ବାଗଦାଦ: ଆମେରିକା ସେନା ପକ୍ଷରୁ ବାଗ୍ଦାଦ ବିମାନବନ୍ଦରରେ ଏୟାର ଷ୍ଟ୍ରାଇକ୍ କରାଯାଇଛି। ଗତକାଲି ବିଳମ୍ବିତ ରାତିରେ ଏହି ଆକ୍ରମଣ ହୋଇଛି। ଆକ୍ରମଣରେ ଇରାନର ରିଭୋଲ୍ୟୁସନାରୀ ଗାର୍ଡର କମାଣ୍ଡର ମେଜର ଜେନେରାଲ କାସିମ ସୁଲେମାନୀ ନିହତ ହୋଇଛନ୍ତି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆଜି ସକାଳେ ଏ ନେଇ ଏକ...
ଭୁବନେଶ୍ୱର: ସ୍ୱାବଲମ୍ବୀ ହେବେ ମହିଳା। ସଶକ୍ତ ବି ହେବେ। ମହିଳାଙ୍କ ବ୍ୟକ୍ତିତ୍ୱ ଆଉ ରୋଷେଇ ଘର ଭିତରେ ସୀମିତ ହୋଇ ରହିବନି। ଏମିତି ଆହ୍ୱାନ ଦେଇଛନ୍ତି ପୋଲିସ୍ କମିଶନର। ନବ ନିଯୁକ୍ତ ମହିଳା ଏସ୍ପିଓ ନିଯୁକ୍ତି ଅବସରରେ ଉଦ୍ବୋଧନ ଦେଇ ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ ମଜାଳିଆ ଢଙ୍ଗରେ...
ନୂଆଦିଲ୍ଲୀ: ବର୍ଷ ୨୦୨୦ର ପ୍ରଥମ ଦିନରେ ୩, ୮୬,୦୦୦ ଛୁଆ ଜନ୍ମ ଗ୍ରହଣ କରିଛନ୍ତି। ୟୁନିସେଫ୍ ଏହି ସୂଚନା ଦେଇଛି। ଜନ୍ମନେଇଥିବା ଛୁଆଙ୍କ ମଧ୍ୟରୁ ଭାରତରୁ ସର୍ବାଧିକ ଜନ୍ମ ନେଇଛନ୍ତି। ତେବେ ନୂଆବର୍ଷରେ ଜନ୍ମ ନେଇଥିବା ସମସ୍ତ ଛୁଆଙ୍କ ମଧ୍ୟରୁ ଫିଜରେ ପ୍ରଥମେ ଛୁଆ ଜନ୍ମ ଗ୍ରହଣ କରିଛି।...
ଭୁବନେଶ୍ୱର: ଅବସର ଘୋଷଣା କଲେ ଅନ୍ତର୍ଜାତୀୟ ମହିଳା ହକି ଖେଳାଳି ସୁନିତା ଲାକ୍ରା। ଆଣ୍ଠୁରେ ଆଘାତ ଜନିତ କାରଣରୁ ସେ ଅନ୍ତର୍ଜାତୀୟ ହକିରୁ ଅବସର ନେଇଥିବା ଜଣାପଡ଼ିଛି । ତେବେ ସେ ନାଲ୍କୋ ପାଇଁ ଘରୋଇ ହକି ମ୍ୟାଚ ଖେଳିବେ। ଏ ନେଇ ହକି ଇଣ୍ଡିଆ ପକ୍ଷରୁ ସୂଚନା...
ନୂଆଦିଲ୍ଲୀ:ପୁଣି ଟିକ୍ଟକ୍କୁ ନେଇ ଜାରି ହେଲା କଟକଣା । ଟିକ୍ଟିକ୍ ମନୋରଞ୍ଜନ ନାଁରେ ଜାତୀୟ ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରୁଛି। ତେଣୁ ବିଶ୍ୱର ବହୁଳ ବ୍ୟବହୃତ ଚାଇନିଜ୍ ଭିଡିଓ ଆପ୍ ଟିକ୍ଟିକ୍କୁ ବ୍ୟାନ କରାଯାଇଛି। ବିଶେଷକରି ଟିକ୍ଟିକ୍ ବ୍ୟବହାର କରିବାକୁ ସେନାକୁ ବାରଣ କରାଯାଇଛି। ଦେଶର ସୁରକ୍ଷା...
