କାନବେରା: ଜଳୁଛି ଅଷ୍ଟ୍ରେଲିଆର ଜଙ୍ଗଲ। ଜଳୁଛନ୍ତି କୋଟି କୋଟି ଜୀବଜନ୍ତୁ। ଗତ ୪ ମାସ ଧରି ଅନବରତ ଏହି ଜଙ୍ଗଲ ଜଳୁଥିଲେ ହେଁ କିଛି ପ୍ରତିକାର କରାଯାଇ ପାରୁନାହିଁ। ନ୍ୟୁ ସାଉଥ୍ ୱେଲ୍ସ ପାଖରେ ଥିବା ଏହି ଜଙ୍ଗଲରେ ନିଆଁ ଲାଗି ପ୍ରାୟ ୫୦ କୋଟି ଜୀବଜନ୍ତୁ ପ୍ରାଣ...
ପ୍ରୟାଗରାଜ:ଗୋଟିଏ ପରିବାରର ୫ ଜଣଙ୍କୁ ହତ୍ୟା । ଘଟଣା ଘଟିଛି ଶନିବାର ବିଳମ୍ବିତ ରାତିରେ ପ୍ରୟାଗରାଜ ଜିଲ୍ଲାର ସୋରାମ୍ବ ଥାନା ଅଞ୍ଚଳରେ । ୟୁସୁଫପୁର ଗାଁରେ ଘଟିଥିବା ଏହି ହତ୍ୟାକାଣ୍ଡ ବିଷୟରେ ଜଣାପଡ଼ିବା ପରେ ଉତ୍ତେଜନା ଦେଖା ଦେଇଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ କରୁଛି। ପୋଲିସର କହିବା...
ଶ୍ରୀକାକୁଲମ: ପୁରୀ ଜଗନ୍ନାଥ ମନ୍ଦିର ଦର୍ଶନ ସାରି ବସରେ ଆନ୍ଧ୍ରପ୍ରଦେଶର ବିଶାଖା ଯାଉଥିଲେ ଉତ୍ତରାଖଣ୍ଡର ତୀର୍ଥଯାତ୍ରୀ। ଏହି ସମୟରେ ଶ୍ରୀକାକୁଲମର ପେଡି ଭୀମବରମର ନିକଟରେ ଆଜି ସଡ଼କ ଦୁର୍ଘଟଣା ଘଟିଛି। ଏକ ଘରୋଇ କମ୍ପାନୀର ବସ ସନ୍ତୁଳନ ହରାଇ ତୀର୍ଥଯାତ୍ରୀଙ୍କ ବସକୁ ଧକ୍କା ମାରିଥିଲା। ଫଳରେ ଦୁଇଟି ଯାକ...
ବାଲେଶ୍ୱର: ବାଲେଶ୍ୱର ରାଇବଣିଆ ଥାନା ବଡହଳଦୀ ଗଣ୍ଡି ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ଧାନ ବୋଝେଇ ଟ୍ରାକ୍ଟର ଓଲଟି ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଜଣେ ଗୁରୁତର ହୋଇଛନ୍ତି। କୁଞ୍ଚବଣିଆ ଗାଁରେ ୫ଜଣ ବ୍ୟକ୍ତି ବଡହଳଦି ଗାଁରୁ ଟ୍ରାକ୍ଟରରେ ଧାନ ବୋଝେଇ କରି ଫେରୁଥିଲେ । କୌଣସି କାରଣରୁ...
ଓ୍ୱାଶିଂଟନ:ମଧ୍ୟ ପ୍ରାଚ୍ୟରେ ଯୁଦ୍ଧ ପରିସ୍ଥିତି। ଆମେରିକା-ଇରାନ୍ ମୁହାଁମୁହିଁ ସ୍ଥିତିରେ । ଗତକାଲି ଇରାକରେ ଥିବା ଆମେରିକା ଦୂତାବାସ ଉପରେ ଇରାନ ଆକ୍ରମଣ କରିବା ପରେ ଧମକ ଦେଇଛି ଆମେରିକା। ଯଦି ଇରାନ୍ ଆମେରିକାକୁ ଟାର୍ଗେଟ କରିବ ତା’ହେଲେ ଆମେରିକା ଇରାନର ୫୨ଟି ସ୍ଥାନକୁ ଟାର୍ଗେଟ କରିବ। ଆମେରିକା ରାଷ୍ଟ୍ରପତି...
