• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Minati Mishra

Minati Mishra

Freelancer

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକ ...more

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକାଗଜରେ ବହୁବର୍ଷ ଧରି କାମ କରିବା ପରେ ଆରମ୍ଭ କରିଛନ୍ତି ଡିଜିଟାଲ ସାମ୍ବାଦିକତା। ବିଭିନ୍ନ ଜାତୀୟ ଅନ୍ତର୍ଜାତୀୟ ତଥା ମାନବିକ ଅଧିକାର ସମ୍ବଳିତ ଖବର ପରିବେଷଣ ଏବଂ ଫିଚର ଲେଖାରେ ବିଶେଷ ଦକ୍ଷତା। ଏକ ବହୁଳପ୍ରସାରିତ ଖବରକାଗଜରେ ସଂସ୍କରଣ ମୁଖ୍ୟ ଭାବେ କାମ କରିବା ସହ ଦୀର୍ଘଦିନ ଧରି ରବିବାର ସ୍ୱତନ୍ତ୍ର ସଂସ୍କରଣ ଦାୟିତ୍ୱରେ ଥିଲେ।

less

Posts by Minati Mishra

cds
CDS ପଦବୀ ପାଇଁ କେନ୍ଦ୍ର କ୍ୟାବିନେଟ୍‌ର ଘୋଷଣା

ନୂଆଦିଲ୍ଲୀ: ଦେଶର ସ୍ଥଳ ସେନା, ବାୟୁସେନା ଓ ନୌସେନା ମଧ୍ୟରେ ସମନ୍ୱୟ ରକ୍ଷା କରିବା ପାଇଁ ଚିଫ ଅଫ ଡିଫେନ୍ସ ଷ୍ଟାଫ(ସିଡିଏସ୍‌) ପଦବୀ ସୃଷ୍ଟିକୁ ସୁରକ୍ଷା କ୍ୟାବିନେଟ କମିଟି ମଞ୍ଜୁରୀ ଦେଇଛି। ସିଡିଏସ୍‌ ୩ ସେନା ବାହିନୀର ମୁଖ୍ୟ ଭାବେ କାର୍ଯ୍ୟ କରିବେ। ୧୯୯୯ କାର୍ଗିଲ ରିଭ୍ୟୁ କମିଟି...

operation-1
ଦେବଦୂତ ଡାକ୍ତରଙ୍କ ପାଇଁ ଜୀବନ ଫେରି ପାଇଲେ ଆଦିବାସୀ ଯୁବତୀ

ମାଲକାନଗିରି: ମାଲକାନଗିରି ଜିଲ୍ଲା ହସ୍ପିଟାଲରେ ସଫଳ ହୋଇଛି ଟ୍ୟୁମର ଅପରେସନ। ଖାଲି ସଫଳ ହୋଇନି, ଜଣେ ଗରିବ ଆଦିବାସୀ ଯୁବତୀ ନିଜ ଜୀବନ ଫେରି ପାଇଛନ୍ତି। ଅତ୍ୟାବଶ୍ୟକୀୟ ଯନ୍ତ୍ରପାତି ଓ ଆନୁସଙ୍ଗିକ ବ୍ୟବସ୍ଥା ନ ଥିଲେ ବି ନିଜ ଉଦ୍ୟମରେ ଅସ୍ତ୍ରୋପଚାର କରି ଜଣେ ଗରିବ ଆଦିବାସୀ ଯୁବତୀଙ୍କୁ...

dead body
ତିନି ଦିନ ଧରି ନିଖୋଜ ଥିଲେ, ମିଳିଲା ମୃତଦେହ

ବରଗଡ଼: ବରଗଡ଼ ଜିଲ୍ଲା ପାଇକମାଲ ଥାନା ଟେମ୍ରିମାଲ ଗାଁରୁ ଗତ ୩ ଦିନ ଧରି ନିଖୋଜ ଜଣେ ମହିଳାଙ୍କ ମୃତଦେହକୁ ପୋଲିସ ଆଜି ଉଦ୍ଧାର କରିଛି। ତାଙ୍କର ମୃତ ଦେହ କ୍ଷତବିକ୍ଷତ ଅବସ୍ଥାରେ ଗନ୍ଧମାର୍ଦ୍ଦନ ଜଙ୍ଗଲରେ ପଡ଼ିଥିଲା। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଟେମ୍ରିମାଲ ଗାଁର ତାଙ୍କ ନାଁ...

