ବରଗଡ଼: ବରଗଡ଼ ଜିଲ୍ଲା ପାଇକମାଲ ଥାନା ଟେମ୍ରିମାଲ ଗାଁରୁ ଗତ ୩ ଦିନ ଧରି ନିଖୋଜ ଜଣେ ମହିଳାଙ୍କ ମୃତଦେହକୁ ପୋଲିସ ଆଜି ଉଦ୍ଧାର କରିଛି। ତାଙ୍କର ମୃତ ଦେହ କ୍ଷତବିକ୍ଷତ ଅବସ୍ଥାରେ ଗନ୍ଧମାର୍ଦ୍ଦନ ଜଙ୍ଗଲରେ ପଡ଼ିଥିଲା। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଟେମ୍ରିମାଲ ଗାଁର ତାଙ୍କ ନାଁ...
ଭୁବନେଶ୍ୱର: ମାଲେସିଆରେ ଫସିଥିବା ୫ ଓଡ଼ିଆ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି । ଗତକାଲି ଶ୍ରମିକ ଲକ୍ଷ୍ମୀଧର ପ୍ରଧାନଙ୍କ ସହ ଅନ୍ୟ ତିନି ଜଣ ଶ୍ରମିକ ଭୁବନେଶ୍ୱରରେ ପହଞ୍ଚିଛନ୍ତି। ଅନ୍ୟ ଦୁଇ ଜଣ ଆସନ୍ତା ୨୭ ତାରିଖ ଦିନ ଓଡ଼ିଶା ଫେରିବେ। ମାଲେସିଆରେ ଏହି ପାଞ୍ଚ ଜଣ ଶ୍ରମିକ ଫସିଥିବା ନେଇ...
ନୂଆଦିଲ୍ଲୀ: ନୂଆବର୍ଷରେ ସ୍ମାର୍ଟଫୋନ କିଣିବାର ଯୋଜନା କରିଛନ୍ତି କି ? ଆପଣଙ୍କ ପାଇଁ ଖାସ୍ ଅଫର ନେଇ ଆସିଛି ଅନ ଲାଇନ ସପିଂ ୱେବସାଇଟ୍ ଆମାଜନ୍। ଆମାଜନର ୱାନପ୍ଲସ ନ୍ୟୁ ଇୟର ସେଲ ଚାଲିଛି। ଏହି ସେଲ୍ରେ ୱାନ୍ ପ୍ଲସ-୭ ସିରିଜ ଏବଂ ୱାନ ପ୍ଲସ ୭ଟି ସିରିଜ୍ର...
ମୀରଟ: ସିଏଏ ବିରୋଧୀ ହିଂସାରେ ପ୍ରାଣ ହରାଇଥିବା ମୀରଟର ପୀଡ଼ିତ ପରିବାରକୁ ଭେଟିବାକୁ ଯାଉଥିବା କଂଗ୍ରେସ ନେତା ରାହୁଲ ଗାନ୍ଧି ଓ ପ୍ରିୟଙ୍କା ଗାନ୍ଧିଙ୍କୁ ଅଧାରୁ ଫେରିବାକୁ ପଡ଼ିଛି। ପୁଲିସ୍ ସେମାନଙ୍କୁ ମିରଟରେ ପ୍ରବେଶ ପାଇଁ ଅନୁମତି ଦେଇନାହିଁ। ଆଜି ମଧ୍ୟାହ୍ଣରେ ଉଭୟ ରାହୁଲ ଓ ପ୍ରିୟଙ୍କା ଏକ...
ଭୋପାଲ: ଆଜିକାଲି ଯୁଗରେ ସ୍ୱୟଂମ୍ବର ! ସେ ପୁଣି ଗାଈର ! କି ଆଶ୍ଚର୍ଯ୍ୟ ? ହେଲେ କଥାଟା ସତ। ମଧ୍ୟପ୍ରଦେଶର ଭୋପାଲରେ ଗାଈମାନଙ୍କର ସ୍ୱୟଂବର ହୋଇଛି। ସ୍ୱୟଂବରରେ ଭାଗ ନେଇଥିଲେ ୨୦୦ଟି ଷଣ୍ଢ । ଏଭଳି ସ୍ୱୟଂବର ଦ୍ୱାରା ଗୋ-ପାଳକମାନେ ସେମାନଙ୍କର ଗାଈ ପାଇଁ ଉପଯୁକ୍ତ ପାର୍ଟନର ପାଇପାରିଛନ୍ତି। ମଧ୍ୟପ୍ରଦେଶର...
ନୂଆଦିଲ୍ଲୀ:ବିଜେପି ନେତୃତ୍ୱାଧିନ ଝାଡଖଣ୍ଡରେ ଜନତା ଏଥର ବିଜେପିକୁ ଗ୍ରହଣ କରି ନାହାନ୍ତି। ଏଠାରେ ଜେଏମଏମ-କଂଗ୍ରେସ-ଆରଜେଡି ମେଣ୍ଟ ସରକାର ଗଠନ କରିବା ନିଶ୍ଚିତ ହୋଇ ଯାଇଛି। ତେବେ ବିଜେପି ଗୋଟିଏ ପରେ ଗୋଟିଏ ହାରକୁ ସାମ୍ନା କରିଚାଲିଛି। କାହିଁକି ? ଏହାକୁ ନେଇ ଦଳ ଏବେ ମାନସମନ୍ଥନ କରୁଛି। ଅବ୍ୟଶ୍ୟ...
