ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ମାମଲାର ୪ ଦୋଷୀଙ୍କୁ ସଜା ଶୁଣାଇଛନ୍ତି କୋର୍ଟ। ୪ ଜଣଙ୍କ ନାଁରେ ଡେଥ୍ ୱାରେଣ୍ଟ ଜାରି କରିଛନ୍ତି। ଜାନୁଆରୀ ୨୨ ତାରିଖ ସକାଳ ୭ଟାରେ ସମସ୍ତ ଅଭିଯୁକ୍ତଙ୍କୁ ତିହାର ଜେଲ୍ରେ ମିଳିବ ମୃତ୍ୟୁ ଦଣ୍ଡ। ଆସନ୍ତୁ ଜାଣିବା କ’ଣ ଏଇ ଫାଶୀର ଫନ୍ଦା। କେମିତି...
ଭୁବନେଶ୍ୱର: ସଂଘର୍ଷର ଏକ ଲମ୍ବା ଯାତ୍ରା। ଦାରିଦ୍ର୍ୟ ସହ ଲଢୁଥିଲା ମେଧାଶକ୍ତି । ଅନେକ ଝଡ଼ଝଞ୍ଜା ଆସିଥିଲା। ତାଙ୍କୁ ଲହୁଲୁହାଣ କରି ଦେଇଥିଲା। ତଥାପି ଲକ୍ଷ୍ୟ ପଥ ଭୁଲି ନ ଥିଲେ ସେ। ଶେଷରେ ଜିତ୍ ହୋଇଥିଲା ମେଧାଶକ୍ତିର। ଏ ହେଉଛି OAS ପାଇଥିବା ବୀରେନ୍ଦ୍ର ତ୍ରିପାଠୀଙ୍କର ଜୀବନ...
ନୂଆଦିଲ୍ଲୀ: ଦିଲ୍ଲୀ ପଟିଆଲା ହାଉସ୍ କୋର୍ଟ ମଙ୍ଗଳବାର ନିର୍ଭୟା ଗ୍ୟାଙ୍ଗରେପ ମାମଲାର ଦୋଷୀଙ୍କ ଦଣ୍ଡ ଶୁଣାଣି କରିଛନ୍ତି। ୪ ଦୋଷୀଙ୍କୁ ଅଦାଲତ ମୃତ୍ୟୁ ଦଣ୍ଡାଦେଶ ଦେଇଛନ୍ତି। ଜାନୁଆରୀ ୨୨ ତାରିଖ ସକାଳ ୭ଟାରେ ସେମାନଙ୍କୁ ଫାଶୀ ଦିଆଯିବ ବୋଲି ସମୟ ଧାର୍ଯ୍ୟ କରିଛନ୍ତି। ପୂର୍ବରୁ ଡିସେମ୍ବର...
ତେହେରାନ: ଇରାନର ମେଜେର ଜେନାରାଲ କସିମ ସୁଲେମାନୀଙ୍କ ଅନ୍ତିମ ସଂସ୍କାର ଶୋଭାଯାତ୍ରା ବା ଜନାଜୀ କେ ଜୁଲୁସ ବେଳେ ଭୟଙ୍କର ଅଘଟଣ ଘଟିଛି। ଶୋଭାଯାତ୍ରା ବେଳେ ଦଳାଚକଟା ହେବାରୁ ବର୍ତ୍ତମାନ ସୁଦ୍ଧା ଏଥିରେ ୩୫ ଜଣଙ୍କ ମୃତ୍ୟୁ ଘଟିଛି। ସେହିପରି ୪୮ରୁ ଅଧିକ ଆହତ ହୋଇଛନ୍ତି। ଇରାନର ସରକାରୀ...
ନୂଆପଡ଼ା: ୧୭ ଦିନ ହେଲାଣି ନିଖୋଜ ଅଛନ୍ତି ୪ ଭଉଣୀ। ଅନେକ ଖୋଜିଲେଣି ପରିବାର ଲୋକେ। ହେଲେ କେଉଁଠି ନ ପାଇ ଶେଷରେ ପୁଲିସର ଦ୍ୱାରସ୍ଥ ହୋଇଛନ୍ତି ଭାଇ । ଘଟଣା ଘଟିଛି ନୂଆପଡ଼ା ଜିଲ୍ଲା ଲଖନା ଥାନା ଅଞ୍ଚଳରେ। କୁରୁମପୁରୀ ଗାଁର ଉଭେରାମ ଅହିର ଡିସେମ୍ବର ୨୦...
