେ ନାଲ୍କୋର ନୂଆ ମୁଖ୍ୟ । ଶ୍ରୀଧରଙ୍କୁ ନାଲ୍କୋର ଚେୟାରମ୍ୟାନ ଓ ମ୍ୟାନେଜିଂ ଡାଇରେକ୍ଟର ଭାବେ ନିଯୁକ୍ତି ଲାଗି ଖଣି ମନ୍ତ୍ରାଳୟର ପ୍ରସ୍ତାବ ଉପରେ ମୋହର ମାରିଛି ଆପଏଣ୍ଟମେଣ୍ଟ କମିଟି ଅଫ୍ କ୍ୟାବିନେଟ। ସେ ୨୦୨୪ ଅକ୍ଟୋବର ୩୧ ଯାଏ କାର୍ଯ୍ୟଭାର ସମ୍ଭାଳିବେ। ସୂଚନାଯୋଗ୍ୟ,...
ବାରିପଦା: ବାରିପଦା ସହର ଉପକଣ୍ଠ ମଞ୍ଚାବନ୍ଧାର ଏକ କାର୍ଟୁନ ଗୋଦାମରେ ଗତକାଲି ମଧ୍ୟରାତ୍ରିରେ ନିଆଁ ଲାଗି ଯାଇଛି। ଫଳରେ ଗୋଦାମରେ ଥିବା ବହୁମୂଲ୍ୟ ଟଙ୍କାର କାର୍ଟୁନ ପୋଡ଼ି ପାଉଁଶ ହୋଇ ଯାଇଥିଲେ ହେଁ ଗୋଦାମ ମାଲିକଙ୍କ ପରିବାର ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଗତକାଲି ରାତିରେ ସମସ୍ତେ ଶୋଇବା ପରେ...