କୋଲକାତା: ପଶ୍ଚିମବଙ୍ଗ ସ୍ଥିତ ବର୍ଦ୍ଧମାନ ରେଲଓ୍ୱେ ଷ୍ଟେସନର ଗୋଟିଏ ସାଇଡ୍ ଛାତ ଭୁଶୁଡ଼ି ପଡ଼ିଛି। ଷ୍ଟେସନ ଭିତରକୁ ଯିବା ପାଇଁ ପ୍ରବେଶ ଦ୍ୱାର ଉପରେ ଥିବା ଛାତଟି ଭୁଶୁଡ଼ି ପଡ଼ିଛି। ଏଥିରେ ୬ ଜଣ ଆହତ ହୋଇଛନ୍ତି। ସମସ୍ତଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ରେଳ ଅଧିକାରୀ...
ସାରା ଅଲ୍ଲି ଖାନ୍ଙ୍କ ବିକିନ୍ ଫଟୋ ଆଜିକାଲଇ ସୋଶାଲ ମିଡିଆରେ ବେଶ୍ ଧୂମ୍ ମଚାଉଛି। ଏବେ ସାରା ନିଜ ପରିବାର ସହ ମାଲଦୀପରେ ଛୁଟି କଟାଉଛନ୍ତି। ସେଠାରେ ସମୁଦ୍ର ସ୍ନାନର ମଜା ନେଉଛନ୍ତି। ଏହାର ଫଟୋ ଇଷ୍ଟାଗ୍ରାମ୍ରେ ଲଗାତାର ପୋଷ୍ଟ କରୁଛନ୍ତି ସାରା। ଏହି ଫଟୋକୁ ୟୁଜର୍ସ ବେଶ...
ଭୁବନେଶ୍ୱର: ଆଜି ବି ରାଜ୍ୟରେ କୋହଲା ପାଗ ଜାରି ରହିବ। ବର୍ଷା ବି ହୋଇପାରେ। ବିଶେଷ କରି ଉପକୂଳ ଓଡ଼ିଶା ସମେତ ନୂଆପଡ଼ା, ନବରଙ୍ଗପୁର, କଳାହାଣ୍ଡି, ସୁବର୍ଣ୍ଣପୁର, ଅନୁଗୁଳ, ବୌଦ୍ଧ, ମୟୂରଭଞ୍ଜ, କେନ୍ଦୁଝର, ଦେବଗଡ଼ ଆଦି ଜିଲ୍ଲାରେ ବର୍ଷା ସହ କୋହଲା ପାଗ ରହିବ ବୋଲି ପାଣିପାଗ ବିଭାଗ...
ବାଗଦାଦ:ଆମେରିକା କଡ଼ା ଜବାବ୍ ଦେଇଛି ଇରାନ୍। ଶନିବାର ରାତିରେ ଇରାକର ରାଜଧାନୀ ବାଗଦାଦରେ ଥିବା ଆମେରିକାର ଦୂତାବାସ ଏବଂ ବଲାଦ ଏୟାର ବେସ ଉପରେ ଇରାନ ଆକାଶମାର୍ଗରୁ ଆକ୍ରମଣ କରିଛି। ଇରାନର ଦ୍ୱିତୀୟ କ୍ଷମତାଶାଳୀ ବ୍ୟକ୍ତି ତଥା ମେଜର ଜେନେରାଲ କସିମ ସୁଲେମାନୀଙ୍କୁ ଆମେରିକା ଏୟାର ଷ୍ଟ୍ରାଇକରେ ମାରିବା...