labour
ଘରକୁ ଫେରିଲେ ମାଲେସିଆରେ ଫସିଥିବା ଓଡ଼ିଆ ଶ୍ରମିକ

ଭୁବନେଶ୍ୱର: ମାଲେସିଆରେ ଫସିଥିବା ୫ ଓଡ଼ିଆ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି । ଗତକାଲି ଶ୍ରମିକ ଲକ୍ଷ୍ମୀଧର ପ୍ରଧାନଙ୍କ ସହ ଅନ୍ୟ ତିନି ଜଣ ଶ୍ରମିକ ଭୁବନେଶ୍ୱରରେ ପହଞ୍ଚିଛନ୍ତି।  ଅନ୍ୟ ଦୁଇ ଜଣ ଆସନ୍ତା ୨୭ ତାରିଖ ଦିନ ଓଡ଼ିଶା ଫେରିବେ। ମାଲେସିଆରେ ଏହି ପାଞ୍ଚ ଜଣ ଶ୍ରମିକ ଫସିଥିବା ନେଇ...

mobile
ଆମାଜନ୍‌ର ନୂଆବର୍ଷ ଅଫର: ଏସବୁ ମୋବାଇଲ୍‌ ଉପରେ ଦେଉଛି ୧୦ ହଜାର ଟଙ୍କାର ଡିସ୍‌କାଉଣ୍ଟ

ନୂଆଦିଲ୍ଲୀ: ନୂଆବର୍ଷରେ ସ୍ମାର୍ଟଫୋନ କିଣିବାର ଯୋଜନା କରିଛନ୍ତି କି ? ଆପଣଙ୍କ ପାଇଁ ଖାସ୍ ଅଫର ନେଇ ଆସିଛି ଅନ ଲାଇନ ସପିଂ ୱେବସାଇଟ୍‌ ଆମାଜନ୍‌। ଆମାଜନର ୱାନପ୍ଲସ ନ୍ୟୁ ଇୟର ସେଲ ଚାଲିଛି। ଏହି ସେଲ୍‌ରେ ୱାନ୍‌ ପ୍ଲସ-୭ ସିରିଜ ଏବଂ ୱାନ ପ୍ଲସ ୭ଟି ସିରିଜ୍‌ର...

rahul-priyanka
ବାଟରେ ଅଟକାଇଲା ପୋଲିସ; ମୀରଟ ଯାଇ ପାରିଲେନି ରାହୁଲ, ପ୍ରିୟଙ୍କା

ମୀରଟ: ସିଏଏ ବିରୋଧୀ ହିଂସାରେ ପ୍ରାଣ ହରାଇଥିବା ମୀରଟର ପୀଡ଼ିତ ପରିବାରକୁ ଭେଟିବାକୁ ଯାଉଥିବା କଂଗ୍ରେସ ନେତା ରାହୁଲ ଗାନ୍ଧି ଓ ପ୍ରିୟଙ୍କା ଗାନ୍ଧିଙ୍କୁ ଅଧାରୁ ଫେରିବାକୁ ପଡ଼ିଛି। ପୁଲିସ୍‌ ସେମାନଙ୍କୁ ମିରଟରେ ପ୍ରବେଶ ପାଇଁ ଅନୁମତି ଦେଇନାହିଁ। ଆଜି ମଧ୍ୟାହ୍ଣରେ ଉଭୟ ରାହୁଲ ଓ ପ୍ରିୟଙ୍କା ଏକ...

bull
ସ୍ୱୟଂମ୍ବରରେ ମନ ପସନ୍ଦର ସାଥୀ ବାଛିଲେ ଗାଈ

ଭୋପାଲ: ଆଜିକାଲି ଯୁଗରେ ସ୍ୱୟଂମ୍ବର ! ସେ ପୁଣି ଗାଈର ! କି ଆଶ୍ଚର୍ଯ୍ୟ ?  ହେଲେ କଥାଟା ସତ। ମଧ୍ୟପ୍ରଦେଶର ଭୋପାଲରେ ଗାଈମାନଙ୍କର ସ୍ୱୟଂବର ହୋଇଛି। ସ୍ୱୟଂବରରେ ଭାଗ ନେଇଥିଲେ ୨୦୦ଟି  ଷଣ୍ଢ । ଏଭଳି ସ୍ୱୟଂବର ଦ୍ୱାରା ଗୋ-ପାଳକମାନେ ସେମାନଙ୍କର ଗାଈ ପାଇଁ ଉପଯୁକ୍ତ ପାର୍ଟନର ପାଇପାରିଛନ୍ତି। ମଧ୍ୟପ୍ରଦେଶର...

modi
ଝାଡ଼ଖଣ୍ଡ ଝଟ୍‌କା ପରେ ବିଜେପିର ମାନସମନ୍ଥନ: ଆଗକୁ ବଦଳିବ କି ରଣନୀତି !

