ଏପଟେ ହାତ ଦଳରେ ଅତଡ଼ା ଧସିବା ସ୍ଥିତି। ପ୍ରତିଦିନ ଦଳକୁ ବାଏ ବାଏ କରି ଚାଲିଛନ୍ତି ଜଣଙ୍କ ପରେ ଜଣେ ହେଭିୱେଟ୍। 24 ମହାଲଢ଼େଇ ସଜବାଜ ଭିତରେ ଡଜନେରୁ ଅଧିକ ନେତା ହାତ ଛାଡ଼ି ଅନ୍ୟ ଦଳକୁ ଡେଇଁଲେଣି। ଆଉ ଏପଟେ ବିଳମ୍ବରେ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା...
ନିଇତି ନୂଆ ସର୍ବକାଳୀନ ରେକର୍ଡ ଛୁଉଁଛି ସୁନା ଦର। ୪ ଦିନରେ ମହଙ୍ଗା ହେଲାଣି ୨ ହଜାର ଟଙ୍କା। ୭୦ ହଜାର ୬୦୦ ଟଙ୍କା ଟପିଲାଣି ଖାଣ୍ଟି ସୁନା । ୨୨ କ୍ୟାରେଟ୍ ବି ୬୪ ହଜାର ୭୫୦ ଟଙ୍କାରେ ପହଞ୍ଚିଗଲାଣି। ଆଗକୁ ଦର ଆହୁରି ବଢ଼ିବ ବୋଲି...
ବୋଲ ମାନୁନି ସୁନା ଦର। ପ୍ରତିଦିନ ଉପରମୁହାଁ ହେଉଛି। ନୂଆ ରେକର୍ଡ ସ୍ତରରେ ପହଞ୍ଚୁଛି। କେବଳ ଚଳିତ ମାସର ପ୍ରଥମ ୪ ଦିନରେ ୨ ହଜାର ଟଙ୍କା ମହଙ୍ଗା ହେଲାଣି।
କେଉଁଠି ସାନ ଭାଇ ବନାମ୍ ବଡ଼ଭାଇ ମଧ୍ୟରେ ବଳ କଷାକଷି ତ ଆଉ କେଉଁଠି ଖୁଡ଼ୀ-ପୁତୁରାଙ୍କ ମଧ୍ୟରେ ହେବ କାଣ୍ଟେ କା ଟକ୍କର୍।
୨୪ ମହାଲଢ଼େଇ ବେଳେ ରାଜ୍ୟ କଂଗ୍ରେସରେ ମହାସଂଗ୍ରାମ ନାରା ୯ରୁ ୯୦। ହେଲେ ନିଇତି ଦଳ ଛା଼ଡ଼ିଚାଲିଛନ୍ତି ଜଣଙ୍କ ପରେ ଜଣେ ହେଭିୱେଟ୍ ନେତା।
ଜଳ ବିରତି ଘଣ୍ଟି ବାଜିଲେ କ୍ଲାସରେ ଥିବା ପିଲା ପାଣି ପିଇବେ। ଅଂଶୁଘାତ ଓ ଶରୀରରୁ ଜଳୀୟ ଅଂଶ ହ୍ରାସ ରୋକିବାକୁ ଏଭଳି ପଦକ୍ଷେପ ନିଆଯାଇଛି।
କଟକ ନୂଆବଜାର ଅଞ୍ଚଳର ମହିମା ନଗରରେ ଏହି ଦୁଃଖଦ ଘଟଣା ଘଟିଛି। ମୃତକ ଯାଜପୁର ଜିଲ୍ଲାର କିନ୍ତୁ ସେ କଟକରେ ରହି ରାଜମିସ୍ତ୍ରୀ ଭାବେ କାମ କରୁଥିଲେ।
ଖୁବଶୀଘ୍ର ଆପଲ୍ ପକ୍ଷରୁ ଏନେଇ ଏକ ପ୍ରୋଜେକ୍ଟ ଲଞ୍ଚ ହେବାକୁ ଯାଉଛି। ବାସ୍ତବରେ ଜଣେ ମଣିଷ ଘରେ ଯେଉଁସବୁ କାମ କରେ, ତାହା ଆଗାମୀ ଦିନରେ ରୋବୋଟ କରିବ ବୋଲି ଯୋଜନା ପ୍ରସ୍ତୁତ କରୁଛି ଆପଲ୍।
କିଛିଦିନ ତଳେ ବିଧିବଦ୍ଧ ଭାବେ ଶଙ୍ଖ ଧରିଥିଲେ କଂଗ୍ରେସ ନେତା ବାପି ସର୍ଖେଲଙ୍କ ପତ୍ନୀ ମୋନିଦୀପା ସର୍ଖେଲ। ଆଜି ପିସିସି ସଭାପତିଙ୍କ ପାଖକୁ ଇସ୍ତଫା ପତ୍ର ପଠାଇଛନ୍ତି ବାପି ସର୍ଖେଲ।
ବର୍ତ୍ତମାନ ସୁଦ୍ଧା ଘୋଷଣା ହୋଇଥିବା ବିଜେଡିର ୧୫ ଲୋକସଭା ପ୍ରାର୍ଥୀଙ୍କ ମଧ୍ୟରୁ ୩ ପୂର୍ବତନ କଂଗ୍ରେସ୍ ନେତା।
ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ୍ ଅନଳିଆ ପଞ୍ଚାୟତ ଅନ୍ତର୍ଗତ ଶଙ୍ଖାମେଦୀ ଗାଁ। କୋରାପୁଟ କୋଟିଆ ଭଳି ଏଠି ବି ଓଡ଼ିଶା ମାଟି ଉପରେ ପଡ଼ୋଶୀର ଲୋଲୁପ ଦୃଷ୍ଟି।
କେନ୍ଦ୍ରାପଡ଼ା ଲୋକସଭା ଆସନ ଲାଗି ପ୍ରାର୍ଥୀ ଭାବେ ଘୋଷଣା ହେବା ପରେ ଆଜି ନିଜ ନିର୍ବାଚନ ମଣ୍ଡଳୀରେ ପହଞ୍ଚିଥିଲେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା। ଅପରାହଣରେ ହେଲିକପଟର ଯୋଗେ ଭୁବନେଶ୍ୱରରୁ ଚାନ୍ଦୋଳରେ ପହଞ୍ଚିବା ପରେ ସେଠାରେ ତାଙ୍କୁ ଦିଆଯାଇଥିଲା ଭବ୍ୟ ସମ୍ବର୍ଦ୍ଧନା।
ଭାରତକୁ ଗୋଟିଏ ସବୁଜ ଅର୍ଥନୀତିରେ ପରିବର୍ତ୍ତନ କରିବାକୁ ଲକ୍ଷ୍ୟ ରଖିଥିବା କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ ଆଜି ବଡ଼ ବୟାନ ଦେଇଛନ୍ତି।
ଏପ୍ରିଲ ୧୫ ତାରିଖରେ ପରବର୍ତ୍ତି ଶୁଣାଣି ହେବ। ସେ ଯାଏଁ ତିହାର ଜେଲରେ ରହିବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ।
ଗତକାଲି ଇଣ୍ଡିଆନ ପ୍ରିମିୟର ଲିଗରେ ଚେନ୍ନାଇ ସୁପର କିଙ୍ଗ୍ସକୁ ଭେଟିଥିଲା ଦିଲ୍ଲୀ କ୍ୟାପିଟାଲ୍ସ। ଚେନ୍ନାଇକୁ ହରାଇ ଆଇପିଏଲ୍ ୨୦୨୪ରେ ପ୍ରଥମ ବିଜୟ ହାସଲ କରିଥିଲା ଦିଲ୍ଲୀ।
ସାବଧାନ ରାଜଧାନୀରେ ମାତିଛନ୍ତି ନିଶା ଦେଇ ଲୁଟ୍ କରୁଥିବା ଗ୍ୟାଙ୍ଗ। ରାସ୍ତାରେ ଅଟୋ ରଖି ଡାକିବେ, ମିଠା କଥା କହି ବନ୍ଧୁତା ସ୍ଥାପନ କରିବେ। ଆଉ ପରେ ଥଣ୍ଡା ପାନୀୟରେ ନିଶା ବାଟିକା ପକାଇ ପିିଇବାକୁ ଦେଇ ଅଚେତ ହେବା ପରେ ଲୁଟିବେ।
ଜଗତସିଂହପୁର ପଲିଟିକ୍ସରେ ବିଜେଡି କନ୍ଦଳ। ସ୍ଥିତି ସାଂଘାତିକ। ଟିକେଟ ଅଙ୍କ ଛିଡୁନଥିବାବେଳେ ଦାବିଦାରଙ୍କ ସଂଖ୍ୟା ବଢୁଛି। ରାଲି, ସମାବେଶ, ଶୋଭାଯାତ୍ରା ମାଧ୍ୟମରେ ଶକ୍ତି ପ୍ରଦର୍ଶନ କରୁଛନ୍ତି ଆଶାୟୀ।
ମାର୍ଚ୍ଚ ୨୭ରେ ଆସିଲା ବିଜେଡିର ପ୍ରଥମ ପ୍ରାର୍ଥୀ ତାଲିକା। ଦୁଇ ଦଫାରେ ୧୫ ଜଣିଆ ଲୋକସଭା ପ୍ରାର୍ଥୀ ଓ ୭୨ ବିଧାନସଭା ପ୍ରାର୍ଥୀଙ୍କ ନାଁ। ହେଲେ ଏପଟେ ଯେମିତି ଦଳରୁ ଅସନ୍ତୁଷ୍ଟ ନେତାଙ୍କ ଘଳିଆ ପଡ଼ିଗଲାଣି। ଦଳ ଛାଡୁଛନ୍ତି ଜଣଙ୍କ ପରେ ଜଣେ ସାଂସଦ, ବିଧାୟକ, ନେତା।
ଗଛରେ ଆମ୍ବ କସି ଆସୁ ଆସୁ ଲାଗିଯାଉଛି ପୋକ। କଅଁଳ ଆମ୍ବରେ କଣା କରି ପଶି ଭିତରେ ଖୋଳ କରିଦେଉଛନ୍ତି। ଗୋଟେ ଆମ୍ବରୁ ଆଉ ଗୋଟିଏ, ଗୋଟେ ଗଛରୁ ଆର ଗଛକୁ ଚକଡା ଭଳି ଚରି ଯାଉଛନ୍ତି।