ଅହମଦାବାଦ୍:ଅନେକ ସମୟରେ ଆମ ଘରେ ଖାଦ୍ୟ ବଳି ପଡେ। କିଛି ଭାବିବା ପୂର୍ବରୁ ଆମେ ତାକୁ ଫୋପାଡ଼ି ଦେଇଥାଉ। ବିଶେଷ କରି ରୁଟି। ହେଲେ ଏହି ବଳକା ରୁଟିକୁ ନେଇ ଲୋକଙ୍କ କ୍ଷୂଧା ନିବାରଣ କରୁଛନ୍ତି ଅହମଦାବାଦ୍ର ଦିଲ୍ଲୀପ ନାମକ ଜଣେ ବ୍ୟକ୍ତି। ତାଙ୍କର ଏହି ମହତ୍ କାମରେ...
ନୂଆଦିଲ୍ଲୀ:ଚୀନ୍ରେ ଜଣେ ଚୋର ଏଟିଏମ୍ ଲୁଟ୍ କରିବା ପାଇଁ ଆସିଥିଲେ। ହେଲେ କିଏ ଜାଣିଥିଲା ଏଟିଏମ୍ ଭିତରେ ଏମିତି ଫଶିଯିବେ ବୋଲି । ଆଉ ତା’ପରେ ଲୁଟେରା ଜଣକ ଏମିତି ଡରିଗଲେ ଯେ, ଭୁଲି ଗଲେ ଏଟିଏମ୍ର ଦରୱାଜା କେମିତି ଖୋଲାଯାଏ। ଲୁଟେରା ଜଣକ ବାରମ୍ବାର ଏଟିଏମ ଡୋର...
ରାଞ୍ଚି: ନିର୍ବାଚନ କମିଶନଙ୍କ ତରଫରୁ ଯଦିଓ ଚୂଡ଼ାନ୍ତ ଫଳାଫଳ ପ୍ରକାଶ ପାଇନାହିଁ ତେବେ ଝାଡ଼ଖଣ୍ଡ ବିଧାନସସଭା ନିର୍ବାଚନ ଫଳାଫଳ ଏକପ୍ରକାର ସ୍ପଷ୍ଟ ହୋଇଯାଇଛି। ରାଜ୍ୟବାସୀ ଜେଏମଏମ-କଂଗ୍ରେସ-ଆରଜେଡି ମେଣ୍ଟକୁ ଜନାଦେଶ ଦେଇଛନ୍ତି।ଜନାଦେଶକୁ ବିଜେପି ସ୍ୱାଗତ କରିଛି। ତେବେ ଏହି ନିର୍ବାଚନରେ ସମସ୍ତଙ୍କର ନଜର ଅଟକିଛି ଝରିଆ ବିଧାନସଭା ଆସନରେ। କାରଣ...
ନୂଆଦିଲ୍ଲୀ: ‘ସେ ଥିଲା ସବୁଠାରୁ ଗର୍ବିତ ସମୟ..ସ୍ୱର..ମୋ ନିଜର କୁନି ଆରାଧ୍ୟାର.. ’ ନାତୁଣୀ ଆରାଧ୍ୟାର ଏକ ଭିଡିଓ ପୋଷ୍ଟ କରି ଏମିତି ପ୍ରତିକ୍ରିୟା ରଖିଛନ୍ତି ପ୍ରାଉଡ୍ ଗ୍ରାଣ୍ଡଫାଦର ଅମିତାଭ ବଚ୍ଚନ। ଆରାଧ୍ୟାଙ୍କ ସ୍କୁଲ ବାର୍ଷିକ ଉତ୍ସବ ଅବସରରେ ସୁଟ୍ କରାଯାଇଥିଲା ଏହି ଭିଡିଓ। ଭିଡିଓରେ ଅଭିଷେକ-ଐଶ୍ୱର୍ଯ୍ୟା ତନୟା...
ନୂଆଦିଲ୍ଲୀ:ଆଳୁକୁ ନେଇ ଅନେକ କଥା ଶୁଣିବାକୁ ମିଳିଥାଏ। ଯେମିତି ଆଳୁ ଖାଇଲେ ସୁଗର ବଢିଯାଏ, ମୋଟାପା ବଢିଯାଏ ଇତ୍ୟାଦି। ହେଲେ ଏକଥା ସତ ଯେ, ତରକାରୀରେ ଆଳୁ ନ ଥିଲେ ତରକାରୀର ସ୍ୱାଦ ଆସେନି। ଆଳୁ କମ୍ ପଇସାରେ ମିଳିଯାଏ। ଯେ କୌଣସି ପରିବା ସହ ଏହାକୁ ମିଶାଇ...
