ଖଲ୍ଲିକୋଟ ଥାନା ଠାରୁ ୪୦୦ମିଟର ଦୂରରେ ଘଟିଛି ଦୁର୍ଘଟଣା। ଦୁର୍ଘଟଣା ଘଟିଥିବାସ୍ଥାନ ଠାରୁ ଉଭୟ ପାର୍ଶ୍ୱର ୨ କିଲୋମିଟର ଯାଏଁ ରାସ୍ତା ସିଲ କରାଯାଇଛି।
ଓଟିଭିର ଦର୍ଶକମାନଙ୍କୁ ବିଭ୍ରାନ୍ତ କରିବାକୁ କିଛି ନ୍ୟସ୍ତସ୍ୱାର୍ଥ ବ୍ୟକ୍ତି ଏଭଳି କରିଛନ୍ତି। ଏହି ଖବରକୁ ବିଶ୍ୱାସ ନକିବାକୁ ଆମେ ଅନୁରୋଧ କରୁଛୁ।
ତାପମାତ୍ରାକୁ ଦୃଷ୍ଟିରେ ରଖି ଆଜିଠୁ ରାମଲଲ୍ଲାଙ୍କୁ ଏଭଳି ପରିଧାନରେ ଦେଖିବାକୁ ମିଳିବ।
ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାରେ ତାତି ସହ ଗୁଳୁଗୁଳି ଅସ୍ତବ୍ୟସ୍ତ କରୁଛି। ୬୦ ପ୍ରତିଶତ ଉପରେ ରହୁଛି ଆଦ୍ରତା।
ତାମିଲନାଡ଼ୁର ବିଭିନ୍ନ ଅଞ୍ଚଳରୁ ଫ୍ୟାନ୍, ପ୍ରଶଂସକ ଡାନିଏଲଙ୍କୁ ଶେଷ ଥର ପାଇଁ ବିଦାୟ ଜଣାଇବାକୁ ପହଞ୍ଚିଛନ୍ତି। ଡାନିଏଲ୍ଙ୍କ ଦମଦାର ଅଭିନୟ ତାଙ୍କୁ ଦକ୍ଷିଣ ଭାରତରେ ବେଶ୍ ପପୁଲାର୍ କରିଥିଲା।
ମାର୍ଚ୍ଚ ୨୭ରୁ ଏହି ପଦବୀ ପାଇଁ ଆପଣ ଅନଲାଇନ୍ ଆବେଦନ କରିପାରିବେ। ଆବେଦନ କରିବାର ଶେଷ ତାରିଖ ହେଉଛି..
ନିର୍ବାଚନ ପୂର୍ବରୁ BJD କୁ ଝଟକା। ଦଳରୁ ଡିଆଁ ମାରୁଛନ୍ତି ହେଭିୱେଟ୍ ନେତା। ଗୋଟିକ ପରେ ଗୋଟିଏ ଓଲିଉଡ୍ ତାରକା ମଧ୍ୟ ଵିଜେଡି ଶିବିର ଛାଡୁଛନ୍ତି। ଯାହା ଏବେ ବିଜେଡି ପାଇଁ ଚିନ୍ତାର କାରଣ ପାଲଟିଛି।
ଜଷ୍ଟିସ ବିବେକ ଚୌଧୁରୀଙ୍କ ବେଞ୍ଚ ଏହି ରାୟ ଦେଇଛନ୍ତି। ପାଟନା ହାଇକୋର୍ଟ ନାଲନ୍ଦା ମାଜେଷ୍ଟ୍ରିଆଲ କୋର୍ଟର ନିଷ୍ପତ୍ତିକୁ ରଦ୍ଦ କରିଦେଇଛନ୍ତି।
ଚଳିତ ବର୍ଷ ଭାରତ ରତ୍ନ ସମ୍ମାନ ପାଇଁ ପାଞ୍ଚ ଜଣଙ୍କ ନାମ ଘୋଷଣା ହୋଇଥିବା ବେଳେ ଆଜି ୪ ଜଣଙ୍କୁ ମରଣୋତ୍ତର ଭାବେ ଭାରତ ରତ୍ନ ପ୍ରଦାନ କରାଯାଇଛି।
ମହିଳା ଜଣକ ଘରେ ଚା’ ଓ ଜଳଖିଆ ତିଆରି କରିବା ବେଳେ ହଠାତ ନିଆଁ ଲାଗିଯାଇଥିଲା। ନିଆଁ ଲାଗିବା କାରଣରୁ ଭୟଙ୍କର ବିସ୍ଫୋରଣ ହୋଇଥିଲା।
ଆରସିବି ଓ କେକେଆର୍ ମ୍ୟାଚ୍ ପୂର୍ବରୁ ବେଶ କଳ୍ପନା ଜଳ୍ପନା ଚାଲିଥିଲା କୋହଲି ଓ ଗମ୍ଭୀରଙ୍କୁ ନେଇ। କିନ୍ତୁ କାଲିର ମ୍ୟାଚ୍ରେ ଚିତ୍ର କିଛି ଅଲଗା ଥିଲା। ମ୍ୟାଚ୍ ଆରମ୍ଭରୁ ହିଁ ପରସ୍ପରଙ୍କୁ ଆଲିଙ୍ଗନ କରିଥିଲେ।
