କବିସୂର୍ଯ୍ୟନଗର: ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ସୁନାପଲ୍ଲୀ ଗାଁରେ ସକାଳୁ ସକାଳୁ ଖେଳି ଯାଇଛି ଚାଞ୍ଚଲ୍ୟ। ଏକ ଗଛରୁ ଝୁଲନ୍ତା ଅବସ୍ଥାରେ ମିଳିଛି ପ୍ରେମୀ ଯୁଗଳଙ୍କ ମୃତଦେହ। ଶନିବାର ଭୋରରୁ ବାଉରୀ ସାହିର ବାରୀମାଳରେ ଝୁଲନ୍ତା ମୃତଦେହ ଦେଖିବାକୁ ପାଇଥିଲେ ଗ୍ରାମବାସୀ । ମୃତକ ମାନେ ହେଲେ କୈଳାଶ ନାହାକ...
ଆନନ୍ଦପୁର: ଭିଜିଲାନ୍ସ ଜାଲରେ ଆଉ ଜଣେ ସରକାରୀ ବାବୁ। ସେ ହେଉଛନ୍ତି କେନ୍ଦୁଝର ଆନନ୍ଦପୁର ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ସୁବଳ ପଣ୍ଡା। ସୁବଳଙ୍କ ନାଁରେ ରହିଥିଲା ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ। ଅଭିଯୋଗ ପାଇବା ପରେ ଭିଜିଲାନ୍ସ ଟିମ୍ ସୁବଳଙ୍କ ଘର ରେଡ୍...
ନୂଆଦିଲ୍ଲୀ:ଘରୁ ମୂଲ୍ୟବାନ ଜିନଷ ଚୋରି ହୋଇଗଲେ କାହାକୁ ବା କଷ୍ଟ ନ ଲାଗିବ ? ଯେମିତି ବି ହେଉ, ନିଜ ଜିନିଷ ଫେରି ପାଇବାକୁ ସମସ୍ତେ ଚାହିଁବେ । ହେଲେ ଚୋରି ଜିନିଷ ଫେରି ପାଇବା ପାଇଁ ୫ ଲକ୍ଷର ପୁରସ୍କାର ଘୋଷଣା କରିବା କେବେ ଶୁଣିଛନ୍ତି ?...
କେନ୍ଦ୍ରାପଡ଼ା: ଦୁଇ ସାହାସୀ ଭଉଣୀ ସବିତା ଗିରି ଓ ପୂର୍ଣ୍ଣିମା ଗିରି। ଦୁଇ ଭଉଣୀ ପାଇବେ ଚଳିତବର୍ଷର ସାହସିକତା ପୁରସ୍କାର। କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ନିପାଣିଆ ଗାଁର ଏଇ ଦୁଇ ଭଉଣୀ ସେଦିନ ଡଙ୍ଗାବୁଡ଼ି ସମୟରେ ଯେଉଁ ଅପୂର୍ବ ସାହସିକତା ଦେଖାଇ ଲୋକଙ୍କୁ ଉଦ୍ଧାର କରିଥିଲେ ସେଥିପାଇଁ ତାଙ୍କୁ...
ଉଦଳା: ବଳଦ ଖୋଜିବା ହେଲା କାଳ। ବଳଦକୁ ଖୋଜିବା ପାଇଁ ଘର ବାଡିକୁ ପଳାଇ ଯାଇଥିଲେ। ହେଲେ ସେଠାରେ ଯେମିତି ଅଘଟଣ ତାଙ୍କୁ ଅପେକ୍ଷା କରି ବସିଥିଲା। ଝାମ୍ପି ପଡ଼ିଲା ଭାଲୁ। ଆଉ ତାଙ୍କର ଆଖି ତାଡ଼ି ନେଇଗଲ। ଏପରି ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଉଦଳା...
ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ସିଂଲା ଥାନା ଅଞ୍ଚଳର ଜଣେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ନାବାଳିକା ଜଣକ ତାଙ୍କର ଜଣେ ସମ୍ପର୍କୀୟଙ୍କ ସହ ଏକ କମ୍ପାନୀରେ କାମ କରିବାକୁ ତେଲେଙ୍ଗନା ଯାଇଥିଲେ। କିଛି ଦିନ କାମ କରିବା ପରେ ସେ ଘରକୁ ଫେରି ଆସିଥିଲେ । ବାଲେଶ୍ୱର ଷ୍ଟେସନରେ...
ନୂଆଦିଲ୍ଲୀ: ଆଜି ଦେଶର ରାଜଧାନୀ ଦିଲ୍ଲୀ ସମେତ ଉତ୍ତର ଭାରତର କିଛି ସ୍ଥାନରେ ଭୂମିକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୧ ଥିବା ପ୍ରଥମେ କୁହାଯାଇଥିଲା। ତେବେ ପରେ ଜଣାପଡ଼ିଛି ଏହାର ତୀବ୍ରତା ୬.୩ ଥିଲା। ଏହା ମୁଖ୍ୟତଃ ଆଫଗାନିସ୍ତାନରେ ଅଧିକ ଅନୁଭୂତ ହୋଇଥିଲା। ନ୍ୟାସନାଲ...
ନୂଆଦିଲ୍ଲୀ:ଦେଶରେ ଚଳିତବର୍ଷ ୯୫ ଥର ଇଣ୍ଟରନେଟ ଶଟଡାଉନ୍ ହୋଇଥିଲା। ଆଉ ତାହା ପୁଣି ଗୁରୁବାର ଦିନ। ଦିଲ୍ଲୀ ଏବଂ ଉତ୍ତର ପ୍ରଦେଶରେ ନାଗରିକତା ସଂଶୋଧନ ଆଇନ(CAA) ବିରୋଧୀ ଆନ୍ଦୋଳନକୁ ଦୃଷ୍ଟିରେ ରଖି ଏପରି ପଦକ୍ଷେପ ନିଆଯାଇଥିଲା। ତେବେ ଇଣ୍ଟରନେଟ ସେବା ଅଧିକ ବନ୍ଦ କରିବାରେ ଭାରତର ସ୍ଥାନ ସବୁଠାରୁ...
ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ଉନ୍ନାଓ ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ବିଧାୟକ କୁଲଦୀପ ସେନଗାରଙ୍କୁ ଆଜୀବନ ଜେଲ୍ ଦଣ୍ଡାଦେଶ ହୋଇଛି। ଦିଲ୍ଲୀର ତିସ ହଜାରୀ କୋର୍ଟ ଏହି ଦଣ୍ଡାଦେଶ ଦେଇଛନ୍ତି। ଏଥିସହ ପୀଡ଼ିତାଙ୍କୁ କ୍ଷତିପୂରଣ ବାବଦରେ ୨୫ ଲକ୍ଷ ଟଙ୍କା ସେନଗାରଙ୍କୁ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି...
ନୂଆଦିଲ୍ଲୀ: ନାଗରିକ ସଂଶୋଧନ ଆଇନ ବିରୋଧରେ ସାରା ଦେଶରେ ହିଂସାକାଣ୍ଡ ଭିତରେ ବି ଦେଖିବାକୁ ମିଳିଛି ମାନବିକତାର ଦୃଶ୍ୟ। ହିଂସାକାଣ୍ଡରେ କର୍ଣ୍ଣାଟକର ମେଙ୍ଗଲୁରରେ ୨ ଏବଂ ଲକ୍ଷ୍ନୌରେ ଜଣଙ୍କର ମୃତ୍ୟୁ ଘଟି ସାରିଲାଣି। ଅହମ୍ମଦାବାଦରେ ଶାହ-ଏ-ଇଲାମ୍ ଇଲକାରେ ଆନ୍ଦୋଳନକାରୀମାନେ ଉନ୍ମତ୍ତକାଣ୍ଡ ଭିଆଇଛନ୍ତି। ଆନ୍ଦୋଳନକାରୀଙ୍କ ଆକ୍ରମଣରେ ଡିସିପି, ଏସିପି, ଇନ୍ସପେକ୍ଟରଙ୍କ...
ନୂଆଦିଲ୍ଲୀ: ସବୁ ମା’ର ହୃଦୟ ତାର ସନ୍ତାନ ପାଇଁ ସମାନ । ସେ ମଣିଷ ହେଉ ବା ପକ୍ଷୀ କିମ୍ବା ସିଂହ, ମା’ଟିଏ ନିଜ ଜୀବନ ଦେଇ ତା’ର ସନ୍ତାନକୁ ବଞ୍ଚାଇବାକୁ ସବୁବେଳେ ଚାହିଁଥାଏ। ମା’ର ମମତା କେତେ ଗଭୀର ତାକୁ ନେଇ ଏକ ଭିଡିଓ ଭାଇରାଲ ହୋଇଛି।...
ମୁମ୍ବାଇ: ନୂତନ ଭାରତୀୟ ଇନ୍ଧନ ଓ ଗମନାଗମନ ଯୌଥ ଉଦ୍ୟୋଗ ସ୍ଥାପନ କରିବା ଲାଗି ବିପି ଓ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ (ଆରଆଇଏଲ) ମଧ୍ୟରେ ଏକ ନିର୍ଦ୍ଦିଷ୍ଟ ବୁଝାମଣା ସ୍ୱାକ୍ଷରିତ ହୋଇଛି । ଏନେଇ ଗତ ଅକ୍ଟୋବର ମାସରେ ଦୁଇ କଂପାନି ମଧ୍ୟରେ ପ୍ରାରମ୍ଭିକ ରାଜିନାମା ହୋଇଥିଲା ।...
ମୁମ୍ୱାଇ: ଦେଶର ଆର୍ଥିକ ରାଜଧାନୀ ମୁମ୍ୱାଇରେ ଓ୍ୱାଇଫ୍ ସ୍ୱାପିଂ ଅଭିଯୋଗ। ଜଣେ ୪୬ ବର୍ଷୀୟ ବ୍ୟବସାୟୀ ନିଜ ୩୯ ବର୍ଷୀୟ ସ୍ତ୍ରୀକୁ ନିଜ ତିନି ସାଙ୍ଗଙ୍କ ସହ ଶାରୀରିକ ସମ୍ପର୍କ ରଖିବା ପାଇଁ ବାଧ୍ୟ କରିବା ଅଭିଯୋଗରେ ଗିରଫ ହୋଇଛି। ବୁଧବାର ମାଜିଷ୍ଟ୍ରେଟ କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ପୋଲିସ ତାଙ୍କୁ...
ନୂଆଦିଲ୍ଲୀ: ସାରା ଦେଶରେ ନାଗରିକତା ସଂଶୋଧିତ ଆଇନକୁ ନେଇ ବିରୋଧ ପ୍ରଦର୍ଶନ ବେଳେ ବିଜେପି ସାଂସଦ ସୁବ୍ରମଣ୍ୟମ ସ୍ୱାମୀ ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ପରଭେଜ ମୁଶାରଫଙ୍କୁ ନେଇ ତାତ୍ସଲ୍ୟ କରିଛନ୍ତି। ମୁଶାରଫ ଦିଲ୍ଲୀର ଦରିଆଗଞ୍ଜରେ ରହୁଥିଲେ। ସେ ଏବେ ତାଙ୍କ ଦେଶ (ପାକିସ୍ତାନ)ରେ ଉତ୍ପୀଡନର ଶିକାର ହୋଇଛନ୍ତି। ଏବେ...