ନୂଆଦିଲ୍ଲୀ: ଟେଲିକମ୍ ସେକ୍ଟର ସହ ବ୍ରଡବ୍ୟାଣ୍ଡ ଇଣ୍ଡଷ୍ଟ୍ରିରେ ମଧ୍ୟ ପ୍ରତିଯୋଗିତା ବେଶ ବଢି ଯାଇଛି। ରିଲାଏନ୍ସ ଜିଓ ଫାଇବର ଆସିବା ପରେ ଏହି ପ୍ରତିଯୋଗିତା ଆହୁରି ତୀବ୍ର ହୋଇଛି। ପ୍ରତ୍ୟେକ କମ୍ପାନୀ ୟୁଜର୍ସଙ୍କୁ ଆକର୍ଷିତ କରିବା ପାଇଁ ବିଭିନ୍ନ ଅଫର ଦେଉଛନ୍ତି। ତେବେ ଫାଇବର ସର୍ଭିସ ନେବାବେଳେ ୟୁଜର୍ସ...
ରାଞ୍ଚି:ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ମତଦାନର ପ୍ରାରମ୍ଭିକ ଗଣନା ପରେ ଜଣାଯାଇଛି, ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ) ଓ କଂଗ୍ରେସ ମେଣ୍ଟ ଆଗରେ ଥିବା ବେଳେ ବିଜେପି ପଛରେ ରହିଛି। ସମ୍ପୂର୍ଣ୍ଣ ଫଳାଫଳ ପ୍ରକାଶ ପାଇବାରେ ବିଳମ୍ବ ହୋଇପାରେ। ତେବେ ପ୍ରାଥମିକ ଗଣନାରୁ ଜଣାଯାଇଛି ମୋଟ ୮୧ଟି ଆସନରୁ ବିଜେପି...
ପୁରୀ; ପୁଣି ଥରେ ଶ୍ରୀମନ୍ଦିରର ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନ। ଶ୍ରୀମନ୍ଦିର ଚାହାଣୀ ମଣ୍ଡପରେ ଛିଡ଼ା ହୋଇ ଫୋନ୍ରେ ବେଫିକର କଥା ହେଉଛନ୍ତି ଜଣେ ଯୁବକ । ଘଟଣା ସମୟର ଫଟୋ ଭାଇରାଲ୍ ହୋଇଛି। ସୁରକ୍ଷାକର୍ମୀ ମୁତୟନ ସତ୍ତ୍ୱେ ଶ୍ରୀମନ୍ଦିର ଭିତରକୁ କିପରି ଗଲା ମୋବାଇଲ୍ ? କିପରି...
ଖୋର୍ଦ୍ଧା: ସୀମା ଟପିଗଲା ବର୍ବରତା। ଯୁବକଙ୍କୁ ଗଛରେ ବାନ୍ଧି ନିର୍ଦ୍ଦୟ ଭାବେ ପିଟିଲେ। ଲାତ, ଗୋଇଠା, ମୁଥ ସାଙ୍ଗକୁ ଠେଙ୍ଗାରେ ମାରିଲେ। ଏହି ଦୃଶ୍ୟର ଏକ ଭିଡିଓ ଭାଇରାଲ ହୋଇଛି। ଭିଡିଓଟି ଖୋର୍ଦ୍ଧା ଜିଲ୍ଲା କାଇପଦର ଅଞ୍ଚଳର ବୋଲି ଜଣା ପଡ଼ିଛି। ଭିଡିଓଟିରେ ଯେପରି ଅମାନୁଷିକ ଭବେ ଯୁବକଙ୍କୁ...
ପାଟନା: ବିବାଦୀୟ ନାଗରିକତା ସଂଶୋଧନ ଆଇନ(ସିଏଏ)କୁ ବିରୋଧ କରି ଆଜି ଆରଜେଡି ପକ୍ଷରୁ ବିହାର ବନ୍ଦ ଡାକରା ଦିଆଯାଇଛି। ବନ୍ଦକୁ ସାଧାରଣ ଲୋକ ମଧ୍ୟ ସମର୍ଥନ କରିଛନ୍ତି। ପାଟନାଠାରୁ ଆରମ୍ଭ କରି ଭାଗଲପୁର, ବେଗୁସରାଇ ଓ ଦରଭଙ୍ଗା ଭଳି ଅଞ୍ଚଳରେ ବନ୍ଦର ପ୍ରଭାବ ଅଧିକ ଦେଖିବାକୁ ମିଳିଛି। ଏଠାରେ...
ଥିରୁଅନନ୍ତପୁରମ୍: ନାଗରିକତା ସଂଶୋଧନ ଆଇନ ଏବଂ ଏନଆରସିକୁ ନେଇ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିବା ପୂର୍ବତନ ମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ଶଶି ଥରୁରଙ୍କ ପାଇଁ ମହଙ୍ଗା ପଡ଼ିଛି। ଶଶି କେରଳର କୋଝିକୋଡରେ ହେବାକୁ ଥିବା ପ୍ରଦର୍ଶନକୁ ନେଇ ଟ୍ୱିଟ୍ କରିଥିଲେ। ଯେଉଁଥିରେ ପାକ୍ ଅଧିକୃତ କାଶ୍ମୀର(POK)...