ୱାଶିଂଟନ: ଫିନଲ୍ୟାଣ୍ଡର ନୂଆ ପ୍ରଧାନମନ୍ତ୍ରୀ ସାନ୍ନା ମାରିନା ଏକ ନୂଆ ପ୍ରସ୍ତାବ ଆଣିଛନ୍ତି। ଏଣିକି ସପ୍ତାହକ ୬ ଦିନ ବଦଳରେ ୪ଟି କାର୍ଯ୍ୟଦିବସ କରିବାକୁ ପ୍ରସ୍ତାବ ଦେଇଛନ୍ତି। ତାଙ୍କର ଯୁକ୍ତି ଯେ, ଏହାଦ୍ୱାରା କର୍ମଚାରୀମାନେ ଅଧିକ ସମୟ ତାଙ୍କ ପରିବାର ଓ ସାଙ୍ଗସାଥୀଙ୍କ ସହ ବିତାଇ ପାରିବେ ।...
ଭୁବନେଶ୍ୱର: OTVକୁ ମିଳିଛି ଅନ୍ତଃରାଷ୍ଟ୍ରୀୟ ଯୋଗ ଦିବସ ମିଡିଆ ସମ୍ମାନ। ବର୍ଷ ୨୦୧୯ ପାଇଁ ଇଲେକ୍ଟ୍ରୋନିକ୍ ମିଡିଆ ଓଡ଼ିଆ ଟିଭି ବର୍ଗରେ OTVକୁ ଏହି ସମ୍ମାନ ମିଳିଛି। କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ପକ୍ଷରୁ ୭ ତାରିଖରେ ଏହି ସମ୍ମାନ ପ୍ରଦାନ କରାଯାଇଛି। ନୂଆଦିଲ୍ଲୀର ନ୍ୟାସନାଲ ମିଡିଆ...
ପୁରୀ:ଚଳିତବର୍ଷ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ହେବ ନାଗାର୍ଜ୍ଜୁନ ବେଶ। ଦୀର୍ଘ ୨୬ ବର୍ଷ ପରେ ମହାପ୍ରଭୁଙ୍କର ଏହି ବେଶ ହେବ। ଏଥିପାଇଁ ବେଶ୍ ଉତ୍ସାହିତ ଭକ୍ତ ଓ ସେବାୟତ। ନାଗାଜୁର୍ନ ବେଶରେ ବିଭୂଷିତ ଚତୁର୍ଦ୍ଦାମୂର୍ତ୍ତିଙ୍କ ସେଇ ଅନନ୍ୟ ରୂପ ଦେଖିବା ପାଇଁ ଆକୁଳ ହୋଇ ଉଠିଛନ୍ତି ଭକ୍ତ । ଚଳିତବର୍ଷ...
ନୂଆଦିଲ୍ଲୀ: ବାଜିଲା ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ବିଗୁଲ୍। ଫେବୃଆରୀ ୮ରେ ଦିଲ୍ଲୀ ବିଧାନସଭା ନିର୍ବାଚନ ହେବ। ୧୧ରେ ଫଳାଫଳ ଘୋଷଣା ହେବ। ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଆରୋରା ଆଜି ଏ ନେଇ ଘୋଷଣା କରିଛନ୍ତି। ମୋଟ ୭୦ଟି ବିଧାନସଭା ଆସନ ପାଇଁ ନିର୍ବାଚନ ତାରିଖ ଘୋଷଣା...
ତେହରାନ: ଇରାନର ମେଜର ଜେନେରାଲ କାସିମ ସୁଲେମାନୀଙ୍କୁ ଗୁରୁବାର ଆମେରିକା ଏୟାର ଷ୍ଟ୍ରାଇକ ଯୋଗେ ହତ୍ୟା କରିଛି। ପ୍ରତିବଦଳରେ ଏବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମୁଣ୍ଡ ପାଇଁ ପୁରସ୍କାର ଘୋଷଣା କରିଛି ଇରାନ୍। ରବିବାର ସୁଲେମାନୀଙ୍କୁ କବର ଦେବାବେଳେ ଇରାନ ସରକାର ଏହି ଘୋଷଣା କରିଛନ୍ତି। ଟ୍ରମ୍ପଙ୍କୁ...
ପୁରୀ: ପୁଣି ଖାକିରେ ଲାଗିଲା କଳଙ୍କ। ପୁଲିସ ବାବୁଙ୍କୁ ରକ୍ଷାକର୍ତ୍ତା ଭାବି ଦୁଃଖ ଜଣାଇବାକୁ ଯାଇଥିଲେ। ହେଲେ ତାଙ୍କ ନିର୍ଯାତନା ଆହୁରି ବଢିଗଲା। ତାଙ୍କ ସହ ଦୁଷ୍କର୍ମ କଲେ। ଏମିତି ଘଟଣା ଘଟିଛି ପୁରୀ ଜିଲ୍ଲା ବଳଙ୍ଗା ଥାନା ଅଞ୍ଚଳରେ। ଅବଶ୍ୟ ମହିଳାଙ୍କ ଅଭିଯୋଗ ପାଇ ପିପିଲି ପୁଲିସ...