ନୂଆଦିଲ୍ଲୀ:ବିଜେପି ନେତୃତ୍ୱାଧିନ ଝାଡଖଣ୍ଡରେ ଜନତା ଏଥର ବିଜେପିକୁ ଗ୍ରହଣ କରି ନାହାନ୍ତି। ଏଠାରେ ଜେଏମଏମ-କଂଗ୍ରେସ-ଆରଜେଡି ମେଣ୍ଟ ସରକାର ଗଠନ କରିବା ନିଶ୍ଚିତ ହୋଇ ଯାଇଛି। ତେବେ ବିଜେପି ଗୋଟିଏ ପରେ ଗୋଟିଏ ହାରକୁ ସାମ୍ନା କରିଚାଲିଛି। କାହିଁକି ? ଏହାକୁ ନେଇ ଦଳ ଏବେ ମାନସମନ୍ଥନ କରୁଛି। ଅବ୍ୟଶ୍ୟ...

images
ରୁଟି ବ୍ୟାଙ୍କ-ଗରିବଙ୍କୁ ଯୋଗାଏ ମାଗଣା ଖାଦ୍ୟ

ଅହମଦାବାଦ୍‌:ଅନେକ ସମୟରେ ଆମ ଘରେ ଖାଦ୍ୟ ବଳି ପଡେ। କିଛି ଭାବିବା ପୂର୍ବରୁ ଆମେ ତାକୁ ଫୋପାଡ଼ି ଦେଇଥାଉ। ବିଶେଷ କରି ରୁଟି।  ହେଲେ ଏହି ବଳକା ରୁଟିକୁ ନେଇ ଲୋକଙ୍କ କ୍ଷୂଧା ନିବାରଣ କରୁଛନ୍ତି ଅହମଦାବାଦ୍‌ର ଦିଲ୍ଲୀପ ନାମକ ଜଣେ ବ୍ୟକ୍ତି। ତାଙ୍କର ଏହି ମହତ୍‌ କାମରେ...

photo
ଏଟିଏମ୍‌ ଲୁଟିବାକୁ ଯାଇ ଫଶିଗଲେ ଲୁଟେରା

ନୂଆଦିଲ୍ଲୀ:ଚୀନ୍‌ରେ ଜଣେ ଚୋର ଏଟିଏମ୍‌ ଲୁଟ୍‌ କରିବା ପାଇଁ ଆସିଥିଲେ। ହେଲେ କିଏ ଜାଣିଥିଲା ଏଟିଏମ୍‌ ଭିତରେ ଏମିତି ଫଶିଯିବେ ବୋଲି । ଆଉ ତା’ପରେ ଲୁଟେରା ଜଣକ ଏମିତି ଡରିଗଲେ ଯେ, ଭୁଲି ଗଲେ ଏଟିଏମ୍‌ର ଦରୱାଜା କେମିତି ଖୋଲାଯାଏ। ଲୁଟେରା ଜଣକ ବାରମ୍ବାର ଏଟିଏମ ଡୋର...

two sist in laws
ଝାଡ଼ଖଣ୍ଡର ହଟ୍‌ ସିଟ୍‌-ସାନକୁ ମାତ୍‌ ଦେବେ ବଡ ଯା’ !

