ବଗଦାଦ୍:ଆମରିକା-ଇରାନ ମଧ୍ୟରେ ଦେଖାଦେଇଥିବା ଉତ୍ତେଜନା ଥମିନି। ଆମରିକା ଆକ୍ରମଣରେ ଇରାନ୍ କ୍ଷେତ୍ରୀୟ ସୁରକ୍ଷା ବ୍ୟବସ୍ଥାର ଆର୍କିଟେକ୍ଟ ଜେନରାଲ କାସିମ୍ ସୁଲେମାନିଙ୍କ ସମେତ ୮ ଜଣଙ୍କର ମୃତ୍ୟୁ ଘଟିବା ପରେ ପ୍ରତିଶୋଧପରାୟଣ ହୋଇଉଠିଛି ଇରାନ୍ । ସୁଲେମାନୀଙ୍କ ହତ୍ୟାର ପ୍ରତିଶୋଧ ନେବାକୁ ଯାଇ ମଙ୍ଗଳବାର ଇରାନ୍ ଇରାକ୍ରେ ଥିବା ଆମେରିକାର...
ବେଙ୍ଗାଲୁର: ବେଙ୍ଗାଲୁରର ଏକ ସାଧାରଣ ସଭାରେ ଉଦ୍ବୋଧନ ଦେଇ କଂଗ୍ରେସ ଉପରେ ବର୍ଷିଛନ୍ତି ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା । ସେ ଅଭିଯୋଗ କରିଛନ୍ତି, କଂଗ୍ରେସ CAAକୁ ନେଇ ଲୋକଙ୍କୁ ଭ୍ରମିତ କରୁଛି। ସେ କହିଛନ୍ତି, CAA ହେଉଛି ଲୋକଙ୍କୁ ନାଗରିକତା ଦେବା ପାଇଁ ଉଦ୍ଦିଷ୍ଟ ଏକ...
ରାଉରକେଲା: ବିଶ୍ରା ଫରେଷ୍ଟ ରେଞ୍ଜର ଚିତାପେଡି ପଞ୍ଚାୟତ କୁଦାହୁଡ଼ଙ୍ଗ ଗ୍ରାମ ଜଙ୍ଗଲରେ ଏକ ମାଈ ହାତୀର ମୃତ ଦେହ ଉଦ୍ଧାର କରାଯାଇଛି । ପାରିପାର୍ଶ୍ୱିକ ସ୍ଥିତି ଦେଖିବା ପରେ ହାତୀଟିକୁ ତୀରମାରି ହତ୍ୟା କରାଯାଇଥିବା ଜଣାଯାଇଛି। ହାତୀ ଶରୀରର ବିଭିନ୍ନ ସ୍ଥାନରେ ତୀର ମାଡ଼ ହେବାର ଚିହ୍ନ ରହିଛି। ...
ରାଉରକେଲା:ରାଉରକେଲାରେ ଜଣେ ତୃତୀୟ ଶ୍ରେଣୀରେ ପଢ଼ୁଥିବା ନାବାଳିକା ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ଉକ୍ତ ନାବାଳିକାଙ୍କୁ ମୁମୂର୍ଷୂ ଅବସ୍ଥାରେ ଉଦ୍ଧାର କରାଯାଇଛି। ତାଙ୍କୁ ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ୨୦ ନମ୍ବର ସେକ୍ଟରରେ ରହୁଥିବା ଏହି ନାବାଳିକା ଶନିବାର ପମ୍ପ ହାଉସ ନିକଟରେ ଥିବା ଜଣଙ୍କ...
ନୂଆଦିଲ୍ଲୀ: ଇରାନ୍-ଆମେରିକା ମଧ୍ୟରେ ଲାଗିରହିଥିବା ଉତ୍ତେଜନା ପାଇଁ ମଧ୍ୟପ୍ରାଚ୍ୟରେ ଅଶାନ୍ତି ଚରମ ସୀମାରେ ପହଞ୍ଚିଛି। ଆଉ ଏହାକୁ ନଜରରେ ରଖି ଭାରତ ସରକାରଙ୍କ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ଇରାକ, ଇରାନ ଓ ଗଲ୍ଫ ଦେଶଗୁଡ଼ିକର ଆକାଶରେ ବିମାନ ଉଡ଼ାଣ ବନ୍ଦ କରିଛି ଭାରତ। ଏନେଇ ସମସ୍ତ...
ରାୟଗଡା: ରାୟଗଡା ଜିଲ୍ଲା ଗୁଣପୁର ଥାନା ଖର୍ଲିଙ୍ଗ ନିକଟରେ ଟ୍ରାକ୍ଟର ଦୁର୍ଘଟଣାରେ ଜଣଙ୍କର ମୃତ୍ୟୃ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ହେଲେ ସିକଲା ଗାଁର ର ଭାଗିରଥି ଉଲାକା। ଭାଗିରଥି ବୁଧବାର ଗୋଟିଏ ଖଳାରେ କାମ ସାରି ଅନ୍ୟ ଏକ ଖଳାକୁ ଯାଉଥିଲେ। ହଠାତ୍ ରାସ୍ତାରେ ଯାଉଥିବା ଏକ...