ନୂଆଦିଲ୍ଲୀ:ସାବଧାନ୍ ! ଆହୁରି କଡ଼ାକଡ଼ି ହେଉଛି ଟ୍ରାଫିକ୍ ନିୟମ। ଫାଇନରେ ଚଳିବନି, ଭୁଲ୍ କଲେ ଏଣିକି ରଦ୍ଦ ହୋଇପାରେ ଲାଇସେନ୍ସ। ଟ୍ରାଫିକ୍ ନିୟମ ଉଲ୍ଲଂଘନକାରୀଙ୍କୁ ସାବାଡ୍ କରିବା ପାଇଁ ସୁପ୍ରିମକୋର୍ଟଙ୍କ ରୋଡ ସେଫ୍ଟି କମିଟିର ନିର୍ଦ୍ଦେଶ ମୁତାବକ ଏଭଳି ନିୟମ ତିଆରି ହୋଇଛି। ମଦ ପିଇ ଗାଡ଼ି ଚଲାଇଲେ...
ଭୁବନେଶ୍ୱର:‘ଥିଲେ ଦିଅ, ନଥିଲେ ନିଅ।’ କଥାଟା ଶୁଣି ଟିକେ ଖଟ୍କା ଲାଗୁଛି ନା ! ହେଲେ ଉଦ୍ଦେଶ୍ୟ ଏହାର ମହାନ। କରିବ ଲୋକଙ୍କ ସେବା ଉଦ୍ଦଶ୍ୟରେ ଏମିତି ଏକ ଅଭିଯାନ ଆରମ୍ଭ ହୋଇଛି ଭୁବନେଶ୍ୱରର ଉଡ୍ର ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ। ଯେଉଁମାନଙ୍କ ପାଖରେ ଅଧିକ ଅଛି, ସେମାନେ ଏଠାରେ...
ଭୁବନେଶ୍ୱର: ନୂଆ ବର୍ଷ ପାଇଁ ସ୍ୱାଗତପର୍ବ ସରି ଯାଇଛି। ଭୋଜିଭାତ ହେଲା। କିଏ କେକ୍ କାଟି ନୂଆବର୍ଷକୁ ସ୍ୱାଗତ କଲା। କିଏ ଜିରୋ ନାଇଟରେ ବାଣଫୁଟାଇ ଧୁମ୍ଧାମରେ ଆମନ୍ତ୍ରଣ କଲା ନୂଆବର୍ଷକୁ। ହେଲେ ନୂଆବର୍ଷରେ ରାଜଧାନୀର ଏଇ ଯୁବକଙ୍କ କାମ ସମସ୍ତଙ୍କ ମନକୁ ଛୁଇଁ ଯାଇଛି। ଏହି ଯୁବକମାନେ...
ନୂଆଦିଲ୍ଲୀ: ଦିଲ୍ଲୀର ପୀରାଗଢୀ ସ୍ଥିତ ଉଦ୍ୟୋଗ ନଗରର ଏକ ଫ୍ୟାକ୍ଟ୍ରିରେ ଗୁରୁବାର ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଭୋର ପ୍ରାୟ ସାଢେ ଚାରିଟାରେ ନିଆଁ ଲାଗି ଯାଇଥିବା ଅନୁମାନ କରାଯାଉଛି। କୋଠାଟି ଜଳିବା ସହ ବିସ୍ଫୋରଣ ମଧ୍ୟ ହେଉଥିଲା। ନିଆଁର ପ୍ରକୋପ ଏତେ ଭୟଙ୍କର ଥିଲା ଯେ,ଏହାକୁ ଲିଭାଇବା ପାଇଁ...