କଟକ: ନାଁ ତାଙ୍କର ଦେବଦତ୍ତ ସାମଲ । ହେଲେ ଲୋକ ତାଙ୍କୁ ଚିହ୍ନନ୍ତି ମିମିକ୍ରି ମ୍ୟାନ ଭାବରେ । କାର୍ଟୁନ ସୋର ଅନେକ ଚରିତ୍ର ସହ ସହିତ ବିଭିନ୍ନ ପଶୁପକ୍ଷୀଙ୍କ ଅବିକଳ ନକଲ କରି ଏବେ ଲୋକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି ଦେବଦତ୍ତ। ଦେବଦତ୍ତ କଟକ ତୁଲସୀପୁର ହିନ୍ଦୋଳ...
ନୂଆଦିଲ୍ଲୀ/ଭୁବନେଶ୍ୱର: ଆସନ୍ତା ୮ତାରିଖରେ ଭାରତ ବନ୍ଦ ଡାକରା ଦେଇଛି କେନ୍ଦ୍ରୀୟ ଶ୍ରମିକ ସଂଗଠନ। ଦରଦାମ ବୃଦ୍ଧି, ବେକାରୀ ସମସ୍ୟା ଓ ସିଏଏକୁ ବିରୋଧ କରି ଏହି ବନ୍ଦ ଡାକରା ଦିଆଯାଇଛି। ଓଡ଼ିଶାରେ ବନ୍ଦକୁ କଂଗ୍ରେସ ପକ୍ଷରୁ ପୂର୍ଣ୍ଣ ସମର୍ଥନ କରାଯିବ ବୋଲି କହିଛନ୍ତି ପିସିସି ସଭାପତି। ତେବେ ବନ୍ଦ...
ନୂଆଦିଲ୍ଲୀ: ଦେଶର ଏକ ପ୍ରତିଷ୍ଠିତ ବିଶ୍ୱବିଦ୍ୟାଳୟ JNUରେ ଗତ ରବିବାର ରାତିରେ ଯାହା ଘଟିଲା ତାହାକୁ ସାରା ଦେଶରେ ନିନ୍ଦା କରାଯାଇଛି। ଏହି ଘଟଣାକୁ ନେଇ ଚାପା ଉତ୍ତେଜନା ପ୍ରକାଶ ପାଇଛି। ଦୁଇ ଦଳ ଲେଫ୍ଟ ୱିଙ୍ଗ ଏବଂ ଏବିଭିପି ଏହି ଘଟଣା ପାଇଁ ପରସ୍ପରକୁ ଦୋଷ ଦେଉଛନ୍ତି।...
ନୂଆଦିଲ୍ଲୀ: ଭାରତର ପ୍ରତିଷ୍ଠିତ ଜବାହର ଲାଲ୍ ନେହରୁ ବିଶ୍ୱବିଦ୍ୟାଳୟରେ ଗତ ରବିବାର ରାତିରେ ପ୍ରାୟ ୫୦ ଜଣ ମୁଖାପିନ୍ଧା ଦୁର୍ବୃତ୍ତ ଲାଠି-ବାଡ଼ି ଧରି ପଶି ଶିକ୍ଷକ ଓ ଛାତ୍ରଙ୍କୁ ନିର୍ଦ୍ଦୟ ଭାବେ ପିଟିଛନ୍ତି। ଏପରିକି ଦୁର୍ବୃତ୍ତଙ୍କ ଆକ୍ରମଣରୁ ଛାତ୍ରୀମାନେ ମଧ୍ୟ ବାଦ୍ ପଡ଼ି ନାହାନ୍ତି। ହଷ୍ଟେଲ୍ରେ ଭଙ୍ଗାରୁଜା କରିବା...
ମୁମ୍ୱାଇ: ମହାରାଷ୍ଟ୍ରରେ ମନ୍ତ୍ରିମାନଙ୍କ ବିଭାଗ ବଣ୍ଟନକୁ ନେଇ ଚାଲିଥିବା ଆଲୋଚନାର ଆଜି ପୂର୍ଣ୍ଣଛେଦ ପଡ଼ିଛି। ରାଜ୍ୟପାଳ ଭଗତ ସିଂହ କେଶିଆରୀ ବିଭାଗ ବଣ୍ଟନକୁ ଅନୁମୋଦନ ଦେଇଛନ୍ତି। ତେବେ ବିଭାଗ ବଣ୍ଟନକୁ ନେଇ ଶିବସେନାରେ ଅସନ୍ତୋଷ ଦେଖିବାକୁ ମିଳିଛି। ଶିବସେନାର ଅନେକ ବରିଷ୍ଠ ନେତା ଏହି ବିଭାଗ ବଣ୍ଟନକୁ ନେଇ...