ତେହରାନ୍:୧୮୦ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ୟୁକ୍ରେନ୍ର ଏକ ବିମାନ ତେହରାନ ଏୟାରପୋର୍ଟ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଫଳରେ ବିମାନରେ ଥିବା ସମସ୍ତ ଯାତ୍ରୀଙ୍କର ମୃତ୍ୟୁ ଘଟିଛି। ଉଦ୍ଧାର କାର୍ଯ୍ୟ କରୁଥିବା ଇରାନ ଅଧିକାରୀଙ୍କ କହିବା ଅନୁଯାୟୀ, ବିମାନଟି ଉଡ଼ାଣ ଭରିବା କ୍ଷଣି ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। ଖବର...
ରାଉରକେଲା:ଭାରତବନ୍ଦର ପ୍ରଭାବ ଆଜି ରାଉରକେଲାରେ ଦେଖିବାକୁ ମିଳିଛି। ବିଭିନ୍ନ ସ୍ଥାନରେ ଶୋଭାଯାତ୍ରା ବାହାରିବା ସହ ଆନ୍ଦୋଳନକାରୀମାନେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ। ବିଶ୍ରା ଛକରେ ମଧ୍ୟ ଆନ୍ଦୋଳନକାରୀମାନେ ରାସ୍ତା ଅବରୋଧ କରିଥିଲେ। ଏହି ସମୟରେ ଦ୍ରୁତ ଗତିରେ ବଙ୍ଗମୁଣ୍ଡାରୁ ପାନ୍ପୋଷ ଯାଉଥିବା ଏକ ମାଛ ବୋଝେଇ ପିକ୍...
ତେହରାନ: ତେହରାନ ଏୟାରପୋର୍ଟ ନିକଟରେ ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ବିମାନରେ ୧୮୦ ଜଣ ଯାତ୍ରୀ ତଥା କ୍ରୁ ସଦସ୍ୟ ଥିଲେ । ଯାନ୍ତ୍ରିକ ତ୍ରୁଟି ଯୋଗୁ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବା କୁହାଯାଉଛି। ଆମେରିକା ସେନା ବେସ୍ ଉପରେ ଆଜି ସକାଳୁ ଇରାନ୍ ପକ୍ଷରୁ ମିସାଇଲ ଆକ୍ରମଣ କରାଯାଇଥିଲା।...
ଭୁବନେଶ୍ୱର : ୧୨ ଦଫା ଦାବି ନେଇ ଆଜି ଟ୍ରେଡ୍ ୟୁନିୟନ ପକ୍ଷରୁ ଦିଆଯାଇଥିବା ଭାରତବନ୍ଦ ଡାକରାକୁ ଦୃଷ୍ଟିରେ ରଖି ୧୫ ଜିଲ୍ଲାର ସ୍କୁଲରେ ଛୁଟି ଘୋଷଣା କରାଯାଇଛି। ସତର୍କତା ଦୃଷ୍ଟିରୁ ଜିଲ୍ଲାପାଳମାନେ ସ୍କୁଲ ଛୁଟି ଘୋଷଣା କରିଛନ୍ତି। ଏହି ଜିଲ୍ଲା ଗୁଡ଼ିକ ହେଉଛି- କନ୍ଧମାଳ, ଗଞ୍ଜାମ, ଢେଙ୍କାନାଳ,...
ନୂଆଦିଲ୍ଲୀ: କାସିମ୍ ସୁଲେମାନୀର ମୃତ୍ୟୁ ପରେ ପ୍ରତିକ୍ରିୟାଶୀଳ ହୋଇଛି ଇରାନ। ଇରାକ୍ରେ ଥିବା ଆମେରିକାର ୨ଟି ସେନା ଆଡ୍ଡା ଉପରେ ବୁଧବାର ମିସାଇଲ୍ ମାଡ଼ କରିଛି ଇରାନ୍। ଫଳରେ ଏଠାରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଛି। ଯଦିଓ ଏହି ଆକ୍ରମଣରେ ଆମେରିକା ସେନାର କୌଣସି କ୍ଷତି ହୋଇ ନାହିଁ...
ଭୁବନେଶ୍ୱର: ଟ୍ରେଡ ୟୁନିୟନ୍ ପକ୍ଷରୁ ଆଜି ଡକାଯାଇଛି ୨୪ ଘଣ୍ଟିଆ ଭାରତ ବନ୍ଦ। ସକାଳୁ ସକାଳୁ ବନ୍ଦର ପ୍ରଭାବ ରାଜ୍ୟର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଛି। ରାସ୍ତାରେ ଗଡୁନି ଗାଡ଼ି। ଟ୍ରେନ୍, ବସ୍ ଓ ଅନ୍ୟ ଯାନବାହନ ଚଳାଚଳ ସବୁ ବନ୍ଦ। ଲୋକେ ନାହିଁ ନ ଥିବା ଅସୁବିଧାର...