ଭୟଭୀତ କରିବାକୁ ଫାଙ୍କା ଗୁଳିଚାଳନା କରି ଚମ୍ପଟ ମାରିଥିଲେ ଲୁଟେରା। ଦମ୍ପତି ନିଗମ ପ୍ରସାଦ ସାହୁ ଓ ତାଙ୍କ ପତ୍ନୀ ଲଛମାରାଣୀ ସାହୁଙ୍କଠାରୁ ଲୁଟ ହୋଇଛି।
ଆଜି କିଛି ସେବାୟତ ମାନେ କିଛି ଶ୍ରଦ୍ଧାଳୁଙ୍କୁ ପଶ୍ଚିମଦ୍ୱାର ଦେଇ ପ୍ରବେଶ କରାଇଥିବା ଅଭିଯୋଗ ହୋଇଛି।
ଟ୍ୱିଟର୍ର ମାଲିକାନା ନେବା ପରେ ଏଲନ୍ ମସ୍କ ଏହାକୁ ଏକ୍ସ ବୋଲି ନାଁ ଦେଲେ। ତା’ପରେ ଏକ୍ସ ରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳିଛି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମାଇକ୍ରୋସଫ୍ଟ ସହପ୍ରତିଷ୍ଠାତା ବିଲ୍ ଗେଟସ୍ଙ୍କ ମଧ୍ୟରେ ଏକ ଆଲୋଚନା ହୋଇଛି। ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ(AI)ର ବ୍ୟବହାରଠୁ ନେଇ ସ୍ୱାସ୍ଥ୍ୟ, ଜଳବାୟୁ ପରିବର୍ତ୍ତନ ଏବଂ ମହିଳା ସଶକ୍ତିକରଣ ଉପରେ ଚର୍ଚ୍ଚା କରିଛନ୍ତି ମୋଦି-ବିଲ୍ ଗେଟସ୍।
୩୯.୫ ଡିଗ୍ରୀ ସହ ବୌଦ୍ଦ ସବୁଠୁ ତତଲା ସହର ଭାବେ ପରିଗଣିତ ହୋଇଥିବାବେଳେ ଭବାନୀପାଟଣା, ଟିଟିଲାଗଡ଼, ନୟାଗଡ଼ ଓ ପାରଳାଖେମୁଣ୍ଡିରେ ବି ପାରଦ ୩୯ ଡିଗ୍ରୀ ଉପରେ ରେକର୍ଡ କରାଯାଇଛି।
ଦକ୍ଷିଣ ଆଫ୍ରିକାର ଉତ୍ତର-ପୂର୍ବ ଲିମ୍ପୋପୋ ପ୍ରଦେଶରେ ଗୁରୁବାର ବ୍ରିଜ୍ ଉପରୁ ଏକ ବସ୍ ପ୍ରାୟ ୫୦ ମିଟର ତଳେ ପଡ଼ିବା ପରେ ଜଳିଯିବାରୁ ୪୫ ଜଣ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ଘଟିଛି।
ଛାଡ଼ପତ୍ର ପରେ ସ୍ତ୍ରୀର ପରକୀୟା ସମ୍ପର୍କ ଥିଲେ ଦେବାକୁ ପଡ଼ିବନି ଭରଣପୋଷଣ ଟଙ୍କା। ଏକ ମାମଲାର ଶୁଣାଣି ବେଳେ ଏହି ରାୟ ଦେଇଛନ୍ତି ମଧ୍ୟପ୍ରଦେଶ ହାଇକୋର୍ଟ ବିଚାରପତି ପ୍ରକାଶ ଚନ୍ଦ୍ର ଗୁପ୍ତା।
ଏହି ମ୍ୟାଚ୍ ବେଶ୍ ରୋମାଞ୍ଚକ ହେବ ବୋଲି ଆଶା କରାଯାଉଛି। କାରଣ ଆଜି ସାମ୍ନାସାମ୍ନି ହେବେ କୋହଲି ଏବଂ ଗମ୍ଭୀର।
ସାଲେପୁର ଓ କଟକ ଜିଲ୍ଲାରେ ପ୍ରକାଶଙ୍କ ରହିଛି ବେଶ୍ ଦବଦବା। ପ୍ରକାଶ ଏବେ ବିଜେଡିରେ ମିଶିବେ ବୋଲି ଚର୍ଚ୍ଚା ହେଉଛି।