ସୁନ୍ଦରଗଡ଼: କୌଣସି ସୀମା ସରହଦ ବନ୍ଧୁତ୍ୱକୁ ବାଧା ଦେଇ ପାରେନି। ବନ୍ଧୁ ପାଇଁ ବନ୍ଧୁ ଦୁର୍ଗମ ଗିରିପଥ ଲଂଘିପାରେ, ପାରି ହୋଇପାରେ ସାତ ଦରିଆ ତେର ନଈ। ଏହି କଥାକୁ ସତ କରି ଦେଖାଇ ପାରିଛନ୍ତି ଇଂଲଡର ଜେମ୍ସ ଗେଭିନ୍ ଡେଭିଡ୍ । ବନ୍ଧୁଙ୍କୁ ଦେଖା କରିବା ପାଇଁ...
ଢେଙ୍କାନାଳ: ଢେଙ୍କାନାଳ ଟାଉନ ଥାନା ଅଞ୍ଚଳରେ ଗତକାଲି ରାତିରେ ସଶସ୍ତ୍ର ଡକାୟତି ହୋଇଛି । କୁଞ୍ଜକାନ୍ତ ଠାରେ ଥିବା ଏକ ଫାଇନାନ୍ସ କମ୍ପାନୀ କାର୍ଯ୍ୟାଳୟ ଭିତରେ ୭ରୁ ୮ ଜଣ ଡକାୟତ ପଶି ମାରଣାସ୍ତ୍ର ଦେଖାଇ କର୍ମଚାରୀମାନଙ୍କୁ ଭୟଭୀତ କରାଇଥିଲେ। କର୍ମଚାରୀମାନେ ବିରୋଧ କରିବାରୁ ଦୁର୍ବୃତ୍ତମାନେ ତାଙ୍କୁ ଆକ୍ରମଣ...
ନୂଆଦିଲ୍ଲୀ: ଇଣ୍ଟରନେଟ୍ରେ ମାଳମାଳ ଫେକ୍ ୱେବ୍ ସାଇଟ୍। ଏସବୁ ୱେବ୍ ସାଇଟ୍ ନକଲି ଚାକିରିର ମାୟାଜାଲ ସୃଷ୍ଟିକରି ସରକାରଙ୍କ ଆଖିରେ ଧୂଳି ଦେଇ ଲୋକଙ୍କୁ ଲୁଟୁଛନ୍ତି । ତେବେ କେମିିତି ଜାଣିବେ କେଉଁ ୱେବ୍ସାଇଟ ନକଲି ଓ କେଉଁଟା ଅସଲି ବୋଲି। ଏ ନେଇ ଓଟିଭି ପକ୍ଷରୁ ପ୍ରସ୍ତୁତ...
ବାଗ୍ଦାଦ୍: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିର୍ଦ୍ଦେଶ କ୍ରମେ ଆମେରିକା ସେନା ପକ୍ଷରୁ ଇରାକ-ଇରାନ୍ ସୀମାରେ ଥିବା ବାଗ୍ଦାଦ୍ ଆନ୍ତର୍ଜାତିକ ବିମାନ ବନ୍ଦରରେ ଏୟାର ଷ୍ଟ୍ରାଇକ୍ ହୋଇଥିଲା। ଏଥିରେ ଇରାନ୍ର କମାଣ୍ଡର ଜେନେରାଲ କାସିମ୍ ସୁଲେମାନୀ ନିହତ ହୋଇଛନ୍ତି। ଆମେରିକାର ଏପରି ଆକ୍ରମଣକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ...
ନୂଆଦିଲ୍ଲୀ:ଖେଳିବାକୁ କାହାକୁ ଭଲ ନ ଲାଗେ ? ପୁଣି ଖେଳରେ ଯଦି ତୁମର ଜିତାପଟ୍ ହେଲା ! ସେ ଖୁସି ତ ଭାଷାରେ ବି ବର୍ଣ୍ଣନା କରାଯାଇ ନ ପାରେ। ସେ ଖେଳାଳି ମଣିଷ ହେଉ କି ପଶୁ, ଖୁସି କିନ୍ତୁ ସମାନ। ଏଠି ଖେଳାଳି ହେଉଛି ହରିଣ।...