ରାଞ୍ଚି:  ନିର୍ବାଚନ କମିଶନଙ୍କ ତରଫରୁ ଯଦିଓ ଚୂଡ଼ାନ୍ତ ଫଳାଫଳ ପ୍ରକାଶ ପାଇନାହିଁ ତେବେ ଝାଡ଼ଖଣ୍ଡ ବିଧାନସସଭା ନିର୍ବାଚନ ଫଳାଫଳ ଏକପ୍ରକାର ସ୍ପଷ୍ଟ ହୋଇଯାଇଛି।  ରାଜ୍ୟବାସୀ ଜେଏମଏମ-କଂଗ୍ରେସ-ଆରଜେଡି ମେଣ୍ଟକୁ ଜନାଦେଶ ଦେଇଛନ୍ତି।ଜନାଦେଶକୁ ବିଜେପି ସ୍ୱାଗତ କରିଛି। ତେବେ ଏହି ନିର୍ବାଚନରେ ସମସ୍ତଙ୍କର ନଜର ଅଟକିଛି  ଝରିଆ ବିଧାନସଭା ଆସନରେ। କାରଣ...

amitabh
ଆରାଧ୍ୟାଙ୍କ କୁନିଓଠରେ ଓଜସ୍ୱିନୀ ଭାଷଣ ଶୁଣି ଏମିତି କହିଲେ ଜେଜେବାପା

ନୂଆଦିଲ୍ଲୀ: ‘ସେ ଥିଲା ସବୁଠାରୁ ଗର୍ବିତ ସମୟ..ସ୍ୱର..ମୋ ନିଜର କୁନି ଆରାଧ୍ୟାର.. ’ ନାତୁଣୀ ଆରାଧ୍ୟାର ଏକ ଭିଡିଓ ପୋଷ୍ଟ କରି ଏମିତି ପ୍ରତିକ୍ରିୟା ରଖିଛନ୍ତି ପ୍ରାଉଡ୍‌ ଗ୍ରାଣ୍ଡଫାଦର ଅମିତାଭ ବଚ୍ଚନ। ଆରାଧ୍ୟାଙ୍କ ସ୍କୁଲ ବାର୍ଷିକ ଉତ୍ସବ ଅବସରରେ ସୁଟ୍‌ କରାଯାଇଥିଲା ଏହି ଭିଡିଓ। ଭିଡିଓରେ ଅଭିଷେକ-ଐଶ୍ୱର୍ଯ୍ୟା ତନୟା...

potato
ଅନେକ ଗୁଣରେ ଭରପୂର ଆଳୁ-ମାରାତ୍ମକ ରୋଗରୁ ବି ମୁକ୍ତି ଦେଇପାରେ !

ନୂଆଦିଲ୍ଲୀ:ଆଳୁକୁ ନେଇ ଅନେକ କଥା ଶୁଣିବାକୁ ମିଳିଥାଏ। ଯେମିତି ଆଳୁ ଖାଇଲେ ସୁଗର ବଢିଯାଏ, ମୋଟାପା ବଢିଯାଏ ଇତ୍ୟାଦି। ହେଲେ ଏକଥା ସତ ଯେ, ତରକାରୀରେ ଆଳୁ ନ ଥିଲେ ତରକାରୀର ସ୍ୱାଦ ଆସେନି। ଆଳୁ କମ୍‌ ପଇସାରେ ମିଳିଯାଏ। ଯେ କୌଣସି ପରିବା ସହ ଏହାକୁ ମିଶାଇ...

broadband
250Mbps ସ୍ପିଡ୍‌ର ବ୍ରଡବ୍ୟାଣ୍ଡ ସେବା ଖୋଜୁଛନ୍ତି ? ଜାଣନ୍ତୁ କିଏ ଦେଉଛି ବେଷ୍ଟ ଅଫର

ନୂଆଦିଲ୍ଲୀ: ଟେଲିକମ୍‌ ସେକ୍ଟର ସହ ବ୍ରଡବ୍ୟାଣ୍ଡ ଇଣ୍ଡଷ୍ଟ୍ରିରେ ମଧ୍ୟ ପ୍ରତିଯୋଗିତା ବେଶ ବଢି ଯାଇଛି। ରିଲାଏନ୍ସ ଜିଓ ଫାଇବର ଆସିବା ପରେ ଏହି ପ୍ରତିଯୋଗିତା ଆହୁରି ତୀବ୍ର ହୋଇଛି। ପ୍ରତ୍ୟେକ କମ୍ପାନୀ ୟୁଜର୍ସଙ୍କୁ ଆକର୍ଷିତ କରିବା ପାଇଁ ବିଭିନ୍ନ ଅଫର ଦେଉଛନ୍ତି। ତେବେ ଫାଇବର ସର୍ଭିସ ନେବାବେଳେ ୟୁଜର୍ସ...

jmm
ଝାଡ଼ଖଣ୍ଡ ଫଳାଫଳ: କ’ଣ ହେବ ରଘୁବର ଦାସ, ହେମନ୍ତ ସୋରେନଙ୍କ ସ୍ଥିତି ?

ରାଞ୍ଚି:ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ମତଦାନର ପ୍ରାରମ୍ଭିକ ଗଣନା ପରେ ଜଣାଯାଇଛି, ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ) ଓ କଂଗ୍ରେସ ମେଣ୍ଟ ଆଗରେ ଥିବା ବେଳେ ବିଜେପି ପଛରେ ରହିଛି। ସମ୍ପୂର୍ଣ୍ଣ ଫଳାଫଳ ପ୍ରକାଶ ପାଇବାରେ ବିଳମ୍ବ ହୋଇପାରେ। ତେବେ ପ୍ରାଥମିକ ଗଣନାରୁ ଜଣାଯାଇଛି ମୋଟ ୮୧ଟି ଆସନରୁ ବିଜେପି...

sri-1
ଶ୍ରୀମନ୍ଦିର ଭିତରେ ବେଫିକର ମୋବାଇଲ୍‌ରେ ଗପୁଛନ୍ତି ଯୁବକ, ଫଟୋ ଭାଇରାଲ

ପୁରୀ; ପୁଣି ଥରେ ଶ୍ରୀମନ୍ଦିରର ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନ। ଶ୍ରୀମନ୍ଦିର ଚାହାଣୀ ମଣ୍ଡପରେ ଛିଡ଼ା ହୋଇ ଫୋନ୍‌ରେ ବେଫିକର କଥା ହେଉଛନ୍ତି ଜଣେ ଯୁବକ । ଘଟଣା ସମୟର ଫଟୋ ଭାଇରାଲ୍ ହୋଇଛି। ସୁରକ୍ଷାକର୍ମୀ ମୁତୟନ ସତ୍ତ୍ୱେ ଶ୍ରୀମନ୍ଦିର ଭିତରକୁ କିପରି ଗଲା ମୋବାଇଲ୍‌ ?  କିପରି...

khordha
ବର୍ବରତା ! ଯୁବକଙ୍କୁ ଗଛରେ ବାନ୍ଧି ପିଟିଲେ, ପରିସ୍ରା ପିଆଇଲେ

ଖୋର୍ଦ୍ଧା: ସୀମା ଟପିଗଲା ବର୍ବରତା। ଯୁବକଙ୍କୁ ଗଛରେ ବାନ୍ଧି ନିର୍ଦ୍ଦୟ ଭାବେ ପିଟିଲେ। ଲାତ, ଗୋଇଠା, ମୁଥ ସାଙ୍ଗକୁ ଠେଙ୍ଗାରେ ମାରିଲେ।  ଏହି ଦୃଶ୍ୟର ଏକ ଭିଡିଓ ଭାଇରାଲ ହୋଇଛି। ଭିଡିଓଟି ଖୋର୍ଦ୍ଧା ଜିଲ୍ଲା କାଇପଦର ଅଞ୍ଚଳର ବୋଲି ଜଣା ପଡ଼ିଛି।  ଭିଡିଓଟିରେ ଯେପରି ଅମାନୁଷିକ ଭବେ ଯୁବକଙ୍କୁ...

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକାଗଜରେ ବହୁବର୍ଷ ଧରି କାମ କରିବା ପରେ ଆରମ୍ଭ କରିଛନ୍ତି ଡିଜିଟାଲ ସାମ୍ବାଦିକତା। ବିଭିନ୍ନ ଜାତୀୟ ଅନ୍ତର୍ଜାତୀୟ ତଥା ମାନବିକ ଅଧିକାର ସମ୍ବଳିତ ଖବର ପରିବେଷଣ ଏବଂ ଫିଚର ଲେଖାରେ ବିଶେଷ ଦକ୍ଷତା। ଏକ ବହୁଳପ୍ରସାରିତ ଖବରକାଗଜରେ ସଂସ୍କରଣ ମୁଖ୍ୟ ଭାବେ କାମ କରିବା ସହ ଦୀର୍ଘଦିନ ଧରି ରବିବାର ସ୍ୱତନ୍ତ୍ର ସଂସ୍କରଣ ଦାୟିତ୍ୱରେ ଥିଲେ।